Shuru
Apke Nagar Ki App…
ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗଣେଶ ଚତୁର୍ଥୀ ଭକ୍ତିମୟ ପରିବେଶ ରେ ଗଣେଶ ପୂଜା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗଣେଶ ଚତୁର୍ଥୀ ଭକ୍ତିମୟ ପରିବେଶ ରେ ଗଣେଶ ପୂଜା ବରଗଡ଼ ତା ୧୪.୦୯.୨୦୨୬ ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ସ୍ଥାନୀୟ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟା ଦାତା ଗଣେଶଙ୍କ ପୂଜା ବିଧି ଅନୁସାରେ ଧୁମଧାମରେ ପାଳିତ ହୋଇଯାଇଅଛି । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନାଙ୍କ ସମେତ ଶ୍ରୀମତୀ କମଳା ଦାଶ, ଗୀତାଞ୍ଜଳି ପ୍ରଧାନ,ଯୋସ୍ନାରାଣୀ ସାହୁ, ରଶ୍ମି ରେଖା ସାହୁ,ଅନୀତା ଭୋଇ, ବବିତା ବରିହା,ବନ୍ଦିତା ଭୋଇ,ନୀମା ସାହି,ଅନୁସୁୟା ପ୍ରଧାନ, ଚନ୍ଦନ ପଟେଲ, ପ୍ରତାପ ସାହୁ,ଦିପ୍ତୀମୟୀ ସାହୁ, ସ୍ନେହ ଲତା ସାହୁ, ଧନଞ୍ଜୟ ଦୀପ, ପିଣ୍ଟୁ ଶତପଥୀ, କୈଳାସ ବେହେରା, ଗୀତାଞ୍ଜଳି ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ସମସ୍ତ ଛାତ୍ରୀ ଯୋଗଦେଇ ଗଣପତି ଙ୍କ ପୂଜା ଆରାଧନା ପରେ ପ୍ରସାଦ ସେବନ କରିଥିଲେ ।
PNC MEDIA
ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗଣେଶ ଚତୁର୍ଥୀ ଭକ୍ତିମୟ ପରିବେଶ ରେ ଗଣେଶ ପୂଜା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗଣେଶ ଚତୁର୍ଥୀ ଭକ୍ତିମୟ ପରିବେଶ ରେ ଗଣେଶ ପୂଜା ବରଗଡ଼ ତା ୧୪.୦୯.୨୦୨୬ ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ସ୍ଥାନୀୟ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟା ଦାତା ଗଣେଶଙ୍କ ପୂଜା ବିଧି ଅନୁସାରେ ଧୁମଧାମରେ ପାଳିତ ହୋଇଯାଇଅଛି । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନାଙ୍କ ସମେତ ଶ୍ରୀମତୀ କମଳା ଦାଶ, ଗୀତାଞ୍ଜଳି ପ୍ରଧାନ,ଯୋସ୍ନାରାଣୀ ସାହୁ, ରଶ୍ମି ରେଖା ସାହୁ,ଅନୀତା ଭୋଇ, ବବିତା ବରିହା,ବନ୍ଦିତା ଭୋଇ,ନୀମା ସାହି,ଅନୁସୁୟା ପ୍ରଧାନ, ଚନ୍ଦନ ପଟେଲ, ପ୍ରତାପ ସାହୁ,ଦିପ୍ତୀମୟୀ ସାହୁ, ସ୍ନେହ ଲତା ସାହୁ, ଧନଞ୍ଜୟ ଦୀପ, ପିଣ୍ଟୁ ଶତପଥୀ, କୈଳାସ ବେହେରା, ଗୀତାଞ୍ଜଳି ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ସମସ୍ତ ଛାତ୍ରୀ ଯୋଗଦେଇ ଗଣପତି ଙ୍କ ପୂଜା ଆରାଧନା ପରେ ପ୍ରସାଦ ସେବନ କରିଥିଲେ ।
More news from ଓଡ଼ିଶା and nearby areas
- ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼1
- संबलपुर में नवान्न सेवन कर सांसद धर्मेंद्र प्रधान ने मनाया नुआखाई संबलपुर: नुआखाई पर्व के अवसर पर संबलपुर में पार्टी के जिला अध्यक्ष रामचंद्र मेहर के निवास पर ‘नवान्न’ सेवन कर संबलपुर के सांसद एवं पूर्व केंद्रीय मंत्री धर्मेंद्र प्रधान ने नुआखाई पर्व मनाया। इस अवसर पर श्री प्रधान ने रामचंद्र मेहर के परिवार के सदस्यों के साथ बैठकर नवान्न ग्रहण किया और परिवार के स्नेह एवं आतिथ्य के लिए आभार व्यक्त किया। धर्मेंद्र प्रधान ने कहा कि नुआखाई हमारी संस्कृति, एकता, सौहार्द और बुजुर्गों के प्रति सम्मान का अनूठा पर्व है। इस दिन सभी का एक साथ मिलकर नवान्न ग्रहण करना इस पर्व की विशेष पहचान है। उन्होंने सभी को ‘नुआखाई जुहार’ की शुभकामनाएं दीं और मां समलेश्वरी से सभी के सुख, शांति एवं समृद्धि की कामना की। संबलपुर में नवान्न सेवन कर सांसद धर्मेंद्र प्रधान ने मनाया नुआखाई संबलपुर: नुआखाई पर्व के अवसर पर संबलपुर में पार्टी के जिला अध्यक्ष रामचंद्र मेहर के निवास पर ‘नवान्न’ सेवन कर संबलपुर के सांसद एवं पूर्व केंद्रीय मंत्री धर्मेंद्र प्रधान ने नुआखाई पर्व मनाया। इस अवसर पर श्री प्रधान ने रामचंद्र मेहर के परिवार के सदस्यों के साथ बैठकर नवान्न ग्रहण किया और परिवार के स्नेह एवं आतिथ्य के लिए आभार व्यक्त किया। धर्मेंद्र प्रधान ने कहा कि नुआखाई हमारी संस्कृति, एकता, सौहार्द और बुजुर्गों के प्रति सम्मान का अनूठा पर्व है। इस दिन सभी का एक साथ मिलकर नवान्न ग्रहण करना इस पर्व की विशेष पहचान है। उन्होंने सभी को ‘नुआखाई जुहार’ की शुभकामनाएं दीं और मां समलेश्वरी से सभी के सुख, शांति एवं समृद्धि की कामना की।1
- ବେଲପାହାଡ଼ ଜଗନ୍ନାଥ ମନ୍ଦିର ପଡ଼ା ପୂଜା କମିଟି ଦ୍ୱାରା ଫାଟକସ୍ଥିତ ଦୁର୍ଗାମଣ୍ଡପ ନିକଟରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 JagannathMandirPada Fattak Belpahad ବେଲପାହାଡ଼ ଜଗନ୍ନାଥ ମନ୍ଦିର ପଡ଼ା ପୂଜା କମିଟି ଦ୍ୱାରା ଫାଟକସ୍ଥିତ ଦୁର୍ଗାମଣ୍ଡପ ନିକଟରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।1
- ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ଧୁମଧାମରେ ପାଳିତ ହେଲା ନୂଆଁଖାଇ ଭେଟଘାଟ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀକାନ୍ତ ମହାକୁଡ଼ ଯୋଗଦେଇ କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଓ ଭାଇଚାରାର ପର୍ବ ନୂଆଁଖାଇକୁ ନେଇ ବାର୍ତ୍ତା ପ୍ରଦାନ କରିଥିଲେ। କ୍ଲବର ସଭାପତି ଶ୍ରୀକାନ୍ତ ମହାକୁଡ଼, ଉପ-ସଭାପତି ଜନାର୍ଦନ ମେହେର, ସମ୍ପାଦକ ରାଜେଶ ଠେଲାଙ୍କ ତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏହି ଅବସରରେ ମଣ୍ଟୁ ଗୁରୁ, କୁନା ନାଏକ, ପ୍ରଶାନ୍ତ ମହାକୁଡ଼, ମଧୁ ମହାକୁଡ଼, ଟୁଙ୍ଗୁରୁ, ଭଗିଆ, ବାବୁ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ସନ୍ଧ୍ୟାରେ ନାଚ, ଗୀତ ସହ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।1
- ବାଇ ଧକ୍କାରେ ସାଇକେଲ ଚାଳ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବି ନେଇ କଣ୍ଟାମାଳ ମେଡିକାଲ ଛକରେ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ, ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକ, ଦୁଇ ଘଣ୍ଟା ଯାନବାହନ ଚଳାଚଳ ବନ୍ଦ କଣ୍ଟାମାଳ, ୧୬/୦୯/୨୬: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ୫୭ ନମ୍ବର ରାଜ୍ୟ ରାଜପଥର ଦ୍ଭାଳିଆପଦର ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ମୃତକ ଜଣକ ଭଳିଆପଦର ଗ୍ରାମର ଟୁନା ନାଗ ବୋଲି ଜଣାପଡ଼ିଛି। ସେ ସାଇକେଲରେ ଯାଉଥିବା ସମୟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଫଳରେ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ କଣ୍ଟାମାଳ ମେଡିକାଲ ଛକ ଠାରେ ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପ୍ରାୟ ଦୁଇ ଘଣ୍ଟା ଧରି ବନ୍ଦ ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।ଖବର ପାଇ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲା। ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।1
- ବିଶିପାଲୀ ଗ୍ରାମରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଦିଲୀପ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବିଶିପାଲୀରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବରଗଡ଼ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବିଶିପାଲୀ ଗ୍ରାମରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଦିଲୀପ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ନୁଆଁଖାଇ ପର୍ବର ଭାଇଚାରା, ସାମାଜିକ ଏକତା ଓ ସାଂସ୍କୃତିକ ପରମ୍ପରାକୁ ନେଇ ଆୟୋଜିତ ଏହି ଭେଟଘାଟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫାର୍ମାସି୍ଟିକାଲ କଲେଜ ର ଚେୟାରମ୍ୟାନ ନରେନ୍ଦ୍ର କୁମାର ହୋତା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂଜୀବ ପଣ୍ଡା, ବଳଦେବ ସାହୁ, ଆଦିତ୍ୟ ପାଣିଗ୍ରାହୀ, ଡ଼. ଘନଶ୍ୟାମ ପାଣିଗ୍ରାହୀ ଓ ଦେବାନନ୍ଦ ସାହୁ ଉପସ୍ଥିତ ଥିଲେ। ଏଥିସହିତ ଲାଲମୋହନ ପଟେଲ ଓ ହିମାଂଶୁ ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେଏବଂ ଜେନ୍ ଜି ତତଫରୁ ଆୟୁଷ ନାୟକ ନିଜର ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ସଂଯୋଜକ ଆଶିଷ ପଧାନ ଓ କ୍ରିଷ୍ଣା ପଧାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେ ବୀରେନ୍ ପଧାନ ଓ ମାନଭଞ୍ଜନ ପଧାନ ଉପସ୍ଥିତ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ।ନୁଆଁଖାଇ ଭେଟଘାଟ ଅବସରରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ପରିଶେଷରେ ଆୟୋଜିତ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।1
- ସମାଜସେବୀ ଗୁରୁ ମେହେର #Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada ସମାଜସେବୀ ଗୁରୁ ମେହେର1
- 🚨 लखनऊ में सनसनीखेज आरोप! EMI न भरने पर एक युवक को कथित तौर पर 5 दिन तक बंधक बनाकर पीटने और मजदूरी कराने का मामला सामने आया है। आरोप है कि रिकवरी एजेंट ने युवक को प्रताड़ित किया और ब्लड बैंक में उसका खून निकलवाने का भी आरोप लगाया गया है। मामला निगोहां के राजाराम खेड़ा पुरहिया का बताया जा रहा है। पीड़ित का आरोप है कि चौकी पहुंचने पर पुलिस ने उसे कथित तौर पर भगा दिया, जबकि परिवार को भी थाने से लौटा दिया गया। DCP साउथ के आदेश के बाद अपहरण समेत गंभीर धाराओं में मुकदमा दर्ज किया गया है। पुलिसकर्मियों की भूमिका की भी जांच के आदेश दिए गए हैं। वहीं, आरोपियों की गिरफ्तारी के लिए दबिश जारी है। #Lucknow #LucknowNews #Nigoha #BreakingNews #UPNews #RecoveryAgent #CrimeNews #P24NewsExpress 🚨 लखनऊ में सनसनीखेज आरोप! EMI न भरने पर एक युवक को कथित तौर पर 5 दिन तक बंधक बनाकर पीटने और मजदूरी कराने का मामला सामने आया है। आरोप है कि रिकवरी एजेंट ने युवक को प्रताड़ित किया और ब्लड बैंक में उसका खून निकलवाने का भी आरोप लगाया गया है। मामला निगोहां के राजाराम खेड़ा पुरहिया का बताया जा रहा है। पीड़ित का आरोप है कि चौकी पहुंचने पर पुलिस ने उसे कथित तौर पर भगा दिया, जबकि परिवार को भी थाने से लौटा दिया गया। DCP साउथ के आदेश के बाद अपहरण समेत गंभीर धाराओं में मुकदमा दर्ज किया गया है। पुलिसकर्मियों की भूमिका की भी जांच के आदेश दिए गए हैं। वहीं, आरोपियों की गिरफ्तारी के लिए दबिश जारी है। #Lucknow #LucknowNews #Nigoha #BreakingNews #UPNews #RecoveryAgent #CrimeNews #P24NewsExpress1