logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚିନି ପରେ ଏବେ ମହଙ୍ଗା ଗୁଡ଼..After sugar, now sweets are expensive. ଚିନି ଦରବୃଦ୍ଧିରେ ଖାଉଟି ଚିନ୍ତା, ମହଙ୍ଗା ହେଲା ଗୁଡ଼ ଚିନି ପରେ ଗୁଡ଼ ମହଙ୍ଗା, ପିଆଜ ଦର ବଢ଼ିଲା . ଖାଉଟି ବଜାରରେ ମହଙ୍ଗା ମାଡ଼, ଚିନି ଗୁଡ଼ ପରେ ଚିନି କିଲୋ ୭୫, ଗୁଡ଼ ୬୫, ଚିନ୍ତାରେ ଖାଉଟି ପର୍ବ ପୂର୍ବରୁ ବଢ଼ିଲା ଚିନି ଗୁଡ଼ ଦର, ବଢ଼ିଲା ଚିନ୍ତା ଚିନି ଦରରେ ବଡ଼ ଲମ୍ଫ, ଗୁଡ଼ ମଧ୍ଯ ମହଙ୍ଗା ଦରବୃଦ୍ଧିରେ ଖାଉଟି ଅସନ୍ତୋଷ, ଚିନି ଗୁଡ଼ ଦର ଆକାଶଛୁଆଁ କନ୍ଦାଉଛି ପିଆଜା ତା ସାଙ୍ଗକୁ ଚାଉଳ ଆଉ ଖାଇବା ତେଲର ଦରବୃଦ୍ଧି . ଖାଉଟି ବଜାରରେ ଏବେ ଦରଦାମ ବୃଦ୍ଧି ସବୁଠି ଏବେ ଚିନ୍ତାର କାରଣ ପାଲଟିଛି. Consumers worried over rising sugar prices, sweets become expensive After sugar, jaggery becomes more expensive, onion prices increase . Price hike in the market, after sugarcane Sugar is 75 per kilo, sugar is 65, eat with care Sugar prices rise ahead of festival, worries grow Big jump in sugar prices, jaggery also expensive Consumers unhappy with rising prices, sugar prices skyrocket Piyja is crying because of the increasing scarcity of rice and cooking oil. . Now the price of rice has increased in the market, now everyone is worried. has become the cause

4 hrs ago
user_Sunil Samal
Sunil Samal
Local News Reporter ବଡ଼ଚଣା, ଯାଜପୁର, ଓଡ଼ିଶା•
4 hrs ago
f35b6e79-ce8c-4aea-9f47-aefea4f0632c

ଚିନି ପରେ ଏବେ ମହଙ୍ଗା ଗୁଡ଼..After sugar, now sweets are expensive. ଚିନି ଦରବୃଦ୍ଧିରେ ଖାଉଟି ଚିନ୍ତା, ମହଙ୍ଗା ହେଲା ଗୁଡ଼ ଚିନି ପରେ ଗୁଡ଼ ମହଙ୍ଗା, ପିଆଜ ଦର ବଢ଼ିଲା . ଖାଉଟି ବଜାରରେ ମହଙ୍ଗା ମାଡ଼, ଚିନି ଗୁଡ଼ ପରେ ଚିନି କିଲୋ ୭୫, ଗୁଡ଼ ୬୫, ଚିନ୍ତାରେ ଖାଉଟି ପର୍ବ ପୂର୍ବରୁ ବଢ଼ିଲା ଚିନି ଗୁଡ଼ ଦର, ବଢ଼ିଲା ଚିନ୍ତା ଚିନି ଦରରେ ବଡ଼ ଲମ୍ଫ, ଗୁଡ଼ ମଧ୍ଯ ମହଙ୍ଗା ଦରବୃଦ୍ଧିରେ ଖାଉଟି ଅସନ୍ତୋଷ, ଚିନି ଗୁଡ଼ ଦର ଆକାଶଛୁଆଁ କନ୍ଦାଉଛି ପିଆଜା ତା ସାଙ୍ଗକୁ ଚାଉଳ ଆଉ ଖାଇବା ତେଲର ଦରବୃଦ୍ଧି . ଖାଉଟି ବଜାରରେ ଏବେ ଦରଦାମ ବୃଦ୍ଧି ସବୁଠି ଏବେ ଚିନ୍ତାର କାରଣ ପାଲଟିଛି. Consumers worried over rising sugar prices, sweets become expensive After sugar, jaggery becomes more expensive, onion prices increase . Price hike in the market, after sugarcane Sugar is 75 per kilo, sugar is 65, eat with care Sugar prices rise ahead of festival, worries grow Big jump in sugar prices, jaggery also expensive Consumers unhappy with rising prices, sugar prices skyrocket Piyja is crying because of the increasing scarcity of rice and cooking oil. . Now the price of rice has increased in the market, now everyone is worried. has become the cause

More news from ଓଡ଼ିଶା and nearby areas
  • ❤️❤️❤️🌺🌺🌺🙏🙏🙏ଓଁ ଜୟ ଜଗଦୀଶ ହରେ. 🙏🙏🙏🌺🌺🌺❤️❤️❤️..
    1
    ❤️❤️❤️🌺🌺🌺🙏🙏🙏ଓଁ ଜୟ ଜଗଦୀଶ ହରେ. 🙏🙏🙏🌺🌺🌺❤️❤️❤️..
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    17 hrs ago
  • ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ । ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି
    1
    ରିଲିଫ କୁ ନେଇ ପ୍ରମିଳା ଓ ବବିତା ମୁହାଁମୁହିଁ, ବନ୍ୟା ବେଳେ ବାଦିପାଲା,ନେତାମାନଙ୍କ ମଧ୍ୟରେ ଥମିବାର ନାଁ ଧରୁନି ବାକ୍ ଯୁଦ୍ଧ ।  
ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବନ୍ୟା ଓ ରିଲିଫ ବଣ୍ଟନକୁ ନେଇ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ମଧ୍ୟରେ ରାଜନୈତିକ ତର୍କ ଏବଂ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି।ପ୍ରମିଳା ବନ୍ୟା ଓ ରିଲିଫ ବଣ୍ଟନରେ ଅବହେଳା ଏବଂ ପ୍ରଶାସନିକ ବିଳମ୍ବ ପ୍ରସଙ୍ଗରେ ବିଜେଡି MLA ପ୍ରମିଳା ମଲ୍ଲିକ ସରକାର ତଥା କର୍ତ୍ତୃପକ୍ଷଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।ଅନ୍ୟପକ୍ଷରେ ବିଜେପି ନେତ୍ରୀ ବବିତା ମଲ୍ଲିକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରମିଳା ମଲ୍ଲିକଙ୍କ ରାଜନୀତିକୁ ଟାର୍ଗେଟ କରି କଡ଼ା ଜବାବ ଦେଇଛନ୍ତି
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    21 hrs ago
  • ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ #LatestNews #UpdateNews #apanankakhabara #cuttack #Niali #jagatsinghpur #news #OdishaNews #odisha
    1
    ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ 
୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍  #LatestNews #UpdateNews #apanankakhabara #cuttack #Niali #jagatsinghpur #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    59 min ago
  • ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। #Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia
    1
    ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। 
#Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    1 hr ago
  • ଶେଷଖାଲ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ରାୟଗଡ଼ା ଜିଲ୍ଲାର ଶେଷଖାଲ ପଞ୍ଚାୟତ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାସ୍ତା ସାରା ଖାଲ କତାରେ ପୂର୍ଣ୍ଣ । ସ୍କୁଲ ଛାତ୍ରଛାତ୍ରୀ ଏବଂ ବାଇକ ଚାଳକ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି । ରାସ୍ତାର ମରାମତି ପାଇଁ ସ୍ଥାନୀୟ ଗ୍ରାମବାସୀ ସରପଞ୍ଚ, ବିଡ଼ିଓ,ଆରଡ଼ି ସହକାରୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନିକ ଅବହେଳା ପାଇଁ ଜଣେ ବ୍ୟକ୍ତି ଜିଲ୍ଲାପାଳ ଓ‌ ବିଡ଼ିଓଙ୍କୁ ଗାଳି କରିଛନ୍ତି। ପଞ୍ଚାୟତ ମୁଖ୍ୟ ରାସ୍ତା ଉପରେ ୧୬ଟି ଗ୍ରାମର ଜନସାଧାରଣ ନିର୍ଭରଶୀଳ । କୋଲନରା ବ୍ଲକର ବିଡିଓ ପ୍ରତି ମାସରେ ପଞ୍ଚାୟତ ବୈଠକକୁ ଆସୁଥିବା ବେଳେ ଏହି ରାସ୍ତା ପ୍ରତି ଶୁଭ ଦୃଷ୍ଟି ନପଡ଼ିବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ଗାଡି ଶେଷଖାଲର ସ୍ଥାନୀୟ ବାସିନ୍ଦା । ସେହିପରି ଗାଡିଶେଷଖାଲ ଗାଁ'ର ରାସ୍ତା ପାଣି କାଦୁଅରେ ପଚପଚ। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଭାଗୀୟ ଉଚ୍ଚ ର୍କୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
    1
    ଶେଷଖାଲ ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ 
ରାୟଗଡ଼ା ଜିଲ୍ଲାର ଶେଷଖାଲ ପଞ୍ଚାୟତ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାସ୍ତା ସାରା ଖାଲ କତାରେ ପୂର୍ଣ୍ଣ । ସ୍କୁଲ ଛାତ୍ରଛାତ୍ରୀ ଏବଂ ବାଇକ ଚାଳକ ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି । ରାସ୍ତାର ମରାମତି ପାଇଁ ସ୍ଥାନୀୟ ଗ୍ରାମବାସୀ ସରପଞ୍ଚ, ବିଡ଼ିଓ,ଆରଡ଼ି ସହକାରୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନିକ ଅବହେଳା ପାଇଁ ଜଣେ ବ୍ୟକ୍ତି ଜିଲ୍ଲାପାଳ ଓ‌ ବିଡ଼ିଓଙ୍କୁ ଗାଳି କରିଛନ୍ତି। ପଞ୍ଚାୟତ ମୁଖ୍ୟ ରାସ୍ତା ଉପରେ ୧୬ଟି ଗ୍ରାମର ଜନସାଧାରଣ ନିର୍ଭରଶୀଳ । କୋଲନରା ବ୍ଲକର ବିଡିଓ ପ୍ରତି ମାସରେ ପଞ୍ଚାୟତ ବୈଠକକୁ ଆସୁଥିବା ବେଳେ ଏହି ରାସ୍ତା ପ୍ରତି ଶୁଭ ଦୃଷ୍ଟି ନପଡ଼ିବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ଗାଡି ଶେଷଖାଲର ସ୍ଥାନୀୟ ବାସିନ୍ଦା ।  ସେହିପରି ଗାଡିଶେଷଖାଲ ଗାଁ'ର ରାସ୍ତା ପାଣି କାଦୁଅରେ ପଚପଚ। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଭାଗୀୟ ଉଚ୍ଚ ର୍କୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
    user_Nrusingh Barik
    Nrusingh Barik
    Photographer ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    37 min ago
  • କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । #Balianta #Baliantablock #BDOBaliantablock #DMKhordha #ADMKhordha CMOdisha #Subhadra #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    1
    କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ ।
କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । #Balianta #Baliantablock #BDOBaliantablock #DMKhordha #ADMKhordha CMOdisha 
#Subhadra #Prabhatiparida
#Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି : ମିଟୁ ମିଥୁନ
    1
    ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି : ମିଟୁ ମିଥୁନ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • 🌺🌺🌺🌺🌺🙏🙏🙏🙏🙏ଜୟ ଶ୍ରୀରାମ 🙏🙏🙏🙏🙏🌺🌺🌺🌺🌺.....
    1
    🌺🌺🌺🌺🌺🙏🙏🙏🙏🙏ଜୟ ଶ୍ରୀରାମ 🙏🙏🙏🙏🙏🌺🌺🌺🌺🌺.....
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    18 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.