ବିଶ୍ୱ ମହିଳା ଦିବସରେ ଭାଗନେଲେ ୩୫୦ ଛାତ୍ରୀ -------------------------------------------- ବାରିପଦା - ତା :- ୧୦/୦୩/୨୦୨୬ ରିଖ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗର ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମହିଳା ଦିବସ ବଡ଼ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି ଦିବସ ପାଳନ ଅବସରରେ ଚଳିତ ମାସ ୬ ତାରିଖରୁ ୮ ତାରିଖ ମଧ୍ୟରେ ୩୫୦ ଜଣ ଛାତ୍ରୀଙ୍କୁ ନେଇ ସମୂହ ଯୋଗାସନ, ମିନି ମାରାଥନ ଓ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସରପଞ୍ଚ ବୁଧୁରାମ ସିଂହ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ରୀ ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ନିଜର ସୁରକ୍ଷା ନିମନ୍ତେ ନିଜେ ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମନମୋହନ ହେମ୍ବ୍ରମ, ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟାପିକା ଶୁଭଶ୍ରୀ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବର୍ଣ୍ଣ ଜେନା ଓ ସି ଆର ସି ସି ସନକ କୁମାର ଘୋଷ ଉପସ୍ଥିତ ଥିଲେ I କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର ପଣ୍ଡା, ଖେଲ ଇଣ୍ଡିଆ ସେଣ୍ଟରର କୋଚ ସୁରେଶ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
ବିଶ୍ୱ ମହିଳା ଦିବସରେ ଭାଗନେଲେ ୩୫୦ ଛାତ୍ରୀ -------------------------------------------- ବାରିପଦା - ତା :- ୧୦/୦୩/୨୦୨୬ ରିଖ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗର ଆନୁକୂଲ୍ୟରେ ଆୟୋଜିତ ବିଶ୍ୱ ମହିଳା ଦିବସ ବଡ଼ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି ଦିବସ ପାଳନ ଅବସରରେ ଚଳିତ ମାସ ୬ ତାରିଖରୁ ୮ ତାରିଖ ମଧ୍ୟରେ ୩୫୦ ଜଣ ଛାତ୍ରୀଙ୍କୁ ନେଇ ସମୂହ ଯୋଗାସନ, ମିନି ମାରାଥନ ଓ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସରପଞ୍ଚ ବୁଧୁରାମ ସିଂହ ଏହି କାର୍ଯ୍ୟକ୍ରମକୁ ଉଦଘାଟନ
କରିବା ସହ ଛାତ୍ରୀ ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ନିଜର ସୁରକ୍ଷା ନିମନ୍ତେ ନିଜେ ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମନମୋହନ ହେମ୍ବ୍ରମ, ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟାପିକା ଶୁଭଶ୍ରୀ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବର୍ଣ୍ଣ ଜେନା ଓ ସି ଆର ସି ସି ସନକ କୁମାର ଘୋଷ ଉପସ୍ଥିତ ଥିଲେ I କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର ପଣ୍ଡା, ଖେଲ ଇଣ୍ଡିଆ ସେଣ୍ଟରର କୋଚ ସୁରେଶ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews Date - 16.04.2026 & 17.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Post by Khabar1
- ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁରେ ଫୁଟିଲା ଆକ୍ରୋଶ: ମୟୂରଭଞ୍ଜ ବନ୍ଦ ଡାକରାରେ ଜନଜୀବନ ପ୍ରଭାବିତ ରାସଗୋବିନ୍ଦପୁର ଘଟଣାରେ ତୀବ୍ର ପ୍ରତିବାଦ: ରାସ୍ତାରେ ଗାଡ଼ି ନାହିଁ, ବନ୍ଦ ଅଫିସ-ବଜାର ବିଷାକ୍ତ ଖାଦ୍ୟରେ ଛାତ୍ରୀ ମୃତ୍ୟୁ: ନ୍ୟାୟ ଦାବିରେ ମୟୂରଭଞ୍ଜରେ ବିଜେଡିର ବନ୍ଦ1
- 👇 🚨 ରାଇଡ଼lହି ଛକରେ ପୁଣି ମୃତ୍ୟୁର ଖେଳ! 😡 💥 ବାଇକ-କାର ମୁହାଁମୁହିଁ ଧକ୍କା, ୩ ଆହତ ମୟୁରଭଞ୍ଜ ଜିଲ୍ଲା ଉଦଳା ଗୋପବନ୍ଧୁ ନଗର ଅଧୀନ ରାଇଡ଼lହି ଛକ ନିକଟରେ ପୁଣି ଘଟିଲା ଭୟାବହ ସଡ଼କ ଦୁର୍ଘଟଣା। ଏକ ବାଇକ ଓ କାର ମୁହାଁମୁହିଁ ଧକ୍କା ହେବା ପରେ ପରିସ୍ଥିତି ଭୟଙ୍କର ହୋଇଯାଇଥିଲା। ଧକ୍କା ପରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଜୋରଦାର ଧକ୍କା ଦେଇଥିଲା, ଯାହାରେ କାରର ସମ୍ମୁଖ ଭାଗ ପୂରାପୂରି ଚୁନା ହୋଇଯାଇଛି। ଅନ୍ୟପଟେ ବାଇକ ଧକ୍କା ପରେ କିଛି ଦୂର ଯାଏ ଘୋଷାରି ଯାଇଥିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। 👉 ବାଇକରେ ବସିଥିବା ଯୁବକ ଓ କାରରେ ଥିବା ଜଣେ ମହିଳା ମଧ୍ୟ ଆହତ। 👉 ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ଆହତମାନଙ୍କୁ ଉଦଳା ହସ୍ପିଟାଲକୁ ପଠାଇଥିଲେ। 😢 ଦୁର୍ଘଟଣା ସମୟରେ କାରରେ ତିନିଜଣ ମହିଳା ଥିଲେ, ସେମାନେ ଔଷଧ ଆଣିବାକୁ ଉରା ଯାଉଥିଲେ। ମୃତ୍ୟୁକୁ ନିକଟରୁ ଦେଖି ସେମାନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ। ⚠️ ସବୁଠାରୁ ବଡ଼ ପ୍ରଶ୍ନ — 👉 ରାଇଡ଼lହି ଛକରେ ବାରମ୍ବାର ଦୁର୍ଘଟଣା କାହିଁକି? 👉 ପ୍ରଶାସନ କେବେ ଜାଗିବ? ସ୍ଥାନୀୟ ଲୋକଙ୍କ ଦାବି — 🚧 ଏହି ଛକକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରାଯାଉ 🚸 ସଚେତନତା ବୋର୍ଡ ଓ ସ୍ପିଡ୍ ବ୍ରେକର ବ୍ୟବସ୍ଥା ହେଉ 🚔 ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବଦ କରି ତଦନ୍ତ ଆରମ୍ଭ କରିଛି। 👉 ଏଭଳି ଘଟଣା ପୁନର୍ବାର ସଡ଼କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠାଇଛି। 📢 #BreakingNews #Accident #Mayurbhanj #Udala #RoadSafety #OdishaNews #ViralNews1
- #ମହିଳା_ସଂରକ୍ଷଣ_ଵିଲ୍_ନୁହେ #ସମ୍ବିଧାନ_ସଂଶୋଧନ_ଵିଲ୍_କାଟଖାଇଲା ! କଣ କହୁଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ Sulata Deo Naveen Patnaik @top fans Surajtv Goutambuddha Das Er Kedar Dash #highlight #follower #sulataspeaks1
- ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମାର୍କୋଣା ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ତୃପ୍ତି ଛତୁଆ ଶିଳ୍ପ l ଗୁଣଭତ୍ତା ଉନ୍ନତ ଓ ସୁଲଭ ମୂଲ୍ୟରେ ମିଳେ l ସବୁଠୁ ବଡ଼ କଥା ସ୍ୱାଦ ଉନ୍ନତ ମାନ ହୋଇଥିବା ଯୋଗୁଁ ଓଡିଶାର ଘରେ ଘରେ ପରିଚିତ ଏହି ତୃପ୍ତି ଛତୁଆ l ଯେଉଁମାନେ ଚାହିଁବେ ତାର ଡିଷ୍ଟ୍ରିବ୍ୟୁଟର, ଡିଲର ଓ ରିଟେଲର ହୋଇ ଏହା ନେଇ ପାରିବେ ଏହି ତୃପ୍ତି ଛତୁଆ l ତେବେ ଡେରି କାହିଁକି ଆଜି ଯୋଗାଯୋଗ କରନ୍ତୁ l କମଳ ଶ୍ରୀ ମହାନ୍ତି, ମାର୍କୋଣା, ସିମୁଳିଆ, ବାଲେଶ୍ୱର, 756126,ଓଡିଶା ଦୁରାଭାଷା-72051 702661
- Pls Like & Share1
- Post by Khabar1