logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପବିତ୍ର ଜାଗର ଉତ୍ସବରେ ବାବା ସିନ୍ଧୁକେଶ୍ୱର ଶୈବ ପୀଠରେ ହଜାର ହଜାର ସଂଖ୍ୟାରେ ଶରଦ୍ଧାଳୁଙ୍କ ଭିଡ଼ ଜମିଛି। ପବିତ୍ର ଜାଗର ଉତ୍ସବରେ ବାବା ସିନ୍ଧୁକେଶ୍ୱର ଶୈବ ପୀଠରେ ହଜାର ହଜାର ସଂଖ୍ୟାରେ ଶରଦ୍ଧାଳୁଙ୍କ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।

3 hrs ago
user_ବନ୍ତ ଖବର
ବନ୍ତ ଖବର
ବାଣ୍ଟ, ଭଦ୍ରକ, ଓଡ଼ିଶା•
3 hrs ago

ପବିତ୍ର ଜାଗର ଉତ୍ସବରେ ବାବା ସିନ୍ଧୁକେଶ୍ୱର ଶୈବ ପୀଠରେ ହଜାର ହଜାର ସଂଖ୍ୟାରେ ଶରଦ୍ଧାଳୁଙ୍କ ଭିଡ଼ ଜମିଛି। ପବିତ୍ର ଜାଗର ଉତ୍ସବରେ ବାବା ସିନ୍ଧୁକେଶ୍ୱର ଶୈବ ପୀଠରେ ହଜାର ହଜାର ସଂଖ୍ୟାରେ ଶରଦ୍ଧାଳୁଙ୍କ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।

More news from ଓଡ଼ିଶା and nearby areas
  • ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।
    1
    ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    3 hrs ago
  • ଭଦ୍ରକରେ ନୂତନ ଦୋକାନ ଗୃହ ନିର୍ମାଣ ପୂର୍ବରୁ ସାମ୍ନାରେ ଥିବା ପୁରୁଣା ଦୋକାନ ଉଚ୍ଛେଦ ହେଲା । ଭଦ୍ରକ ସହର ମୋଚି ଛକ ପୁରୁଣା ବସଷ୍ଟାଣ୍ଡ ରେ ନିର୍ମାଣ ହେବ ୧୦୦ ଦୋକାନ ଗୃହ । ଜିଲ୍ଲାପାଳ ଅଫିସ ଠାରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ତିଆରି ହେବ ଅଟଳ ମାର୍ଗ
    1
    ଭଦ୍ରକରେ ନୂତନ ଦୋକାନ ଗୃହ ନିର୍ମାଣ ପୂର୍ବରୁ ସାମ୍ନାରେ ଥିବା ପୁରୁଣା ଦୋକାନ ଉଚ୍ଛେଦ ହେଲା । ଭଦ୍ରକ ସହର ମୋଚି ଛକ ପୁରୁଣା ବସଷ୍ଟାଣ୍ଡ ରେ ନିର୍ମାଣ ହେବ ୧୦୦ ଦୋକାନ ଗୃହ । ଜିଲ୍ଲାପାଳ ଅଫିସ ଠାରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ତିଆରି ହେବ ଅଟଳ ମାର୍ଗ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    11 hrs ago
  • Post by ODISHA DARPAN
    1
    Post by ODISHA DARPAN
    user_ODISHA DARPAN
    ODISHA DARPAN
    Voice of people ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    12 hrs ago
  • ମହା ଶିବ ରାତ୍ରି ଦିନ ପ୍ରଭୁ ଭରେଶ୍ୱର ଜାଗର ଜାତ ବହୁ ଧୂମଧାମ ରେ ପାଳିତ ହୋଇଯାଇଛି
    4
    ମହା ଶିବ ରାତ୍ରି ଦିନ ପ୍ରଭୁ ଭରେଶ୍ୱର ଜାଗର ଜାତ ବହୁ ଧୂମଧାମ ରେ ପାଳିତ ହୋଇଯାଇଛି
    user_Prasanna Kumar Dixit
    Prasanna Kumar Dixit
    Social worker ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    13 hrs ago
  • ମାଣ୍ଡୁକା ପାହାଡ ଲୁଟ କରୁଥିବା ଦଲାଲ କଣ କହୁଛନ୍ତି ଟିକେ ଶୁଣନ୍ତୁ - ଏ କୋଉ ସାମ୍ବାଦିକ ଏମିତି ତାଙ୍କ ଠାରୁ ଚାନ୍ଦା ଖାଈଛନ୍ତି ଯେ ସେ ପେଟେଇ ପଡିଲେଣି । ସେ ସାମ୍ବାଦିକ କିଏ, ଚାନ୍ଦା ଖାଈ ଦଲାଲ ମାନଙ୍କୁ ସୁରକ୍ଷା ଦେଉଛନ୍ତି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଣ୍ଡୁକା ପାହାଡ ଲୁଟର ତଦନ୍ତ କରୁଥିବା ସମୟର ଦୃଶ୍ୟ
    1
    ମାଣ୍ଡୁକା ପାହାଡ ଲୁଟ କରୁଥିବା ଦଲାଲ କଣ କହୁଛନ୍ତି ଟିକେ ଶୁଣନ୍ତୁ -
ଏ କୋଉ ସାମ୍ବାଦିକ ଏମିତି ତାଙ୍କ ଠାରୁ ଚାନ୍ଦା ଖାଈଛନ୍ତି ଯେ ସେ ପେଟେଇ ପଡିଲେଣି ।
ସେ ସାମ୍ବାଦିକ କିଏ, ଚାନ୍ଦା ଖାଈ ଦଲାଲ ମାନଙ୍କୁ ସୁରକ୍ଷା ଦେଉଛନ୍ତି ।
ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଣ୍ଡୁକା ପାହାଡ ଲୁଟର ତଦନ୍ତ କରୁଥିବା ସମୟର ଦୃଶ୍ୟ
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    4 hrs ago
  • ଚଳିତ ଉଚ୍ଚ ମାଧ୍ୟମିକ ଓ ମାଧ୍ୟମିକ ପରୀକ୍ଷା–୨୦୨୬ରେ ଅବତୀର୍ଣ୍ଣ ହେଉଥିବା ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା ବାର୍ତ୍ତା।
    1
    ଚଳିତ ଉଚ୍ଚ ମାଧ୍ୟମିକ ଓ ମାଧ୍ୟମିକ ପରୀକ୍ଷା–୨୦୨୬ରେ ଅବତୀର୍ଣ୍ଣ ହେଉଥିବା ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା ବାର୍ତ୍ତା।
    user_Bibhudutta Prusty
    Bibhudutta Prusty
    Jajapur, Odisha•
    3 hrs ago
  • ବୋଡ଼କ/ତିହିଡି: ବୋଡ଼କ ଗ୍ରାମପଞ୍ଚାୟତ ଅଧୀନ ଭଞ୍ଜସାହି ଗ୍ରାମରେ ଏବେ ଚିନ୍ତା ଓ ଅଶାନ୍ତିର ପରିବେଶ ଦେଖାଦେଇଛି। ଗ୍ରାମବାସୀ ରଘୁନାଥ ଜେନାଙ୍କ ଏକମାତ୍ର ପୁତ୍ର ଆକାଶ ଜେନା (୧୩) କାଲିଠାରୁ ନିଖୋଜ ଥିବା ଘଟଣା ସମଗ୍ର ଅଞ୍ଚଳକୁ ଉଦ୍ବିଗ୍ନ କରିଛି। ପରିବାର ସୂଚନା ଅନୁଯାୟୀ, ଆକାଶ ସାଧାରଣ ଭାବେ ଘରୁ ବାହାରିଥିଲେ, କିନ୍ତୁ ପରେ ଆଉ ଘରକୁ ଫେରିନାହାନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ପକ୍ଷରୁ ପ୍ରଥମେ ନିଜେ ଚାରିପାଖରେ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ପରେ ଗ୍ରାମବାସୀ, ସାଙ୍ଗ-ସାଥୀ ଓ ପଡ଼ୋଶୀମାନେ ମିଶି ନଦୀକୂଳ, ବଜାର, ପାଖପାଖି ଗ୍ରାମ ଓ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ଥାନରେ ସନ୍ଧାନ କରିଥିଲେ। ତଥାପି ଏପର୍ଯ୍ୟନ୍ତ କୌଣସି ସୁତ୍ର ମିଳିନାହିଁ।
    1
    ବୋଡ଼କ/ତିହିଡି: ବୋଡ଼କ ଗ୍ରାମପଞ୍ଚାୟତ ଅଧୀନ ଭଞ୍ଜସାହି ଗ୍ରାମରେ ଏବେ ଚିନ୍ତା ଓ ଅଶାନ୍ତିର ପରିବେଶ ଦେଖାଦେଇଛି। ଗ୍ରାମବାସୀ ରଘୁନାଥ ଜେନାଙ୍କ ଏକମାତ୍ର ପୁତ୍ର ଆକାଶ ଜେନା (୧୩) କାଲିଠାରୁ ନିଖୋଜ ଥିବା ଘଟଣା ସମଗ୍ର ଅଞ୍ଚଳକୁ ଉଦ୍ବିଗ୍ନ କରିଛି।
ପରିବାର ସୂଚନା ଅନୁଯାୟୀ, ଆକାଶ ସାଧାରଣ ଭାବେ ଘରୁ ବାହାରିଥିଲେ, କିନ୍ତୁ ପରେ ଆଉ ଘରକୁ ଫେରିନାହାନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ପକ୍ଷରୁ ପ୍ରଥମେ ନିଜେ ଚାରିପାଖରେ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ପରେ ଗ୍ରାମବାସୀ, ସାଙ୍ଗ-ସାଥୀ ଓ ପଡ଼ୋଶୀମାନେ ମିଶି ନଦୀକୂଳ, ବଜାର, ପାଖପାଖି ଗ୍ରାମ ଓ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ଥାନରେ ସନ୍ଧାନ କରିଥିଲେ। ତଥାପି ଏପର୍ଯ୍ୟନ୍ତ କୌଣସି ସୁତ୍ର ମିଳିନାହିଁ।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    16 hrs ago
  • ପବିତ୍ର ଜାଗର ଉତ୍ସବରେ ବାବା ସିନ୍ଧୁକେଶ୍ୱର ଶୈବ ପୀଠରେ ହଜାର ହଜାର ସଂଖ୍ୟାରେ ଶରଦ୍ଧାଳୁଙ୍କ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।
    1
    ପବିତ୍ର ଜାଗର ଉତ୍ସବରେ ବାବା ସିନ୍ଧୁକେଶ୍ୱର ଶୈବ ପୀଠରେ ହଜାର ହଜାର ସଂଖ୍ୟାରେ ଶରଦ୍ଧାଳୁଙ୍କ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.