Shuru
Apke Nagar Ki App…
ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ। ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।
ବନ୍ତ ଖବର
ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ। ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।
More news from ଓଡ଼ିଶା and nearby areas
- ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।1
- ଭଦ୍ରକରେ ନୂତନ ଦୋକାନ ଗୃହ ନିର୍ମାଣ ପୂର୍ବରୁ ସାମ୍ନାରେ ଥିବା ପୁରୁଣା ଦୋକାନ ଉଚ୍ଛେଦ ହେଲା । ଭଦ୍ରକ ସହର ମୋଚି ଛକ ପୁରୁଣା ବସଷ୍ଟାଣ୍ଡ ରେ ନିର୍ମାଣ ହେବ ୧୦୦ ଦୋକାନ ଗୃହ । ଜିଲ୍ଲାପାଳ ଅଫିସ ଠାରୁ ଶନି ମନ୍ଦିର ଛକ ପର୍ଯ୍ୟନ୍ତ ତିଆରି ହେବ ଅଟଳ ମାର୍ଗ1
- Post by ODISHA DARPAN1
- ମହା ଶିବ ରାତ୍ରି ଦିନ ପ୍ରଭୁ ଭରେଶ୍ୱର ଜାଗର ଜାତ ବହୁ ଧୂମଧାମ ରେ ପାଳିତ ହୋଇଯାଇଛି4
- ମାଣ୍ଡୁକା ପାହାଡ ଲୁଟ କରୁଥିବା ଦଲାଲ କଣ କହୁଛନ୍ତି ଟିକେ ଶୁଣନ୍ତୁ - ଏ କୋଉ ସାମ୍ବାଦିକ ଏମିତି ତାଙ୍କ ଠାରୁ ଚାନ୍ଦା ଖାଈଛନ୍ତି ଯେ ସେ ପେଟେଇ ପଡିଲେଣି । ସେ ସାମ୍ବାଦିକ କିଏ, ଚାନ୍ଦା ଖାଈ ଦଲାଲ ମାନଙ୍କୁ ସୁରକ୍ଷା ଦେଉଛନ୍ତି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଣ୍ଡୁକା ପାହାଡ ଲୁଟର ତଦନ୍ତ କରୁଥିବା ସମୟର ଦୃଶ୍ୟ1
- ଚଳିତ ଉଚ୍ଚ ମାଧ୍ୟମିକ ଓ ମାଧ୍ୟମିକ ପରୀକ୍ଷା–୨୦୨୬ରେ ଅବତୀର୍ଣ୍ଣ ହେଉଥିବା ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା ବାର୍ତ୍ତା।1
- ବୋଡ଼କ/ତିହିଡି: ବୋଡ଼କ ଗ୍ରାମପଞ୍ଚାୟତ ଅଧୀନ ଭଞ୍ଜସାହି ଗ୍ରାମରେ ଏବେ ଚିନ୍ତା ଓ ଅଶାନ୍ତିର ପରିବେଶ ଦେଖାଦେଇଛି। ଗ୍ରାମବାସୀ ରଘୁନାଥ ଜେନାଙ୍କ ଏକମାତ୍ର ପୁତ୍ର ଆକାଶ ଜେନା (୧୩) କାଲିଠାରୁ ନିଖୋଜ ଥିବା ଘଟଣା ସମଗ୍ର ଅଞ୍ଚଳକୁ ଉଦ୍ବିଗ୍ନ କରିଛି। ପରିବାର ସୂଚନା ଅନୁଯାୟୀ, ଆକାଶ ସାଧାରଣ ଭାବେ ଘରୁ ବାହାରିଥିଲେ, କିନ୍ତୁ ପରେ ଆଉ ଘରକୁ ଫେରିନାହାନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ପକ୍ଷରୁ ପ୍ରଥମେ ନିଜେ ଚାରିପାଖରେ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ପରେ ଗ୍ରାମବାସୀ, ସାଙ୍ଗ-ସାଥୀ ଓ ପଡ଼ୋଶୀମାନେ ମିଶି ନଦୀକୂଳ, ବଜାର, ପାଖପାଖି ଗ୍ରାମ ଓ ଅନ୍ୟାନ୍ୟ ସମ୍ଭାବ୍ୟ ସ୍ଥାନରେ ସନ୍ଧାନ କରିଥିଲେ। ତଥାପି ଏପର୍ଯ୍ୟନ୍ତ କୌଣସି ସୁତ୍ର ମିଳିନାହିଁ।1
- ପବିତ୍ର ଜାଗର ଉତ୍ସବରେ ବାବା ସିନ୍ଧୁକେଶ୍ୱର ଶୈବ ପୀଠରେ ହଜାର ହଜାର ସଂଖ୍ୟାରେ ଶରଦ୍ଧାଳୁଙ୍କ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।1