Shuru
Apke Nagar Ki App…
କଳିଙ୍ଗନଗର ପୋଲିସ ପାର୍କିଂରେ ଥିବା ଏକ ଟ୍ରକରୁ ବ୍ୟାଟେରୀ ଚୋରି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କଳିଙ୍ଗନଗର ପୋଲିସ ପାର୍କିଂରେ ଥିବା ଏକ ଟ୍ରକରୁ ବ୍ୟାଟେରୀ ଚୋରି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ— 🔹 ଲାଲୁ ମୁଣ୍ଡା 🔹 ସୁବଳ ପେରାଇ 🔹 ପ୍ରଫୁଲ୍ଲ ଜେନା ପୋଲିସ ସୂଚନା ଅନୁସାରେ, ଗତ ରାତିରେ ଚୋରି ହୋଇଥିବା ୨ଟି ବ୍ୟାଟେରୀ ପରିବହନ କରୁଥିବା ବେଳେ BRPL ଛକ ନିକଟରେ ସେମାନଙ୍କୁ କାବୁ କରାଯାଇଥିଲା। ପରବର୍ତ୍ତୀ ପଚରାଉଚରାରେ ଆହୁରି ୭ଟି ବ୍ୟାଟେରୀ ଉଦ୍ଧାର କରାଯାଇଥିଲା। ✅ ମୋଟ ୯ଟି ବ୍ୟାଟେରୀ ଓ ଗୋଟିଏ CD ଡିଲକ୍ସ ମୋଟରସାଇକେଲ ଜବତ କରାଯାଇଛି। କଳିଙ୍ଗନଗର ଥାନା ମାମଲା ନଂ–୨୨୦ (ତାରିଖ ୩୦.୦୭.୨୦୨୬)ରେ BNS ଧାରା ୩୦୩(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
Kaling lens

More news from ଓଡ଼ିଶା and nearby areas
- ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଚାଲିଥିବା ମଧ୍ୟାହ୍ନ ଭୋଜନ ଯୋଜନାକୁ ନେଇ ଯାଜପୁର ଜିଲ୍ଲାରୁ ଆସିଛି ସଙ୍ଗୀନ ଅଭିଯୋଗ। ବୈତରଣୀ ସରକାରୀ ନୋଡାଲ ବିଦ୍ୟାଳୟରେ ଅଣ୍ଡା ବଣ୍ଟନ ଓ ଉପସ୍ଥିତି ଖାତାରେ ଅନିୟମିତତା ହେଉଥିବା ନେଇ କିଛି ଅଭିଭାବକ ଅଭିଯୋଗ କରିଛନ୍ତି। #ଯାଜପୁର #ବୈତରଣୀ #SchoolNews #MidDayMeal #OdishaNews #JajpurNews #Education #BreakingNews #news7odia #Odisha #viralnews #jajpurdeo #koreibeo1
- ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଅଗର୍ଦା ଗ୍ରାମାର ଯୁବକ ମୃତ। ମୃତ ଶରୀରକୁ ଫ୍ରେରାଇ ଆଣିବା ପାଇଁ ପରିବାରର ଆକୁଳ ନିବେଦନ।1
- ଉପକୂଳ ଓଡ଼ିଶାରେ ମାଡୁଛି ପାଣି ବଢୁଛି ଭୟ,ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା। ଉପକୂଳ ଓଡ଼ିଶାରେ ବନ୍ୟାର ପ୍ରକୋପ ଜାରି; ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ହୀରାକୁଦରୁ ଅଧିକ ଗେଟ୍ ଖୋଲିବାରୁ ବଢ଼ିଛି ନୂଆ ବନ୍ୟା ଆଶଙ୍କା।1
- The truth is out there! The ABC (Andha Bhakt Congressi) will not acknowledge it or be blind to it!1
- ହୋଟେଲ ଖାଦ୍ୟକୁ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହୋଟେଲ୍ ମାଲିକ1
- ଲୋକଙ୍କ ବିରୋଧ ପରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର "ଜଶ୍ନ-ଏ-ଉର୍ଦ୍ଦୁ" କାର୍ଯ୍ୟକ୍ରମରୁ ନସିରୁଦ୍ଦିନ ଶାହଙ୍କୁ ବାଦ ଦିଆଯାଇଛି। ଏହି ପ୍ରସଙ୍ଗରେ ଜଣେ ସାମ୍ବାଦିକ ପ୍ରଶ୍ନ କରିବାରୁ ନସିର୍ ରାଗିଯାଇଥିଲେ। `ମୋ ଦେଶ ବଦଳୁଛି`1
- ବୈତରଣୀ ନଦୀ ବନ୍ୟା ଜଳ ରେ ଆଜ୍ଞା ମୋ ଘର ଭାସିଗଲା ମୋତେ ଟିକେ ସାହାଯ୍ୟ କର କୋରେଇ ମୂଳାପାଳ ପଞ୍ଚାୟତ ଶାଳବା ଗ୍ରାମ #FloodVictims #FloodRelief #HelpFloodVictims #OdishaFlood #Jajpur #CollectorJajpur #BDOKorei #RIKorei #CMOdisha #OdishaGovernment #DisasterRelief #SaveFloodVictims #News19ଓଡ଼ିଶା #OdishaNews #ReliefNeeded #BreakingNews #HumanityFirst #EmergencyRelief #ViralNews1