Shuru
Apke Nagar Ki App…
ହିଞ୍ଜିଳିକାଟୁ : ଖଣ୍ଡୁରୁ ଛକ ନିକଟରେ ଜଣେ ବ୍ୟକ୍ତି ଙ୍କୁ ଲିପ୍ଟ ନ ଦେବାରୁ ଛୁରୀରେ ଗାଡ଼ି ଚାଳକଙ୍କ ବେକ କାଟି ଦେଲା ଦୁର୍ବୁତ୍ତ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁରୁ ଛକରେ ଅଭାବନିୟ ଘଟଣା l ଲିପ୍ଟ ନ ଦେବାରୁ ଛୁରୀରେ ଗାଡ଼ି ଚାଳକଙ୍କ ବେକ କାଟି ଦେଲା ଦୁର୍ବୁତ୍ତ l ଗୁରୁତର ହୋଇଥିବା ଗାଡ଼ି ଚାଳକ ଜଣକ ହେଲେ ହିଞ୍ଜିଳି ଅଞ୍ଚଳର ଉଦ୍ଧବ ପାଢ଼ୀ l ସୂଚନା ଅନୁସାରେ ଉଦ୍ଧବ ପାଢ଼ୀ ବିଳମ୍ବିତ ରାତ୍ରିରେ ମୋଟର ସାଇକେଲରେ ହିଞ୍ଜିଳି ଆସୁଥିବା ସମୟରେ ଖଣ୍ଡୁର ଛକ ଠାରେ ତାଙ୍କୁ ଜଣେ ଲିପ୍ଟ ମାଗିଥିଲେ l ରାତିରେ ଲିପ୍ଟ ଦେବାକୁ ମନା କରିବାରୁ ଉତକ୍ଷିପ୍ତ ହୋଇ ଛୁରୀରେ ଉଦ୍ଧବଙ୍କ ବେକ କାଟି ଦେଇଥିଲା ଦୁର୍ବୁତ୍ତ l ଘଟଣା ସ୍ଥଳର ସେ ଗୁରୁତର ହୋଇଥିବା ବେଳେ ଉଗୁରୁତର ଅବସ୍ଥାରେ ପ୍ରଥମ ହିଞ୍ଜିଳି ପରେ ବ୍ରହ୍ମପୁର ଏମ୍. କେ. ସି. ଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ କରୁଛି l
Pitabas dash

More news from ଓଡ଼ିଶା and nearby areas
- ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଓ ପାଠଚକ୍ର ଆଲୋଚନା ! ବୁଗୁଡ଼ା, ୦୭/୮/୨୬ : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରିନ୍ସିପାଲ ଭଗବାନ ଶତପଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଓ ପାଠଚକ୍ର ଆନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ଶ୍ରୀ ଶତପଥୀ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଘାଟନ କରିଥିଲେ। ବିଭାଗ ପକ୍ଷରୁ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ନୂତନ ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କୁ ହାର୍ଦ୍ଦିକ ସ୍ୱାଗତ କରବା ସହ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗର ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ନୂତନ ପ୍ରିନ୍ସିପାଲଙ୍କୁ ସ୍ଵାଗତ କରିବା ସହ ପାଠଚକ୍ରର ବିଷୟ ବସ୍ତୁ "ଓଡ଼ିଶା ପଞ୍ଚାୟତ ରାଜ ନିର୍ବାଚନରେ ମହିଳାଙ୍କ ଅଂଶଗ୍ରହଣ: ଏକବିଂଶ ଶତାବ୍ଦୀରେ ସାମ୍ବିଧାନିକ ବ୍ୟବସ୍ଥା ଏବଂ ଆହ୍ୱାନ" ଉପସ୍ଥାପନ କରି ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଶେଷ ବର୍ଷର ଛାତ୍ରୀ ବର୍ଷା ସ୍ୱାଇଁ ଓ ଗୀତାଞ୍ଜଳୀ ପ୍ରଧାନ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏହାପରେ ପାଠଚକ୍ରର ବିଷୟ ବସ୍ତୁ ଉପରେ ମୁକ୍ତ ଆଲୋଚନା କରାଯାଇଥିଲା। ବିଭାଗର ଅନ୍ୟତମ ଅଧ୍ୟାପକ ଲୋକନାଥ ବେହେରା ବର୍ତ୍ତମାନର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଦିଗରେ ଉପୁଜୁଥିବା ଆହ୍ୱାନ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଶେଷ ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।3
- BERHAMPUR - GANGSTERS REELS ON SOCIAL MEDIA - OPEN CHALLENGE TO POLICE - VIDEO MADE WITH ILLEGAL WEAPONS GANGSTER MADE REELS ON SOCIAL MEDIA - OPEN CHALLENGE TO POLICE1
- ରଣାଲଇ ଗ୍ରାମ ରେ ଶିକ୍ଷା ବ୍ୟବସ୍ଥା ର ନଗ୍ନ ଚିତ୍ର ବ୍ଲକ ଶିକ୍ଷା ଅଧିକାରୀ କି ଜିଲ୍ଲା ଅଧିକାରୀଙ୍କ ପ୍ରତି ଭୟ ନାହିଁ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ର ଏହି ଦୃଶ୍ୟ1
- ଚଡ଼ିଆପଦା ଗ୍ରାମରେ ଆମୋର ମେଣ୍ଟାଭାଇ ସେଲୁନୁଁ ଦୁକାନ ଖଲି ଛନ୍ତି..1
- ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟିର ୪ ଦଫା ପ୍ରମୁଖ ଦାବି । GIA ଓ ପେନ୍ସନ୍ ସୁବିଧା: ବ୍ଲକ୍ ଗ୍ରାଣ୍ଟ ବ୍ୟବସ୍ଥା ବିଲୋପ ପରେ ପ୍ରଚଳିତ GIA-୨୦୧୭ ନୀତିରେ ସେବା ସର୍ତ୍ତ ଓ ପେନ୍ସନ୍ର ସ୍ପଷ୍ଟ ବ୍ୟବସ୍ଥା ନଥିବାରୁ ଏହାକୁ ତୁରନ୍ତ ଲାଗୁ କରିବା, ସମସ୍ତ ଯୋଗ୍ୟ ଶିକ୍ଷାନୁଷ୍ଠାନ (ବଞ୍ଚିତ ଥିବା ୧୯୪ଟି ଉଚ୍ଚ ବିଦ୍ୟାଳୟ ସମେତ) କୁ GIA ଅଧୀନକୁ ଆଣିବା ଏବଂ ପୁରୁଣା ପେନ୍ସନ୍ ଯୋଜନା (OPS) ପୁନଃପ୍ରଚଳନ କରିବା। ଅବସର ବୟସ ବୃଦ୍ଧି: ଶିକ୍ଷକ ଓ କର୍ମଚାରୀଙ୍କ ଅବସର ବୟସକୁ ୬୨ ବର୍ଷକୁ ବୃଦ୍ଧି କରିବା। ପଦବୀ ପୂରଣ: ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା। ବେତନ ଓ ଗ୍ରେଡ୍ ପେ ଅସଙ୍ଗତି ଦୂରୀକରଣ: ଗ୍ରେଡ୍ ପେ ଅସଙ୍ଗତି ଦୂର କରିବା ସହ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି କଳ୍ପିତ ବେତନ ବୃଦ୍ଧି (Incrment) ପ୍ରଦାନ କରିବା।1
- ହିଞ୍ଜିଳିକାଟୁ : ଖଣ୍ଡୁରୁ ଛକ ନିକଟରେ ଜଣେ ବ୍ୟକ୍ତି ଙ୍କୁ ଲିପ୍ଟ ନ ଦେବାରୁ ଛୁରୀରେ ଗାଡ଼ି ଚାଳକଙ୍କ ବେକ କାଟି ଦେଲା ଦୁର୍ବୁତ୍ତ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁରୁ ଛକରେ ଅଭାବନିୟ ଘଟଣା l ଲିପ୍ଟ ନ ଦେବାରୁ ଛୁରୀରେ ଗାଡ଼ି ଚାଳକଙ୍କ ବେକ କାଟି ଦେଲା ଦୁର୍ବୁତ୍ତ l ଗୁରୁତର ହୋଇଥିବା ଗାଡ଼ି ଚାଳକ ଜଣକ ହେଲେ ହିଞ୍ଜିଳି ଅଞ୍ଚଳର ଉଦ୍ଧବ ପାଢ଼ୀ l ସୂଚନା ଅନୁସାରେ ଉଦ୍ଧବ ପାଢ଼ୀ ବିଳମ୍ବିତ ରାତ୍ରିରେ ମୋଟର ସାଇକେଲରେ ହିଞ୍ଜିଳି ଆସୁଥିବା ସମୟରେ ଖଣ୍ଡୁର ଛକ ଠାରେ ତାଙ୍କୁ ଜଣେ ଲିପ୍ଟ ମାଗିଥିଲେ l ରାତିରେ ଲିପ୍ଟ ଦେବାକୁ ମନା କରିବାରୁ ଉତକ୍ଷିପ୍ତ ହୋଇ ଛୁରୀରେ ଉଦ୍ଧବଙ୍କ ବେକ କାଟି ଦେଇଥିଲା ଦୁର୍ବୁତ୍ତ l ଘଟଣା ସ୍ଥଳର ସେ ଗୁରୁତର ହୋଇଥିବା ବେଳେ ଉଗୁରୁତର ଅବସ୍ଥାରେ ପ୍ରଥମ ହିଞ୍ଜିଳି ପରେ ବ୍ରହ୍ମପୁର ଏମ୍. କେ. ସି. ଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ କରୁଛି l1