logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଓ ପାଠଚକ୍ର ଆଲୋଚନା ! ବୁଗୁଡ଼ା, ୦୭/୮/୨୬ : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରିନ୍ସିପାଲ ଭଗବାନ ଶତପଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଓ ପାଠଚକ୍ର ଆନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ଶ୍ରୀ ଶତପଥୀ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଘାଟନ କରିଥିଲେ। ବିଭାଗ ପକ୍ଷରୁ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ନୂତନ ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କୁ ହାର୍ଦ୍ଦିକ ସ୍ୱାଗତ କରବା ସହ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗର ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ନୂତନ ପ୍ରିନ୍ସିପାଲଙ୍କୁ ସ୍ଵାଗତ କରିବା ସହ ପାଠଚକ୍ରର ବିଷୟ ବସ୍ତୁ "ଓଡ଼ିଶା ପଞ୍ଚାୟତ ରାଜ ନିର୍ବାଚନରେ ମହିଳାଙ୍କ ଅଂଶଗ୍ରହଣ: ଏକବିଂଶ ଶତାବ୍ଦୀରେ ସାମ୍ବିଧାନିକ ବ୍ୟବସ୍ଥା ଏବଂ ଆହ୍ୱାନ" ଉପସ୍ଥାପନ କରି ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଶେଷ ବର୍ଷର ଛାତ୍ରୀ ବର୍ଷା ସ୍ୱାଇଁ ଓ ଗୀତାଞ୍ଜଳୀ ପ୍ରଧାନ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏହାପରେ ପାଠଚକ୍ରର ବିଷୟ ବସ୍ତୁ ଉପରେ ମୁକ୍ତ ଆଲୋଚନା କରାଯାଇଥିଲା। ବିଭାଗର ଅନ୍ୟତମ ଅଧ୍ୟାପକ ଲୋକନାଥ ବେହେରା ବର୍ତ୍ତମାନର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଦିଗରେ ଉପୁଜୁଥିବା ଆହ୍ୱାନ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଶେଷ ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

21 hrs ago
user_PURNACHANDRA BARIK
PURNACHANDRA BARIK
Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
21 hrs ago
e59a8406-6ee0-480e-8a3b-b918654e53a8

ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଓ ପାଠଚକ୍ର ଆଲୋଚନା ! ବୁଗୁଡ଼ା, ୦୭/୮/୨୬ : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରିନ୍ସିପାଲ ଭଗବାନ ଶତପଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଓ ପାଠଚକ୍ର ଆନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ଶ୍ରୀ ଶତପଥୀ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଘାଟନ କରିଥିଲେ। ବିଭାଗ

93ccd135-b32b-4939-a2e5-d3c8232299a1

ପକ୍ଷରୁ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ନୂତନ ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କୁ ହାର୍ଦ୍ଦିକ ସ୍ୱାଗତ କରବା ସହ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗର ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ନୂତନ ପ୍ରିନ୍ସିପାଲଙ୍କୁ ସ୍ଵାଗତ କରିବା ସହ ପାଠଚକ୍ରର ବିଷୟ ବସ୍ତୁ "ଓଡ଼ିଶା ପଞ୍ଚାୟତ ରାଜ ନିର୍ବାଚନରେ ମହିଳାଙ୍କ ଅଂଶଗ୍ରହଣ: ଏକବିଂଶ ଶତାବ୍ଦୀରେ ସାମ୍ବିଧାନିକ ବ୍ୟବସ୍ଥା ଏବଂ ଆହ୍ୱାନ" ଉପସ୍ଥାପନ କରି ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ।

ରାଜନୀତି ବିଜ୍ଞାନ ବିଭାଗର ଶେଷ ବର୍ଷର ଛାତ୍ରୀ ବର୍ଷା ସ୍ୱାଇଁ ଓ ଗୀତାଞ୍ଜଳୀ ପ୍ରଧାନ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏହାପରେ ପାଠଚକ୍ରର ବିଷୟ ବସ୍ତୁ ଉପରେ ମୁକ୍ତ ଆଲୋଚନା କରାଯାଇଥିଲା। ବିଭାଗର ଅନ୍ୟତମ ଅଧ୍ୟାପକ ଲୋକନାଥ ବେହେରା ବର୍ତ୍ତମାନର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଦିଗରେ ଉପୁଜୁଥିବା ଆହ୍ୱାନ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଶେଷ ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

More news from ଓଡ଼ିଶା and nearby areas
  • ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟିର ୪ ଦଫା ପ୍ରମୁଖ ଦାବି । ​GIA ଓ ପେନ୍‌ସନ୍ ସୁବିଧା: ବ୍ଲକ୍ ଗ୍ରାଣ୍ଟ ବ୍ୟବସ୍ଥା ବିଲୋପ ପରେ ପ୍ରଚଳିତ GIA-୨୦୧୭ ନୀତିରେ ସେବା ସର୍ତ୍ତ ଓ ପେନ୍‌ସନ୍‌ର ସ୍ପଷ୍ଟ ବ୍ୟବସ୍ଥା ନଥିବାରୁ ଏହାକୁ ତୁରନ୍ତ ଲାଗୁ କରିବା, ସମସ୍ତ ଯୋଗ୍ୟ ଶିକ୍ଷାନୁଷ୍ଠାନ (ବଞ୍ଚିତ ଥିବା ୧୯୪ଟି ଉଚ୍ଚ ବିଦ୍ୟାଳୟ ସମେତ) କୁ GIA ଅଧୀନକୁ ଆଣିବା ଏବଂ ପୁରୁଣା ପେନ୍‌ସନ୍ ଯୋଜନା (OPS) ପୁନଃପ୍ରଚଳନ କରିବା। ​ଅବସର ବୟସ ବୃଦ୍ଧି: ଶିକ୍ଷକ ଓ କର୍ମଚାରୀଙ୍କ ଅବସର ବୟସକୁ ୬୨ ବର୍ଷକୁ ବୃଦ୍ଧି କରିବା। ​ପଦବୀ ପୂରଣ: ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା। ​ବେତନ ଓ ଗ୍ରେଡ୍ ପେ ଅସଙ୍ଗତି ଦୂରୀକରଣ: ଗ୍ରେଡ୍ ପେ ଅସଙ୍ଗତି ଦୂର କରିବା ସହ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି କଳ୍ପିତ ବେତନ ବୃଦ୍ଧି (Incrment) ପ୍ରଦାନ କରିବା।
    1
    ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟିର ୪ ଦଫା ପ୍ରମୁଖ ଦାବି ।
​GIA ଓ ପେନ୍‌ସନ୍ ସୁବିଧା: ବ୍ଲକ୍ ଗ୍ରାଣ୍ଟ ବ୍ୟବସ୍ଥା ବିଲୋପ ପରେ ପ୍ରଚଳିତ GIA-୨୦୧୭ ନୀତିରେ ସେବା ସର୍ତ୍ତ ଓ ପେନ୍‌ସନ୍‌ର ସ୍ପଷ୍ଟ ବ୍ୟବସ୍ଥା ନଥିବାରୁ ଏହାକୁ ତୁରନ୍ତ ଲାଗୁ କରିବା, ସମସ୍ତ ଯୋଗ୍ୟ ଶିକ୍ଷାନୁଷ୍ଠାନ (ବଞ୍ଚିତ ଥିବା ୧୯୪ଟି ଉଚ୍ଚ ବିଦ୍ୟାଳୟ ସମେତ) କୁ GIA ଅଧୀନକୁ ଆଣିବା ଏବଂ ପୁରୁଣା ପେନ୍‌ସନ୍ ଯୋଜନା (OPS) ପୁନଃପ୍ରଚଳନ କରିବା।
​ଅବସର ବୟସ ବୃଦ୍ଧି: ଶିକ୍ଷକ ଓ କର୍ମଚାରୀଙ୍କ ଅବସର ବୟସକୁ ୬୨ ବର୍ଷକୁ ବୃଦ୍ଧି କରିବା।
​ପଦବୀ ପୂରଣ: ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା।
​ବେତନ ଓ ଗ୍ରେଡ୍ ପେ ଅସଙ୍ଗତି ଦୂରୀକରଣ: ଗ୍ରେଡ୍ ପେ ଅସଙ୍ଗତି ଦୂର କରିବା ସହ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି କଳ୍ପିତ ବେତନ ବୃଦ୍ଧି (Incrment) ପ୍ରଦାନ କରିବା।
    user_Jagruti khabar
    Jagruti khabar
    TV News Anchor ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    18 hrs ago
  • ଚଡ଼ିଆପଦା ଗ୍ରାମରେ ଆମୋର ମେଣ୍ଟାଭାଇ ସେଲୁନୁଁ ଦୁକାନ ଖଲି ଛନ୍ତି..
    1
    ଚଡ଼ିଆପଦା ଗ୍ରାମରେ ଆମୋର ମେଣ୍ଟାଭାଇ ସେଲୁନୁଁ ଦୁକାନ ଖଲି ଛନ୍ତି..
    user_ସଲମନ ମ କ
    ସଲମନ ମ କ
    ମୋହନା, ଗଜପତି, ଓଡ଼ିଶା•
    6 hrs ago
  • ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।
    1
    ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା  ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ  ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    20 hrs ago
  • ରାସୋଳ ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଠାରେ ଦୁଇ ଦିନିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ. ହିନ୍ଦୋଳ ର ରାସୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଦୁଇ ଦିନିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଛି. ଏଥିରେ ସଂକୁଳ ର ୮ ଗୋଟି ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ.
    1
    ରାସୋଳ ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଠାରେ ଦୁଇ ଦିନିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ.
ହିନ୍ଦୋଳ ର ରାସୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଦୁଇ ଦିନିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଛି. ଏଥିରେ ସଂକୁଳ ର ୮ ଗୋଟି ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    24 min ago
  • Aji chaula dua nadira pani kamijaiachi apora parsare bahut matrare Ghasa uti thibata deka deichi au bartaman chhasa Dhana chhasa abng kopa chasa bahula bhabe bhala hebapara laguchi hele bartaman dhana gacha au kopa gacha sabu bhalare achanti dekhi paru thibe
    4
    Aji chaula dua nadira pani kamijaiachi  apora parsare bahut matrare Ghasa uti thibata deka deichi au bartaman chhasa  Dhana chhasa abng kopa chasa bahula bhabe bhala hebapara laguchi  hele bartaman dhana gacha au kopa gacha sabu bhalare achanti  dekhi paru thibe
    user_Subas Brekabeda
    Subas Brekabeda
    Farmer ଚନ୍ଦ୍ରପୁର, ରାୟଗଡା, ଓଡ଼ିଶା•
    6 hrs ago
  • ଯିଏ ଜଗା ଜପିଚି ତାକୁ ଜଗା ମିଳିଚି ସିଏ ଜଗା ପାଦରେ ତା ଜନ୍ମ ସାରିଚି ⭕❗⭕🙏❤️
    1
    ଯିଏ ଜଗା ଜପିଚି ତାକୁ ଜଗା ମିଳିଚି ସିଏ ଜଗା ପାଦରେ ତା ଜନ୍ମ ସାରିଚି ⭕❗⭕🙏❤️
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    6 hrs ago
  • ଗଜପତି: ତୃତୀୟ ଲିଙ୍ଗି ଙ୍କ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।
    1
    ଗଜପତି: ତୃତୀୟ ଲିଙ୍ଗି ଙ୍କ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ 
ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା  ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ  ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    19 hrs ago
  • ଗୋତଳ ଗ୍ରାମ ମୌଜାରେ ବର୍ଷା ପାଣି ଲହଡ଼ି ମାରୁଚି ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
    1
    ଗୋତଳ ଗ୍ରାମ ମୌଜାରେ ବର୍ଷା 
ପାଣି ଲହଡ଼ି ମାରୁଚି ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଅଜା ଘର ସରପା ଗାଁକୁଯାଇ ଜଣେ ନାବାଳକୁ ଜୋରରେ ଗାଧୋଇବା ବେଳେ ନିଖୋଜ. ହିନ୍ଦୋଳ ମାନନପୁର ଗାଁର ଦିନେଶ ଗୋଛାୟତ ନିଜ ଅଜା ଘର ଗାଁ ସରପାଗାଁକୁ ଯାଇଥିଲେ. ଆଜି ଗାଧୋଇବାକୁ ପାଖ ଜୋର କୁ ଯାଇ ନିଖୋଜ. ବହୁ ଖୋଜାଖୋଜି ପରେ ଦମକଳ ବାହିନୀ ମଧ୍ୟ କୌଣସି ଟେର ପାଉନାହାନ୍ତି. ଏହା ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଲାଗିରହିଛି.
    1
    ଅଜା ଘର ସରପା ଗାଁକୁଯାଇ ଜଣେ ନାବାଳକୁ ଜୋରରେ ଗାଧୋଇବା ବେଳେ ନିଖୋଜ.
ହିନ୍ଦୋଳ ମାନନପୁର ଗାଁର ଦିନେଶ ଗୋଛାୟତ ନିଜ ଅଜା ଘର ଗାଁ ସରପାଗାଁକୁ ଯାଇଥିଲେ. ଆଜି ଗାଧୋଇବାକୁ ପାଖ ଜୋର କୁ ଯାଇ ନିଖୋଜ. ବହୁ ଖୋଜାଖୋଜି ପରେ ଦମକଳ ବାହିନୀ ମଧ୍ୟ କୌଣସି ଟେର ପାଉନାହାନ୍ତି. ଏହା ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଲାଗିରହିଛି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.