logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅଜା ଘର ସରପା ଗାଁକୁଯାଇ ଜଣେ ନାବାଳକୁ ଜୋରରେ ଗାଧୋଇବା ବେଳେ ନିଖୋଜ. ହିନ୍ଦୋଳ ମାନନପୁର ଗାଁର ଦିନେଶ ଗୋଛାୟତ ନିଜ ଅଜା ଘର ଗାଁ ସରପାଗାଁକୁ ଯାଇଥିଲେ. ଆଜି ଗାଧୋଇବାକୁ ପାଖ ଜୋର କୁ ଯାଇ ନିଖୋଜ. ବହୁ ଖୋଜାଖୋଜି ପରେ ଦମକଳ ବାହିନୀ ମଧ୍ୟ କୌଣସି ଟେର ପାଉନାହାନ୍ତି. ଏହା ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଲାଗିରହିଛି.

1 hr ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
1 hr ago

ଅଜା ଘର ସରପା ଗାଁକୁଯାଇ ଜଣେ ନାବାଳକୁ ଜୋରରେ ଗାଧୋଇବା ବେଳେ ନିଖୋଜ. ହିନ୍ଦୋଳ ମାନନପୁର ଗାଁର ଦିନେଶ ଗୋଛାୟତ ନିଜ ଅଜା ଘର ଗାଁ ସରପାଗାଁକୁ ଯାଇଥିଲେ. ଆଜି ଗାଧୋଇବାକୁ ପାଖ ଜୋର କୁ ଯାଇ ନିଖୋଜ. ବହୁ ଖୋଜାଖୋଜି ପରେ ଦମକଳ ବାହିନୀ ମଧ୍ୟ କୌଣସି ଟେର ପାଉନାହାନ୍ତି. ଏହା ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଲାଗିରହିଛି.

More news from Odisha and nearby areas
  • ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି #LatestNews #UpdateNews #apanankakhabara #nilai #jagatsinghpur #cuttack #ganjam #Bhubaneswar #boudha #Kendrapada #debagada #adaspur #khordha #Baragada #Anugul #debagada #Subarnapur #Kantapada #puri #news #OdishaNews #Odisha
    1
    ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି
ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି #LatestNews #UpdateNews #apanankakhabara #nilai #jagatsinghpur #cuttack #ganjam #Bhubaneswar #boudha #Kendrapada #debagada #adaspur #khordha #Baragada #Anugul #debagada #Subarnapur #Kantapada #puri #news #OdishaNews #Odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    3 hrs ago
  • ଗୋତଳ ଗ୍ରାମ ମୌଜା BJEM school ପଛ ପଟର ଦୃଶ୍ୟ ଜମିଛି ବର୍ଷା ପାଣି ।
    1
    ଗୋତଳ ଗ୍ରାମ ମୌଜା BJEM school ପଛ ପଟର ଦୃଶ୍ୟ ଜମିଛି ବର୍ଷା ପାଣି ।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ଓ ବୈଷୟିକ ଜ୍ଞାନ ଆଦାନପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ନୂଆଦିଲ୍ଲୀ/ଭୁବନେଶ୍ୱର : ୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ଆଜି ନୂଆଦିଲ୍ଲୀଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରର ପ୍ରସାର ଓ ଆନ୍ତଃ-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଓ ମଧ୍ୟପ୍ରଦେଶ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ବିଭାଗ (MPNRED) ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଐତିହାସିକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ରଣନୈତିକ ବୁଝାମଣା ପତ୍ର ଅକ୍ଷୟ ଶକ୍ତିର ବିକାଶ, ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପାରସ୍ପରିକ ସହଯୋଗ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ଯୁଗ୍ମ ଗବେଷଣା ଓ ଅନୁସନ୍ଧାନ ଏବଂ ଜ୍ଞାନ ଆଦାନପ୍ରଦାନ ପାଇଁ ଏକ ବ୍ୟାପକ ସାଂଗଠନିକ ଢାଞ୍ଚା ପ୍ରତିଷ୍ଠା କରିବ। ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଏହି ଐତିହାସିକ ସହଭାଗିତା ସ୍ୱଚ୍ଛ ଶକ୍ତିକୁ ରୂପାନ୍ତରଣ ପାଇଁ ଆଞ୍ଚଳିକ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଶା ଓ ମଧ୍ୟପ୍ରଦେଶର ରଣନୈତିକ ଦୂରଦୃଷ୍ଟି ଓ ସମ୍ବଳକୁ ବ୍ୟବହାର କରି, ଆମେ ସ୍ଥାୟୀ ବିକାଶ, ନବସୃଜନ ଏବଂ ସୁଦୃଢ଼ ଶକ୍ତି ଭିତ୍ତିଭୂମି ପାଇଁ ଏକ ମଜବୁତ ମାନଦଣ୍ଡ ସ୍ଥାପନ କରୁଛୁ, ଯାହା ଭାରତର ସବୁଜ ଶକ୍ତିର ବିକାଶ ପଥକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ବୁଝାମଣାର ସର୍ତ୍ତାବଳୀ ଅନୁଯାୟୀ, ବୃଦ୍ଧି ପାଉଥିବା ଆଞ୍ଚଳିକ ଶକ୍ତି ଚାହିଦାକୁ ପୂରଣ କରିବା ପାଇଁ ସୌର, ପବନ ଏବଂ ହାଇବ୍ରିଡ୍ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିର ଯୌଥ ପ୍ରସାର ସହିତ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରରେ ଦୁଇ ରାଜ୍ୟର ଶକ୍ତି ବିଭାଗ ସକ୍ରିୟ ଭାବରେ ସହଯୋଗ କରିବେ। ଏହି ସହଭାଗିତା ନୀତି ନିର୍ଦ୍ଧାରଣ, ନିୟାମକ ପଦ୍ଧତି ଏବଂ ଗ୍ରିଡ୍ ସଂଯୋଜନା ରଣନୀତି ପାଇଁ ସ୍ୱତନ୍ତ୍ର ବୈଷୟିକ ଆଦାନପ୍ରଦାନ ମାଧ୍ୟମ ପ୍ରତିଷ୍ଠା କରିବା ସହ ଶକ୍ତି ସଂରକ୍ଷଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଯୁଗ୍ମ ଗବେଷଣା ଓ ବିକାଶ ପ୍ରକଳ୍ପ ଆରମ୍ଭ କରିବା ଉପରେ ମଧ୍ୟ ଧ୍ୟାନ ଦେବ। ଏହି ସମ୍ମିଳନୀ ଅବସରରେ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସ୍ଥାୟୀ ଶକ୍ତି କ୍ଷେତ୍ରରେ ଆଞ୍ଚଳିକ ସହଯୋଗର ପ୍ରସାର ପାଇଁ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି।
    1
    ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ଓ ବୈଷୟିକ ଜ୍ଞାନ ଆଦାନପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
ନୂଆଦିଲ୍ଲୀ/ଭୁବନେଶ୍ୱର : ୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ଆଜି ନୂଆଦିଲ୍ଲୀଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରର ପ୍ରସାର ଓ ଆନ୍ତଃ-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଓ ମଧ୍ୟପ୍ରଦେଶ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ବିଭାଗ (MPNRED) ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଐତିହାସିକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ରଣନୈତିକ ବୁଝାମଣା ପତ୍ର ଅକ୍ଷୟ ଶକ୍ତିର ବିକାଶ, ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପାରସ୍ପରିକ ସହଯୋଗ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ଯୁଗ୍ମ ଗବେଷଣା ଓ ଅନୁସନ୍ଧାନ ଏବଂ ଜ୍ଞାନ ଆଦାନପ୍ରଦାନ ପାଇଁ ଏକ ବ୍ୟାପକ ସାଂଗଠନିକ ଢାଞ୍ଚା ପ୍ରତିଷ୍ଠା କରିବ।
ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଏହି ଐତିହାସିକ ସହଭାଗିତା ସ୍ୱଚ୍ଛ ଶକ୍ତିକୁ ରୂପାନ୍ତରଣ ପାଇଁ ଆଞ୍ଚଳିକ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଶା ଓ ମଧ୍ୟପ୍ରଦେଶର ରଣନୈତିକ ଦୂରଦୃଷ୍ଟି ଓ ସମ୍ବଳକୁ ବ୍ୟବହାର କରି, ଆମେ ସ୍ଥାୟୀ ବିକାଶ, ନବସୃଜନ ଏବଂ ସୁଦୃଢ଼ ଶକ୍ତି ଭିତ୍ତିଭୂମି ପାଇଁ ଏକ ମଜବୁତ ମାନଦଣ୍ଡ ସ୍ଥାପନ କରୁଛୁ, ଯାହା ଭାରତର ସବୁଜ ଶକ୍ତିର ବିକାଶ ପଥକୁ ଆହୁରି ତ୍ୱରାନ୍ୱିତ କରିବ।
ଏହି ବୁଝାମଣାର ସର୍ତ୍ତାବଳୀ ଅନୁଯାୟୀ, ବୃଦ୍ଧି ପାଉଥିବା ଆଞ୍ଚଳିକ ଶକ୍ତି ଚାହିଦାକୁ ପୂରଣ କରିବା ପାଇଁ ସୌର, ପବନ ଏବଂ ହାଇବ୍ରିଡ୍ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିର ଯୌଥ ପ୍ରସାର ସହିତ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରରେ ଦୁଇ ରାଜ୍ୟର ଶକ୍ତି ବିଭାଗ ସକ୍ରିୟ ଭାବରେ ସହଯୋଗ କରିବେ। ଏହି ସହଭାଗିତା ନୀତି ନିର୍ଦ୍ଧାରଣ, ନିୟାମକ ପଦ୍ଧତି ଏବଂ ଗ୍ରିଡ୍ ସଂଯୋଜନା ରଣନୀତି ପାଇଁ ସ୍ୱତନ୍ତ୍ର ବୈଷୟିକ ଆଦାନପ୍ରଦାନ ମାଧ୍ୟମ ପ୍ରତିଷ୍ଠା କରିବା ସହ ଶକ୍ତି ସଂରକ୍ଷଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଯୁଗ୍ମ ଗବେଷଣା ଓ ବିକାଶ ପ୍ରକଳ୍ପ ଆରମ୍ଭ କରିବା ଉପରେ ମଧ୍ୟ ଧ୍ୟାନ ଦେବ। ଏହି ସମ୍ମିଳନୀ ଅବସରରେ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସ୍ଥାୟୀ ଶକ୍ତି କ୍ଷେତ୍ରରେ ଆଞ୍ଚଳିକ ସହଯୋଗର ପ୍ରସାର ପାଇଁ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ବାଲିଅନ୍ତା,୭|୮ (ଗୋବର୍ଦ୍ଧନ ଦାସ):ଅଟଳା ସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ଅଡିଟୋରିୟମରେ ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା କିଶୋର ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ ପରେ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏଥିରେ ଜୟଦେବ ବିଧାୟକ ନବକିଶୋର ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ , ପ୍ରୀୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢ଼ାଲି, ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ଆପଟ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର , ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ବିଧୁଭୂଷଣ ପଟ୍ଟନାୟକ, ଆସ୍ଥା କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜରେ ସାମ୍ବାଦିକତାର ଭୂମିକା ଉପରେ ଆଲୋକପାତ କରିଥିଲେ। ସାମ୍ବାଦିକ ମାନେ ହେଉଛନ୍ତି ସମାଜର ଆଇନା l ଆଇନା ଯେମିତି ସ୍ୱଚ୍ଛ ଏବଂ ନିର୍ମଳ ସେହିଭଳି ଭାବେ କାହାର ଚାପଗ୍ରସ୍ତ ନ ହୋଇ ଖବର ପରିବେଷଣ କରିବା ଆବଶ୍ୟକ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢ଼ୌକନ ଓ ସ୍ମାରକବସ୍ତୁ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶେଷରେ ସଂଘର ସଦସ୍ୟ ପିତବାସ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିନାଶିଷ୍ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
    4
    ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ 
ବାଲିଅନ୍ତା,୭|୮ (ଗୋବର୍ଦ୍ଧନ ଦାସ):ଅଟଳା ସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ  ଅଡିଟୋରିୟମରେ ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା କିଶୋର ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ ପରେ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏଥିରେ ଜୟଦେବ ବିଧାୟକ ନବକିଶୋର ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ ,  ପ୍ରୀୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢ଼ାଲି, ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ଆପଟ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର , ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ବିଧୁଭୂଷଣ ପଟ୍ଟନାୟକ, ଆସ୍ଥା କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜରେ ସାମ୍ବାଦିକତାର ଭୂମିକା ଉପରେ ଆଲୋକପାତ କରିଥିଲେ। ସାମ୍ବାଦିକ ମାନେ ହେଉଛନ୍ତି ସମାଜର ଆଇନା l ଆଇନା ଯେମିତି ସ୍ୱଚ୍ଛ ଏବଂ ନିର୍ମଳ ସେହିଭଳି ଭାବେ କାହାର ଚାପଗ୍ରସ୍ତ ନ ହୋଇ ଖବର ପରିବେଷଣ କରିବା ଆବଶ୍ୟକ l  ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢ଼ୌକନ ଓ ସ୍ମାରକବସ୍ତୁ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶେଷରେ ସଂଘର ସଦସ୍ୟ ପିତବାସ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିନାଶିଷ୍ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
    user_ଗୋବର୍ଦ୍ଧନ ଦାସ
    ଗୋବର୍ଦ୍ଧନ ଦାସ
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    22 hrs ago
  • ରାସୋଳ ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଉଦଘାଟିତ ହିନ୍ଦୋଳର ରାସୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ. ମୋଟ ୮ ଗୋଟି ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିବା ସହ ସମସ୍ତ ଗୁରୁଜୀ ଗୁରୁମା ମାନେ ମଧ୍ୟ ସାମିଲ ହୋଇଛନ୍ତି.ଆଜି ଆସନ୍ତା କାଲି ଦୁଇ ଦିନ ଧରି ଏହା ଚାଳିବ.
    1
    ରାସୋଳ ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଉଦଘାଟିତ 
ହିନ୍ଦୋଳର ରାସୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ. ମୋଟ ୮ ଗୋଟି ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିବା ସହ ସମସ୍ତ ଗୁରୁଜୀ ଗୁରୁମା ମାନେ ମଧ୍ୟ ସାମିଲ ହୋଇଛନ୍ତି.ଆଜି ଆସନ୍ତା କାଲି ଦୁଇ ଦିନ ଧରି ଏହା ଚାଳିବ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    22 hrs ago
  • ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି #LatestNews #UpdateNews #apanankakhabara #debagada #cuttack #Bhubaneswar #news #OdishaNews #odisha
    1
    ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି
ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି #LatestNews #UpdateNews #apanankakhabara #debagada #cuttack #Bhubaneswar #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    5 hrs ago
  • ଭୁବନେଶ୍ୱର ଜିଲ୍ଲା ସିଶୁଅନନ୍ତ ମଠ ରୁ ପବିତ୍ର ମାଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା
    1
    ଭୁବନେଶ୍ୱର ଜିଲ୍ଲା ସିଶୁଅନନ୍ତ ମଠ ରୁ ପବିତ୍ର ମାଟି ଭୁବନେଶ୍ୱର ଅଭିମୁଖେ ଯାତ୍ରା
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଜଙ୍କିଆ ଏ ଡି ଇ ଓ ଗିରଫ ରଣପୁର,08/08 ରାଜ୍ୟରେ ସରକାରୀ ଅଧିକାରୀ ଅଧିକାରୀ ମାନଙ୍କ ଲାଞ୍ଚଖୋର ମନୋବୃତି ଏତେ ମାତ୍ରାରେ ବଡିଛି ଯେ ବିନା ଲାଞ୍ଚରେ କିଛି କାର୍ଯ୍ୟ ହେଉନି। ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହେଲେ ମଧ୍ୟ ସରକାରୀ ଅଧିକାରୀ ସଚେତନ ହେଉନାହାନ୍ତି। ସତେ ଯେପରି ଲାଞ୍ଚନେବା ସରକାରୀ ଚାକିରିଆ ଙ୍କ ବୃତ୍ତିଗତ ଅଧିକାର। ନୟାଗଡ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟଅଗଷ୍ଟ 7 ତାରିଖ ମାଧ୍ୟାର୍ହ୍ନ ରେ ଗିରଫ ହୋଇଥିବା ଜଣାପଡିଛି। ଭଟ୍ଟ ରାଜ ଜଙ୍କିଆ ର ଅକ୍ଷୟ କୁମାର ମାଝୀ ଙ୍କ ଆବାସ ଯୋଜନା ରେ ମନରେଗା ଅର୍ଥ ଓ ବୋନସ ଅର୍ଥ 42 ହଜାର ଟଙ୍କା ପାଇଁ 9 ହଜାର ଦାବି କରି ପୂର୍ବରୁ ପାଞ୍ଚ ହଜାର ଟଙ୍କା ନେଇଥିବା ବେଳେ ଆଉ ବାକି 4 ହଜାର ନେଉଥିବା ବେଳେ ଜଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ନୟାଗଡ ଦୁର୍ନୀତି ନିବାରଣ ବିଭାଗ ନିରୀକ୍ଷକ ବିରୁଆ ବାବୁ ରେଡ ହାଣ୍ଡେଡ ଗିରଫ କରିଥିବା ଜଣା ପଡିଛି। ଭଟ୍ଟବାବୁ ଚମ୍ପାଗଡ ପଞ୍ଚାୟତ ଦାଇତ୍ୱରେ ମଧ୍ୟ ଥିଲେ। ନିରୀକ୍ଷକ ବିରୁଆ ବାବୁ ଅଭିଯୁକ୍ତ ଭଟ୍ଟଙ୍କୁ ଗିରଫ କରି ଭୁବନେଶ୍ୱର ବିଭାଗୀୟ କାର୍ଯ୍ୟାଳୟ କୁ ନେଇଥିନା ସୂଚନା ମିଳିଛି। ଲାଞ୍ଚ ଦେଇଥିବା ଅକ୍ଷୟ ମାଝୀ କୁହନ୍ତି ପ୍ରଥମେ ପାଞ୍ଚ ହଜାର ନେଇଥିଲେ ମଧ୍ୟ ବିଲ ପାଇଁ ବାରମ୍ବାର ଦୌଡ଼ାଇବାରୁ ସେ ଭିଜିଲାନ୍ସ ଦ୍ୱାରସ୍ତ ହୋଇଥିଲେ।
    2
    ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଜଙ୍କିଆ ଏ ଡି ଇ ଓ ଗିରଫ
ରଣପୁର,08/08  ରାଜ୍ୟରେ ସରକାରୀ ଅଧିକାରୀ ଅଧିକାରୀ ମାନଙ୍କ ଲାଞ୍ଚଖୋର ମନୋବୃତି ଏତେ ମାତ୍ରାରେ ବଡିଛି ଯେ ବିନା ଲାଞ୍ଚରେ କିଛି କାର୍ଯ୍ୟ ହେଉନି। ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହେଲେ ମଧ୍ୟ ସରକାରୀ ଅଧିକାରୀ ସଚେତନ ହେଉନାହାନ୍ତି। ସତେ ଯେପରି ଲାଞ୍ଚନେବା ସରକାରୀ ଚାକିରିଆ ଙ୍କ ବୃତ୍ତିଗତ ଅଧିକାର। ନୟାଗଡ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟଅଗଷ୍ଟ 7 ତାରିଖ ମାଧ୍ୟାର୍ହ୍ନ ରେ ଗିରଫ ହୋଇଥିବା ଜଣାପଡିଛି। ଭଟ୍ଟ ରାଜ ଜଙ୍କିଆ ର ଅକ୍ଷୟ କୁମାର ମାଝୀ ଙ୍କ ଆବାସ ଯୋଜନା ରେ ମନରେଗା ଅର୍ଥ ଓ ବୋନସ ଅର୍ଥ 42 ହଜାର ଟଙ୍କା ପାଇଁ 9 ହଜାର ଦାବି କରି ପୂର୍ବରୁ ପାଞ୍ଚ ହଜାର ଟଙ୍କା ନେଇଥିବା ବେଳେ ଆଉ ବାକି 4 ହଜାର ନେଉଥିବା ବେଳେ ଜଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ନୟାଗଡ ଦୁର୍ନୀତି ନିବାରଣ ବିଭାଗ ନିରୀକ୍ଷକ ବିରୁଆ ବାବୁ ରେଡ ହାଣ୍ଡେଡ ଗିରଫ କରିଥିବା ଜଣା ପଡିଛି। ଭଟ୍ଟବାବୁ ଚମ୍ପାଗଡ ପଞ୍ଚାୟତ ଦାଇତ୍ୱରେ ମଧ୍ୟ ଥିଲେ। ନିରୀକ୍ଷକ ବିରୁଆ ବାବୁ ଅଭିଯୁକ୍ତ ଭଟ୍ଟଙ୍କୁ ଗିରଫ କରି ଭୁବନେଶ୍ୱର ବିଭାଗୀୟ କାର୍ଯ୍ୟାଳୟ କୁ ନେଇଥିନା ସୂଚନା ମିଳିଛି। ଲାଞ୍ଚ ଦେଇଥିବା ଅକ୍ଷୟ ମାଝୀ କୁହନ୍ତି ପ୍ରଥମେ ପାଞ୍ଚ ହଜାର ନେଇଥିଲେ ମଧ୍ୟ ବିଲ ପାଇଁ ବାରମ୍ବାର ଦୌଡ଼ାଇବାରୁ ସେ ଭିଜିଲାନ୍ସ ଦ୍ୱାରସ୍ତ ହୋଇଥିଲେ।
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.