logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଜଙ୍କିଆ ଏ ଡି ଇ ଓ ଗିରଫ ରଣପୁର,08/08 ରାଜ୍ୟରେ ସରକାରୀ ଅଧିକାରୀ ଅଧିକାରୀ ମାନଙ୍କ ଲାଞ୍ଚଖୋର ମନୋବୃତି ଏତେ ମାତ୍ରାରେ ବଡିଛି ଯେ ବିନା ଲାଞ୍ଚରେ କିଛି କାର୍ଯ୍ୟ ହେଉନି। ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହେଲେ ମଧ୍ୟ ସରକାରୀ ଅଧିକାରୀ ସଚେତନ ହେଉନାହାନ୍ତି। ସତେ ଯେପରି ଲାଞ୍ଚନେବା ସରକାରୀ ଚାକିରିଆ ଙ୍କ ବୃତ୍ତିଗତ ଅଧିକାର। ନୟାଗଡ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟଅଗଷ୍ଟ 7 ତାରିଖ ମାଧ୍ୟାର୍ହ୍ନ ରେ ଗିରଫ ହୋଇଥିବା ଜଣାପଡିଛି। ଭଟ୍ଟ ରାଜ ଜଙ୍କିଆ ର ଅକ୍ଷୟ କୁମାର ମାଝୀ ଙ୍କ ଆବାସ ଯୋଜନା ରେ ମନରେଗା ଅର୍ଥ ଓ ବୋନସ ଅର୍ଥ 42 ହଜାର ଟଙ୍କା ପାଇଁ 9 ହଜାର ଦାବି କରି ପୂର୍ବରୁ ପାଞ୍ଚ ହଜାର ଟଙ୍କା ନେଇଥିବା ବେଳେ ଆଉ ବାକି 4 ହଜାର ନେଉଥିବା ବେଳେ ଜଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ନୟାଗଡ ଦୁର୍ନୀତି ନିବାରଣ ବିଭାଗ ନିରୀକ୍ଷକ ବିରୁଆ ବାବୁ ରେଡ ହାଣ୍ଡେଡ ଗିରଫ କରିଥିବା ଜଣା ପଡିଛି। ଭଟ୍ଟବାବୁ ଚମ୍ପାଗଡ ପଞ୍ଚାୟତ ଦାଇତ୍ୱରେ ମଧ୍ୟ ଥିଲେ। ନିରୀକ୍ଷକ ବିରୁଆ ବାବୁ ଅଭିଯୁକ୍ତ ଭଟ୍ଟଙ୍କୁ ଗିରଫ କରି ଭୁବନେଶ୍ୱର ବିଭାଗୀୟ କାର୍ଯ୍ୟାଳୟ କୁ ନେଇଥିନା ସୂଚନା ମିଳିଛି। ଲାଞ୍ଚ ଦେଇଥିବା ଅକ୍ଷୟ ମାଝୀ କୁହନ୍ତି ପ୍ରଥମେ ପାଞ୍ଚ ହଜାର ନେଇଥିଲେ ମଧ୍ୟ ବିଲ ପାଇଁ ବାରମ୍ବାର ଦୌଡ଼ାଇବାରୁ ସେ ଭିଜିଲାନ୍ସ ଦ୍ୱାରସ୍ତ ହୋଇଥିଲେ।

8 hrs ago
user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
ସଞ୍ଜୟ ଦତ୍ତ ଆଚାର୍ଯ୍ୟ
Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
8 hrs ago

ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଜଙ୍କିଆ ଏ ଡି ଇ ଓ ଗିରଫ ରଣପୁର,08/08 ରାଜ୍ୟରେ ସରକାରୀ ଅଧିକାରୀ ଅଧିକାରୀ ମାନଙ୍କ ଲାଞ୍ଚଖୋର ମନୋବୃତି ଏତେ ମାତ୍ରାରେ ବଡିଛି ଯେ ବିନା ଲାଞ୍ଚରେ କିଛି କାର୍ଯ୍ୟ ହେଉନି। ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହେଲେ ମଧ୍ୟ ସରକାରୀ ଅଧିକାରୀ ସଚେତନ ହେଉନାହାନ୍ତି। ସତେ ଯେପରି ଲାଞ୍ଚନେବା ସରକାରୀ ଚାକିରିଆ ଙ୍କ ବୃତ୍ତିଗତ ଅଧିକାର। ନୟାଗଡ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟଅଗଷ୍ଟ 7 ତାରିଖ ମାଧ୍ୟାର୍ହ୍ନ ରେ ଗିରଫ ହୋଇଥିବା ଜଣାପଡିଛି। ଭଟ୍ଟ ରାଜ ଜଙ୍କିଆ ର ଅକ୍ଷୟ କୁମାର ମାଝୀ ଙ୍କ ଆବାସ

1214e0e1-46da-43fe-ada5-cc4c17f27555

ଯୋଜନା ରେ ମନରେଗା ଅର୍ଥ ଓ ବୋନସ ଅର୍ଥ 42 ହଜାର ଟଙ୍କା ପାଇଁ 9 ହଜାର ଦାବି କରି ପୂର୍ବରୁ ପାଞ୍ଚ ହଜାର ଟଙ୍କା ନେଇଥିବା ବେଳେ ଆଉ ବାକି 4 ହଜାର ନେଉଥିବା ବେଳେ ଜଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ନୟାଗଡ ଦୁର୍ନୀତି ନିବାରଣ ବିଭାଗ ନିରୀକ୍ଷକ ବିରୁଆ ବାବୁ ରେଡ ହାଣ୍ଡେଡ ଗିରଫ କରିଥିବା ଜଣା ପଡିଛି। ଭଟ୍ଟବାବୁ ଚମ୍ପାଗଡ ପଞ୍ଚାୟତ ଦାଇତ୍ୱରେ ମଧ୍ୟ ଥିଲେ। ନିରୀକ୍ଷକ ବିରୁଆ ବାବୁ ଅଭିଯୁକ୍ତ ଭଟ୍ଟଙ୍କୁ ଗିରଫ କରି ଭୁବନେଶ୍ୱର ବିଭାଗୀୟ କାର୍ଯ୍ୟାଳୟ କୁ ନେଇଥିନା ସୂଚନା ମିଳିଛି। ଲାଞ୍ଚ ଦେଇଥିବା ଅକ୍ଷୟ ମାଝୀ କୁହନ୍ତି ପ୍ରଥମେ ପାଞ୍ଚ ହଜାର ନେଇଥିଲେ ମଧ୍ୟ ବିଲ ପାଇଁ ବାରମ୍ବାର ଦୌଡ଼ାଇବାରୁ ସେ ଭିଜିଲାନ୍ସ ଦ୍ୱାରସ୍ତ ହୋଇଥିଲେ।

More news from ଓଡ଼ିଶା and nearby areas
  • ଗୋତଳ ଗ୍ରାମ ମୌଜାରେ ବର୍ଷା ପାଣି ଲହଡ଼ି ମାରୁଚି ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
    1
    ଗୋତଳ ଗ୍ରାମ ମୌଜାରେ ବର୍ଷା 
ପାଣି ଲହଡ଼ି ମାରୁଚି ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି #LatestNews #UpdateNews #apanankakhabara #nilai #jagatsinghpur #cuttack #ganjam #Bhubaneswar #boudha #Kendrapada #debagada #adaspur #khordha #Baragada #Anugul #debagada #Subarnapur #Kantapada #puri #news #OdishaNews #Odisha
    1
    ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି
ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି #LatestNews #UpdateNews #apanankakhabara #nilai #jagatsinghpur #cuttack #ganjam #Bhubaneswar #boudha #Kendrapada #debagada #adaspur #khordha #Baragada #Anugul #debagada #Subarnapur #Kantapada #puri #news #OdishaNews #Odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    4 hrs ago
  • ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
    1
    ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
  • ରାସୋଳ ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଉଦଘାଟିତ ହିନ୍ଦୋଳର ରାସୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ. ମୋଟ ୮ ଗୋଟି ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିବା ସହ ସମସ୍ତ ଗୁରୁଜୀ ଗୁରୁମା ମାନେ ମଧ୍ୟ ସାମିଲ ହୋଇଛନ୍ତି.ଆଜି ଆସନ୍ତା କାଲି ଦୁଇ ଦିନ ଧରି ଏହା ଚାଳିବ.
    1
    ରାସୋଳ ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଉଦଘାଟିତ 
ହିନ୍ଦୋଳର ରାସୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ. ମୋଟ ୮ ଗୋଟି ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିବା ସହ ସମସ୍ତ ଗୁରୁଜୀ ଗୁରୁମା ମାନେ ମଧ୍ୟ ସାମିଲ ହୋଇଛନ୍ତି.ଆଜି ଆସନ୍ତା କାଲି ଦୁଇ ଦିନ ଧରି ଏହା ଚାଳିବ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    23 hrs ago
  • ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପାଇବେ DGP ଡିସ୍କ ସମ୍ମାନ
    1
    ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପାଇବେ DGP ଡିସ୍କ ସମ୍ମାନ
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    4 hrs ago
  • ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଚାଲାଣକାରୀ ଅଟକ, ହରଭଙ୍ଗା ପୋଲିସକୁ ହସ୍ତାନ୍ତର ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ଧଳପୁର ପଞ୍ଚାୟତ ଅନ୍ତର୍ଗତ ପଲସା କୁଟୁଣି ଠାରେ ୮ଗୋଟି ଗୋରୁ ଚୋରା ଚାଲାଣ କରୁଥିବା ବେଳେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଜଣ ଚାଲାଣକାରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରିବାପରେ ଜାଣିବାକୁ ପାଇଥିଲେ ଯେ, ୩ ଜଣ ଯୁବକ ସୁବାଷ ସେଠୀ କୁଡାପଡ଼ା (ମହିବାହାଲ) ସୁଦାମ ଦନ୍ତା (ସଂଖଡା) ଅସ୍ମିଲ କାମ୍ପ(ସଂଖଡା) ଏମାନେ ଗୋରୁ ଚୋରା ଚାଲାଣ କରୁଥିଲେ ବୋଲି ବଜରଙ୍ଗ ଦଳ ର କର୍ମୀ ମାନେ ହରଭଙ୍ଗା ପୋଲିସକୁ ଖବର ଦେଇଥିଲେ, ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ୩ଜଣଙ୍କୁ ଅଟକ ରଖିଥିବାବେଳେ ଜିରାଡ଼ ଗ୍ରାମ ରେ ଥିବା ଶ୍ରୀ ଶ୍ୟାମ ଗୌଶାଳା କୁ ଉଦ୍ଧାର ଗୋରୁ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।
    4
    ବଜରଙ୍ଗ ଦଳ କର୍ମୀଙ୍କ  ଦ୍ବାରା ୮ ଗୋରୁ ସହ ୩ ଚାଲାଣକାରୀ ଅଟକ, ହରଭଙ୍ଗା ପୋଲିସକୁ ହସ୍ତାନ୍ତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ଧଳପୁର ପଞ୍ଚାୟତ ଅନ୍ତର୍ଗତ ପଲସା କୁଟୁଣି ଠାରେ ୮ଗୋଟି ଗୋରୁ  ଚୋରା ଚାଲାଣ କରୁଥିବା ବେଳେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଜଣ ଚାଲାଣକାରୀଙ୍କୁ  ଅଟକ ରଖାଯାଇ ପଚରାଉଚରା କରିବାପରେ ଜାଣିବାକୁ ପାଇଥିଲେ ଯେ, ୩ ଜଣ ଯୁବକ ସୁବାଷ ସେଠୀ କୁଡାପଡ଼ା (ମହିବାହାଲ) ସୁଦାମ ଦନ୍ତା (ସଂଖଡା)
ଅସ୍ମିଲ କାମ୍ପ(ସଂଖଡା) ଏମାନେ
ଗୋରୁ ଚୋରା ଚାଲାଣ କରୁଥିଲେ ବୋଲି ବଜରଙ୍ଗ ଦଳ ର କର୍ମୀ ମାନେ ହରଭଙ୍ଗା ପୋଲିସକୁ ଖବର ଦେଇଥିଲେ, ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ୩ଜଣଙ୍କୁ ଅଟକ ରଖିଥିବାବେଳେ
ଜିରାଡ଼ ଗ୍ରାମ ରେ ଥିବା ଶ୍ରୀ ଶ୍ୟାମ ଗୌଶାଳା କୁ ଉଦ୍ଧାର ଗୋରୁ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    5 hrs ago
  • ଅଜା ଘର ସରପା ଗାଁକୁଯାଇ ଜଣେ ନାବାଳକୁ ଜୋରରେ ଗାଧୋଇବା ବେଳେ ନିଖୋଜ. ହିନ୍ଦୋଳ ମାନନପୁର ଗାଁର ଦିନେଶ ଗୋଛାୟତ ନିଜ ଅଜା ଘର ଗାଁ ସରପାଗାଁକୁ ଯାଇଥିଲେ. ଆଜି ଗାଧୋଇବାକୁ ପାଖ ଜୋର କୁ ଯାଇ ନିଖୋଜ. ବହୁ ଖୋଜାଖୋଜି ପରେ ଦମକଳ ବାହିନୀ ମଧ୍ୟ କୌଣସି ଟେର ପାଉନାହାନ୍ତି. ଏହା ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଲାଗିରହିଛି.
    1
    ଅଜା ଘର ସରପା ଗାଁକୁଯାଇ ଜଣେ ନାବାଳକୁ ଜୋରରେ ଗାଧୋଇବା ବେଳେ ନିଖୋଜ.
ହିନ୍ଦୋଳ ମାନନପୁର ଗାଁର ଦିନେଶ ଗୋଛାୟତ ନିଜ ଅଜା ଘର ଗାଁ ସରପାଗାଁକୁ ଯାଇଥିଲେ. ଆଜି ଗାଧୋଇବାକୁ ପାଖ ଜୋର କୁ ଯାଇ ନିଖୋଜ. ବହୁ ଖୋଜାଖୋଜି ପରେ ଦମକଳ ବାହିନୀ ମଧ୍ୟ କୌଣସି ଟେର ପାଉନାହାନ୍ତି. ଏହା ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଲାଗିରହିଛି.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.