logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଚାଲାଣକାରୀ ଅଟକ, ହରଭଙ୍ଗା ପୋଲିସକୁ ହସ୍ତାନ୍ତର ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ଧଳପୁର ପଞ୍ଚାୟତ ଅନ୍ତର୍ଗତ ପଲସା କୁଟୁଣି ଠାରେ ୮ଗୋଟି ଗୋରୁ ଚୋରା ଚାଲାଣ କରୁଥିବା ବେଳେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଜଣ ଚାଲାଣକାରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରିବାପରେ ଜାଣିବାକୁ ପାଇଥିଲେ ଯେ, ୩ ଜଣ ଯୁବକ ସୁବାଷ ସେଠୀ କୁଡାପଡ଼ା (ମହିବାହାଲ) ସୁଦାମ ଦନ୍ତା (ସଂଖଡା) ଅସ୍ମିଲ କାମ୍ପ(ସଂଖଡା) ଏମାନେ ଗୋରୁ ଚୋରା ଚାଲାଣ କରୁଥିଲେ ବୋଲି ବଜରଙ୍ଗ ଦଳ ର କର୍ମୀ ମାନେ ହରଭଙ୍ଗା ପୋଲିସକୁ ଖବର ଦେଇଥିଲେ, ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ୩ଜଣଙ୍କୁ ଅଟକ ରଖିଥିବାବେଳେ ଜିରାଡ଼ ଗ୍ରାମ ରେ ଥିବା ଶ୍ରୀ ଶ୍ୟାମ ଗୌଶାଳା କୁ ଉଦ୍ଧାର ଗୋରୁ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।

6 hrs ago
user_RABINDRA PATTNAIK
RABINDRA PATTNAIK
Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
6 hrs ago
6f1cc800-f59a-45e5-8ae4-9450e1d99245

ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଚାଲାଣକାରୀ ଅଟକ, ହରଭଙ୍ଗା ପୋଲିସକୁ ହସ୍ତାନ୍ତର ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ଧଳପୁର ପଞ୍ଚାୟତ ଅନ୍ତର୍ଗତ ପଲସା କୁଟୁଣି ଠାରେ ୮ଗୋଟି ଗୋରୁ ଚୋରା ଚାଲାଣ କରୁଥିବା ବେଳେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଜଣ ଚାଲାଣକାରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରିବାପରେ ଜାଣିବାକୁ ପାଇଥିଲେ ଯେ, ୩ ଜଣ ଯୁବକ ସୁବାଷ ସେଠୀ କୁଡାପଡ଼ା (ମହିବାହାଲ) ସୁଦାମ ଦନ୍ତା (ସଂଖଡା) ଅସ୍ମିଲ କାମ୍ପ(ସଂଖଡା) ଏମାନେ ଗୋରୁ ଚୋରା ଚାଲାଣ କରୁଥିଲେ ବୋଲି ବଜରଙ୍ଗ ଦଳ ର କର୍ମୀ ମାନେ ହରଭଙ୍ଗା ପୋଲିସକୁ ଖବର ଦେଇଥିଲେ, ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ୩ଜଣଙ୍କୁ ଅଟକ ରଖିଥିବାବେଳେ ଜିରାଡ଼ ଗ୍ରାମ ରେ ଥିବା ଶ୍ରୀ ଶ୍ୟାମ ଗୌଶାଳା କୁ ଉଦ୍ଧାର ଗୋରୁ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।

More news from ଓଡ଼ିଶା and nearby areas
  • ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟ ସେବା। ସାଧାରଣ ମୌଳିକ ସୁବିଧା ସୁଦ୍ଧା ରୋଗୀ ପାଇ ପାରୁନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକ ରେଫର୍ ହସ୍ପିଟାଲରେ ପରିଣତ ହୋଇଛି। ତିନି ତାରିଖରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନ ଯାଇଛି ବୋଲି ଅଭିଯୋଗ ହୋଇଛି। ଚିକିତ୍ସକ ଡାକ୍ତରଙ୍କୁ ମାଡ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ସିଡିଏମଓ ଙ୍କୁ ସାମ୍ବାଦିକମାନେ ଫେରାର ହୋଇଛନ୍ତି। ମୋଟାମୋଟି ରୋଗୀ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସୁବର୍ଣ୍ଣପୁର ଜିଲ୍ଲାରେ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଗତ କାଲି ଡୁଙ୍ଗୁରିପାଲି ଡାକ୍ତରଖାନା ପରିଦର୍ଶନ କରିଥିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ।
    1
    ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ 
ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟ ସେବା। ସାଧାରଣ ମୌଳିକ ସୁବିଧା ସୁଦ୍ଧା ରୋଗୀ ପାଇ ପାରୁନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକ ରେଫର୍ ହସ୍ପିଟାଲରେ ପରିଣତ ହୋଇଛି। ତିନି ତାରିଖରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନ ଯାଇଛି ବୋଲି ଅଭିଯୋଗ ହୋଇଛି। ଚିକିତ୍ସକ ଡାକ୍ତରଙ୍କୁ ମାଡ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ସିଡିଏମଓ ଙ୍କୁ ସାମ୍ବାଦିକମାନେ ଫେରାର ହୋଇଛନ୍ତି। ମୋଟାମୋଟି ରୋଗୀ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସୁବର୍ଣ୍ଣପୁର ଜିଲ୍ଲାରେ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଗତ କାଲି ଡୁଙ୍ଗୁରିପାଲି ଡାକ୍ତରଖାନା ପରିଦର୍ଶନ କରିଥିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ଆଜି ମନାହେଉଛେ ଜାତୀୟ ହସ୍ତତନ୍ତ ଦିବସ୍...ହେଲେ ବୁଣାକାରକୁଁ ନାଇଁ ମିଲବାର୍ ମେହନତର ମୁଲ୍ ... ସୁବର୍ଣ୍ଣପୁର ଜିଲ୍ଲାରେ ବୁଣାକାର ମାନକୁଁ ସହଯୋଗ ଲାଗି ଉଠଲା ଦାବି...କେନେ ମଙ୍ଗା, କେନେ ଆର୍ଥିକ ସମସ୍ୟାରେ ପିସିହେଉଛନ୍ ....
    1
    ଆଜି ମନାହେଉଛେ ଜାତୀୟ ହସ୍ତତନ୍ତ ଦିବସ୍...ହେଲେ ବୁଣାକାରକୁଁ ନାଇଁ ମିଲବାର୍ ମେହନତର ମୁଲ୍ ... ସୁବର୍ଣ୍ଣପୁର ଜିଲ୍ଲାରେ ବୁଣାକାର ମାନକୁଁ ସହଯୋଗ ଲାଗି ଉଠଲା ଦାବି...କେନେ ମଙ୍ଗା, କେନେ ଆର୍ଥିକ ସମସ୍ୟାରେ ପିସିହେଉଛନ୍ ....
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    1 day ago
  • କୁନାଶିଲା-ମହିବିଲା ରାସ୍ତା ପାଲଟିଛି ମରଣଯନ୍ତା, ସ୍ଥାନୀୟ ଅଞ୍ଚଳବାସୀ ହଇରାଣ
    1
    କୁନାଶିଲା-ମହିବିଲା ରାସ୍ତା ପାଲଟିଛି ମରଣଯନ୍ତା, ସ୍ଥାନୀୟ ଅଞ୍ଚଳବାସୀ ହଇରାଣ
    user_ବୌଦ୍ଧ ଦର୍ପଣ
    ବୌଦ୍ଧ ଦର୍ପଣ
    Voice of people କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    8 hrs ago
  • ଅସଂପୂର୍ଣ୍ଣ ହୋଇ ପଡି ରହିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତର ପୋଡ଼ାପଦର ସ୍ଥିତ ବିଜୁକଲ୍ୟାଣ ମଣ୍ଡପ । ୨୦୨୧-୨୨ର ଟିଏଫସିରୁ ନିର୍ମିତ ହେଉଥିବା ମଣ୍ଡପ କେବେ ହେବ ସଂପୂର୍ଣ୍ଣ ?
    1
    ଅସଂପୂର୍ଣ୍ଣ ହୋଇ ପଡି ରହିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତର ପୋଡ଼ାପଦର ସ୍ଥିତ ବିଜୁକଲ୍ୟାଣ ମଣ୍ଡପ । ୨୦୨୧-୨୨ର ଟିଏଫସିରୁ ନିର୍ମିତ ହେଉଥିବା ମଣ୍ଡପ କେବେ ହେବ ସଂପୂର୍ଣ୍ଣ ?
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    8 hrs ago
  • ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି, ଗତ ରାତ୍ରି ରୁ ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି,ସମସ୍ୟା ଘେରରେ ଛାତ୍ର ଛାତ୍ରୀ
    1
    ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି,
ଗତ ରାତ୍ରି ରୁ ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି,ସମସ୍ୟା ଘେରରେ ଛାତ୍ର ଛାତ୍ରୀ
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    1 hr ago
  • 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress
    1
    🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳

प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया।

उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।”

📍 IIT Delhi

प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया।

🇮🇳 आत्मनिर्भर भारत की दिशा में बड़ा कदम!

#PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress


🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳
प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया।
उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।”
📍 IIT Delhi
प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया।
🇮🇳 आत्मनिर्भर भारत की दिशा में बड़ा कदम!
#PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • ବୌଦ୍ଧ ଜିଲ୍ଲାପାଳଙ୍କ ନାମରେ ଠକେଇ ଉଦ୍ୟମ,ସତର୍କ ରହିବାକୁ ସୂଚନା
    1
    ବୌଦ୍ଧ ଜିଲ୍ଲାପାଳଙ୍କ ନାମରେ ଠକେଇ ଉଦ୍ୟମ,ସତର୍କ ରହିବାକୁ ସୂଚନା
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    5 hrs ago
  • ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ
    1
    ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    22 hrs ago
  • ପୌର ପରିଷଦ ର ଖାମ ଖିଆଲ ନୀତି,କାଗଜ କଲମ ରେ ବିକାଶ ଆଳରେ ବିନାଶ, ଜାଲ ବିଲ ଭାଉଚର ରେ ସୀମିତ କାର୍ଯ୍ୟ ନେଇ ପ୍ରତିକ୍ରିୟା। ଟିଟିଲାଗଡ ସହର ରେ ଅ ସଜଡା ଶୌଚାଳୟ ଟିଟିଲାଗଡ଼, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ର ୱାର୍ଡ ନମ୍ବର ୧୨ ରେ ଦେଖିବାକୁ ମିଳିଛି ଏ ପରି ଏକ ଘୃଣ୍ୟ ଶୌଚାଳୟ । କାଗଜ କଲମରେ ସବୁ ବିକାଶ ହୋଇ ଯାଇଛି l ଟିଟିଲାଗଡ ସହର ରେ ଗୋଷ୍ଠୀ ଶୌଚାଳୟ ବହୁତ୍ ଅଛି କିନ୍ତୁ ସଫା ସୁତୁରା ନ ଥିବାରୁ ବ୍ୟବହାର ହେଉ ନାହିଁ । ୧୨ ନମ୍ବର ୱାର୍ଡ କଟକିଆ ପଡ଼ା ରେ ଯେଉଁ ଗୋଷ୍ଠୀ ଶୌଚାଳୟ ଅଛି ତାହାର କଥା ନ କହିବା ଭଲ । ଆଜକୁ ଦୁଇ ବର୍ଷ ଆଗରୁ ବ୍ୟବହାର ହେଉ ନାହିଁ । ଏହି ୱାର୍ଡ ରେ ହାରାହାରି ପଚାଶ ପରିବାର ଗୋଷ୍ଠୀ ଶୌଚାଳୟ ରେ ନିର୍ଭର କରନ୍ତି । ପୌର ପରିଷଦ ତରଫରୁ ସଫା ସୁତୁରା କରି ଦେଉ ନ ଥିବା ଅଭିଯୋଗ ହୋଇଛି । ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖବର ପ୍ରସାରଣ ପାଇଁ ଅଧିକାରୀ ଙ୍କ ସହ କଥା ହେବାରୁ ଶୌଚାଳୟ କୁ ଶୀଘ୍ର ସଫାସୁତୁରା କରି କାର୍ଯ୍ୟକ୍ଷମ କରାଯିବ ବୋଲି ସଫେଇ ଦେଇ ଥିଲେ । ବର୍ଷା ଋତୁରେ ଏହି ଶୌଚାଳୟ ବ୍ୟବହାର ହେଉ ନ ଥିବାରୁ ଲୋକେ ବହୁତ୍ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।
    1
    ପୌର ପରିଷଦ ର ଖାମ ଖିଆଲ ନୀତି,କାଗଜ କଲମ ରେ ବିକାଶ ଆଳରେ ବିନାଶ, ଜାଲ ବିଲ ଭାଉଚର ରେ ସୀମିତ କାର୍ଯ୍ୟ ନେଇ ପ୍ରତିକ୍ରିୟା।
ଟିଟିଲାଗଡ ସହର ରେ ଅ ସଜଡା ଶୌଚାଳୟ 
ଟିଟିଲାଗଡ଼, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ର  ୱାର୍ଡ ନମ୍ବର ୧୨ ରେ ଦେଖିବାକୁ ମିଳିଛି ଏ ପରି ଏକ ଘୃଣ୍ୟ ଶୌଚାଳୟ ।  କାଗଜ କଲମରେ ସବୁ ବିକାଶ ହୋଇ ଯାଇଛି l ଟିଟିଲାଗଡ ସହର ରେ ଗୋଷ୍ଠୀ ଶୌଚାଳୟ  ବହୁତ୍ ଅଛି କିନ୍ତୁ ସଫା ସୁତୁରା ନ ଥିବାରୁ  ବ୍ୟବହାର ହେଉ ନାହିଁ । ୧୨ ନମ୍ବର ୱାର୍ଡ କଟକିଆ ପଡ଼ା ରେ ଯେଉଁ ଗୋଷ୍ଠୀ ଶୌଚାଳୟ ଅଛି  ତାହାର କଥା ନ କହିବା ଭଲ । ଆଜକୁ ଦୁଇ ବର୍ଷ ଆଗରୁ ବ୍ୟବହାର  ହେଉ ନାହିଁ । ଏହି ୱାର୍ଡ ରେ ହାରାହାରି  ପଚାଶ  ପରିବାର ଗୋଷ୍ଠୀ ଶୌଚାଳୟ ରେ ନିର୍ଭର କରନ୍ତି  । ପୌର ପରିଷଦ ତରଫରୁ ସଫା ସୁତୁରା କରି ଦେଉ ନ ଥିବା ଅଭିଯୋଗ ହୋଇଛି । ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖବର ପ୍ରସାରଣ ପାଇଁ  ଅଧିକାରୀ ଙ୍କ ସହ କଥା ହେବାରୁ  ଶୌଚାଳୟ କୁ ଶୀଘ୍ର ସଫାସୁତୁରା କରି କାର୍ଯ୍ୟକ୍ଷମ କରାଯିବ ବୋଲି ସଫେଇ ଦେଇ ଥିଲେ । ବର୍ଷା ଋତୁରେ ଏହି ଶୌଚାଳୟ ବ୍ୟବହାର ହେଉ ନ ଥିବାରୁ ଲୋକେ ବହୁତ୍ ହଇରାଣ  ହେଉଥିବା ଦେଖିବାକୁ ମିଳିଛି ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.