Shuru
Apke Nagar Ki App…
ବୌଦ୍ଧ ଜିଲ୍ଲାପାଳଙ୍କ ନାମରେ ଠକେଇ ଉଦ୍ୟମ,ସତର୍କ ରହିବାକୁ ସୂଚନା
Satyajit Panda
ବୌଦ୍ଧ ଜିଲ୍ଲାପାଳଙ୍କ ନାମରେ ଠକେଇ ଉଦ୍ୟମ,ସତର୍କ ରହିବାକୁ ସୂଚନା
More news from ଓଡ଼ିଶା and nearby areas
- ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ1
- ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଚାଲାଣକାରୀ ଅଟକ, ହରଭଙ୍ଗା ପୋଲିସକୁ ହସ୍ତାନ୍ତର ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ଧଳପୁର ପଞ୍ଚାୟତ ଅନ୍ତର୍ଗତ ପଲସା କୁଟୁଣି ଠାରେ ୮ଗୋଟି ଗୋରୁ ଚୋରା ଚାଲାଣ କରୁଥିବା ବେଳେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଜଣ ଚାଲାଣକାରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରିବାପରେ ଜାଣିବାକୁ ପାଇଥିଲେ ଯେ, ୩ ଜଣ ଯୁବକ ସୁବାଷ ସେଠୀ କୁଡାପଡ଼ା (ମହିବାହାଲ) ସୁଦାମ ଦନ୍ତା (ସଂଖଡା) ଅସ୍ମିଲ କାମ୍ପ(ସଂଖଡା) ଏମାନେ ଗୋରୁ ଚୋରା ଚାଲାଣ କରୁଥିଲେ ବୋଲି ବଜରଙ୍ଗ ଦଳ ର କର୍ମୀ ମାନେ ହରଭଙ୍ଗା ପୋଲିସକୁ ଖବର ଦେଇଥିଲେ, ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ୩ଜଣଙ୍କୁ ଅଟକ ରଖିଥିବାବେଳେ ଜିରାଡ଼ ଗ୍ରାମ ରେ ଥିବା ଶ୍ରୀ ଶ୍ୟାମ ଗୌଶାଳା କୁ ଉଦ୍ଧାର ଗୋରୁ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।4
- #ଜଳଛାୟା_ପ୍ରକଳ୍ପ_ରେ_ନିମ୍ନ_ମାନର_କାମ_ହୋଇଛି ଏହାକୁ ନେଇ ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମହଣିପାଲି/ରାଜପାଲି ବାରପାହାଡ_ପୀଠରେ ଜଳଛାୟା ପ୍ରକଳ୍ପର କାମର ମାନ ଏବଂ ସ୍ଥାୟିତ୍ୱ ଉପରେ ଗ୍ରାମବାସୀ ତଥା ଆଞ୍ଚଳିକ ବାରପାହାଡ ସେନା ପ୍ରଶ୍ନ ଉଠାଇ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି District Administration Subarnapur #district_administration_subarnapur #dist_admin_subarnapur #dfosubarnapur #rishitv #hilights #trendingpost #lowwork1
- ଲକ୍ଷପତି ଦିଦି ଅଧିକରୁ ଅଧିକ ତିଆରି ହେବେ... - ମିଶନ ଶକ୍ତି ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନାଚକ୍ର ଓ ସମୀକ୍ଷା ବୈଠକରେ ଯୋଗଦେଇ ସେମାନଙ୍କର ମାର୍ଗଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା1
- ବନ୍ଧୁ ହେବ ତ ଏମିତି l ଅଜଣା ଅଚିହ୍ନା ଏହି ଦୁଇ କୁଷ୍ଠରୋଗୀ ଏବେ ପାଲଟି ଯାଇଛନ୍ତି ଉତ୍ତମ ବନ୍ଧୁ1
- ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପାଇବେ DGP ଡିସ୍କ ସମ୍ମାନ1
- ମଦ ବିରୋଧୀ ଆନ୍ଦୋଳନ କାରି ସହ ପୋଲିସ ର ମୁହଁlମୁଁହି ଆଗେ ମଦଦୋକାନ ବାତିଲି କର , ପରେ ରାସ୍ତାରୋକ ରୁ ଉଠିବୁ । ଯାଜପୁର-ଆମେ ବାରମ୍ବାର ପ୍ରତିବାଦ କରୁଛୁ ଜିଲ୍ଲା ପାଳ ନିକଟରେ ଗୁହାରି କରିଛୁ ଆମ କଥା ବିଚାର ନ କରି ମଦ ଦୋକାନ ଖୋଲିବା ପାଇଁ ପ୍ରଶାସନ ଜିଦ ଧରିଛୁ ଅମର ଦାବି ପାଇଁ ରl ଜ ରାସ୍ତା ରେ ଲଢେଇ କରିବୁ ଗିରଫ ହେବୁ ପଛେ ମଦ ଦୋକାନ ଖୋଲାଇ ଦେବୁ ନାହଁ ରାଜ ରାସ୍ତା ରେ ବସିବୁ ଆନ୍ଦୋଳନ କାରୀ ଦୁଢ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ର ଛନିଆ ପଶିଛି ଆଜି 20ନଂ ଜାତୀୟ ରାଜ ପଥ ଅବରୋଧ କରା ଯାଇଛି ପୋଲିସ ସହ ଦସ୍ତା ଦସ୍ତି ହୋଇଛି ଭିଡିଓ ଉତ୍ତଳନ ର ଦୁଶ୍ୟ ଦେଖନ୍ତୁ l ସରକାରୀ ସ୍ଥାନରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ବିରୋଧ କରି ରାସ୍ତା ଅବରୋଧ । ୨୦ନମ୍ବର ଜାତୀୟ ରାଜପଥ ର ଯାଜପୁର ରୁ ମଙ୍ଗଳପୁର ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ l ଯାଜପୁର ପୌରପାଳିକା ଅନ୍ତର୍ଗତ ୧ ନମ୍ବର ୱାର୍ଡ ସାନ ବଜାର ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ହୋଇଛି ବିରୋଧ। ଗତକାଲି ଜିଲ୍ଲାପ୍ରଶାସନ ପାଖରେ ଲିଖିତ ଅଭିଯୋଗ ହେବା ପରେ ବି ଆଜି ଦୋକାନ ଖୋଲିବାକୁ ଚେଷ୍ଟା କରିବାରୁ ହୋଇଛି ବିରୋଧ।ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ହୋଇଛି l ରାସ୍ତା କୁ ଅବରୋଧ ହୋଇଛି l ରାସ୍ତା ଅବରୋଧ ଖବର ପାଇ ଘଟଣା ସ୍ଥଳ ଯାଜପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଛି।କିଛି ଫଳ ମିଳିନାହିଁ l1