ମଦ ବିରୋଧୀ ଆନ୍ଦୋଳନ କାରି ସହ ପୋଲିସ ର ମୁହଁlମୁଁହି ଆଗେ ମଦଦୋକାନ ବାତିଲି କର , ପରେ ରାସ୍ତାରୋକ ରୁ ଉଠିବୁ । ଯାଜପୁର-ଆମେ ବାରମ୍ବାର ପ୍ରତିବାଦ କରୁଛୁ ଜିଲ୍ଲା ପାଳ ନିକଟରେ ଗୁହାରି କରିଛୁ ଆମ କଥା ବିଚାର ନ କରି ମଦ ଦୋକାନ ଖୋଲିବା ପାଇଁ ପ୍ରଶାସନ ଜିଦ ଧରିଛୁ ଅମର ଦାବି ପାଇଁ ରl ଜ ରାସ୍ତା ରେ ଲଢେଇ କରିବୁ ଗିରଫ ହେବୁ ପଛେ ମଦ ଦୋକାନ ଖୋଲାଇ ଦେବୁ ନାହଁ ରାଜ ରାସ୍ତା ରେ ବସିବୁ ଆନ୍ଦୋଳନ କାରୀ ଦୁଢ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ର ଛନିଆ ପଶିଛି ଆଜି 20ନଂ ଜାତୀୟ ରାଜ ପଥ ଅବରୋଧ କରା ଯାଇଛି ପୋଲିସ ସହ ଦସ୍ତା ଦସ୍ତି ହୋଇଛି ଭିଡିଓ ଉତ୍ତଳନ ର ଦୁଶ୍ୟ ଦେଖନ୍ତୁ l ସରକାରୀ ସ୍ଥାନରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ବିରୋଧ କରି ରାସ୍ତା ଅବରୋଧ । ୨୦ନମ୍ବର ଜାତୀୟ ରାଜପଥ ର ଯାଜପୁର ରୁ ମଙ୍ଗଳପୁର ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ l ଯାଜପୁର ପୌରପାଳିକା ଅନ୍ତର୍ଗତ ୧ ନମ୍ବର ୱାର୍ଡ ସାନ ବଜାର ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ହୋଇଛି ବିରୋଧ। ଗତକାଲି ଜିଲ୍ଲାପ୍ରଶାସନ ପାଖରେ ଲିଖିତ ଅଭିଯୋଗ ହେବା ପରେ ବି ଆଜି ଦୋକାନ ଖୋଲିବାକୁ ଚେଷ୍ଟା କରିବାରୁ ହୋଇଛି ବିରୋଧ।ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ହୋଇଛି l ରାସ୍ତା କୁ ଅବରୋଧ ହୋଇଛି l ରାସ୍ତା ଅବରୋଧ ଖବର ପାଇ ଘଟଣା ସ୍ଥଳ ଯାଜପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଛି।କିଛି ଫଳ ମିଳିନାହିଁ l

- ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟ ସେବା। ସାଧାରଣ ମୌଳିକ ସୁବିଧା ସୁଦ୍ଧା ରୋଗୀ ପାଇ ପାରୁନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକ ରେଫର୍ ହସ୍ପିଟାଲରେ ପରିଣତ ହୋଇଛି। ତିନି ତାରିଖରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନ ଯାଇଛି ବୋଲି ଅଭିଯୋଗ ହୋଇଛି। ଚିକିତ୍ସକ ଡାକ୍ତରଙ୍କୁ ମାଡ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ସିଡିଏମଓ ଙ୍କୁ ସାମ୍ବାଦିକମାନେ ଫେରାର ହୋଇଛନ୍ତି। ମୋଟାମୋଟି ରୋଗୀ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସୁବର୍ଣ୍ଣପୁର ଜିଲ୍ଲାରେ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଗତ କାଲି ଡୁଙ୍ଗୁରିପାଲି ଡାକ୍ତରଖାନା ପରିଦର୍ଶନ କରିଥିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ।1
- ଆଜି ମନାହେଉଛେ ଜାତୀୟ ହସ୍ତତନ୍ତ ଦିବସ୍...ହେଲେ ବୁଣାକାରକୁଁ ନାଇଁ ମିଲବାର୍ ମେହନତର ମୁଲ୍ ... ସୁବର୍ଣ୍ଣପୁର ଜିଲ୍ଲାରେ ବୁଣାକାର ମାନକୁଁ ସହଯୋଗ ଲାଗି ଉଠଲା ଦାବି...କେନେ ମଙ୍ଗା, କେନେ ଆର୍ଥିକ ସମସ୍ୟାରେ ପିସିହେଉଛନ୍ ....1
- କୁନାଶିଲା-ମହିବିଲା ରାସ୍ତା ପାଲଟିଛି ମରଣଯନ୍ତା, ସ୍ଥାନୀୟ ଅଞ୍ଚଳବାସୀ ହଇରାଣ1
- ଅସଂପୂର୍ଣ୍ଣ ହୋଇ ପଡି ରହିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତର ପୋଡ଼ାପଦର ସ୍ଥିତ ବିଜୁକଲ୍ୟାଣ ମଣ୍ଡପ । ୨୦୨୧-୨୨ର ଟିଏଫସିରୁ ନିର୍ମିତ ହେଉଥିବା ମଣ୍ଡପ କେବେ ହେବ ସଂପୂର୍ଣ୍ଣ ?1
- ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି, ଗତ ରାତ୍ରି ରୁ ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି,ସମସ୍ୟା ଘେରରେ ଛାତ୍ର ଛାତ୍ରୀ1
- 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress1
- ବୌଦ୍ଧ ଜିଲ୍ଲାପାଳଙ୍କ ନାମରେ ଠକେଇ ଉଦ୍ୟମ,ସତର୍କ ରହିବାକୁ ସୂଚନା1
- ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ1
- ପୌର ପରିଷଦ ର ଖାମ ଖିଆଲ ନୀତି,କାଗଜ କଲମ ରେ ବିକାଶ ଆଳରେ ବିନାଶ, ଜାଲ ବିଲ ଭାଉଚର ରେ ସୀମିତ କାର୍ଯ୍ୟ ନେଇ ପ୍ରତିକ୍ରିୟା। ଟିଟିଲାଗଡ ସହର ରେ ଅ ସଜଡା ଶୌଚାଳୟ ଟିଟିଲାଗଡ଼, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ର ୱାର୍ଡ ନମ୍ବର ୧୨ ରେ ଦେଖିବାକୁ ମିଳିଛି ଏ ପରି ଏକ ଘୃଣ୍ୟ ଶୌଚାଳୟ । କାଗଜ କଲମରେ ସବୁ ବିକାଶ ହୋଇ ଯାଇଛି l ଟିଟିଲାଗଡ ସହର ରେ ଗୋଷ୍ଠୀ ଶୌଚାଳୟ ବହୁତ୍ ଅଛି କିନ୍ତୁ ସଫା ସୁତୁରା ନ ଥିବାରୁ ବ୍ୟବହାର ହେଉ ନାହିଁ । ୧୨ ନମ୍ବର ୱାର୍ଡ କଟକିଆ ପଡ଼ା ରେ ଯେଉଁ ଗୋଷ୍ଠୀ ଶୌଚାଳୟ ଅଛି ତାହାର କଥା ନ କହିବା ଭଲ । ଆଜକୁ ଦୁଇ ବର୍ଷ ଆଗରୁ ବ୍ୟବହାର ହେଉ ନାହିଁ । ଏହି ୱାର୍ଡ ରେ ହାରାହାରି ପଚାଶ ପରିବାର ଗୋଷ୍ଠୀ ଶୌଚାଳୟ ରେ ନିର୍ଭର କରନ୍ତି । ପୌର ପରିଷଦ ତରଫରୁ ସଫା ସୁତୁରା କରି ଦେଉ ନ ଥିବା ଅଭିଯୋଗ ହୋଇଛି । ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖବର ପ୍ରସାରଣ ପାଇଁ ଅଧିକାରୀ ଙ୍କ ସହ କଥା ହେବାରୁ ଶୌଚାଳୟ କୁ ଶୀଘ୍ର ସଫାସୁତୁରା କରି କାର୍ଯ୍ୟକ୍ଷମ କରାଯିବ ବୋଲି ସଫେଇ ଦେଇ ଥିଲେ । ବର୍ଷା ଋତୁରେ ଏହି ଶୌଚାଳୟ ବ୍ୟବହାର ହେଉ ନ ଥିବାରୁ ଲୋକେ ବହୁତ୍ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।1