logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି, ଗତ ରାତ୍ରି ରୁ ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି,ସମସ୍ୟା ଘେରରେ ଛାତ୍ର ଛାତ୍ରୀ

2 hrs ago
user_Jitendra Muduli
Jitendra Muduli
Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
2 hrs ago

ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି, ଗତ ରାତ୍ରି ରୁ ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି,ସମସ୍ୟା ଘେରରେ ଛାତ୍ର ଛାତ୍ରୀ

More news from ଓଡ଼ିଶା and nearby areas
  • ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି, ଗତ ରାତ୍ରି ରୁ ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି,ସମସ୍ୟା ଘେରରେ ଛାତ୍ର ଛାତ୍ରୀ
    1
    ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି,
ଗତ ରାତ୍ରି ରୁ ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି,ସମସ୍ୟା ଘେରରେ ଛାତ୍ର ଛାତ୍ରୀ
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    2 hrs ago
  • 🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार “नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।” धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है। 📍 ओडिशा | POLITICAL NEWS #DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews 🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार “नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।” धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है। 📍 ओडिशा | POLITICAL NEWS #DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews
    1
    🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार

“नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।”

धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है।

📍 ओडिशा | POLITICAL NEWS

#DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews


🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार
“नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।”
धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है।
📍 ओडिशा | POLITICAL NEWS
#DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    17 min ago
  • କୋର୍ଟ ଫି ଓ ଷ୍ଟାମ୍ପ କାଗଜର ଘୋର ଅଭାବ ନେଇ ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଧାରଣା ବଣାଇରେ କୋର୍ଟ ଫି ଓ ଷ୍ଟାମ୍ପ କାଗଜର ଅଭାବ ନେଇ ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିଲେ l ଦୀର୍ଘ ଦିନ ହେବ ଏକ ଟଙ୍କା ଓ ଦୁଇ ଟଙ୍କା ମୂଲ୍ୟର କୋର୍ଟ ଫି ଷ୍ଟାମ୍ପ, 10 ଟଙ୍କିଆ ଓ 20 ଟଙ୍କା ନନ ଜୁଡ଼ିସୀଆଲ ଷ୍ଟାମ୍ପ ପେପର ଏକ ବର୍ଷ ପାଖାପାଖି ହେବ ବଣାଇ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଉପଲବ୍ଧ ନଥିବାରୁ ପ୍ରଶାସନିକ ଓ ଆଇନଗତ କାର୍ଯ୍ୟ ବ୍ୟାପକ ଭାବେ ବାଧାପ୍ରାପ୍ତ ହେଉଥିଲା l ଜନ ସାଧାରଣ ଅଧିକା ଚଢା ମୂଲ୍ୟର ଷ୍ଟାମ୍ପ ପେପର ଆଣି ରେଭେନ୍ୟୁ କାର୍ଯ୍ୟାଳୟ, ରେଜେଷ୍ଟ୍ରି କାର୍ଯ୍ୟାଳୟ ଓ ଉପଖଣ୍ଡ ଅଦାଲତ କୋର୍ଟରେ ନଥିପତ୍ର ଦାଖଲ କରି ସତ୍ୟପାଠ କରୁଥିଲେ l ବାର ଆସୋସିଏସନ ତରଫରୁ ସୁନ୍ଦର ଗଡ଼ ଜ଼ିଲ୍ଲାପାଳ, ବଣାଇ ଉପ ଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କର୍ଣ୍ଣପାତ କରିନଥିଲେ ଫଳରେ ଜନ ସାଧାରଣ ଓ ଆଇନଜୀବୀ ମଧ୍ୟରେ ଅସନ୍ତୋଷ ପ୍ରକାଶ କରି ଆଜି ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟରେ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ପ୍ରମୁଖ ଧାରଣାରେ ବସିଥିଲେ l ବଣାଇ ଉପଖଣ୍ଡ କୋଷାଗାର ଅଧିକାରୀ ସୁରେନ୍ଦ୍ର କୁମାର ଭୋଇଙ୍କ ମତାମତ ନେବାରୁ ସୁନ୍ଦର ଗଡ଼ ଜ଼ିଲ୍ଲା କୋଷାଗାର କାର୍ଯ୍ୟାଳୟକୁ ଜଣା ହୋଇଛି ଖୁବଶୀଘ୍ର ସମାଧାନ ହେଇଯିବ ବୋଲି ପ୍ରତିଶୃତି ଦେଇଥିଲେ l ବାର ଆସୋସିଏସନ ଠାରୁ ପ୍ରକାଶ ଯଦି ତୁରନ୍ତ ସମାଧାନ ନହୁଏ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଥିଲେ l
    3
    କୋର୍ଟ ଫି ଓ ଷ୍ଟାମ୍ପ କାଗଜର ଘୋର ଅଭାବ ନେଇ ବାର ଆସୋସିଏସନ ତରଫରୁ ଉପଖଣ୍ଡ  କୋଷାଗାର  କାର୍ଯ୍ୟାଳୟ ଠାରେ ଧାରଣା 
ବଣାଇରେ କୋର୍ଟ ଫି ଓ ଷ୍ଟାମ୍ପ କାଗଜର ଅଭାବ  ନେଇ  ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର  କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିଲେ  l  ଦୀର୍ଘ ଦିନ ହେବ ଏକ ଟଙ୍କା ଓ ଦୁଇ ଟଙ୍କା ମୂଲ୍ୟର କୋର୍ଟ ଫି ଷ୍ଟାମ୍ପ, 10 ଟଙ୍କିଆ ଓ 20 ଟଙ୍କା  ନନ ଜୁଡ଼ିସୀଆଲ ଷ୍ଟାମ୍ପ ପେପର ଏକ ବର୍ଷ ପାଖାପାଖି ହେବ ବଣାଇ ଉପଖଣ୍ଡ କୋଷାଗାର  କାର୍ଯ୍ୟାଳୟ ଠାରେ ଉପଲବ୍ଧ ନଥିବାରୁ ପ୍ରଶାସନିକ ଓ ଆଇନଗତ କାର୍ଯ୍ୟ ବ୍ୟାପକ ଭାବେ ବାଧାପ୍ରାପ୍ତ ହେଉଥିଲା  l ଜନ ସାଧାରଣ ଅଧିକା ଚଢା ମୂଲ୍ୟର ଷ୍ଟାମ୍ପ ପେପର  ଆଣି ରେଭେନ୍ୟୁ କାର୍ଯ୍ୟାଳୟ, ରେଜେଷ୍ଟ୍ରି କାର୍ଯ୍ୟାଳୟ ଓ ଉପଖଣ୍ଡ ଅଦାଲତ କୋର୍ଟରେ  ନଥିପତ୍ର ଦାଖଲ କରି ସତ୍ୟପାଠ କରୁଥିଲେ l ବାର ଆସୋସିଏସନ ତରଫରୁ ସୁନ୍ଦର ଗଡ଼ ଜ଼ିଲ୍ଲାପାଳ, ବଣାଇ ଉପ ଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କର୍ଣ୍ଣପାତ କରିନଥିଲେ  ଫଳରେ ଜନ ସାଧାରଣ ଓ ଆଇନଜୀବୀ ମଧ୍ୟରେ ଅସନ୍ତୋଷ ପ୍ରକାଶ କରି ଆଜି  ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର  କାର୍ଯ୍ୟାଳୟରେ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ପ୍ରମୁଖ  ଧାରଣାରେ ବସିଥିଲେ l ବଣାଇ ଉପଖଣ୍ଡ କୋଷାଗାର  ଅଧିକାରୀ ସୁରେନ୍ଦ୍ର କୁମାର ଭୋଇଙ୍କ ମତାମତ ନେବାରୁ ସୁନ୍ଦର ଗଡ଼ ଜ଼ିଲ୍ଲା କୋଷାଗାର  କାର୍ଯ୍ୟାଳୟକୁ  ଜଣା ହୋଇଛି ଖୁବଶୀଘ୍ର ସମାଧାନ ହେଇଯିବ ବୋଲି ପ୍ରତିଶୃତି ଦେଇଥିଲେ l ବାର ଆସୋସିଏସନ ଠାରୁ ପ୍ରକାଶ   ଯଦି ତୁରନ୍ତ ସମାଧାନ ନହୁଏ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଥିଲେ l
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    7 hrs ago
  • Class 10th କିମ୍ବା ଅଧିକ ପାଠ ପଢ଼ି ବେରୋଜଗାର ମାନଙ୍କ ପାଇଁ 100% FREE ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଚାକିରୀ ସୁଯୋଗ 100% FREE ପ୍ରଶିକ୍ଷଣ କାର୍ଯ୍ୟକ୍ରମ Sambalpur, Rourkela Tollway Private Limited & QIQI CSR Q ଅର୍ନ୍ତଗତ ଗୋଟିଏ ମାସର ନିଃଶୁଳ୍କ ପ୍ରଶିକ୍ଷଣ ପରେ ରୋଜଗାର ପ୍ରଦାନ କରାଯାଉଅଛି, ଏହି କାର୍ଯ୍ୟକ୍ରମ ଭାରତର ପ୍ରତିଷ୍ଠିତ NGO ପିପଲ ଟ୍ରି ଫାଉଣ୍ଡେସନ୍ ଏହାକୁ ପରିପ୍ପଳନା କରୁଛି। SI.NO.1 - TradeRetail Sales1Associate Minimum Qualification - 10th Pass Course Duration - 1 Month ବୟସ ସୀମା : ୧୮ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଦରକାର । Job Location - Sundargarh, Rourkela, Jharsuguda, Sambalpur, etc ଯୋଜନାର ଲାଭ : 1 - ମାଗଣା ତାଲିମ, ଖାଦ୍ୟ, ଆବାସିକ ସୁବିଧା ଏବଂ ତାଲିମ ସାମଗ୍ରୀ। 2 - 100 ପ୍ରତିଶତ ତାଲିମପ୍ରାପ୍ତ ହିତାଧୁକାରୀଙ୍କୁ ନିଶ୍ଚିତ ନିଯୁକ୍ତି ପ୍ରଦାନ ପାଇଁ ବ୍ୟବସ୍ଥା। 3 - ସାଧାରଣ ଇଂରାଜୀ ଭାଷା, ବ୍ୟକ୍ତିଗତ ଏବଂ ଯୋଗାଯୋଗ ଦକ୍ଷତା ଏବଂ ସାଧାରଣ କମ୍ପ୍ୟୁଟର Skills ପ୍ରଦାନ କରାଯିବ। 4 - ଓଡ଼ିଶା ଭିତରେ ନିଯୁକ୍ତି ଆବେଦନ ପ୍ରକ୍ରିୟା : ପ୍ରବେଶ ଗ୍ରହଣ ସମୟରେ ଦରକାରୀ ପ୍ରମାଣ ପତ୍ର : (୧) ୪ଟି ପାସପୋର୍ଟ ଫଟୋ,(୨) ଆଧାର ପ୍ରମାଣ ପତ୍ର,(୩) ଦଶମ ଶ୍ରେଣୀ ପ୍ରମାଣ ପତ୍ର,(୪) ରେସନ୍ କାର୍ଡ଼ ଯୋଗାଯୋଗ ନମ୍ବର :7978903567 ଠିକଣା - ମହୁଲପାଲି, ସୁଆଁ ରୋଡ଼, ସୈନୀକ ବିଦ୍ୟାଳୟ, ବ୍ଳକ – ଟାଙ୍ଗରପାଲି, ଜି.- ସୁନ୍ଦରଗଡ଼-770002 Address - MAHULPALI, SURDA ROAD,SAINIK SCHOOL, BLOCK- TANGARPALI, DIST. SUNDARGARH, PIN-770002
    1
    Class 10th କିମ୍ବା ଅଧିକ ପାଠ ପଢ଼ି ବେରୋଜଗାର ମାନଙ୍କ ପାଇଁ 100% FREE ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଚାକିରୀ ସୁଯୋଗ 
100% FREE ପ୍ରଶିକ୍ଷଣ କାର୍ଯ୍ୟକ୍ରମ
Sambalpur, Rourkela Tollway Private Limited & QIQI CSR Q ଅର୍ନ୍ତଗତ ଗୋଟିଏ ମାସର ନିଃଶୁଳ୍କ ପ୍ରଶିକ୍ଷଣ ପରେ ରୋଜଗାର ପ୍ରଦାନ କରାଯାଉଅଛି, ଏହି କାର୍ଯ୍ୟକ୍ରମ ଭାରତର ପ୍ରତିଷ୍ଠିତ NGO ପିପଲ ଟ୍ରି ଫାଉଣ୍ଡେସନ୍ ଏହାକୁ ପରିପ୍ପଳନା କରୁଛି।
SI.NO.1 - TradeRetail Sales1Associate
Minimum Qualification - 10th Pass
Course Duration - 1 Month
ବୟସ ସୀମା : ୧୮ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଦରକାର ।
Job Location - Sundargarh, Rourkela, Jharsuguda, Sambalpur, etc
ଯୋଜନାର ଲାଭ :
1 - ମାଗଣା ତାଲିମ, ଖାଦ୍ୟ, ଆବାସିକ ସୁବିଧା ଏବଂ ତାଲିମ ସାମଗ୍ରୀ।
2 - 100 ପ୍ରତିଶତ ତାଲିମପ୍ରାପ୍ତ ହିତାଧୁକାରୀଙ୍କୁ ନିଶ୍ଚିତ ନିଯୁକ୍ତି ପ୍ରଦାନ ପାଇଁ ବ୍ୟବସ୍ଥା।
3 -  ସାଧାରଣ ଇଂରାଜୀ ଭାଷା, ବ୍ୟକ୍ତିଗତ ଏବଂ ଯୋଗାଯୋଗ ଦକ୍ଷତା ଏବଂ ସାଧାରଣ କମ୍ପ୍ୟୁଟର Skills ପ୍ରଦାନ କରାଯିବ।
4 - ଓଡ଼ିଶା ଭିତରେ ନିଯୁକ୍ତି 
ଆବେଦନ ପ୍ରକ୍ରିୟା :
ପ୍ରବେଶ ଗ୍ରହଣ ସମୟରେ ଦରକାରୀ ପ୍ରମାଣ ପତ୍ର :
(୧) ୪ଟି ପାସପୋର୍ଟ ଫଟୋ,(୨) ଆଧାର ପ୍ରମାଣ ପତ୍ର,(୩) ଦଶମ ଶ୍ରେଣୀ ପ୍ରମାଣ ପତ୍ର,(୪) ରେସନ୍ କାର୍ଡ଼
ଯୋଗାଯୋଗ ନମ୍ବର :7978903567
ଠିକଣା - ମହୁଲପାଲି, ସୁଆଁ ରୋଡ଼, ସୈନୀକ ବିଦ୍ୟାଳୟ, ବ୍ଳକ – ଟାଙ୍ଗରପାଲି, ଜି.- ସୁନ୍ଦରଗଡ଼-770002
Address - MAHULPALI, SURDA ROAD,SAINIK SCHOOL, BLOCK- TANGARPALI, DIST. SUNDARGARH, PIN-770002
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    11 hrs ago
  • ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
    1
    ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    6 hrs ago
  • ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଚାଲାଣକାରୀ ଅଟକ, ହରଭଙ୍ଗା ପୋଲିସକୁ ହସ୍ତାନ୍ତର ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ଧଳପୁର ପଞ୍ଚାୟତ ଅନ୍ତର୍ଗତ ପଲସା କୁଟୁଣି ଠାରେ ୮ଗୋଟି ଗୋରୁ ଚୋରା ଚାଲାଣ କରୁଥିବା ବେଳେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଜଣ ଚାଲାଣକାରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରିବାପରେ ଜାଣିବାକୁ ପାଇଥିଲେ ଯେ, ୩ ଜଣ ଯୁବକ ସୁବାଷ ସେଠୀ କୁଡାପଡ଼ା (ମହିବାହାଲ) ସୁଦାମ ଦନ୍ତା (ସଂଖଡା) ଅସ୍ମିଲ କାମ୍ପ(ସଂଖଡା) ଏମାନେ ଗୋରୁ ଚୋରା ଚାଲାଣ କରୁଥିଲେ ବୋଲି ବଜରଙ୍ଗ ଦଳ ର କର୍ମୀ ମାନେ ହରଭଙ୍ଗା ପୋଲିସକୁ ଖବର ଦେଇଥିଲେ, ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ୩ଜଣଙ୍କୁ ଅଟକ ରଖିଥିବାବେଳେ ଜିରାଡ଼ ଗ୍ରାମ ରେ ଥିବା ଶ୍ରୀ ଶ୍ୟାମ ଗୌଶାଳା କୁ ଉଦ୍ଧାର ଗୋରୁ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।
    4
    ବଜରଙ୍ଗ ଦଳ କର୍ମୀଙ୍କ  ଦ୍ବାରା ୮ ଗୋରୁ ସହ ୩ ଚାଲାଣକାରୀ ଅଟକ, ହରଭଙ୍ଗା ପୋଲିସକୁ ହସ୍ତାନ୍ତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ, ଧଳପୁର ପଞ୍ଚାୟତ ଅନ୍ତର୍ଗତ ପଲସା କୁଟୁଣି ଠାରେ ୮ଗୋଟି ଗୋରୁ  ଚୋରା ଚାଲାଣ କରୁଥିବା ବେଳେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ବାରା ୮ ଗୋରୁ ସହ ୩ ଜଣ ଚାଲାଣକାରୀଙ୍କୁ  ଅଟକ ରଖାଯାଇ ପଚରାଉଚରା କରିବାପରେ ଜାଣିବାକୁ ପାଇଥିଲେ ଯେ, ୩ ଜଣ ଯୁବକ ସୁବାଷ ସେଠୀ କୁଡାପଡ଼ା (ମହିବାହାଲ) ସୁଦାମ ଦନ୍ତା (ସଂଖଡା)
ଅସ୍ମିଲ କାମ୍ପ(ସଂଖଡା) ଏମାନେ
ଗୋରୁ ଚୋରା ଚାଲାଣ କରୁଥିଲେ ବୋଲି ବଜରଙ୍ଗ ଦଳ ର କର୍ମୀ ମାନେ ହରଭଙ୍ଗା ପୋଲିସକୁ ଖବର ଦେଇଥିଲେ, ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ୩ଜଣଙ୍କୁ ଅଟକ ରଖିଥିବାବେଳେ
ଜିରାଡ଼ ଗ୍ରାମ ରେ ଥିବା ଶ୍ରୀ ଶ୍ୟାମ ଗୌଶାଳା କୁ ଉଦ୍ଧାର ଗୋରୁ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    7 hrs ago
  • 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress
    1
    🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳

प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया।

उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।”

📍 IIT Delhi

प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया।

🇮🇳 आत्मनिर्भर भारत की दिशा में बड़ा कदम!

#PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress


🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳
प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया।
उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।”
📍 IIT Delhi
प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया।
🇮🇳 आत्मनिर्भर भारत की दिशा में बड़ा कदम!
#PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • ମଦ ବିରୋଧୀ ଆନ୍ଦୋଳନ କାରି ସହ ପୋଲିସ ର ମୁହଁlମୁଁହି ଆଗେ ମଦଦୋକାନ ବାତିଲି କର , ପରେ ରାସ୍ତାରୋକ ରୁ ଉଠିବୁ । ଯାଜପୁର-ଆମେ ବାରମ୍ବାର ପ୍ରତିବାଦ କରୁଛୁ ଜିଲ୍ଲା ପାଳ ନିକଟରେ ଗୁହାରି କରିଛୁ ଆମ କଥା ବିଚାର ନ କରି ମଦ ଦୋକାନ ଖୋଲିବା ପାଇଁ ପ୍ରଶାସନ ଜିଦ ଧରିଛୁ ଅମର ଦାବି ପାଇଁ ରl ଜ ରାସ୍ତା ରେ ଲଢେଇ କରିବୁ ଗିରଫ ହେବୁ ପଛେ ମଦ ଦୋକାନ ଖୋଲାଇ ଦେବୁ ନାହଁ ରାଜ ରାସ୍ତା ରେ ବସିବୁ ଆନ୍ଦୋଳନ କାରୀ ଦୁଢ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ର ଛନିଆ ପଶିଛି ଆଜି 20ନଂ ଜାତୀୟ ରାଜ ପଥ ଅବରୋଧ କରା ଯାଇଛି ପୋଲିସ ସହ ଦସ୍ତା ଦସ୍ତି ହୋଇଛି ଭିଡିଓ ଉତ୍ତଳନ ର ଦୁଶ୍ୟ ଦେଖନ୍ତୁ l ସରକାରୀ ସ୍ଥାନରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ବିରୋଧ କରି ରାସ୍ତା ଅବରୋଧ । ୨୦ନମ୍ବର ଜାତୀୟ ରାଜପଥ ର ଯାଜପୁର ରୁ ମଙ୍ଗଳପୁର ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ l ଯାଜପୁର ପୌରପାଳିକା ଅନ୍ତର୍ଗତ ୧ ନମ୍ବର ୱାର୍ଡ ସାନ ବଜାର ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ହୋଇଛି ବିରୋଧ। ଗତକାଲି ଜିଲ୍ଲାପ୍ରଶାସନ ପାଖରେ ଲିଖିତ ଅଭିଯୋଗ ହେବା ପରେ ବି ଆଜି ଦୋକାନ ଖୋଲିବାକୁ ଚେଷ୍ଟା କରିବାରୁ ହୋଇଛି ବିରୋଧ।ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ହୋଇଛି l ରାସ୍ତା କୁ ଅବରୋଧ ହୋଇଛି l ରାସ୍ତା ଅବରୋଧ ଖବର ପାଇ ଘଟଣା ସ୍ଥଳ ଯାଜପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଛି।କିଛି ଫଳ ମିଳିନାହିଁ l
    1
    ମଦ ବିରୋଧୀ ଆନ୍ଦୋଳନ କାରି ସହ ପୋଲିସ ର ମୁହଁlମୁଁହି ଆଗେ ମଦଦୋକାନ ବାତିଲି କର , ପରେ ରାସ୍ତାରୋକ ରୁ ଉଠିବୁ  ।
ଯାଜପୁର-ଆମେ ବାରମ୍ବାର ପ୍ରତିବାଦ କରୁଛୁ ଜିଲ୍ଲା ପାଳ ନିକଟରେ ଗୁହାରି କରିଛୁ ଆମ କଥା ବିଚାର ନ କରି ମଦ ଦୋକାନ ଖୋଲିବା ପାଇଁ ପ୍ରଶାସନ ଜିଦ ଧରିଛୁ ଅମର ଦାବି ପାଇଁ ରl ଜ ରାସ୍ତା ରେ ଲଢେଇ କରିବୁ ଗିରଫ ହେବୁ ପଛେ ମଦ ଦୋକାନ ଖୋଲାଇ ଦେବୁ ନାହଁ ରାଜ ରାସ୍ତା ରେ ବସିବୁ ଆନ୍ଦୋଳନ କାରୀ ଦୁଢ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ର ଛନିଆ ପଶିଛି 
ଆଜି 20ନଂ ଜାତୀୟ ରାଜ ପଥ ଅବରୋଧ କରା ଯାଇଛି ପୋଲିସ ସହ ଦସ୍ତା ଦସ୍ତି ହୋଇଛି ଭିଡିଓ ଉତ୍ତଳନ ର ଦୁଶ୍ୟ ଦେଖନ୍ତୁ l 
ସରକାରୀ ସ୍ଥାନରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ବିରୋଧ କରି ରାସ୍ତା ଅବରୋଧ । ୨୦ନମ୍ବର ଜାତୀୟ ରାଜପଥ ର ଯାଜପୁର ରୁ ମଙ୍ଗଳପୁର ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ l ଯାଜପୁର ପୌରପାଳିକା ଅନ୍ତର୍ଗତ ୧ ନମ୍ବର ୱାର୍ଡ ସାନ ବଜାର ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ହୋଇଛି ବିରୋଧ। ଗତକାଲି ଜିଲ୍ଲାପ୍ରଶାସନ ପାଖରେ ଲିଖିତ ଅଭିଯୋଗ ହେବା ପରେ ବି ଆଜି ଦୋକାନ ଖୋଲିବାକୁ ଚେଷ୍ଟା କରିବାରୁ ହୋଇଛି ବିରୋଧ।ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ହୋଇଛି l ରାସ୍ତା କୁ ଅବରୋଧ ହୋଇଛି l ରାସ୍ତା ଅବରୋଧ ଖବର ପାଇ ଘଟଣା ସ୍ଥଳ ଯାଜପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଛି।କିଛି ଫଳ ମିଳିନାହିଁ l
    user_PANCHAYAT REPORTER
    PANCHAYAT REPORTER
    Local News Reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.