କୋର୍ଟ ଫି ଓ ଷ୍ଟାମ୍ପ କାଗଜର ଘୋର ଅଭାବ ନେଇ ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଧାରଣା ବଣାଇରେ କୋର୍ଟ ଫି ଓ ଷ୍ଟାମ୍ପ କାଗଜର ଅଭାବ ନେଇ ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିଲେ l ଦୀର୍ଘ ଦିନ ହେବ ଏକ ଟଙ୍କା ଓ ଦୁଇ ଟଙ୍କା ମୂଲ୍ୟର କୋର୍ଟ ଫି ଷ୍ଟାମ୍ପ, 10 ଟଙ୍କିଆ ଓ 20 ଟଙ୍କା ନନ ଜୁଡ଼ିସୀଆଲ ଷ୍ଟାମ୍ପ ପେପର ଏକ ବର୍ଷ ପାଖାପାଖି ହେବ ବଣାଇ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଉପଲବ୍ଧ ନଥିବାରୁ ପ୍ରଶାସନିକ ଓ ଆଇନଗତ କାର୍ଯ୍ୟ ବ୍ୟାପକ ଭାବେ ବାଧାପ୍ରାପ୍ତ ହେଉଥିଲା l ଜନ ସାଧାରଣ ଅଧିକା ଚଢା ମୂଲ୍ୟର ଷ୍ଟାମ୍ପ ପେପର ଆଣି ରେଭେନ୍ୟୁ କାର୍ଯ୍ୟାଳୟ, ରେଜେଷ୍ଟ୍ରି କାର୍ଯ୍ୟାଳୟ ଓ ଉପଖଣ୍ଡ ଅଦାଲତ କୋର୍ଟରେ ନଥିପତ୍ର ଦାଖଲ କରି ସତ୍ୟପାଠ କରୁଥିଲେ l ବାର ଆସୋସିଏସନ ତରଫରୁ ସୁନ୍ଦର ଗଡ଼ ଜ଼ିଲ୍ଲାପାଳ, ବଣାଇ ଉପ ଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କର୍ଣ୍ଣପାତ କରିନଥିଲେ ଫଳରେ ଜନ ସାଧାରଣ ଓ ଆଇନଜୀବୀ ମଧ୍ୟରେ ଅସନ୍ତୋଷ ପ୍ରକାଶ କରି ଆଜି ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟରେ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ପ୍ରମୁଖ ଧାରଣାରେ ବସିଥିଲେ l ବଣାଇ ଉପଖଣ୍ଡ କୋଷାଗାର ଅଧିକାରୀ ସୁରେନ୍ଦ୍ର କୁମାର ଭୋଇଙ୍କ ମତାମତ ନେବାରୁ ସୁନ୍ଦର ଗଡ଼ ଜ଼ିଲ୍ଲା କୋଷାଗାର କାର୍ଯ୍ୟାଳୟକୁ ଜଣା ହୋଇଛି ଖୁବଶୀଘ୍ର ସମାଧାନ ହେଇଯିବ ବୋଲି ପ୍ରତିଶୃତି ଦେଇଥିଲେ l ବାର ଆସୋସିଏସନ ଠାରୁ ପ୍ରକାଶ ଯଦି ତୁରନ୍ତ ସମାଧାନ ନହୁଏ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଥିଲେ l
କୋର୍ଟ ଫି ଓ ଷ୍ଟାମ୍ପ କାଗଜର ଘୋର ଅଭାବ ନେଇ ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଧାରଣା ବଣାଇରେ କୋର୍ଟ ଫି ଓ ଷ୍ଟାମ୍ପ କାଗଜର ଅଭାବ ନେଇ ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିଲେ l ଦୀର୍ଘ ଦିନ ହେବ ଏକ ଟଙ୍କା ଓ ଦୁଇ ଟଙ୍କା ମୂଲ୍ୟର କୋର୍ଟ ଫି ଷ୍ଟାମ୍ପ, 10 ଟଙ୍କିଆ ଓ 20 ଟଙ୍କା ନନ ଜୁଡ଼ିସୀଆଲ ଷ୍ଟାମ୍ପ ପେପର ଏକ ବର୍ଷ ପାଖାପାଖି
ହେବ ବଣାଇ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଉପଲବ୍ଧ ନଥିବାରୁ ପ୍ରଶାସନିକ ଓ ଆଇନଗତ କାର୍ଯ୍ୟ ବ୍ୟାପକ ଭାବେ ବାଧାପ୍ରାପ୍ତ ହେଉଥିଲା l ଜନ ସାଧାରଣ ଅଧିକା ଚଢା ମୂଲ୍ୟର ଷ୍ଟାମ୍ପ ପେପର ଆଣି ରେଭେନ୍ୟୁ କାର୍ଯ୍ୟାଳୟ, ରେଜେଷ୍ଟ୍ରି କାର୍ଯ୍ୟାଳୟ ଓ ଉପଖଣ୍ଡ ଅଦାଲତ କୋର୍ଟରେ ନଥିପତ୍ର ଦାଖଲ କରି ସତ୍ୟପାଠ କରୁଥିଲେ l ବାର ଆସୋସିଏସନ ତରଫରୁ ସୁନ୍ଦର ଗଡ଼ ଜ଼ିଲ୍ଲାପାଳ, ବଣାଇ ଉପ ଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କର୍ଣ୍ଣପାତ କରିନଥିଲେ ଫଳରେ ଜନ ସାଧାରଣ ଓ ଆଇନଜୀବୀ ମଧ୍ୟରେ ଅସନ୍ତୋଷ
ପ୍ରକାଶ କରି ଆଜି ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟରେ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ପ୍ରମୁଖ ଧାରଣାରେ ବସିଥିଲେ l ବଣାଇ ଉପଖଣ୍ଡ କୋଷାଗାର ଅଧିକାରୀ ସୁରେନ୍ଦ୍ର କୁମାର ଭୋଇଙ୍କ ମତାମତ ନେବାରୁ ସୁନ୍ଦର ଗଡ଼ ଜ଼ିଲ୍ଲା କୋଷାଗାର କାର୍ଯ୍ୟାଳୟକୁ ଜଣା ହୋଇଛି ଖୁବଶୀଘ୍ର ସମାଧାନ ହେଇଯିବ ବୋଲି ପ୍ରତିଶୃତି ଦେଇଥିଲେ l ବାର ଆସୋସିଏସନ ଠାରୁ ପ୍ରକାଶ ଯଦି ତୁରନ୍ତ ସମାଧାନ ନହୁଏ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଥିଲେ l
- କୋର୍ଟ ଫି ଓ ଷ୍ଟାମ୍ପ କାଗଜର ଘୋର ଅଭାବ ନେଇ ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଧାରଣା ବଣାଇରେ କୋର୍ଟ ଫି ଓ ଷ୍ଟାମ୍ପ କାଗଜର ଅଭାବ ନେଇ ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିଲେ l ଦୀର୍ଘ ଦିନ ହେବ ଏକ ଟଙ୍କା ଓ ଦୁଇ ଟଙ୍କା ମୂଲ୍ୟର କୋର୍ଟ ଫି ଷ୍ଟାମ୍ପ, 10 ଟଙ୍କିଆ ଓ 20 ଟଙ୍କା ନନ ଜୁଡ଼ିସୀଆଲ ଷ୍ଟାମ୍ପ ପେପର ଏକ ବର୍ଷ ପାଖାପାଖି ହେବ ବଣାଇ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟ ଠାରେ ଉପଲବ୍ଧ ନଥିବାରୁ ପ୍ରଶାସନିକ ଓ ଆଇନଗତ କାର୍ଯ୍ୟ ବ୍ୟାପକ ଭାବେ ବାଧାପ୍ରାପ୍ତ ହେଉଥିଲା l ଜନ ସାଧାରଣ ଅଧିକା ଚଢା ମୂଲ୍ୟର ଷ୍ଟାମ୍ପ ପେପର ଆଣି ରେଭେନ୍ୟୁ କାର୍ଯ୍ୟାଳୟ, ରେଜେଷ୍ଟ୍ରି କାର୍ଯ୍ୟାଳୟ ଓ ଉପଖଣ୍ଡ ଅଦାଲତ କୋର୍ଟରେ ନଥିପତ୍ର ଦାଖଲ କରି ସତ୍ୟପାଠ କରୁଥିଲେ l ବାର ଆସୋସିଏସନ ତରଫରୁ ସୁନ୍ଦର ଗଡ଼ ଜ଼ିଲ୍ଲାପାଳ, ବଣାଇ ଉପ ଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କର୍ଣ୍ଣପାତ କରିନଥିଲେ ଫଳରେ ଜନ ସାଧାରଣ ଓ ଆଇନଜୀବୀ ମଧ୍ୟରେ ଅସନ୍ତୋଷ ପ୍ରକାଶ କରି ଆଜି ବାର ଆସୋସିଏସନ ତରଫରୁ ଉପଖଣ୍ଡ କୋଷାଗାର କାର୍ଯ୍ୟାଳୟରେ ବରିଷ୍ଠ ଓ କନିଷ୍ଠ ଆଇନଜୀବୀ ପ୍ରମୁଖ ଧାରଣାରେ ବସିଥିଲେ l ବଣାଇ ଉପଖଣ୍ଡ କୋଷାଗାର ଅଧିକାରୀ ସୁରେନ୍ଦ୍ର କୁମାର ଭୋଇଙ୍କ ମତାମତ ନେବାରୁ ସୁନ୍ଦର ଗଡ଼ ଜ଼ିଲ୍ଲା କୋଷାଗାର କାର୍ଯ୍ୟାଳୟକୁ ଜଣା ହୋଇଛି ଖୁବଶୀଘ୍ର ସମାଧାନ ହେଇଯିବ ବୋଲି ପ୍ରତିଶୃତି ଦେଇଥିଲେ l ବାର ଆସୋସିଏସନ ଠାରୁ ପ୍ରକାଶ ଯଦି ତୁରନ୍ତ ସମାଧାନ ନହୁଏ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଥିଲେ l3
- ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି, ଗତ ରାତ୍ରି ରୁ ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି,ସମସ୍ୟା ଘେରରେ ଛାତ୍ର ଛାତ୍ରୀ1
- 🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार “नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।” धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है। 📍 ओडिशा | POLITICAL NEWS #DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews 🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार “नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।” धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है। 📍 ओडिशा | POLITICAL NEWS #DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews1
- ଛତିଶଗଡ ରାଜ୍ୟର ଅସହାୟ ବୃଦ୍ଧା ଏଣେତେଣେ ବୁଲୁଥିବା ବେଳେ ସ୍ଥାନୀୟ ସାମ୍ବାଦିକ ଓ ସ୍ବେଛାସେବୀ ଯୁବକ ମାନେ ବୃଦ୍ଧା ଙ୍କୁ ନେଇ ସଖି ଅନୁଷ୍ଠାନରେ କଲେ ଥଇଥାନ ଛତିଶଗଡ ରାଜ୍ୟର ଜଣେ ଅସହାୟ ବୃଦ୍ଧା ବାଲିଶଙ୍କରା ବ୍ଲକ ବାଲିଶଙ୍କରା ଭାଟିପଡା ଠାରେ ଗତ ୭ତାରିଖ ସନ୍ଧ୍ୟା ୭ଟା ସମୟରେ ଝିପି ଝିପି ବର୍ଷା ରେ ରାସ୍ତାରେ ନଇଁ ନଇଁ ଘୁରି ବୁଲୁଥିଲେ l ଏହା ଦେଖି ସ୍ଥାନୀୟ ଦୋକାନୀ ବେଦବ୍ୟାସ ମହାକୁଲ ବୃଦ୍ଧାଙ୍କ ସମସ୍ତ ଘଟଣା ପଚାରି ବୁଝିଥିଲେ l ଏବେ ବୃଦ୍ଧା ଙ୍କ ହୃଦୟ ବିଦାରକ କାହାଣୀ ଶୁଣି ସ୍ଥାନୀୟ ସମ୍ବାଦ ପ୍ରତିନିଧି ପ୍ରଦୀପ ନନ୍ଦ ଙ୍କୁ ଅବଗତ କରାଇଥିଲେ l ଖବର ପାଇ ସାମ୍ବାଦିକ ପ୍ରଦୀପ ନନ୍ଦ ଘଟଣା ସ୍ଥଳ ରେ ପହଞ୍ଚି, ବୃଦ୍ଧା ଟି କ୍ଷୁଧାରେ ଥିବା ଦେଖି ତାକୁ ପ୍ରଥମେ ଫଳ, ବିସ୍କୁଟ ଓ ଟିଫିନ ପ୍ରଦାନ କରିଥିଲେ l ଏହାପରେ ବୃଦ୍ଧା ପରିଚୟ, ଠିକଣା ଓ ସମସ୍ତ ଘଟଣା ସମ୍ପର୍କରେ ପଚାରିଥିଲେ l ବୃଦ୍ଧା ଜଣକ ହେଲେ ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ଜାମବାହାଲ ଗ୍ରାମର ଫୁଲମତି କାଲୋ (୬୨)l ତାଙ୍କ ସ୍ୱାମୀ ଙ୍କ ନାମ ବଳଦେବ ଖେରୁଆଲ (୬୫)l ଏମାନଙ୍କ ଘରଦ୍ୱାର ସମ୍ପୂର୍ଣ୍ଣ ନାହିଁ l ଏମାନେ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି l ସ୍ୱାମୀ ସ୍ତ୍ରୀ ଦ୍ୱୟ ଙ୍କ ପିଲା ଛୁଆ ନାହାନ୍ତି l ବୃଦ୍ଧା ଙ୍କ ଘରଦ୍ୱାର ନ ଥିବା ଜାଣିଲା ପରେ ଯଥାଶୀଘ୍ର ଥଇଥାନ ର ବ୍ୟବସ୍ଥା କରିବା ପାଇଁ ତଲସରା ପୋଲିସ ର ସହାୟତା ପାଇଁ ସ୍ଥାନୀୟ ବିଜେପି ମଣ୍ଡଳ ବିଧାୟକ ପ୍ରତିନିଧି ରବି ଚନ୍ଦ୍ର ପଟେଲ ଓ ସମାଜ ସେବି ବନମାଳୀ ବାରସତୀଆ ତଲସରା ଥାନା ଅଧିକାରୀ ଯଶୋବନ୍ତି ବାଗ ଙ୍କୁ ସୂଚନା ଦେଇଥିଲେ କିନ୍ତୁ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପାଇଁ ମଧ୍ୟ ବହୁ ବିଳମ୍ବ ହୋଇଥିବା ଦେଖି ସାମ୍ବାଦିକ ପ୍ରଦୀପ ନନ୍ଦ କନକ ନ୍ୟୁଜ ପ୍ରତିନିଧି ଦେବାଶିଷ କବି ଏବଂ ସମ୍ବାଦ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ ଙ୍କ ଦୃଷ୍ଟି କୁ ଆଣିଥିଲେ l ଉଭୟେ ସୁନ୍ଦରଗଡ଼ ଏସପି ଓ ଜିଲ୍ଲାପାଳ ଙ୍କ ନଜର କୁ ଏ ଦୃଶ୍ୟ ଆଣିବା ପରେ ତଲସରା ପୋଲିସ ତତ୍ପର ଦେଖାଇ ରାତ୍ରି ୧୦ଟା ୨୦ମିନିଟ ସମୟରେ ଗାଡି ପଠାଇ ଉକ୍ତ ବୃଦ୍ଧା ଙ୍କ ଥଇଥାନ ପାଇଁ ସୁନ୍ଦରଗଡ଼ ସଖି କେନ୍ଦ୍ରକୁ ପଠାଇଥିଲେ l ପ୍ରକୃତ ଘଟଣା ସ୍ୱାମୀ ସ୍ତ୍ରୀ ଙ୍କ କଥପ କଥନ ରୁ ମନାନ୍ତର ହୋଇ ସ୍ୱାମୀ ବଳଦେବ ଖେରୁଆଲ ସ୍ତ୍ରୀ ଫୁଲମତି କାଲୋ କୁ ଛାଡି ଯିବା ଦ୍ୱାରା ବୃଦ୍ଧା ପଥଭ୍ରଷ୍ଟ ହୋଇ ଏଣେତେଣେ ବାଡ଼ିଟିଏ ଧରି ନଇଁ ନଇଁ ଘୁରି ବୁଲୁଥିବା ତଦନ୍ତରେ ଜଣା ପଡ଼ିଥିଲା ।1
- "ରାଷ୍ଟ୍ରତନ୍ତ୍ର" ଖବର କାଗଜ ପକ୍ଷରୁ ତାଳଚେର ଶିଳ୍ପାଞ୍ଚଳ ମହିଳା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତାଳଚେର :- "ରାଷ୍ଟ୍ରତନ୍ତ୍ର" ଖବରକାଗଜ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତାଳଚେର ଶିଳ୍ପାଞ୍ଚଳ ମହିଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ତାଳଚେର ଉପ ଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟ ପରିସରରେ ଅନେକ ଔଷଧୀୟ ବୃକ୍ଷ ରୋପଣ କରିଥିବା ବେଳେ ସଂମାନନୀୟ ଅତିଥି ଭାବେ ତାଳଚେର ବନବିଭାଗ ଅଧିକାରୀ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀ ମାନଙ୍କର ଗହଣରେ ବୃକ୍ଷ ରୋପଣ କରାଯାଇଥିଲା l ଏହି ପରିପ୍ରେକ୍ଷିରେ ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ଶ୍ରୀ ସାହୁ ଶ୍ରେଣୀ ଗୃହରେ ପହଞ୍ଚି ସେ ଆଧ୍ୟାତ୍ମିକ ଭାବାବେଗତା ମଧ୍ୟରେ ଛାତ୍ରୀ ମାନଙ୍କୁ ଶିକ୍ଷା ସମ୍ବଦ୍ଧିୟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ l ସେହିପରି ଅନ୍ୟତମ ଅତିଥି ମାନେ ମଧ୍ୟ ବୃକ୍ଷ ରୋପଣ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ l ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ରାଷ୍ଟ୍ରତନ୍ତ୍ର ଖବରକାଗଜର ସମ୍ପାଦକ ଦେବାଶିଷ ପରିଡା ଓ ମୁଖ୍ୟ ସମ୍ପାଦକ ଧୀରମୋହନ ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ l1
- Class 10th କିମ୍ବା ଅଧିକ ପାଠ ପଢ଼ି ବେରୋଜଗାର ମାନଙ୍କ ପାଇଁ 100% FREE ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଚାକିରୀ ସୁଯୋଗ 100% FREE ପ୍ରଶିକ୍ଷଣ କାର୍ଯ୍ୟକ୍ରମ Sambalpur, Rourkela Tollway Private Limited & QIQI CSR Q ଅର୍ନ୍ତଗତ ଗୋଟିଏ ମାସର ନିଃଶୁଳ୍କ ପ୍ରଶିକ୍ଷଣ ପରେ ରୋଜଗାର ପ୍ରଦାନ କରାଯାଉଅଛି, ଏହି କାର୍ଯ୍ୟକ୍ରମ ଭାରତର ପ୍ରତିଷ୍ଠିତ NGO ପିପଲ ଟ୍ରି ଫାଉଣ୍ଡେସନ୍ ଏହାକୁ ପରିପ୍ପଳନା କରୁଛି। SI.NO.1 - TradeRetail Sales1Associate Minimum Qualification - 10th Pass Course Duration - 1 Month ବୟସ ସୀମା : ୧୮ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଦରକାର । Job Location - Sundargarh, Rourkela, Jharsuguda, Sambalpur, etc ଯୋଜନାର ଲାଭ : 1 - ମାଗଣା ତାଲିମ, ଖାଦ୍ୟ, ଆବାସିକ ସୁବିଧା ଏବଂ ତାଲିମ ସାମଗ୍ରୀ। 2 - 100 ପ୍ରତିଶତ ତାଲିମପ୍ରାପ୍ତ ହିତାଧୁକାରୀଙ୍କୁ ନିଶ୍ଚିତ ନିଯୁକ୍ତି ପ୍ରଦାନ ପାଇଁ ବ୍ୟବସ୍ଥା। 3 - ସାଧାରଣ ଇଂରାଜୀ ଭାଷା, ବ୍ୟକ୍ତିଗତ ଏବଂ ଯୋଗାଯୋଗ ଦକ୍ଷତା ଏବଂ ସାଧାରଣ କମ୍ପ୍ୟୁଟର Skills ପ୍ରଦାନ କରାଯିବ। 4 - ଓଡ଼ିଶା ଭିତରେ ନିଯୁକ୍ତି ଆବେଦନ ପ୍ରକ୍ରିୟା : ପ୍ରବେଶ ଗ୍ରହଣ ସମୟରେ ଦରକାରୀ ପ୍ରମାଣ ପତ୍ର : (୧) ୪ଟି ପାସପୋର୍ଟ ଫଟୋ,(୨) ଆଧାର ପ୍ରମାଣ ପତ୍ର,(୩) ଦଶମ ଶ୍ରେଣୀ ପ୍ରମାଣ ପତ୍ର,(୪) ରେସନ୍ କାର୍ଡ଼ ଯୋଗାଯୋଗ ନମ୍ବର :7978903567 ଠିକଣା - ମହୁଲପାଲି, ସୁଆଁ ରୋଡ଼, ସୈନୀକ ବିଦ୍ୟାଳୟ, ବ୍ଳକ – ଟାଙ୍ଗରପାଲି, ଜି.- ସୁନ୍ଦରଗଡ଼-770002 Address - MAHULPALI, SURDA ROAD,SAINIK SCHOOL, BLOCK- TANGARPALI, DIST. SUNDARGARH, PIN-7700021
- 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress1
- ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ଜଣେ ଅସହାୟ ବୃଦ୍ଧା ବାଲିଶଙ୍କରା ଭାଟିପଡା ଠାରେ ଏଣେତେଣେ ବୁଲୁଥିବା ଦେଖି ସ୍ଥାନୀୟ ସମ୍ବାଦ ପ୍ରତିନିଧି ସହିତ କିଛି ସମାଜ ସେବି ଖାଇବା ପାଇଁ ବ୍ୟବସ୍ଥା କରିଥିଲେ l1