ଛତିଶଗଡ ରାଜ୍ୟର ଅସହାୟ ବୃଦ୍ଧା ଏଣେତେଣେ ବୁଲୁଥିବା ବେଳେ ସ୍ଥାନୀୟ ସାମ୍ବାଦିକ ଓ ସ୍ବେଛାସେବୀ ଯୁବକ ମାନେ ବୃଦ୍ଧା ଙ୍କୁ ନେଇ ସଖି ଅନୁଷ୍ଠାନରେ କଲେ ଥଇଥାନ ଛତିଶଗଡ ରାଜ୍ୟର ଜଣେ ଅସହାୟ ବୃଦ୍ଧା ବାଲିଶଙ୍କରା ବ୍ଲକ ବାଲିଶଙ୍କରା ଭାଟିପଡା ଠାରେ ଗତ ୭ତାରିଖ ସନ୍ଧ୍ୟା ୭ଟା ସମୟରେ ଝିପି ଝିପି ବର୍ଷା ରେ ରାସ୍ତାରେ ନଇଁ ନଇଁ ଘୁରି ବୁଲୁଥିଲେ l ଏହା ଦେଖି ସ୍ଥାନୀୟ ଦୋକାନୀ ବେଦବ୍ୟାସ ମହାକୁଲ ବୃଦ୍ଧାଙ୍କ ସମସ୍ତ ଘଟଣା ପଚାରି ବୁଝିଥିଲେ l ଏବେ ବୃଦ୍ଧା ଙ୍କ ହୃଦୟ ବିଦାରକ କାହାଣୀ ଶୁଣି ସ୍ଥାନୀୟ ସମ୍ବାଦ ପ୍ରତିନିଧି ପ୍ରଦୀପ ନନ୍ଦ ଙ୍କୁ ଅବଗତ କରାଇଥିଲେ l ଖବର ପାଇ ସାମ୍ବାଦିକ ପ୍ରଦୀପ ନନ୍ଦ ଘଟଣା ସ୍ଥଳ ରେ ପହଞ୍ଚି, ବୃଦ୍ଧା ଟି କ୍ଷୁଧାରେ ଥିବା ଦେଖି ତାକୁ ପ୍ରଥମେ ଫଳ, ବିସ୍କୁଟ ଓ ଟିଫିନ ପ୍ରଦାନ କରିଥିଲେ l ଏହାପରେ ବୃଦ୍ଧା ପରିଚୟ, ଠିକଣା ଓ ସମସ୍ତ ଘଟଣା ସମ୍ପର୍କରେ ପଚାରିଥିଲେ l ବୃଦ୍ଧା ଜଣକ ହେଲେ ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ଜାମବାହାଲ ଗ୍ରାମର ଫୁଲମତି କାଲୋ (୬୨)l ତାଙ୍କ ସ୍ୱାମୀ ଙ୍କ ନାମ ବଳଦେବ ଖେରୁଆଲ (୬୫)l ଏମାନଙ୍କ ଘରଦ୍ୱାର ସମ୍ପୂର୍ଣ୍ଣ ନାହିଁ l ଏମାନେ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି l ସ୍ୱାମୀ ସ୍ତ୍ରୀ ଦ୍ୱୟ ଙ୍କ ପିଲା ଛୁଆ ନାହାନ୍ତି l ବୃଦ୍ଧା ଙ୍କ ଘରଦ୍ୱାର ନ ଥିବା ଜାଣିଲା ପରେ ଯଥାଶୀଘ୍ର ଥଇଥାନ ର ବ୍ୟବସ୍ଥା କରିବା ପାଇଁ ତଲସରା ପୋଲିସ ର ସହାୟତା ପାଇଁ ସ୍ଥାନୀୟ ବିଜେପି ମଣ୍ଡଳ ବିଧାୟକ ପ୍ରତିନିଧି ରବି ଚନ୍ଦ୍ର ପଟେଲ ଓ ସମାଜ ସେବି ବନମାଳୀ ବାରସତୀଆ ତଲସରା ଥାନା ଅଧିକାରୀ ଯଶୋବନ୍ତି ବାଗ ଙ୍କୁ ସୂଚନା ଦେଇଥିଲେ କିନ୍ତୁ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପାଇଁ ମଧ୍ୟ ବହୁ ବିଳମ୍ବ ହୋଇଥିବା ଦେଖି ସାମ୍ବାଦିକ ପ୍ରଦୀପ ନନ୍ଦ କନକ ନ୍ୟୁଜ ପ୍ରତିନିଧି ଦେବାଶିଷ କବି ଏବଂ ସମ୍ବାଦ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ ଙ୍କ ଦୃଷ୍ଟି କୁ ଆଣିଥିଲେ l ଉଭୟେ ସୁନ୍ଦରଗଡ଼ ଏସପି ଓ ଜିଲ୍ଲାପାଳ ଙ୍କ ନଜର କୁ ଏ ଦୃଶ୍ୟ ଆଣିବା ପରେ ତଲସରା ପୋଲିସ ତତ୍ପର ଦେଖାଇ ରାତ୍ରି ୧୦ଟା ୨୦ମିନିଟ ସମୟରେ ଗାଡି ପଠାଇ ଉକ୍ତ ବୃଦ୍ଧା ଙ୍କ ଥଇଥାନ ପାଇଁ ସୁନ୍ଦରଗଡ଼ ସଖି କେନ୍ଦ୍ରକୁ ପଠାଇଥିଲେ l ପ୍ରକୃତ ଘଟଣା ସ୍ୱାମୀ ସ୍ତ୍ରୀ ଙ୍କ କଥପ କଥନ ରୁ ମନାନ୍ତର ହୋଇ ସ୍ୱାମୀ ବଳଦେବ ଖେରୁଆଲ ସ୍ତ୍ରୀ ଫୁଲମତି କାଲୋ କୁ ଛାଡି ଯିବା ଦ୍ୱାରା ବୃଦ୍ଧା ପଥଭ୍ରଷ୍ଟ ହୋଇ ଏଣେତେଣେ ବାଡ଼ିଟିଏ ଧରି ନଇଁ ନଇଁ ଘୁରି ବୁଲୁଥିବା ତଦନ୍ତରେ ଜଣା ପଡ଼ିଥିଲା ।

- 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress1
- ମୁଇଁ ମିଡିଆ ଲାଗି ଇଲେକ୍ସନ୍ ରେ ଜିତିଲି - ନିହାର ମହାନନ୍ଦ ବିଧାୟକ ଅତାବିରା ମୁଇଁ ମିଡିଆ ଲାଗି ଇଲେକ୍ସନ୍ ରେ ଜିତିଲି - ନିହାର ମହାନନ୍ଦ ବିଧାୟକ ଅତାବିରା1
- ରାସ୍ତା ଖରାପ ଯୋଗୁଁ ଯାଇପରିଲାନି ଏମ୍ବୁଲାଂଶ ରୋଗୀଙ୍କୁ ଦେଢ଼ କିଲୋମିଟର ବାଇକରେ ଆଣିଲେ ପରିବାର1
- କଣ୍ଡରାପଶି–ନଈଗାଁ ରାସ୍ତାର ଦୁର୍ଦ୍ଦଶା: କାଦୁଅ ପଚପଚ, ଖସଡ଼ା ରାସ୍ତାରେ ଯାତାୟାତ ଦୁର୍ବିଷହ କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ): କଣ୍ଡରାପଶି ଠାରୁ ନଈଗାଁକୁ ସଂଯୋଗ କରୁଥିବା ରାସ୍ତା ଏବେ ଯାତାୟାତ ପାଇଁ ଅତ୍ୟନ୍ତ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡ଼ିଛି। ବର୍ଷା ହେଲେ ରାସ୍ତାରେ କାଦୁଅ ପଚପଚ ହୋଇଯାଉଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଖସଡ଼ା ହୋଇପଡ଼ିଛି। ଫଳରେ ଏହି ରାସ୍ତାରେ ଯାତାୟାତ କରିବା ସାଧାରଣ ଲୋକଙ୍କ ପାଇଁ ଏକପ୍ରକାର ଦୁର୍ଦ୍ଦଶାରେ ପରିଣତ ହୋଇଛି। ରାସ୍ତାର ଅବସ୍ଥା ଏତେ ଖରାପ ହୋଇଛି ଯେ, “ଏମିତି ରାସ୍ତାରେ ଯମ ବି ଆସିବାକୁ ଭୟ କରିବ” ବୋଲି ସ୍ଥାନୀୟ ଲୋକେ କ୍ଷୋଭର ସହ କହୁଛନ୍ତି। କାଦୁଅ ଓ ଖସଡ଼ା ରାସ୍ତା ଯୋଗୁଁ ଦୁଇଚକିଆ ଯାନ ଚଳାଚଳ ବିଶେଷ ଭାବେ ବିପଦପୂର୍ଣ୍ଣ ହୋଇପଡ଼ିଛି। ବର୍ଷା ସମୟରେ ଏହି ରାସ୍ତା ଦେଇ ଯାତାୟାତ କରିବାକୁ ଲୋକେ ଭୟ କରୁଛନ୍ତି। ଏହି ରାସ୍ତାର ଦୁର୍ଦ୍ଦଶା ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇଛି। ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ରାସ୍ତା ମରାମତି ନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ଆନ୍ତରିକତା ଦେଖାଯାଉନଥିବା ଅଭିଯୋଗ ହେଉଛି। ଖବର ପ୍ରକାଶ ପରେ ମଧ୍ୟ ଯଦି ରାସ୍ତାର ଚିତ୍ର ବଦଳୁନାହିଁ, ତେବେ ଗଣମାଧ୍ୟମରେ ଖବର ପ୍ରକାଶର ଲାଭ କ’ଣ? ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ। କଣ୍ଡରାପଶି–ନଈଗାଁ ରାସ୍ତା ଉପରେ ନିର୍ଭର କରୁଥିବା ଲୋକଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତା ମରାମତି କରି ଯାତାୟାତ ଉପଯୋଗୀ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଏହି ରାସ୍ତାକୁ ନେଇ ଅସନ୍ତୋଷ ଆହୁରି ତୀବ୍ର ହେବାର ଆଶଙ୍କା ରହିଛି।4
- ବାଲି ମାଫିଆଙ୍କୁ ସାବାଡ଼ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏବେ ବାଲି ପାଇଁ ଧାର୍ଯ୍ୟ ହେଲା MSP। ଏଣିକି ଏକ କ୍ୟୁବିକ ମିଟର ବାଲି ୩୪୦ ଟଙ୍କାରେ ମିଳିବ, ଅର୍ଥାତ ଗୋଟିଏ ଟ୍ରାକ୍ଟର ବାଲି ପାଇଁ ଲୋକଙ୍କୁ ମାତ୍ର ୬୮୦ ଟଙ୍କା ଦେବାକୁ ପଡ଼ିବ। ଚୋରା କାରବାର ରୋକିବାକୁ ଖୁବଶୀଘ୍ର ୧୦୦ରୁ ଅଧିକ ବାଲି ଖାଦାନର ଇ-ଲଟେରୀ କରାଯିବ ବୋଲି ଘୋଷଣା କରିଛନ୍ତି ଖଣି ମନ୍ତ୍ରୀ।1
- #ଜଳଛାୟା_ପ୍ରକଳ୍ପ_ରେ_ନିମ୍ନ_ମାନର_କାମ_ହୋଇଛି ଏହାକୁ ନେଇ ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମହଣିପାଲି/ରାଜପାଲି ବାରପାହାଡ_ପୀଠରେ ଜଳଛାୟା ପ୍ରକଳ୍ପର କାମର ମାନ ଏବଂ ସ୍ଥାୟିତ୍ୱ ଉପରେ ଗ୍ରାମବାସୀ ତଥା ଆଞ୍ଚଳିକ ବାରପାହାଡ ସେନା ପ୍ରଶ୍ନ ଉଠାଇ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି District Administration Subarnapur #district_administration_subarnapur #dist_admin_subarnapur #dfosubarnapur #rishitv #hilights #trendingpost #lowwork1
- ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କର ଜବରଦସ୍ତ ଭାଷଣ... ୱେବ୍ ମିଡିଆ ସାମ୍ବାଦିକ ମାନକୁ ଷ୍ଟେଜ୍ ଉପରୁ ଏନ୍ତା କହେଲେ ବିଧାୟକ..... ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କର ଜବରଦସ୍ତ ଭାଷଣ... ୱେବ୍ ମିଡିଆ ସାମ୍ବାଦିକ ମାନକୁ ଷ୍ଟେଜ୍ ଉପରୁ ଏନ୍ତା କହେଲେ ବିଧାୟକ..... ବରଗଡ଼ ଯଦୁମଣି ଅଡ଼ିଟୋରିଅମରେ ଆୟୋଜିତ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ କରି ମିଡ଼ିଆ ବନ୍ଧୁ ମାନଙ୍କୁ ଏନ୍ତା ଭାବେ ଉତ୍ସାହିତ କଲେ ବିଧାୟକ।1
- ସୁବର୍ଣ୍ଣପୁର ଜିଲ୍ଲାପାଳ ଡୁଙ୍ଗୁରିପାଲି ହସ୍ପିଟାଲ କୁ ପରିଦର୍ଶନ କଲେ ତାଙ୍କ ସହିତ ବିଡିଓ ତସିଲଦାର ମଧ୍ୟ1
- 🚨 ब्रेकिंग न्यूज़ | P24NEWS EXPRESS लोहिया अस्पताल में इलाज के दौरान मरीज का हाथ काटने का आरोप, परिवार ने लगाए गंभीर आरोप लखनऊ: फिरोजाबाद निवासी अंकित करीब एक महीने पहले पेट का इलाज कराने के लिए लोहिया अस्पताल, लखनऊ पहुंचे थे। परिवार का आरोप है कि इलाज के दौरान उनकी हालत बिगड़ने के बाद डॉक्टरों ने उनके हाथ का ऑपरेशन किया और कथित तौर पर हाथ को कई चरणों में काटना पड़ा। परिवार के मुताबिक, अंकित अपने परिवार में अकेले कमाने वाले सदस्य हैं और उनकी तीन बहनों की शादी भी अभी नहीं हुई है। ऐसे में इस घटना के बाद परिवार के सामने आर्थिक और सामाजिक संकट खड़ा हो गया है। परिजनों ने अस्पताल प्रशासन पर दबाव बनाने और सादे कागज पर हस्ताक्षर कराने की कोशिश के भी आरोप लगाए हैं। हालांकि, इन आरोपों की स्वतंत्र पुष्टि अभी नहीं हुई है। मामले में संबंधित अस्पताल प्रशासन और डॉक्टरों का पक्ष सामने आना बाकी है। यदि इलाज में लापरवाही के आरोप सही पाए जाते हैं तो जिम्मेदार लोगों पर कार्रवाई की मांग उठ रही है। पीड़ित परिवार को न्याय मिले—यही मांग है। ⚠️ नोट: डॉक्टर या अस्पताल पर लगाए गए आरोपों की स्वतंत्र पुष्टि आवश्यक है। संबंधित पक्ष का बयान मिलने पर उसे भी प्रमुखता से प्रकाशित किया जाना चाहिए। #P24NEWSExpress #BreakingNews #Lucknow #LohiaHospital #Firozabad #MedicalNegligence #HospitalNews #Ankit #UttarPradesh #JusticeForAnkit #MedicalNews #LucknowNews 🚨 ब्रेकिंग न्यूज़ | P24NEWS EXPRESS लोहिया अस्पताल में इलाज के दौरान मरीज का हाथ काटने का आरोप, परिवार ने लगाए गंभीर आरोप लखनऊ: फिरोजाबाद निवासी अंकित करीब एक महीने पहले पेट का इलाज कराने के लिए लोहिया अस्पताल, लखनऊ पहुंचे थे। परिवार का आरोप है कि इलाज के दौरान उनकी हालत बिगड़ने के बाद डॉक्टरों ने उनके हाथ का ऑपरेशन किया और कथित तौर पर हाथ को कई चरणों में काटना पड़ा। परिवार के मुताबिक, अंकित अपने परिवार में अकेले कमाने वाले सदस्य हैं और उनकी तीन बहनों की शादी भी अभी नहीं हुई है। ऐसे में इस घटना के बाद परिवार के सामने आर्थिक और सामाजिक संकट खड़ा हो गया है। परिजनों ने अस्पताल प्रशासन पर दबाव बनाने और सादे कागज पर हस्ताक्षर कराने की कोशिश के भी आरोप लगाए हैं। हालांकि, इन आरोपों की स्वतंत्र पुष्टि अभी नहीं हुई है। मामले में संबंधित अस्पताल प्रशासन और डॉक्टरों का पक्ष सामने आना बाकी है। यदि इलाज में लापरवाही के आरोप सही पाए जाते हैं तो जिम्मेदार लोगों पर कार्रवाई की मांग उठ रही है। पीड़ित परिवार को न्याय मिले—यही मांग है। ⚠️ नोट: डॉक्टर या अस्पताल पर लगाए गए आरोपों की स्वतंत्र पुष्टि आवश्यक है। संबंधित पक्ष का बयान मिलने पर उसे भी प्रमुखता से प्रकाशित किया जाना चाहिए। #P24NEWSExpress #BreakingNews #Lucknow #LohiaHospital #Firozabad #MedicalNegligence #HospitalNews #Ankit #UttarPradesh #JusticeForAnkit #MedicalNews #LucknowNews1