Shuru
Apke Nagar Ki App…
ମୁଇଁ ମିଡିଆ ଲାଗି ଇଲେକ୍ସନ୍ ରେ ଜିତିଲି - ନିହାର ମହାନନ୍ଦ ବିଧାୟକ ଅତାବିରା ମୁଇଁ ମିଡିଆ ଲାଗି ଇଲେକ୍ସନ୍ ରେ ଜିତିଲି - ନିହାର ମହାନନ୍ଦ ବିଧାୟକ ଅତାବିରା
Bargarh TV
ମୁଇଁ ମିଡିଆ ଲାଗି ଇଲେକ୍ସନ୍ ରେ ଜିତିଲି - ନିହାର ମହାନନ୍ଦ ବିଧାୟକ ଅତାବିରା ମୁଇଁ ମିଡିଆ ଲାଗି ଇଲେକ୍ସନ୍ ରେ ଜିତିଲି - ନିହାର ମହାନନ୍ଦ ବିଧାୟକ ଅତାବିରା
More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲାପାଳ ଡୁଙ୍ଗୁରିପାଲି ହସ୍ପିଟାଲ କୁ ପରିଦର୍ଶନ କଲେ ତାଙ୍କ ସହିତ ବିଡିଓ ତସିଲଦାର ମଧ୍ୟ1
- 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress1
- ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟ ସେବା। ସାଧାରଣ ମୌଳିକ ସୁବିଧା ସୁଦ୍ଧା ରୋଗୀ ପାଇ ପାରୁନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକ ରେଫର୍ ହସ୍ପିଟାଲରେ ପରିଣତ ହୋଇଛି। ତିନି ତାରିଖରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନ ଯାଇଛି ବୋଲି ଅଭିଯୋଗ ହୋଇଛି। ଚିକିତ୍ସକ ଡାକ୍ତରଙ୍କୁ ମାଡ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି। ଅନ୍ୟପକ୍ଷରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ସିଡିଏମଓ ଙ୍କୁ ସାମ୍ବାଦିକମାନେ ଫେରାର ହୋଇଛନ୍ତି। ମୋଟାମୋଟି ରୋଗୀ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସୁବର୍ଣ୍ଣପୁର ଜିଲ୍ଲାରେ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଗତ କାଲି ଡୁଙ୍ଗୁରିପାଲି ଡାକ୍ତରଖାନା ପରିଦର୍ଶନ କରିଥିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ।1
- ବନ୍ଧୁ ହେବ ତ ଏମିତି l ଅଜଣା ଅଚିହ୍ନା ଏହି ଦୁଇ କୁଷ୍ଠରୋଗୀ ଏବେ ପାଲଟି ଯାଇଛନ୍ତି ଉତ୍ତମ ବନ୍ଧୁ1
- ପୌର ପରିଷଦ ର ଖାମ ଖିଆଲ ନୀତି,କାଗଜ କଲମ ରେ ବିକାଶ ଆଳରେ ବିନାଶ, ଜାଲ ବିଲ ଭାଉଚର ରେ ସୀମିତ କାର୍ଯ୍ୟ ନେଇ ପ୍ରତିକ୍ରିୟା। ଟିଟିଲାଗଡ ସହର ରେ ଅ ସଜଡା ଶୌଚାଳୟ ଟିଟିଲାଗଡ଼, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ର ୱାର୍ଡ ନମ୍ବର ୧୨ ରେ ଦେଖିବାକୁ ମିଳିଛି ଏ ପରି ଏକ ଘୃଣ୍ୟ ଶୌଚାଳୟ । କାଗଜ କଲମରେ ସବୁ ବିକାଶ ହୋଇ ଯାଇଛି l ଟିଟିଲାଗଡ ସହର ରେ ଗୋଷ୍ଠୀ ଶୌଚାଳୟ ବହୁତ୍ ଅଛି କିନ୍ତୁ ସଫା ସୁତୁରା ନ ଥିବାରୁ ବ୍ୟବହାର ହେଉ ନାହିଁ । ୧୨ ନମ୍ବର ୱାର୍ଡ କଟକିଆ ପଡ଼ା ରେ ଯେଉଁ ଗୋଷ୍ଠୀ ଶୌଚାଳୟ ଅଛି ତାହାର କଥା ନ କହିବା ଭଲ । ଆଜକୁ ଦୁଇ ବର୍ଷ ଆଗରୁ ବ୍ୟବହାର ହେଉ ନାହିଁ । ଏହି ୱାର୍ଡ ରେ ହାରାହାରି ପଚାଶ ପରିବାର ଗୋଷ୍ଠୀ ଶୌଚାଳୟ ରେ ନିର୍ଭର କରନ୍ତି । ପୌର ପରିଷଦ ତରଫରୁ ସଫା ସୁତୁରା କରି ଦେଉ ନ ଥିବା ଅଭିଯୋଗ ହୋଇଛି । ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖବର ପ୍ରସାରଣ ପାଇଁ ଅଧିକାରୀ ଙ୍କ ସହ କଥା ହେବାରୁ ଶୌଚାଳୟ କୁ ଶୀଘ୍ର ସଫାସୁତୁରା କରି କାର୍ଯ୍ୟକ୍ଷମ କରାଯିବ ବୋଲି ସଫେଇ ଦେଇ ଥିଲେ । ବର୍ଷା ଋତୁରେ ଏହି ଶୌଚାଳୟ ବ୍ୟବହାର ହେଉ ନ ଥିବାରୁ ଲୋକେ ବହୁତ୍ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।1
- #ଶାଶ୍ୱତ_ତ୍ରିପାଠୀ_ଦୁଲକେଇ_ଦେଲେ_ମଚାନ୍ ବରଗଡ ଯଦୁମଣି ପ୍ରଧାନ ଅଡିଟୋରିଅମରେ ଜିଲ୍ଲା #ଶାଶ୍ୱତ_ତ୍ରିପାଠୀ_ଦୁଲକେଇ_ଦେଲେ_ମଚାନ୍ ବରଗଡ ଯଦୁମଣି ପ୍ରଧାନ ଅଡିଟୋରିଅମରେ ଜିଲ୍ଲା ସ୍ତରୀୟ ଟେଣ୍ଟ୍ ହାଉସ୍ ମାଲିକ ସଂଘର ଜେନେରାଲ ମିଟିଂ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି।1
- ଦିଗଶିରା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଅଭାବ |ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ |1
- ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ RTO କାର୍ଯ୍ୟାଳୟ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି 08-08-2026 ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ RTO କାର୍ଯ୍ୟାଳୟ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ନାବାଳିକା ଏକାକୀ ରାସ୍ତା ପାର ହେଉଥିବା ବେଳେ ଏକ ହାଇଡ୍ରା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃ__ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ନାବାଳିକା B.T.M. ଅଞ୍ଚଳର ବାସିନ୍ଦା ହୋଇଥବାର ସୂଚନା ମିଳିଛି।1