logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#ଶାଶ୍ୱତ_ତ୍ରିପାଠୀ_ଦୁଲକେଇ_ଦେଲେ_ମଚାନ୍ ବରଗଡ ଯଦୁମଣି ପ୍ରଧାନ ଅଡିଟୋରିଅମରେ ଜିଲ୍ଲା #ଶାଶ୍ୱତ_ତ୍ରିପାଠୀ_ଦୁଲକେଇ_ଦେଲେ_ମଚାନ୍ ବରଗଡ ଯଦୁମଣି ପ୍ରଧାନ ଅଡିଟୋରିଅମରେ ଜିଲ୍ଲା ସ୍ତରୀୟ ଟେଣ୍ଟ୍ ହାଉସ୍ ମାଲିକ ସଂଘର ଜେନେରାଲ ମିଟିଂ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି।

14 hrs ago
user_Bargarh TV
Bargarh TV
Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
14 hrs ago

#ଶାଶ୍ୱତ_ତ୍ରିପାଠୀ_ଦୁଲକେଇ_ଦେଲେ_ମଚାନ୍ ବରଗଡ ଯଦୁମଣି ପ୍ରଧାନ ଅଡିଟୋରିଅମରେ ଜିଲ୍ଲା #ଶାଶ୍ୱତ_ତ୍ରିପାଠୀ_ଦୁଲକେଇ_ଦେଲେ_ମଚାନ୍ ବରଗଡ ଯଦୁମଣି ପ୍ରଧାନ ଅଡିଟୋରିଅମରେ ଜିଲ୍ଲା ସ୍ତରୀୟ ଟେଣ୍ଟ୍ ହାଉସ୍ ମାଲିକ ସଂଘର ଜେନେରାଲ ମିଟିଂ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି।

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲାପାଳ ଡୁଙ୍ଗୁରିପାଲି ହସ୍ପିଟାଲ କୁ ପରିଦର୍ଶନ କଲେ ତାଙ୍କ ସହିତ ବିଡିଓ ତସିଲଦାର ମଧ୍ୟ
    1
    ସୁବର୍ଣ୍ଣପୁର ଜିଲ୍ଲାପାଳ ଡୁଙ୍ଗୁରିପାଲି  ହସ୍ପିଟାଲ କୁ ପରିଦର୍ଶନ କଲେ ତାଙ୍କ ସହିତ ବିଡିଓ ତସିଲଦାର ମଧ୍ୟ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    11 hrs ago
  • 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress 🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳 प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया। उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।” 📍 IIT Delhi प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया। 🇮🇳 आत्मनिर्भर भारत की दिशा में बड़ा कदम! #PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress
    1
    🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳

प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया।

उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।”

📍 IIT Delhi

प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया।

🇮🇳 आत्मनिर्भर भारत की दिशा में बड़ा कदम!

#PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress


🚨 PM मोदी का बड़ा विजन: “Chip से लेकर Ship तक सब कुछ भारत में बनेगा” 🇮🇳
प्रधानमंत्री ने IIT दिल्ली में भारत की तकनीकी और विनिर्माण क्षमता को लेकर बड़ा संदेश दिया।
उन्होंने कहा— “Chip से लेकर Ship तक सब कुछ, यहीं पर आपके हाथों से बनेगा।”
📍 IIT Delhi
प्रधानमंत्री ने युवाओं, इंजीनियरों और देश की नई पीढ़ी से भारत को टेक्नोलॉजी और मैन्युफैक्चरिंग का वैश्विक केंद्र बनाने में योगदान देने का आह्वान किया।
🇮🇳 आत्मनिर्भर भारत की दिशा में बड़ा कदम!
#PMModi #NarendraModi #IITDelhi #ChipToShip #MakeInIndia #AatmanirbharBharat #India #Technology #Manufacturing #BreakingNews #P24NEWSExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    5 hrs ago
  • ଲକ୍ଷପତି ଦିଦି ଅଧିକରୁ ଅଧିକ ତିଆରି ହେବେ... - ମିଶନ ଶକ୍ତି ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନାଚକ୍ର ଓ ସମୀକ୍ଷା ବୈଠକରେ ଯୋଗଦେଇ ସେମାନଙ୍କର ମାର୍ଗଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
    1
    ଲକ୍ଷପତି ଦିଦି ଅଧିକରୁ ଅଧିକ ତିଆରି ହେବେ...
- ମିଶନ ଶକ୍ତି ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନାଚକ୍ର ଓ ସମୀକ୍ଷା ବୈଠକରେ ଯୋଗଦେଇ ସେମାନଙ୍କର ମାର୍ଗଦର୍ଶନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • ବନ୍ଧୁ ହେବ ତ ଏମିତି l ଅଜଣା ଅଚିହ୍ନା ଏହି ଦୁଇ କୁଷ୍ଠରୋଗୀ ଏବେ ପାଲଟି ଯାଇଛନ୍ତି ଉତ୍ତମ ବନ୍ଧୁ
    1
    ବନ୍ଧୁ ହେବ ତ ଏମିତି l ଅଜଣା ଅଚିହ୍ନା ଏହି ଦୁଇ କୁଷ୍ଠରୋଗୀ ଏବେ ପାଲଟି ଯାଇଛନ୍ତି ଉତ୍ତମ ବନ୍ଧୁ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • ପୌର ପରିଷଦ ର ଖାମ ଖିଆଲ ନୀତି,କାଗଜ କଲମ ରେ ବିକାଶ ଆଳରେ ବିନାଶ, ଜାଲ ବିଲ ଭାଉଚର ରେ ସୀମିତ କାର୍ଯ୍ୟ ନେଇ ପ୍ରତିକ୍ରିୟା। ଟିଟିଲାଗଡ ସହର ରେ ଅ ସଜଡା ଶୌଚାଳୟ ଟିଟିଲାଗଡ଼, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ର ୱାର୍ଡ ନମ୍ବର ୧୨ ରେ ଦେଖିବାକୁ ମିଳିଛି ଏ ପରି ଏକ ଘୃଣ୍ୟ ଶୌଚାଳୟ । କାଗଜ କଲମରେ ସବୁ ବିକାଶ ହୋଇ ଯାଇଛି l ଟିଟିଲାଗଡ ସହର ରେ ଗୋଷ୍ଠୀ ଶୌଚାଳୟ ବହୁତ୍ ଅଛି କିନ୍ତୁ ସଫା ସୁତୁରା ନ ଥିବାରୁ ବ୍ୟବହାର ହେଉ ନାହିଁ । ୧୨ ନମ୍ବର ୱାର୍ଡ କଟକିଆ ପଡ଼ା ରେ ଯେଉଁ ଗୋଷ୍ଠୀ ଶୌଚାଳୟ ଅଛି ତାହାର କଥା ନ କହିବା ଭଲ । ଆଜକୁ ଦୁଇ ବର୍ଷ ଆଗରୁ ବ୍ୟବହାର ହେଉ ନାହିଁ । ଏହି ୱାର୍ଡ ରେ ହାରାହାରି ପଚାଶ ପରିବାର ଗୋଷ୍ଠୀ ଶୌଚାଳୟ ରେ ନିର୍ଭର କରନ୍ତି । ପୌର ପରିଷଦ ତରଫରୁ ସଫା ସୁତୁରା କରି ଦେଉ ନ ଥିବା ଅଭିଯୋଗ ହୋଇଛି । ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖବର ପ୍ରସାରଣ ପାଇଁ ଅଧିକାରୀ ଙ୍କ ସହ କଥା ହେବାରୁ ଶୌଚାଳୟ କୁ ଶୀଘ୍ର ସଫାସୁତୁରା କରି କାର୍ଯ୍ୟକ୍ଷମ କରାଯିବ ବୋଲି ସଫେଇ ଦେଇ ଥିଲେ । ବର୍ଷା ଋତୁରେ ଏହି ଶୌଚାଳୟ ବ୍ୟବହାର ହେଉ ନ ଥିବାରୁ ଲୋକେ ବହୁତ୍ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।
    1
    ପୌର ପରିଷଦ ର ଖାମ ଖିଆଲ ନୀତି,କାଗଜ କଲମ ରେ ବିକାଶ ଆଳରେ ବିନାଶ, ଜାଲ ବିଲ ଭାଉଚର ରେ ସୀମିତ କାର୍ଯ୍ୟ ନେଇ ପ୍ରତିକ୍ରିୟା।
ଟିଟିଲାଗଡ ସହର ରେ ଅ ସଜଡା ଶୌଚାଳୟ 
ଟିଟିଲାଗଡ଼, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ର  ୱାର୍ଡ ନମ୍ବର ୧୨ ରେ ଦେଖିବାକୁ ମିଳିଛି ଏ ପରି ଏକ ଘୃଣ୍ୟ ଶୌଚାଳୟ ।  କାଗଜ କଲମରେ ସବୁ ବିକାଶ ହୋଇ ଯାଇଛି l ଟିଟିଲାଗଡ ସହର ରେ ଗୋଷ୍ଠୀ ଶୌଚାଳୟ  ବହୁତ୍ ଅଛି କିନ୍ତୁ ସଫା ସୁତୁରା ନ ଥିବାରୁ  ବ୍ୟବହାର ହେଉ ନାହିଁ । ୧୨ ନମ୍ବର ୱାର୍ଡ କଟକିଆ ପଡ଼ା ରେ ଯେଉଁ ଗୋଷ୍ଠୀ ଶୌଚାଳୟ ଅଛି  ତାହାର କଥା ନ କହିବା ଭଲ । ଆଜକୁ ଦୁଇ ବର୍ଷ ଆଗରୁ ବ୍ୟବହାର  ହେଉ ନାହିଁ । ଏହି ୱାର୍ଡ ରେ ହାରାହାରି  ପଚାଶ  ପରିବାର ଗୋଷ୍ଠୀ ଶୌଚାଳୟ ରେ ନିର୍ଭର କରନ୍ତି  । ପୌର ପରିଷଦ ତରଫରୁ ସଫା ସୁତୁରା କରି ଦେଉ ନ ଥିବା ଅଭିଯୋଗ ହୋଇଛି । ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ଖବର ପ୍ରସାରଣ ପାଇଁ  ଅଧିକାରୀ ଙ୍କ ସହ କଥା ହେବାରୁ  ଶୌଚାଳୟ କୁ ଶୀଘ୍ର ସଫାସୁତୁରା କରି କାର୍ଯ୍ୟକ୍ଷମ କରାଯିବ ବୋଲି ସଫେଇ ଦେଇ ଥିଲେ । ବର୍ଷା ଋତୁରେ ଏହି ଶୌଚାଳୟ ବ୍ୟବହାର ହେଉ ନ ଥିବାରୁ ଲୋକେ ବହୁତ୍ ହଇରାଣ  ହେଉଥିବା ଦେଖିବାକୁ ମିଳିଛି ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    8 hrs ago
  • ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କର ଜବରଦସ୍ତ ଭାଷଣ... ୱେବ୍ ମିଡିଆ ସାମ୍ବାଦିକ ମାନକୁ ଷ୍ଟେଜ୍ ଉପରୁ ଏନ୍ତା କହେଲେ ବିଧାୟକ..... ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କର ଜବରଦସ୍ତ ଭାଷଣ... ୱେବ୍ ମିଡିଆ ସାମ୍ବାଦିକ ମାନକୁ ଷ୍ଟେଜ୍ ଉପରୁ ଏନ୍ତା କହେଲେ ବିଧାୟକ..... ବରଗଡ଼ ଯଦୁମଣି ଅଡ଼ିଟୋରିଅମରେ ଆୟୋଜିତ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ କରି ମିଡ଼ିଆ ବନ୍ଧୁ ମାନଙ୍କୁ ଏନ୍ତା ଭାବେ ଉତ୍ସାହିତ କଲେ ବିଧାୟକ।
    1
    ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କର ଜବରଦସ୍ତ ଭାଷଣ... ୱେବ୍ ମିଡିଆ ସାମ୍ବାଦିକ ମାନକୁ ଷ୍ଟେଜ୍ ଉପରୁ ଏନ୍ତା କହେଲେ ବିଧାୟକ.....
ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କର ଜବରଦସ୍ତ ଭାଷଣ... ୱେବ୍ ମିଡିଆ ସାମ୍ବାଦିକ ମାନକୁ ଷ୍ଟେଜ୍ ଉପରୁ ଏନ୍ତା କହେଲେ ବିଧାୟକ.....
ବରଗଡ଼ ଯଦୁମଣି ଅଡ଼ିଟୋରିଅମରେ ଆୟୋଜିତ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ କରି ମିଡ଼ିଆ ବନ୍ଧୁ ମାନଙ୍କୁ ଏନ୍ତା ଭାବେ ଉତ୍ସାହିତ କଲେ ବିଧାୟକ।
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    11 hrs ago
  • ଦିଗଶିରା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଅଭାବ |ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ |
    1
    ଦିଗଶିରା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଅଭାବ |ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ |
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    11 hrs ago
  • ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ RTO କାର୍ଯ୍ୟାଳୟ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି 08-08-2026 ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ RTO କାର୍ଯ୍ୟାଳୟ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ନାବାଳିକା ଏକାକୀ ରାସ୍ତା ପାର ହେଉଥିବା ବେଳେ ଏକ ହାଇଡ୍ରା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃ__ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ନାବାଳିକା B.T.M. ଅଞ୍ଚଳର ବାସିନ୍ଦା ହୋଇଥବାର ସୂଚନା ମିଳିଛି।
    1
    ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ RTO କାର୍ଯ୍ୟାଳୟ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି।
ଗତକାଲି 08-08-2026 ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ RTO କାର୍ଯ୍ୟାଳୟ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ନାବାଳିକା ଏକାକୀ ରାସ୍ତା ପାର ହେଉଥିବା ବେଳେ ଏକ ହାଇଡ୍ରା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃ__ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ନାବାଳିକା B.T.M. ଅଞ୍ଚଳର ବାସିନ୍ଦା ହୋଇଥବାର ସୂଚନା ମିଳିଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.