Shuru
Apke Nagar Ki App…
ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ RTO କାର୍ଯ୍ୟାଳୟ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି 08-08-2026 ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ RTO କାର୍ଯ୍ୟାଳୟ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ନାବାଳିକା ଏକାକୀ ରାସ୍ତା ପାର ହେଉଥିବା ବେଳେ ଏକ ହାଇଡ୍ରା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃ__ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ନାବାଳିକା B.T.M. ଅଞ୍ଚଳର ବାସିନ୍ଦା ହୋଇଥବାର ସୂଚନା ମିଳିଛି।
Soubhagya Ranjan Sahu
ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ RTO କାର୍ଯ୍ୟାଳୟ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି 08-08-2026 ଝାରସୁଗୁଡ଼ା ବକ୍ସି ଛକ ନିକଟସ୍ଥ RTO କାର୍ଯ୍ୟାଳୟ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ନାବାଳିକା ଏକାକୀ ରାସ୍ତା ପାର ହେଉଥିବା ବେଳେ ଏକ ହାଇଡ୍ରା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃ__ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ନାବାଳିକା B.T.M. ଅଞ୍ଚଳର ବାସିନ୍ଦା ହୋଇଥବାର ସୂଚନା ମିଳିଛି।
More news from Jharsuguda and nearby areas
- Class 10th କିମ୍ବା ଅଧିକ ପାଠ ପଢ଼ି ବେରୋଜଗାର ମାନଙ୍କ ପାଇଁ 100% FREE ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଚାକିରୀ ସୁଯୋଗ 100% FREE ପ୍ରଶିକ୍ଷଣ କାର୍ଯ୍ୟକ୍ରମ Sambalpur, Rourkela Tollway Private Limited & QIQI CSR Q ଅର୍ନ୍ତଗତ ଗୋଟିଏ ମାସର ନିଃଶୁଳ୍କ ପ୍ରଶିକ୍ଷଣ ପରେ ରୋଜଗାର ପ୍ରଦାନ କରାଯାଉଅଛି, ଏହି କାର୍ଯ୍ୟକ୍ରମ ଭାରତର ପ୍ରତିଷ୍ଠିତ NGO ପିପଲ ଟ୍ରି ଫାଉଣ୍ଡେସନ୍ ଏହାକୁ ପରିପ୍ପଳନା କରୁଛି। SI.NO.1 - TradeRetail Sales1Associate Minimum Qualification - 10th Pass Course Duration - 1 Month ବୟସ ସୀମା : ୧୮ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଦରକାର । Job Location - Sundargarh, Rourkela, Jharsuguda, Sambalpur, etc ଯୋଜନାର ଲାଭ : 1 - ମାଗଣା ତାଲିମ, ଖାଦ୍ୟ, ଆବାସିକ ସୁବିଧା ଏବଂ ତାଲିମ ସାମଗ୍ରୀ। 2 - 100 ପ୍ରତିଶତ ତାଲିମପ୍ରାପ୍ତ ହିତାଧୁକାରୀଙ୍କୁ ନିଶ୍ଚିତ ନିଯୁକ୍ତି ପ୍ରଦାନ ପାଇଁ ବ୍ୟବସ୍ଥା। 3 - ସାଧାରଣ ଇଂରାଜୀ ଭାଷା, ବ୍ୟକ୍ତିଗତ ଏବଂ ଯୋଗାଯୋଗ ଦକ୍ଷତା ଏବଂ ସାଧାରଣ କମ୍ପ୍ୟୁଟର Skills ପ୍ରଦାନ କରାଯିବ। 4 - ଓଡ଼ିଶା ଭିତରେ ନିଯୁକ୍ତି ଆବେଦନ ପ୍ରକ୍ରିୟା : ପ୍ରବେଶ ଗ୍ରହଣ ସମୟରେ ଦରକାରୀ ପ୍ରମାଣ ପତ୍ର : (୧) ୪ଟି ପାସପୋର୍ଟ ଫଟୋ,(୨) ଆଧାର ପ୍ରମାଣ ପତ୍ର,(୩) ଦଶମ ଶ୍ରେଣୀ ପ୍ରମାଣ ପତ୍ର,(୪) ରେସନ୍ କାର୍ଡ଼ ଯୋଗାଯୋଗ ନମ୍ବର :7978903567 ଠିକଣା - ମହୁଲପାଲି, ସୁଆଁ ରୋଡ଼, ସୈନୀକ ବିଦ୍ୟାଳୟ, ବ୍ଳକ – ଟାଙ୍ଗରପାଲି, ଜି.- ସୁନ୍ଦରଗଡ଼-770002 Address - MAHULPALI, SURDA ROAD,SAINIK SCHOOL, BLOCK- TANGARPALI, DIST. SUNDARGARH, PIN-7700021
- 🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार “नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।” धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है। 📍 ओडिशा | POLITICAL NEWS #DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews 🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार “नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।” धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है। 📍 ओडिशा | POLITICAL NEWS #DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews1
- ବରଗଡ଼ ତୁରୁଙ୍ଗା ସ୍ଥିତ ମା ବୈସ୍ନୋଦେବୀ ଙ୍କ ଦର୍ଶନକଲେ ଛତିଶଗଡ଼ ବରଗଡ଼ ତୁରୁଙ୍ଗା ସ୍ଥିତ ମା ବୈସ୍ନୋଦେବୀ ଙ୍କ ଦର୍ଶନ କଲେ ଛତିଶଗଡ଼ ରାଜ୍ୟର ମହାମହିମ ରାଜ୍ୟପାଳ...1
- ଛତିଶଗଡ ରାଜ୍ୟର ଅସହାୟ ବୃଦ୍ଧା ଏଣେତେଣେ ବୁଲୁଥିବା ବେଳେ ସ୍ଥାନୀୟ ସାମ୍ବାଦିକ ଓ ସ୍ବେଛାସେବୀ ଯୁବକ ମାନେ ବୃଦ୍ଧା ଙ୍କୁ ନେଇ ସଖି ଅନୁଷ୍ଠାନରେ କଲେ ଥଇଥାନ ଛତିଶଗଡ ରାଜ୍ୟର ଜଣେ ଅସହାୟ ବୃଦ୍ଧା ବାଲିଶଙ୍କରା ବ୍ଲକ ବାଲିଶଙ୍କରା ଭାଟିପଡା ଠାରେ ଗତ ୭ତାରିଖ ସନ୍ଧ୍ୟା ୭ଟା ସମୟରେ ଝିପି ଝିପି ବର୍ଷା ରେ ରାସ୍ତାରେ ନଇଁ ନଇଁ ଘୁରି ବୁଲୁଥିଲେ l ଏହା ଦେଖି ସ୍ଥାନୀୟ ଦୋକାନୀ ବେଦବ୍ୟାସ ମହାକୁଲ ବୃଦ୍ଧାଙ୍କ ସମସ୍ତ ଘଟଣା ପଚାରି ବୁଝିଥିଲେ l ଏବେ ବୃଦ୍ଧା ଙ୍କ ହୃଦୟ ବିଦାରକ କାହାଣୀ ଶୁଣି ସ୍ଥାନୀୟ ସମ୍ବାଦ ପ୍ରତିନିଧି ପ୍ରଦୀପ ନନ୍ଦ ଙ୍କୁ ଅବଗତ କରାଇଥିଲେ l ଖବର ପାଇ ସାମ୍ବାଦିକ ପ୍ରଦୀପ ନନ୍ଦ ଘଟଣା ସ୍ଥଳ ରେ ପହଞ୍ଚି, ବୃଦ୍ଧା ଟି କ୍ଷୁଧାରେ ଥିବା ଦେଖି ତାକୁ ପ୍ରଥମେ ଫଳ, ବିସ୍କୁଟ ଓ ଟିଫିନ ପ୍ରଦାନ କରିଥିଲେ l ଏହାପରେ ବୃଦ୍ଧା ପରିଚୟ, ଠିକଣା ଓ ସମସ୍ତ ଘଟଣା ସମ୍ପର୍କରେ ପଚାରିଥିଲେ l ବୃଦ୍ଧା ଜଣକ ହେଲେ ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ଜାମବାହାଲ ଗ୍ରାମର ଫୁଲମତି କାଲୋ (୬୨)l ତାଙ୍କ ସ୍ୱାମୀ ଙ୍କ ନାମ ବଳଦେବ ଖେରୁଆଲ (୬୫)l ଏମାନଙ୍କ ଘରଦ୍ୱାର ସମ୍ପୂର୍ଣ୍ଣ ନାହିଁ l ଏମାନେ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି l ସ୍ୱାମୀ ସ୍ତ୍ରୀ ଦ୍ୱୟ ଙ୍କ ପିଲା ଛୁଆ ନାହାନ୍ତି l ବୃଦ୍ଧା ଙ୍କ ଘରଦ୍ୱାର ନ ଥିବା ଜାଣିଲା ପରେ ଯଥାଶୀଘ୍ର ଥଇଥାନ ର ବ୍ୟବସ୍ଥା କରିବା ପାଇଁ ତଲସରା ପୋଲିସ ର ସହାୟତା ପାଇଁ ସ୍ଥାନୀୟ ବିଜେପି ମଣ୍ଡଳ ବିଧାୟକ ପ୍ରତିନିଧି ରବି ଚନ୍ଦ୍ର ପଟେଲ ଓ ସମାଜ ସେବି ବନମାଳୀ ବାରସତୀଆ ତଲସରା ଥାନା ଅଧିକାରୀ ଯଶୋବନ୍ତି ବାଗ ଙ୍କୁ ସୂଚନା ଦେଇଥିଲେ କିନ୍ତୁ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପାଇଁ ମଧ୍ୟ ବହୁ ବିଳମ୍ବ ହୋଇଥିବା ଦେଖି ସାମ୍ବାଦିକ ପ୍ରଦୀପ ନନ୍ଦ କନକ ନ୍ୟୁଜ ପ୍ରତିନିଧି ଦେବାଶିଷ କବି ଏବଂ ସମ୍ବାଦ ଜିଲ୍ଲା ପ୍ରତିନିଧି ଡମ୍ବରୁଧର ନାୟକ ଙ୍କ ଦୃଷ୍ଟି କୁ ଆଣିଥିଲେ l ଉଭୟେ ସୁନ୍ଦରଗଡ଼ ଏସପି ଓ ଜିଲ୍ଲାପାଳ ଙ୍କ ନଜର କୁ ଏ ଦୃଶ୍ୟ ଆଣିବା ପରେ ତଲସରା ପୋଲିସ ତତ୍ପର ଦେଖାଇ ରାତ୍ରି ୧୦ଟା ୨୦ମିନିଟ ସମୟରେ ଗାଡି ପଠାଇ ଉକ୍ତ ବୃଦ୍ଧା ଙ୍କ ଥଇଥାନ ପାଇଁ ସୁନ୍ଦରଗଡ଼ ସଖି କେନ୍ଦ୍ରକୁ ପଠାଇଥିଲେ l ପ୍ରକୃତ ଘଟଣା ସ୍ୱାମୀ ସ୍ତ୍ରୀ ଙ୍କ କଥପ କଥନ ରୁ ମନାନ୍ତର ହୋଇ ସ୍ୱାମୀ ବଳଦେବ ଖେରୁଆଲ ସ୍ତ୍ରୀ ଫୁଲମତି କାଲୋ କୁ ଛାଡି ଯିବା ଦ୍ୱାରା ବୃଦ୍ଧା ପଥଭ୍ରଷ୍ଟ ହୋଇ ଏଣେତେଣେ ବାଡ଼ିଟିଏ ଧରି ନଇଁ ନଇଁ ଘୁରି ବୁଲୁଥିବା ତଦନ୍ତରେ ଜଣା ପଡ଼ିଥିଲା ।1
- ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି, ଗତ ରାତ୍ରି ରୁ ଲଗାଣ ବର୍ଷା ଯୋଗୁଁ ଫାଶୀମାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ୩ଫୁଟ ର ପାଣି,ସମସ୍ୟା ଘେରରେ ଛାତ୍ର ଛାତ୍ରୀ1
- ରାସ୍ତା ଖରାପ ଯୋଗୁଁ ଯାଇପରିଲାନି ଏମ୍ବୁଲାଂଶ ରୋଗୀଙ୍କୁ ଦେଢ଼ କିଲୋମିଟର ବାଇକରେ ଆଣିଲେ ପରିବାର1
- ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟର ଜଣେ ଅସହାୟ ବୃଦ୍ଧା ବାଲିଶଙ୍କରା ଭାଟିପଡା ଠାରେ ଏଣେତେଣେ ବୁଲୁଥିବା ଦେଖି ସ୍ଥାନୀୟ ସମ୍ବାଦ ପ୍ରତିନିଧି ସହିତ କିଛି ସମାଜ ସେବି ଖାଇବା ପାଇଁ ବ୍ୟବସ୍ଥା କରିଥିଲେ l1