Shuru
Apke Nagar Ki App…
ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କର ଜବରଦସ୍ତ ଭାଷଣ... ୱେବ୍ ମିଡିଆ ସାମ୍ବାଦିକ ମାନକୁ ଷ୍ଟେଜ୍ ଉପରୁ ଏନ୍ତା କହେଲେ ବିଧାୟକ..... ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କର ଜବରଦସ୍ତ ଭାଷଣ... ୱେବ୍ ମିଡିଆ ସାମ୍ବାଦିକ ମାନକୁ ଷ୍ଟେଜ୍ ଉପରୁ ଏନ୍ତା କହେଲେ ବିଧାୟକ..... ବରଗଡ଼ ଯଦୁମଣି ଅଡ଼ିଟୋରିଅମରେ ଆୟୋଜିତ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ କରି ମିଡ଼ିଆ ବନ୍ଧୁ ମାନଙ୍କୁ ଏନ୍ତା ଭାବେ ଉତ୍ସାହିତ କଲେ ବିଧାୟକ।
Bargarh TV
ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କର ଜବରଦସ୍ତ ଭାଷଣ... ୱେବ୍ ମିଡିଆ ସାମ୍ବାଦିକ ମାନକୁ ଷ୍ଟେଜ୍ ଉପରୁ ଏନ୍ତା କହେଲେ ବିଧାୟକ..... ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କର ଜବରଦସ୍ତ ଭାଷଣ... ୱେବ୍ ମିଡିଆ ସାମ୍ବାଦିକ ମାନକୁ ଷ୍ଟେଜ୍ ଉପରୁ ଏନ୍ତା କହେଲେ ବିଧାୟକ..... ବରଗଡ଼ ଯଦୁମଣି ଅଡ଼ିଟୋରିଅମରେ ଆୟୋଜିତ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ କରି ମିଡ଼ିଆ ବନ୍ଧୁ ମାନଙ୍କୁ ଏନ୍ତା ଭାବେ ଉତ୍ସାହିତ କଲେ ବିଧାୟକ।
- Pr454n74 54huସୋହେଲା, ବରଗଡ଼, ଓଡ଼ିଶାRoad rasta kam hau sabu gaon barsa mass anthe anthe 🦵 pani9 hrs ago
More news from ଓଡ଼ିଶା and nearby areas
- ବରଗଡ଼ ତୁରୁଙ୍ଗା ସ୍ଥିତ ମା ବୈସ୍ନୋଦେବୀ ଙ୍କ ଦର୍ଶନକଲେ ଛତିଶଗଡ଼ ବରଗଡ଼ ତୁରୁଙ୍ଗା ସ୍ଥିତ ମା ବୈସ୍ନୋଦେବୀ ଙ୍କ ଦର୍ଶନ କଲେ ଛତିଶଗଡ଼ ରାଜ୍ୟର ମହାମହିମ ରାଜ୍ୟପାଳ...1
- ରାସ୍ତା ଖରାପ ଯୋଗୁଁ ଯାଇପରିଲାନି ଏମ୍ବୁଲାଂଶ ରୋଗୀଙ୍କୁ ଦେଢ଼ କିଲୋମିଟର ବାଇକରେ ଆଣିଲେ ପରିବାର1
- 🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार “नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।” धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है। 📍 ओडिशा | POLITICAL NEWS #DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews 🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार “नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।” धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है। 📍 ओडिशा | POLITICAL NEWS #DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews1
- Class 10th କିମ୍ବା ଅଧିକ ପାଠ ପଢ଼ି ବେରୋଜଗାର ମାନଙ୍କ ପାଇଁ 100% FREE ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଚାକିରୀ ସୁଯୋଗ 100% FREE ପ୍ରଶିକ୍ଷଣ କାର୍ଯ୍ୟକ୍ରମ Sambalpur, Rourkela Tollway Private Limited & QIQI CSR Q ଅର୍ନ୍ତଗତ ଗୋଟିଏ ମାସର ନିଃଶୁଳ୍କ ପ୍ରଶିକ୍ଷଣ ପରେ ରୋଜଗାର ପ୍ରଦାନ କରାଯାଉଅଛି, ଏହି କାର୍ଯ୍ୟକ୍ରମ ଭାରତର ପ୍ରତିଷ୍ଠିତ NGO ପିପଲ ଟ୍ରି ଫାଉଣ୍ଡେସନ୍ ଏହାକୁ ପରିପ୍ପଳନା କରୁଛି। SI.NO.1 - TradeRetail Sales1Associate Minimum Qualification - 10th Pass Course Duration - 1 Month ବୟସ ସୀମା : ୧୮ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଦରକାର । Job Location - Sundargarh, Rourkela, Jharsuguda, Sambalpur, etc ଯୋଜନାର ଲାଭ : 1 - ମାଗଣା ତାଲିମ, ଖାଦ୍ୟ, ଆବାସିକ ସୁବିଧା ଏବଂ ତାଲିମ ସାମଗ୍ରୀ। 2 - 100 ପ୍ରତିଶତ ତାଲିମପ୍ରାପ୍ତ ହିତାଧୁକାରୀଙ୍କୁ ନିଶ୍ଚିତ ନିଯୁକ୍ତି ପ୍ରଦାନ ପାଇଁ ବ୍ୟବସ୍ଥା। 3 - ସାଧାରଣ ଇଂରାଜୀ ଭାଷା, ବ୍ୟକ୍ତିଗତ ଏବଂ ଯୋଗାଯୋଗ ଦକ୍ଷତା ଏବଂ ସାଧାରଣ କମ୍ପ୍ୟୁଟର Skills ପ୍ରଦାନ କରାଯିବ। 4 - ଓଡ଼ିଶା ଭିତରେ ନିଯୁକ୍ତି ଆବେଦନ ପ୍ରକ୍ରିୟା : ପ୍ରବେଶ ଗ୍ରହଣ ସମୟରେ ଦରକାରୀ ପ୍ରମାଣ ପତ୍ର : (୧) ୪ଟି ପାସପୋର୍ଟ ଫଟୋ,(୨) ଆଧାର ପ୍ରମାଣ ପତ୍ର,(୩) ଦଶମ ଶ୍ରେଣୀ ପ୍ରମାଣ ପତ୍ର,(୪) ରେସନ୍ କାର୍ଡ଼ ଯୋଗାଯୋଗ ନମ୍ବର :7978903567 ଠିକଣା - ମହୁଲପାଲି, ସୁଆଁ ରୋଡ଼, ସୈନୀକ ବିଦ୍ୟାଳୟ, ବ୍ଳକ – ଟାଙ୍ଗରପାଲି, ଜି.- ସୁନ୍ଦରଗଡ଼-770002 Address - MAHULPALI, SURDA ROAD,SAINIK SCHOOL, BLOCK- TANGARPALI, DIST. SUNDARGARH, PIN-7700021
- ବାଲି ମାଫିଆଙ୍କୁ ସାବାଡ଼ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏବେ ବାଲି ପାଇଁ ଧାର୍ଯ୍ୟ ହେଲା MSP। ଏଣିକି ଏକ କ୍ୟୁବିକ ମିଟର ବାଲି ୩୪୦ ଟଙ୍କାରେ ମିଳିବ, ଅର୍ଥାତ ଗୋଟିଏ ଟ୍ରାକ୍ଟର ବାଲି ପାଇଁ ଲୋକଙ୍କୁ ମାତ୍ର ୬୮୦ ଟଙ୍କା ଦେବାକୁ ପଡ଼ିବ। ଚୋରା କାରବାର ରୋକିବାକୁ ଖୁବଶୀଘ୍ର ୧୦୦ରୁ ଅଧିକ ବାଲି ଖାଦାନର ଇ-ଲଟେରୀ କରାଯିବ ବୋଲି ଘୋଷଣା କରିଛନ୍ତି ଖଣି ମନ୍ତ୍ରୀ।1
- #ଜଳଛାୟା_ପ୍ରକଳ୍ପ_ରେ_ନିମ୍ନ_ମାନର_କାମ_ହୋଇଛି ଏହାକୁ ନେଇ ସୁବର୍ଣପୁର ଜ଼ିଲ୍ଲା ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମହଣିପାଲି/ରାଜପାଲି ବାରପାହାଡ_ପୀଠରେ ଜଳଛାୟା ପ୍ରକଳ୍ପର କାମର ମାନ ଏବଂ ସ୍ଥାୟିତ୍ୱ ଉପରେ ଗ୍ରାମବାସୀ ତଥା ଆଞ୍ଚଳିକ ବାରପାହାଡ ସେନା ପ୍ରଶ୍ନ ଉଠାଇ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଛନ୍ତି District Administration Subarnapur #district_administration_subarnapur #dist_admin_subarnapur #dfosubarnapur #rishitv #hilights #trendingpost #lowwork1
- ମୁଇଁ ମିଡିଆ ଲାଗି ଇଲେକ୍ସନ୍ ରେ ଜିତିଲି - ନିହାର ମହାନନ୍ଦ ବିଧାୟକ ଅତାବିରା ମୁଇଁ ମିଡିଆ ଲାଗି ଇଲେକ୍ସନ୍ ରେ ଜିତିଲି - ନିହାର ମହାନନ୍ଦ ବିଧାୟକ ଅତାବିରା1
- *ଖବର ଆଜିର, ୮ ଅଗଷ୍ଟ ଶନିବାର* ================ ଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ ରେ ମୁଖ୍ୟମନ୍ତ୍ରୀ ମାଝୀ ୪୩,୪୩୭ କୋଟି ନିବେଶ ପ୍ରସ୍ତାବ ପାଇଲେ। ୨୭ ଏମ୍ଓୟୁ, ୧୨ ଆଇଆଇଏଫ୍, ୪୩,୩୧୬ ନିଯୁକ୍ତି ସୃଷ୍ଟି ଆଶା। ବିପଦରେ ବ୍ରାହ୍ମଣୀ ନଦୀ, ୭୧୨ କୋଟିର ବ୍ୟାରେଜ୍ ପ୍ରକଳ୍ପ ଅନିଶ୍ଚିତ, ପ୍ରତି ମିନିଟ୍ରେ ଶିଳ୍ପ ଶୋଷୁଛି ୨ ଲକ୍ଷ ଲିଟର ପାଣି। ପିଜି ନାମଲେଖା ତାଲିକାରେ ୨୧ ହଜାର ଛାତ୍ରଛାତ୍ରୀ। ୧୧ ତାରିଖ ଯାଏଁ ନାମଲେଖା, ୨୧ ତାରିଖରୁ ପାଠପଢ଼ା ଆରମ୍ଭ। ସୁଭଦ୍ରା ମାଗଣା ଟଙ୍କା: ୨୫ ଜୁଲାଇ ସୁଦ୍ଧା ତାଲିକାରେ ନାଁ ଥିଲେ ମିଳିବ ସୁଭଦ୍ରା ଟଙ୍କା। ଖରିଫ୍ ଫସଲ ପାଇଁ ଚାଷୀଙ୍କୁ ସାର ଯୋଗାଣ ଓ ସୁଷମ ବଣ୍ଟନ ସୁନିଶ୍ଚିତ କରିବେ ଜିଲ୍ଲାପାଳ। ବନ୍ୟାରେ ୨୩ ଜିଲ୍ଲାରେ ଏବେ ସୁଦ୍ଧା ୩୫୬୭ କ୍ଷତିଗ୍ରସ୍ତ ଘର ଚିହ୍ନଟ।୩୭ ହଜାର ହେକ୍ଟର ଫସଲ ପ୍ରଭାବିତ। ଚାଷୀ ପଞ୍ଜୀକରଣ ପାଇଁ ଜଟିଳ ଇଂରାଜୀରେ ଲେଖା ନିର୍ଦ୍ଦେଶ ପଢିବାକୁ ପଡିବ। ପଞ୍ଜୀକରଣ ହୋଇପାରୁନି। ଚାଷୀ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳ ହୋଇଛି ଏଗ୍ରିଷ୍ଟାକ୍ ଫାର୍ମର ଆଇଡି। ପଟ୍ଟା ମାଲିକାନା ସଂଶୋଧିତ ହୋଇ ନଥିବାରୁ ଆଇଡି ହୋଇପାରୁ ନାହିଁ। ଅକ୍ଷୟ ଶକ୍ତି ପାଇଁ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର। ସୌର, ପବନଓ ଗ୍ରିନ୍ ହାଇଡ୍ରୋଜେନ୍ରେ ସହଯୋଗ ହେବ। ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜରେ ମାଗଣାରେ ହେବ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର। ପୁରୀ ସ୍ବର୍ଗଦ୍ବାରରେ କାଠ ସଙ୍କଟ, ୫ ବର୍ଷରେ ବଢ଼ିଛି ତିନିଗୁଣା ଶବ, ବିକଳ୍ପ ଦାହ ବ୍ୟବସ୍ଥା ନାଲିଫିତା ତଳେ। କେନ୍ଦ୍ରାପଡା ମହାକାଳପଡ଼ା ରେଞ୍ଜରେ ଗଛଲଗା, ଫିସ୍ବୋନ୍ ଚ୍ୟାନେଲ୍ ଖୋଳା ନାଁରେ ଅଢେ଼ଇ କୋଟି ଖାଇଗଲେ ବୋଲି ଅଭିଯୋଗ। ବନ୍ଦ ହେଉଥିବା ବରଗଡ଼ ସିମେଣ୍ଟ କାରଖାନାର ଶ୍ରମିକ ମାନଙ୍କ ପାଇଁ ୨୬.୮୧ କୋଟି ଟଙ୍କାର ଲାଭ ନିଶ୍ଚିତ କଲେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ। ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀରେ ବିଗତ ୪ ବର୍ଷରେ ୧୦ରୁ ଅଧିକ ଜଣଙ୍କ ମୃତ୍ୟୁ। ସୁରକ୍ଷା ପାଇଁ ପ୍ରଶାସନର ଯୋଜନା ନାହିଁ। କେନ୍ଦୁଝର ବଡ଼ବିଲ ICICI ବ୍ୟାଙ୍କରେ ଜାଲିଆତି କରି ୪୨ ଲକ୍ଷ ଟଙ୍କା ହଡ଼ପ, ବନ୍ଧା ହେଲେ ବାପ ପୁଅ। ଗଜପତି ରାୟଗଡ଼ରେ ଶୋଇଥିଲା ବେଳେ ସାପ କାମୁଡ଼ାରେ ମାଆ ଓ ପୁଅ ମୃତ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗାରେ ଏକାଧିକ ସ୍ଥାନରେ ଚୋରି ଉଦ୍ୟମ, ଜଣେ ସନ୍ଦିଗ୍ଧ ଅଟକ। ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳରେ ଲୋକେ ରାତିସାରା ଭୟଭୀତ। ମାଲକାନଗିରିରେ ବେକାରି ଯୁବକମାନଙ୍କ ପାଇଁ ନକଲି ନିଯୁକ୍ତି ବିଜ୍ଞାପନ ଦେଇ ଯୁବକ ଗିରଫ। 🇳🇪 ବୋଫର୍ସ ଘୋଟାଲାରେ ପୂର୍ଣ୍ଣଛେଦ। ହିନ୍ଦୁଜା ଭ୍ରାତାମାନେ ଦୋଷମୁକ୍ତ ହେଲେ। ରାୟ ବିରୋଧରେ ଆବେଦନ ଖାରଜ। ଚୋରଙ୍କୁ ମିଳିଲା ସୁରକ୍ଷା। ରାମମନ୍ଦିରର ୩,୩୦୦ କୋଟିର ଅଡିଟ୍ ରିପୋର୍ଟରେ ଦାନର ସମସ୍ତ ଅର୍ଥ ସୁରକ୍ଷିତ ଅଛି। ଜୀବନ ହାରୁଛନ୍ତି ସିଆର୍ପିଏଫ୍ ଯବାନ, ୨୦୨୫ ରେ ୫୯ ଜଣ ଯବାନଙ୍କ ଆତ୍ମହତ୍ୟା। ଲଗାଣ ବର୍ଷାରେ ବେହାଲ୍ ଦିଲ୍ଲୀ-NCR। ରାସ୍ତାରେ ସମୁଦ୍ର ପରିସ୍ଥିତି। ପଂଜାବରେ ବାପାଙ୍କ ଅନ୍ତିମ ସଂସ୍କାର ଭିଡିଓ କଲ୍ ରେ ଦେଖିଲେ ୩ ଝିଅ, କେହି ଆସିଲେ ନାହିଁ, ୫,୧୦୦ ଟଙ୍କା ଦେଇଥିଲେ। ମାନବାଧିକାର କମିଶନ ଜରିଆରେ ନୋଟିସ ଦେଇ ଫେସବୁକ୍ ଓ ଇନ୍ଷ୍ଟାଗ୍ରାମକୁ ଡରେଇଲେ ଭାରତ ସରକାର। ଥାଇଲାଣ୍ଡ ସ୍କୁଲରେ ୧୪ ବର୍ଷୀୟ ଛାତ୍ରର ଗୁଳିମାଡ଼, ୮ ମୃତ। ଆମେରିକା ଚାପରେ ଭାରତ ଏବେ ଆମେରିକାରୁ ସବୁଠୁ ଅଧିକ ୬୭ ପ୍ରତିଶତ ଏଲ୍ପିଜି ଆମଦାନି କରୁଛି। କାଲିଫର୍ନିଆରେ ପଞ୍ଜାବ ଯୁବକଙ୍କୁ ଗୁଳିମାଡ଼, ମୃତଦେହ ଫେରାଇବାକୁ ପରିବାରର ନିବେଦନ। 🚴🏾♂️⚽🏏 ମୟୁରଭଞ୍ଜ ରାଇରଙ୍ଗପୁରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଶ୍ରୀଲଙ୍କା ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍ର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୮ ୱିକେଟ୍ ହରାଇ ୩୬୩ ରନ୍ କରିଛି। କନିଷ୍ଠ ଏସିଆ କପ୍ ଲାଗି ଭାରତୀୟ ଦଳ ଘୋଷିତ, ଅଧିନାୟକ ଅନମୋଲଙ୍କ ସହ ଓଡ଼ିଶାରୁ ୭ ଜଣ ଖେଳିବେ। ଏଫଆଇଏଚ୍ ପୁରୁଷ ହକି ବିଶ୍ବକପ୍ ଘୋଷିତ ତାଲିକାରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଅମ୍ପାୟାର କିମ୍ବା ଅଧିକାରୀଙ୍କ ନାଁ ନାହିଁ। ଯାହା ଭାରତ ପାଇଁ ଅସମ୍ମାନ। ଗତବର୍ଷ ଏଇ ସମୟରେ ସରକାର ୨୨,୮୯୬ ଗ୍ରୁପ ସି ପଦବୀରେ ନିଯୁକ୍ତି ଦେବେ ବୋଲି କହିଥିଲେ। ହାଇକୋର୍ଟରେ ରାଜ୍ୟ ସରକାର ସତ୍ୟପାଠ କରିଥିଲେ ଯେ, ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ଅଛି। ଭୁବନେଶ୍ୱର ସୈନିକ ସ୍କୁଲ ନିକଟ ଅଳିଆ ଗଦା ପାଖରେ ମାଗଣା ଆହାର କେନ୍ଦ୍ର ଓ ଜଳଖିଆ ଷ୍ଟଲ ଖୋଲିବେ ବୋଲି ସରକାର କହିଥିଲେ। କାନାଡାରେ କପିଲ ଶର୍ମାଙ୍କ କାଫେରେ ପୁଣି ଥରେ ଗୁଳିକାଣ୍ଡ ହୋଇଥିଲା ================= ଆଜି ଜନ୍ମଦିନ: କପିଲ ସିବଲ, ଦିଲୀପ ସରଦେଶାଇ, ପେଣ୍ଟଲ, ନଫିସା ଅଲ୍ଲୀ, ମୀରାବାଇ ଚାନୁ, ମୋହନ ସୁନ୍ଦର ଗୋସ୍ୱାମୀ, ପ୍ରସନ୍ନ ଆଚାର୍ଯ୍ୟ, ଶରତ ପୂଜାରୀ ଇତିହାସରେ ଆଜି: (୧୯୪୨) କଂଗ୍ରେସ ଦ୍ୱାରା ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ/ (୧୮୧୫) ନିର୍ବାସିତ ଜୀବନ କଟାଇବାକୁ ନେପୋଲିୟନ ଗଲେ ସେଣ୍ଟ ହେଲେନା =============== ଗଛଟିଏ ଲଗାନ୍ତୁ 🌹1