logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*ଖବର ଆଜିର, ୮ ଅଗଷ୍ଟ ଶନିବାର* ================ ଦିଲ୍ଲୀରେ ଓଡ଼ିଶା ଫୁଡ୍‌ ପ୍ରୋ ରେ ମୁଖ୍ୟମନ୍ତ୍ରୀ ମାଝୀ ୪୩,୪୩୭ କୋଟି ନିବେଶ ପ୍ରସ୍ତାବ ପାଇଲେ। ୨୭ ଏମ୍‌ଓୟୁ, ୧୨ ଆଇଆଇଏଫ୍‌, ୪୩,୩୧୬ ନିଯୁକ୍ତି ସୃଷ୍ଟି ଆଶା। ବିପଦରେ ବ୍ରାହ୍ମଣୀ ନଦୀ, ୭୧୨ କୋଟିର ବ୍ୟାରେଜ୍‌ ପ୍ରକଳ୍ପ ଅନିଶ୍ଚିତ, ପ୍ରତି ମିନିଟ୍‌‌ରେ ଶିଳ୍ପ ଶୋଷୁଛି ୨ ଲକ୍ଷ ଲିଟର ପାଣି। ପିଜି ନାମଲେଖା ତାଲିକାରେ ୨୧ ହଜାର ଛାତ୍ରଛାତ୍ରୀ। ୧୧ ତାରିଖ ଯାଏଁ ନାମଲେଖା, ୨୧ ତାରିଖରୁ ପାଠପଢ଼ା ଆରମ୍ଭ। ସୁଭଦ୍ରା ମାଗଣା ଟଙ୍କା: ୨୫ ଜୁଲାଇ ସୁଦ୍ଧା ତାଲିକାରେ ନାଁ ଥିଲେ ମିଳିବ ସୁଭଦ୍ରା ଟଙ୍କା। ଖରିଫ୍‌ ଫସଲ ପାଇଁ ଚାଷୀଙ୍କୁ ସାର ଯୋଗାଣ ଓ ସୁଷମ ବଣ୍ଟନ ସୁନିଶ୍ଚିତ କରିବେ ଜିଲ୍ଲାପାଳ। ବନ୍ୟାରେ ୨୩ ଜିଲ୍ଲାରେ ଏବେ ସୁଦ୍ଧା ୩୫୬୭ କ୍ଷତିଗ୍ରସ୍ତ ଘର ଚିହ୍ନଟ।୩୭ ହଜାର ହେକ୍ଟର ଫସଲ ପ୍ରଭାବିତ। ଚାଷୀ ପଞ୍ଜୀକରଣ ପାଇଁ ଜଟିଳ ଇଂରାଜୀରେ ଲେଖା ନିର୍ଦ୍ଦେଶ ପଢିବାକୁ ପଡିବ। ପଞ୍ଜୀକରଣ ହୋଇପାରୁନି। ଚାଷୀ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳ ହୋଇଛି ଏଗ୍ରିଷ୍ଟାକ୍ ଫାର୍ମର ଆଇଡି। ପଟ୍ଟା ମାଲିକାନା ସଂଶୋଧିତ ହୋଇ ନଥିବାରୁ ଆଇଡି ହୋଇପାରୁ ନାହିଁ। ଅକ୍ଷୟ ଶକ୍ତି ପାଇଁ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର। ସୌର, ପବନଓ ଗ୍ରିନ୍ ହାଇଡ୍ରୋଜେନ୍‌ରେ ସହଯୋଗ ହେବ। ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜରେ ମାଗଣାରେ ହେବ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର। ପୁରୀ ସ୍ବର୍ଗଦ୍ବାରରେ କାଠ ସଙ୍କଟ, ୫ ବର୍ଷରେ ବଢ଼ିଛି ତିନିଗୁଣା ଶବ, ବିକଳ୍ପ ଦାହ ବ୍ୟବସ୍ଥା ନାଲିଫିତା ତଳେ। କେନ୍ଦ୍ରାପଡା ମହାକାଳପଡ଼ା ରେଞ୍ଜରେ ଗଛଲଗା, ଫିସ୍‌ବୋନ୍‌ ଚ୍ୟାନେଲ୍‌ ଖୋଳା ନାଁରେ ଅଢେ଼ଇ କୋଟି ଖାଇଗଲେ ବୋଲି ଅଭିଯୋଗ। ବନ୍ଦ ହେଉଥିବା ବରଗଡ଼ ସିମେଣ୍ଟ କାରଖାନାର ଶ୍ରମିକ ମାନଙ୍କ ପାଇଁ ୨୬.୮୧ କୋଟି ଟଙ୍କାର ଲାଭ ନିଶ୍ଚିତ କଲେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ। ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀରେ ବିଗତ ୪ ବର୍ଷରେ ୧୦ରୁ ଅଧିକ ଜଣଙ୍କ ମୃତ୍ୟୁ। ସୁରକ୍ଷା ପାଇଁ ପ୍ରଶାସନର ଯୋଜନା ନାହିଁ। କେନ୍ଦୁଝର ବଡ଼ବିଲ ICICI ବ୍ୟାଙ୍କରେ ଜାଲିଆତି କରି ୪୨ ଲକ୍ଷ ଟଙ୍କା ହଡ଼ପ, ବନ୍ଧା ହେଲେ ବାପ ପୁଅ। ଗଜପତି ରାୟଗଡ଼ରେ ଶୋଇଥିଲା ବେଳେ ସାପ କାମୁଡ଼ାରେ ମାଆ ଓ ପୁଅ ମୃତ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗାରେ ଏକାଧିକ ସ୍ଥାନରେ ଚୋରି ଉଦ୍ୟମ, ଜଣେ ସନ୍ଦିଗ୍ଧ ଅଟକ। ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳରେ ଲୋକେ ରାତିସାରା ଭୟଭୀତ। ମାଲକାନଗିରିରେ ବେକାରି ଯୁବକମାନଙ୍କ ପାଇଁ ନକଲି ନିଯୁକ୍ତି ବିଜ୍ଞାପନ ଦେଇ ଯୁବକ ଗିରଫ। 🇳🇪 ବୋଫର୍ସ ଘୋଟାଲାରେ ପୂର୍ଣ୍ଣଛେଦ। ହିନ୍ଦୁଜା ଭ୍ରାତାମାନେ ଦୋଷମୁକ୍ତ ହେଲେ। ରାୟ ବିରୋଧରେ ଆବେଦନ ଖାରଜ। ଚୋରଙ୍କୁ ମିଳିଲା ସୁରକ୍ଷା। ରାମମନ୍ଦିରର ୩,୩୦୦ କୋଟିର ଅଡିଟ୍ ରିପୋର୍ଟରେ ଦାନର ସମସ୍ତ ଅର୍ଥ ସୁରକ୍ଷିତ ଅଛି। ଜୀବନ ହାରୁଛନ୍ତି ସିଆର୍‌ପିଏଫ୍‌ ଯବାନ, ୨୦୨୫ ରେ ୫୯ ଜଣ ଯବାନଙ୍କ ଆତ୍ମହତ୍ୟା। ଲଗାଣ ବର୍ଷାରେ ବେହାଲ୍ ଦିଲ୍ଲୀ-NCR। ରାସ୍ତାରେ ସମୁଦ୍ର ପରିସ୍ଥିତି। ପଂଜାବରେ ବାପାଙ୍କ ଅନ୍ତିମ ସଂସ୍କାର ଭିଡିଓ କଲ୍ ରେ ଦେଖିଲେ ୩ ଝିଅ, କେହି ଆସିଲେ ନାହିଁ, ୫,୧୦୦ ଟଙ୍କା ଦେଇଥିଲେ। ମାନବାଧିକାର କମିଶନ ଜରିଆରେ ନୋଟିସ ଦେଇ ଫେସବୁକ୍ ଓ ଇନ୍‌ଷ୍ଟାଗ୍ରାମକୁ ଡରେଇଲେ ଭାରତ ସରକାର। ଥାଇଲାଣ୍ଡ ସ୍କୁଲରେ ୧୪ ବର୍ଷୀୟ ଛାତ୍ରର ଗୁଳିମାଡ଼, ୮ ମୃତ। ଆମେରିକା ଚାପରେ ଭାରତ ଏବେ ଆମେରିକାରୁ ସବୁଠୁ ଅଧିକ ୬୭ ପ୍ରତିଶତ ଏଲ୍‌ପିଜି ଆମଦାନି କରୁଛି। କାଲିଫର୍ନିଆରେ ପଞ୍ଜାବ ଯୁବକଙ୍କୁ ଗୁଳିମାଡ଼, ମୃତଦେହ ଫେରାଇବାକୁ ପରିବାରର ନିବେଦନ। 🚴🏾‍♂️⚽🏏 ମୟୁରଭଞ୍ଜ ରାଇରଙ୍ଗପୁରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଶ୍ରୀଲଙ୍କା ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୮ ୱିକେଟ୍‌ ହରାଇ ୩୬୩ ରନ୍‌ କରିଛି। କନିଷ୍ଠ ଏସିଆ କପ୍‌ ଲାଗି ଭାରତୀୟ ଦଳ ଘୋଷିତ, ଅଧିନାୟକ ଅନମୋଲଙ୍କ ସହ ଓଡ଼ିଶାରୁ ୭ ଜଣ ଖେଳିବେ। ଏଫଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ଘୋଷିତ ତାଲିକାରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଅମ୍ପାୟାର କିମ୍ବା ଅଧିକାରୀଙ୍କ ନାଁ ନାହିଁ। ଯାହା ଭାରତ ପାଇଁ ଅସମ୍ମାନ। ଗତବର୍ଷ ଏଇ ସମୟରେ ସରକାର ୨୨,୮୯୬ ଗ୍ରୁପ ସି ପଦବୀରେ ନିଯୁକ୍ତି ଦେବେ ବୋଲି କହିଥିଲେ। ହାଇକୋର୍ଟରେ ରାଜ୍ୟ ସରକାର ସତ୍ୟପାଠ କରିଥିଲେ ଯେ, ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ଅଛି। ଭୁବନେଶ୍ୱର ସୈନିକ ସ୍କୁଲ ନିକଟ ଅଳିଆ ଗଦା ପାଖରେ ମାଗଣା ଆହାର କେନ୍ଦ୍ର ଓ ଜଳଖିଆ ଷ୍ଟଲ ଖୋଲିବେ ବୋଲି ସରକାର କହିଥିଲେ। କାନାଡାରେ କପିଲ ଶର୍ମାଙ୍କ କାଫେରେ ପୁଣି ଥରେ ଗୁଳିକାଣ୍ଡ ହୋଇଥିଲା ================= ଆଜି ଜନ୍ମଦିନ: କପିଲ ସିବଲ, ଦିଲୀପ ସରଦେଶାଇ, ପେଣ୍ଟଲ, ନଫିସା ଅଲ୍ଲୀ, ମୀରାବାଇ ଚାନୁ, ମୋହନ ସୁନ୍ଦର ଗୋସ୍ୱାମୀ, ପ୍ରସନ୍ନ ଆଚାର୍ଯ୍ୟ, ଶରତ ପୂଜାରୀ ଇତିହାସରେ ଆଜି: (୧୯୪୨) କଂଗ୍ରେସ ଦ୍ୱାରା ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ/ (୧୮୧୫) ନିର୍ବାସିତ ଜୀବନ କଟାଇବାକୁ ନେପୋଲିୟନ ଗଲେ ସେଣ୍ଟ ହେଲେନା =============== ଗଛଟିଏ ଲଗାନ୍ତୁ 🌹

9 hrs ago
user_Binod pandey
Binod pandey
Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•

More news from ଓଡ଼ିଶା and nearby areas
  • ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପାଇବେ DGP ଡିସ୍କ ସମ୍ମାନ
    1
    ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପାଇବେ DGP ଡିସ୍କ ସମ୍ମାନ
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    6 hrs ago
  • କୁନାଶିଲା-ମହିବିଲା ରାସ୍ତା ପାଲଟିଛି ମରଣଯନ୍ତା, ସ୍ଥାନୀୟ ଅଞ୍ଚଳବାସୀ ହଇରାଣ
    1
    କୁନାଶିଲା-ମହିବିଲା ରାସ୍ତା ପାଲଟିଛି ମରଣଯନ୍ତା, ସ୍ଥାନୀୟ ଅଞ୍ଚଳବାସୀ ହଇରାଣ
    user_ବୌଦ୍ଧ ଦର୍ପଣ
    ବୌଦ୍ଧ ଦର୍ପଣ
    Voice of people କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    9 hrs ago
  • ଅସଂପୂର୍ଣ୍ଣ ହୋଇ ପଡି ରହିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତର ପୋଡ଼ାପଦର ସ୍ଥିତ ବିଜୁକଲ୍ୟାଣ ମଣ୍ଡପ । ୨୦୨୧-୨୨ର ଟିଏଫସିରୁ ନିର୍ମିତ ହେଉଥିବା ମଣ୍ଡପ କେବେ ହେବ ସଂପୂର୍ଣ୍ଣ ?
    1
    ଅସଂପୂର୍ଣ୍ଣ ହୋଇ ପଡି ରହିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପଞ୍ଚାୟତର ପୋଡ଼ାପଦର ସ୍ଥିତ ବିଜୁକଲ୍ୟାଣ ମଣ୍ଡପ । ୨୦୨୧-୨୨ର ଟିଏଫସିରୁ ନିର୍ମିତ ହେଉଥିବା ମଣ୍ଡପ କେବେ ହେବ ସଂପୂର୍ଣ୍ଣ ?
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    9 hrs ago
  • ରାସ୍ତା ଖରାପ ଯୋଗୁଁ ଯାଇପରିଲାନି ଏମ୍ବୁଲାଂଶ ରୋଗୀଙ୍କୁ ଦେଢ଼ କିଲୋମିଟର ବାଇକରେ ଆଣିଲେ ପରିବାର
    1
    ରାସ୍ତା ଖରାପ ଯୋଗୁଁ ଯାଇପରିଲାନି ଏମ୍ବୁଲାଂଶ ରୋଗୀଙ୍କୁ ଦେଢ଼ କିଲୋମିଟର ବାଇକରେ ଆଣିଲେ ପରିବାର
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    7 hrs ago
  • 🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार “नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।” धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है। 📍 ओडिशा | POLITICAL NEWS #DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews 🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार “नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।” धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है। 📍 ओडिशा | POLITICAL NEWS #DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews
    1
    🚨 BREAKING NEWS | धर्मेंद्र प्रधान का नवीन पटनायक पर पलटवार

“नवीन बाबू मुझे Go Back बोल रहे हैं। मैंने आज तक ऐसा कोई काम नहीं किया और न ही कभी करूंगा, जिससे मेरे ओडिया भाइयों और बहनों का सिर झुक जाए।”

धर्मेंद्र प्रधान ने रेड़ा खोल में यह बयान देते हुए पूर्व मुख्यमंत्री पर निशाना साधा। उनके बयान के बाद ओडिशा की राजनीति में सियासी हलचल तेज हो गई है।

📍 ओडिशा | POLITICAL NEWS

#DharmendraPradhan #NaveenPatnaik #OdishaPolitics #OdishaNews #PoliticalNews #BreakingNews #P24NEWSExpress #P24News #Odishanews

    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    14 min ago
  • ମୁଇଁ ମିଡିଆ ଲାଗି ଇଲେକ୍ସନ୍ ରେ ଜିତିଲି - ନିହାର ମହାନନ୍ଦ ବିଧାୟକ ଅତାବିରା ମୁଇଁ ମିଡିଆ ଲାଗି ଇଲେକ୍ସନ୍ ରେ ଜିତିଲି - ନିହାର ମହାନନ୍ଦ ବିଧାୟକ ଅତାବିରା
    1
    ମୁଇଁ ମିଡିଆ ଲାଗି ଇଲେକ୍ସନ୍ ରେ ଜିତିଲି - ନିହାର ମହାନନ୍ଦ ବିଧାୟକ ଅତାବିରା

    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    3 hrs ago
  • ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ
    1
    ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    23 hrs ago
  • ବୌଦ୍ଧ ଜିଲ୍ଲାପାଳଙ୍କ ନାମରେ ଠକେଇ ଉଦ୍ୟମ,ସତର୍କ ରହିବାକୁ ସୂଚନା
    1
    ବୌଦ୍ଧ ଜିଲ୍ଲାପାଳଙ୍କ ନାମରେ ଠକେଇ ଉଦ୍ୟମ,ସତର୍କ ରହିବାକୁ ସୂଚନା
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    6 hrs ago
  • ସୁବର୍ଣ୍ଣପୁର ଜିଲ୍ଲାପାଳ ଡୁଙ୍ଗୁରିପାଲି ହସ୍ପିଟାଲ କୁ ପରିଦର୍ଶନ କଲେ ତାଙ୍କ ସହିତ ବିଡିଓ ତସିଲଦାର ମଧ୍ୟ
    1
    ସୁବର୍ଣ୍ଣପୁର ଜିଲ୍ଲାପାଳ ଡୁଙ୍ଗୁରିପାଲି  ହସ୍ପିଟାଲ କୁ ପରିଦର୍ଶନ କଲେ ତାଙ୍କ ସହିତ ବିଡିଓ ତସିଲଦାର ମଧ୍ୟ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.