"ରାଷ୍ଟ୍ରତନ୍ତ୍ର" ଖବର କାଗଜ ପକ୍ଷରୁ ତାଳଚେର ଶିଳ୍ପାଞ୍ଚଳ ମହିଳା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତାଳଚେର :- "ରାଷ୍ଟ୍ରତନ୍ତ୍ର" ଖବରକାଗଜ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତାଳଚେର ଶିଳ୍ପାଞ୍ଚଳ ମହିଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ତାଳଚେର ଉପ ଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟ ପରିସରରେ ଅନେକ ଔଷଧୀୟ ବୃକ୍ଷ ରୋପଣ କରିଥିବା ବେଳେ ସଂମାନନୀୟ ଅତିଥି ଭାବେ ତାଳଚେର ବନବିଭାଗ ଅଧିକାରୀ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀ ମାନଙ୍କର ଗହଣରେ ବୃକ୍ଷ ରୋପଣ କରାଯାଇଥିଲା l ଏହି ପରିପ୍ରେକ୍ଷିରେ ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ଶ୍ରୀ ସାହୁ ଶ୍ରେଣୀ ଗୃହରେ ପହଞ୍ଚି ସେ ଆଧ୍ୟାତ୍ମିକ ଭାବାବେଗତା ମଧ୍ୟରେ ଛାତ୍ରୀ ମାନଙ୍କୁ ଶିକ୍ଷା ସମ୍ବଦ୍ଧିୟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ l ସେହିପରି ଅନ୍ୟତମ ଅତିଥି ମାନେ ମଧ୍ୟ ବୃକ୍ଷ ରୋପଣ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ l ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ରାଷ୍ଟ୍ରତନ୍ତ୍ର ଖବରକାଗଜର ସମ୍ପାଦକ ଦେବାଶିଷ ପରିଡା ଓ ମୁଖ୍ୟ ସମ୍ପାଦକ ଧୀରମୋହନ ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ l

- ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ଦେବଗଡ଼ ଜିଲ୍ଲା ଝରାଗୋଗୁଆ ପଞ୍ଚାୟତରେ ଯାତାୟତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି #LatestNews #UpdateNews #apanankakhabara #debagada #cuttack #Bhubaneswar #news #OdishaNews #odisha1
- 🙏🙏🙏ରକ୍ତଦାନ ଜୀବନଦାନ 🙏🙏🙏 ଆଜି JSW କମ୍ପାନୀ ମାଲିକ ଓ ପି ଜିନ୍ଦଲ ଙ୍କ ଜନ୍ମଦିନ ଉପଲକ୍ଷେ ବଡ଼ବିଲ କଲୋନୀ ଠାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା ଏବଂ jsw କର୍ମଚାରୀ ଅନେକ ମାତ୍ରାରେ ରକ୍ତଦାନ କରିଥବାରୁ ଅନେକ ଧନ୍ୟବାଦ 🙏🙏🙏1
- ଗୋତଳ ଗ୍ରାମ ମୌଜାରେ ବର୍ଷା ପାଣି ଲହଡ଼ି ମାରୁଚି ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି1
- ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ1
- ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ। ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।1
- ରାସୋଳ ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ଉଦଘାଟିତ ହିନ୍ଦୋଳର ରାସୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ. ମୋଟ ୮ ଗୋଟି ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିବା ସହ ସମସ୍ତ ଗୁରୁଜୀ ଗୁରୁମା ମାନେ ମଧ୍ୟ ସାମିଲ ହୋଇଛନ୍ତି.ଆଜି ଆସନ୍ତା କାଲି ଦୁଇ ଦିନ ଧରି ଏହା ଚାଳିବ.1
- ପିପୁଲସ କଲେଜ ବୁଗୁଡ଼ା ରାଜନୀତୀ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପାଠାଚକ୍ର ଅନୁଷ୍ଠିତ ପିପୁଲସ କଲେଜ ବୁଗୁଡ଼ା ରାଜନୀତୀ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ପାଠାଚକ୍ର ଅନୁଷ୍ଠିତ #LatestNews #UpdateNews #apanankakhabara #cuttack #ganjam #Bhubaneswar #news #OdishaNews #odisha1
- ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପାଇବେ DGP ଡିସ୍କ ସମ୍ମାନ1
- ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଜଙ୍କିଆ ଏ ଡି ଇ ଓ ଗିରଫ ରଣପୁର,08/08 ରାଜ୍ୟରେ ସରକାରୀ ଅଧିକାରୀ ଅଧିକାରୀ ମାନଙ୍କ ଲାଞ୍ଚଖୋର ମନୋବୃତି ଏତେ ମାତ୍ରାରେ ବଡିଛି ଯେ ବିନା ଲାଞ୍ଚରେ କିଛି କାର୍ଯ୍ୟ ହେଉନି। ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହେଲେ ମଧ୍ୟ ସରକାରୀ ଅଧିକାରୀ ସଚେତନ ହେଉନାହାନ୍ତି। ସତେ ଯେପରି ଲାଞ୍ଚନେବା ସରକାରୀ ଚାକିରିଆ ଙ୍କ ବୃତ୍ତିଗତ ଅଧିକାର। ନୟାଗଡ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟଅଗଷ୍ଟ 7 ତାରିଖ ମାଧ୍ୟାର୍ହ୍ନ ରେ ଗିରଫ ହୋଇଥିବା ଜଣାପଡିଛି। ଭଟ୍ଟ ରାଜ ଜଙ୍କିଆ ର ଅକ୍ଷୟ କୁମାର ମାଝୀ ଙ୍କ ଆବାସ ଯୋଜନା ରେ ମନରେଗା ଅର୍ଥ ଓ ବୋନସ ଅର୍ଥ 42 ହଜାର ଟଙ୍କା ପାଇଁ 9 ହଜାର ଦାବି କରି ପୂର୍ବରୁ ପାଞ୍ଚ ହଜାର ଟଙ୍କା ନେଇଥିବା ବେଳେ ଆଉ ବାକି 4 ହଜାର ନେଉଥିବା ବେଳେ ଜଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ନୟାଗଡ ଦୁର୍ନୀତି ନିବାରଣ ବିଭାଗ ନିରୀକ୍ଷକ ବିରୁଆ ବାବୁ ରେଡ ହାଣ୍ଡେଡ ଗିରଫ କରିଥିବା ଜଣା ପଡିଛି। ଭଟ୍ଟବାବୁ ଚମ୍ପାଗଡ ପଞ୍ଚାୟତ ଦାଇତ୍ୱରେ ମଧ୍ୟ ଥିଲେ। ନିରୀକ୍ଷକ ବିରୁଆ ବାବୁ ଅଭିଯୁକ୍ତ ଭଟ୍ଟଙ୍କୁ ଗିରଫ କରି ଭୁବନେଶ୍ୱର ବିଭାଗୀୟ କାର୍ଯ୍ୟାଳୟ କୁ ନେଇଥିନା ସୂଚନା ମିଳିଛି। ଲାଞ୍ଚ ଦେଇଥିବା ଅକ୍ଷୟ ମାଝୀ କୁହନ୍ତି ପ୍ରଥମେ ପାଞ୍ଚ ହଜାର ନେଇଥିଲେ ମଧ୍ୟ ବିଲ ପାଇଁ ବାରମ୍ବାର ଦୌଡ଼ାଇବାରୁ ସେ ଭିଜିଲାନ୍ସ ଦ୍ୱାରସ୍ତ ହୋଇଥିଲେ।2