logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

🙏🙏🙏ରକ୍ତଦାନ ଜୀବନଦାନ 🙏🙏🙏 ଆଜି JSW କମ୍ପାନୀ ମାଲିକ ଓ ପି ଜିନ୍ଦଲ ଙ୍କ ଜନ୍ମଦିନ ଉପଲକ୍ଷେ ବଡ଼ବିଲ କଲୋନୀ ଠାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା ଏବଂ jsw କର୍ମଚାରୀ ଅନେକ ମାତ୍ରାରେ ରକ୍ତଦାନ କରିଥବାରୁ ଅନେକ ଧନ୍ୟବାଦ 🙏🙏🙏

1 day ago
user_KESHAB MOHAPATRA
KESHAB MOHAPATRA
Dyeworks ଘାଟଗାଁ, କେନ୍ଦୁଝର, ଓଡ଼ିଶା•
1 day ago

🙏🙏🙏ରକ୍ତଦାନ ଜୀବନଦାନ 🙏🙏🙏 ଆଜି JSW କମ୍ପାନୀ ମାଲିକ ଓ ପି ଜିନ୍ଦଲ ଙ୍କ ଜନ୍ମଦିନ ଉପଲକ୍ଷେ ବଡ଼ବିଲ କଲୋନୀ ଠାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା ଏବଂ jsw କର୍ମଚାରୀ ଅନେକ ମାତ୍ରାରେ ରକ୍ତଦାନ କରିଥବାରୁ ଅନେକ ଧନ୍ୟବାଦ 🙏🙏🙏

More news from ଓଡ଼ିଶା and nearby areas
  • 🙏🙏🙏ରକ୍ତଦାନ ଜୀବନଦାନ 🙏🙏🙏 ଆଜି JSW କମ୍ପାନୀ ମାଲିକ ଓ ପି ଜିନ୍ଦଲ ଙ୍କ ଜନ୍ମଦିନ ଉପଲକ୍ଷେ ବଡ଼ବିଲ କଲୋନୀ ଠାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା ଏବଂ jsw କର୍ମଚାରୀ ଅନେକ ମାତ୍ରାରେ ରକ୍ତଦାନ କରିଥବାରୁ ଅନେକ ଧନ୍ୟବାଦ 🙏🙏🙏
    1
    🙏🙏🙏ରକ୍ତଦାନ ଜୀବନଦାନ 🙏🙏🙏
ଆଜି JSW କମ୍ପାନୀ ମାଲିକ ଓ ପି ଜିନ୍ଦଲ ଙ୍କ ଜନ୍ମଦିନ ଉପଲକ୍ଷେ ବଡ଼ବିଲ କଲୋନୀ ଠାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା ଏବଂ jsw କର୍ମଚାରୀ ଅନେକ ମାତ୍ରାରେ ରକ୍ତଦାନ କରିଥବାରୁ ଅନେକ ଧନ୍ୟବାଦ 🙏🙏🙏
    user_KESHAB MOHAPATRA
    KESHAB MOHAPATRA
    Dyeworks ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    1 day ago
  • ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ। ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।
    1
    ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।
ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    4 hrs ago
  • ଅଧିକ ସଂଖ୍ୟାରେ ଲକ୍ଷପତି ଦିଦି ତିଆରି କରିବା ଆମ ସରକାରଙ୍କ ଲକ୍ଷ୍ୟ: ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ତିଆରି କରିବା ଏବଂ ମହିଳାମାନଙ୍କ ପାଇଁ ସ୍ଥାୟୀ ଓ ସମ୍ମାନଜନକ ଜୀବିକା ସୁନିଶ୍ଚିତ କରିବା। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ମାଧ୍ୟମରେ ପରିବାର ଓ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ପ୍ରତିବଦ୍ଧ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
    1
    ଅଧିକ ସଂଖ୍ୟାରେ ଲକ୍ଷପତି ଦିଦି ତିଆରି କରିବା ଆମ ସରକାରଙ୍କ ଲକ୍ଷ୍ୟ: ପ୍ରଭାତୀ ପରିଡ଼ା
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ତିଆରି କରିବା ଏବଂ ମହିଳାମାନଙ୍କ ପାଇଁ ସ୍ଥାୟୀ ଓ ସମ୍ମାନଜନକ ଜୀବିକା ସୁନିଶ୍ଚିତ କରିବା। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ମାଧ୍ୟମରେ ପରିବାର ଓ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ପ୍ରତିବଦ୍ଧ।
ଭୁବନେଶ୍ୱର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • ପରିବେଶ ସୁରକ୍ଷା ସହ ସବୁଜ ଓ ସୁନ୍ଦର କୋରେଇ ଗଠନର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟରେ ଶ୍ରୀ କ୍ଷେତ୍ରପାଳ ଉଚ୍ଚ ବିଦ୍ୟାଳୟ, ଗୋହିରାଗଡିଆ ଠାରେ ଆୟୋଜିତ ହୋଇଯାଇଛି “ସବୁଜ ସୁନ୍ଦର କୋରେଇ” ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ। #କୋରେଇ #ଯାଜପୁର #ସବୁଜକୋରେଇ #ସୁନ୍ଦରକୋରେଇ #GreenKorei #TreePlantation #Jajpur #Odisha #news7odia #bjp #BJPGovernment #akashadasnayak
    1
    ପରିବେଶ ସୁରକ୍ଷା ସହ ସବୁଜ ଓ ସୁନ୍ଦର କୋରେଇ ଗଠନର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟରେ ଶ୍ରୀ କ୍ଷେତ୍ରପାଳ ଉଚ୍ଚ ବିଦ୍ୟାଳୟ, ଗୋହିରାଗଡିଆ ଠାରେ ଆୟୋଜିତ ହୋଇଯାଇଛି “ସବୁଜ ସୁନ୍ଦର କୋରେଇ” ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ।
#କୋରେଇ #ଯାଜପୁର #ସବୁଜକୋରେଇ
#ସୁନ୍ଦରକୋରେଇ #GreenKorei #TreePlantation
#Jajpur #Odisha #news7odia #bjp #BJPGovernment  #akashadasnayak
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    7 hrs ago
  • କୋରେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଙ୍କ ଦ୍ୱାରା କୋରେଇ ସବୁଜ ସୁନ୍ଦର ପାଇଁ ପାଟରଙ୍ଗା ପଞ୍ଚାୟତ ଗୋହିରାଗଢ଼ିଆ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଶୁଭାରମ୍ଭ। #news19ଓଡ଼ିଶା #Korei #AkashDasnayak #MLAAkashDasnayak #BJP #BJP4Odisha #BJPKorei #GreenKorei #TreePlantation #SabujaSundara #HaritaOdisha #Environment #PlantationDrive #Odisha #Jajpur #CMOMohanMajhi #MohanMajhi #CMOdisha #CollectorJajpur #JajpurCollector #BDOKorei #KoreiBlock #News19Odisha #OdishaNews #Development #MissionGreenOdisha #SaveTrees #GoGreen #VrikshaRopana
    1
    କୋରେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଙ୍କ ଦ୍ୱାରା
କୋରେଇ ସବୁଜ ସୁନ୍ଦର ପାଇଁ ପାଟରଙ୍ଗା ପଞ୍ଚାୟତ ଗୋହିରାଗଢ଼ିଆ ବିଦ୍ୟାଳୟ ରେ 
ବୃକ୍ଷ ରୋପଣ ଶୁଭାରମ୍ଭ।

#news19ଓଡ଼ିଶା #Korei  #AkashDasnayak #MLAAkashDasnayak #BJP #BJP4Odisha #BJPKorei #GreenKorei #TreePlantation #SabujaSundara #HaritaOdisha #Environment #PlantationDrive #Odisha #Jajpur #CMOMohanMajhi #MohanMajhi #CMOdisha #CollectorJajpur #JajpurCollector #BDOKorei #KoreiBlock #News19Odisha #OdishaNews #Development #MissionGreenOdisha #SaveTrees #GoGreen #VrikshaRopana
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    8 hrs ago
  • ଭଦ୍ରକ ସହର ଓଟି ମାର୍କେଟ ରେ ପାଣି, ପ୍ରବଳ ବର୍ଷା ହେବାରୁ ଓଟି ମାର୍କେଟ ରେ ପଶିଲା ପାଣି
    1
    ଭଦ୍ରକ ସହର ଓଟି ମାର୍କେଟ ରେ ପାଣି, ପ୍ରବଳ ବର୍ଷା ହେବାରୁ ଓଟି ମାର୍କେଟ ରେ ପଶିଲା ପାଣି
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    7 hrs ago
  • ଭଦ୍ରକ ଏରେଇ ରେ ଧରା ପଡିଲା କାମୁଡା ମାଙ୍କଡ଼, ଶେଷରେ ଟ୍ରାଙ୍କୁଳାଇଜ କରି ପଡିଲା ଧରା
    1
    ଭଦ୍ରକ ଏରେଇ ରେ ଧରା ପଡିଲା କାମୁଡା ମାଙ୍କଡ଼, ଶେଷରେ ଟ୍ରାଙ୍କୁଳାଇଜ କରି ପଡିଲା ଧରା
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.