logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅଧିକ ସଂଖ୍ୟାରେ ଲକ୍ଷପତି ଦିଦି ତିଆରି କରିବା ଆମ ସରକାରଙ୍କ ଲକ୍ଷ୍ୟ: ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ତିଆରି କରିବା ଏବଂ ମହିଳାମାନଙ୍କ ପାଇଁ ସ୍ଥାୟୀ ଓ ସମ୍ମାନଜନକ ଜୀବିକା ସୁନିଶ୍ଚିତ କରିବା। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ମାଧ୍ୟମରେ ପରିବାର ଓ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ପ୍ରତିବଦ୍ଧ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha

4 hrs ago
user_Nanda Kishor Naik
Nanda Kishor Naik
ଭୁବନ, ଢେଙ୍କାନାଳ, ଓଡ଼ିଶା•
4 hrs ago

ଅଧିକ ସଂଖ୍ୟାରେ ଲକ୍ଷପତି ଦିଦି ତିଆରି କରିବା ଆମ ସରକାରଙ୍କ ଲକ୍ଷ୍ୟ: ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ତିଆରି କରିବା ଏବଂ ମହିଳାମାନଙ୍କ ପାଇଁ ସ୍ଥାୟୀ ଓ ସମ୍ମାନଜନକ ଜୀବିକା ସୁନିଶ୍ଚିତ କରିବା। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ମାଧ୍ୟମରେ ପରିବାର ଓ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ପ୍ରତିବଦ୍ଧ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha

More news from ଓଡ଼ିଶା and nearby areas
  • ଅଧିକ ସଂଖ୍ୟାରେ ଲକ୍ଷପତି ଦିଦି ତିଆରି କରିବା ଆମ ସରକାରଙ୍କ ଲକ୍ଷ୍ୟ: ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ତିଆରି କରିବା ଏବଂ ମହିଳାମାନଙ୍କ ପାଇଁ ସ୍ଥାୟୀ ଓ ସମ୍ମାନଜନକ ଜୀବିକା ସୁନିଶ୍ଚିତ କରିବା। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ମାଧ୍ୟମରେ ପରିବାର ଓ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ପ୍ରତିବଦ୍ଧ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
    1
    ଅଧିକ ସଂଖ୍ୟାରେ ଲକ୍ଷପତି ଦିଦି ତିଆରି କରିବା ଆମ ସରକାରଙ୍କ ଲକ୍ଷ୍ୟ: ପ୍ରଭାତୀ ପରିଡ଼ା
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ତିଆରି କରିବା ଏବଂ ମହିଳାମାନଙ୍କ ପାଇଁ ସ୍ଥାୟୀ ଓ ସମ୍ମାନଜନକ ଜୀବିକା ସୁନିଶ୍ଚିତ କରିବା। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ମାଧ୍ୟମରେ ପରିବାର ଓ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ପ୍ରତିବଦ୍ଧ।
ଭୁବନେଶ୍ୱର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • Mobile awareness active among students at school point.
    1
    Mobile awareness active among students at school point.
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ପରିବେଶ ସୁରକ୍ଷା ସହ ସବୁଜ ଓ ସୁନ୍ଦର କୋରେଇ ଗଠନର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟରେ ଶ୍ରୀ କ୍ଷେତ୍ରପାଳ ଉଚ୍ଚ ବିଦ୍ୟାଳୟ, ଗୋହିରାଗଡିଆ ଠାରେ ଆୟୋଜିତ ହୋଇଯାଇଛି “ସବୁଜ ସୁନ୍ଦର କୋରେଇ” ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ। #କୋରେଇ #ଯାଜପୁର #ସବୁଜକୋରେଇ #ସୁନ୍ଦରକୋରେଇ #GreenKorei #TreePlantation #Jajpur #Odisha #news7odia #bjp #BJPGovernment #akashadasnayak
    1
    ପରିବେଶ ସୁରକ୍ଷା ସହ ସବୁଜ ଓ ସୁନ୍ଦର କୋରେଇ ଗଠନର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟରେ ଶ୍ରୀ କ୍ଷେତ୍ରପାଳ ଉଚ୍ଚ ବିଦ୍ୟାଳୟ, ଗୋହିରାଗଡିଆ ଠାରେ ଆୟୋଜିତ ହୋଇଯାଇଛି “ସବୁଜ ସୁନ୍ଦର କୋରେଇ” ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ।
#କୋରେଇ #ଯାଜପୁର #ସବୁଜକୋରେଇ
#ସୁନ୍ଦରକୋରେଇ #GreenKorei #TreePlantation
#Jajpur #Odisha #news7odia #bjp #BJPGovernment  #akashadasnayak
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    9 hrs ago
  • ବନ୍ୟାକୁ ନେଇ ବିଜେଡିର ରାଜନୀତି । ଚର୍ଚ୍ଚାରେ ବବି ଦାସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର । ଯାଜପୁର ଜିଲ୍ଲା ରେ ବନ୍ୟାକୁ ନେଇ ବିଜେଡିର ରାଜନୀତି ବୋଲି ବିଜେପି ସରକାର ରେ ଥାଇ କରୁଛି ପାଲଟା ଅଭିଯୋଗ । ଚର୍ଚ୍ଚାରେ ବବି ଦା ସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର ରେ ଘର ଘର ବୁଲି କରୁଛନ୍ତି ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି,ସେପଟେ ଶାସକ ଦଳ ର ନେତୃତ୍ୱ ମାନେ ଏବେବି ନିଜକୁ ବିରୋଧୀ ଦଳରେ ଥିବା ଭାବୁଛନ୍ତି ।
    1
    ବନ୍ୟାକୁ ନେଇ ବିଜେଡିର ରାଜନୀତି । ଚର୍ଚ୍ଚାରେ ବବି ଦାସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର । 

ଯାଜପୁର ଜିଲ୍ଲା ରେ ବନ୍ୟାକୁ ନେଇ ବିଜେଡିର ରାଜନୀତି ବୋଲି ବିଜେପି ସରକାର ରେ ଥାଇ କରୁଛି ପାଲଟା ଅଭିଯୋଗ । ଚର୍ଚ୍ଚାରେ ବବି ଦା
ସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର ରେ ଘର ଘର ବୁଲି କରୁଛନ୍ତି ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି,ସେପଟେ ଶାସକ ଦଳ ର ନେତୃତ୍ୱ ମାନେ ଏବେବି ନିଜକୁ ବିରୋଧୀ ଦଳରେ ଥିବା ଭାବୁଛନ୍ତି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    22 hrs ago
  • ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି #LatestNews #UpdateNews #apanankakhabara #nilai #jagatsinghpur #cuttack #ganjam #Bhubaneswar #boudha #Kendrapada #debagada #adaspur #khordha #Baragada #Anugul #debagada #Subarnapur #Kantapada #puri #news #OdishaNews #Odisha
    1
    ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି
ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି #LatestNews #UpdateNews #apanankakhabara #nilai #jagatsinghpur #cuttack #ganjam #Bhubaneswar #boudha #Kendrapada #debagada #adaspur #khordha #Baragada #Anugul #debagada #Subarnapur #Kantapada #puri #news #OdishaNews #Odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    5 hrs ago
  • ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ। ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।
    1
    ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।
ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    5 hrs ago
  • ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଗଁଦିଆ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ଚିନ୍ତାଜନକ ଘଟଣା, ଶ୍ରେଣୀଗୃହ ଭିତରେ ଅଣନିଃଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ବେଳେ ସେମାନଙ୍କୁ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଭିଯୋଗ ହେଉଛି, ଅଷ୍ଟମ ଶ୍ରେଣୀର ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଗୋଟିଏ ଛୋଟ ଶ୍ରେଣୀଗୃହରେ ବସୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଶ୍ରେଣୀ ଚାଲିଥିବା ବେଳେ ହଠାତ୍ ୬ ଜଣ ଛାତ୍ରୀ ଅଣନିଃଶ୍ୱାସୀ ଅନୁଭବ କରି ଅସୁସ୍ଥ ହୋଇପଡ଼ିଥିଲେ। ଶିକ୍ଷକ ଓ ସ୍ଥାନୀୟ ଲୋକମାନେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅଷ୍ଟମ ଶ୍ରେଣୀର ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଗୋଟିଏ ଛୋଟ ଶ୍ରେଣୀଗୃହରେ ପାଠ ପଢ଼ୁଥିବାରୁ ଗୁମୋଟ ପରିବେଶ ସୃଷ୍ଟି ହେଉଛି। ଏହା ଯୋଗୁଁ ଛାତ୍ରଛାତ୍ରୀମାନେ ଅଣନିଃଶ୍ୱାସୀ ହେଉଥିବା ଅଭିଯୋଗ ଉଠିଛି ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟରେ ସମାନ ପ୍ରକାର ଘଟଣା ଘଟିଥିବା କୁହାଯାଉଛି। ଘଟଣା ପରେ ଅଭିଭାବକମାନେ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି। ଏହି ଘଟଣା ପରେ ବିଦ୍ୟାଳୟର ଭିତ୍ତିଭୂମି ସୁବିଧା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ଏବଂ ଅଭିଯୋଗର ସତ୍ୟତା ସମ୍ପର୍କରେ ପ୍ରଶାସନର ପକ୍ଷରୁ ବିସ୍ତୃତ ସୂଚନା ଆସିବା ବାକି ରହିଛି.. #SchoolSafety #DhenkanalNews #BreakingNews #OdishaNews #Gandia #SchoolNews #StudentSafety #OdishaBreaking #Dhenkanal #LocalNews #EducationNews #DhenkanalNewsOdisha
    1
    ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଗଁଦିଆ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ଚିନ୍ତାଜନକ ଘଟଣା, ଶ୍ରେଣୀଗୃହ ଭିତରେ ଅଣନିଃଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ବେଳେ ସେମାନଙ୍କୁ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଭିଯୋଗ ହେଉଛି, ଅଷ୍ଟମ ଶ୍ରେଣୀର ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଗୋଟିଏ ଛୋଟ ଶ୍ରେଣୀଗୃହରେ ବସୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଆଜି ଶ୍ରେଣୀ ଚାଲିଥିବା ବେଳେ ହଠାତ୍ ୬ ଜଣ ଛାତ୍ରୀ ଅଣନିଃଶ୍ୱାସୀ ଅନୁଭବ କରି ଅସୁସ୍ଥ ହୋଇପଡ଼ିଥିଲେ। ଶିକ୍ଷକ ଓ ସ୍ଥାନୀୟ ଲୋକମାନେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅଷ୍ଟମ ଶ୍ରେଣୀର ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଗୋଟିଏ ଛୋଟ ଶ୍ରେଣୀଗୃହରେ ପାଠ ପଢ଼ୁଥିବାରୁ ଗୁମୋଟ ପରିବେଶ ସୃଷ୍ଟି ହେଉଛି। ଏହା ଯୋଗୁଁ ଛାତ୍ରଛାତ୍ରୀମାନେ ଅଣନିଃଶ୍ୱାସୀ ହେଉଥିବା ଅଭିଯୋଗ ଉଠିଛି

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟରେ ସମାନ ପ୍ରକାର ଘଟଣା ଘଟିଥିବା କୁହାଯାଉଛି। ଘଟଣା ପରେ ଅଭିଭାବକମାନେ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି।

ଏହି ଘଟଣା ପରେ ବିଦ୍ୟାଳୟର ଭିତ୍ତିଭୂମି ସୁବିଧା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ଏବଂ ଅଭିଯୋଗର ସତ୍ୟତା ସମ୍ପର୍କରେ ପ୍ରଶାସନର ପକ୍ଷରୁ ବିସ୍ତୃତ ସୂଚନା ଆସିବା ବାକି ରହିଛି..

#SchoolSafety
#DhenkanalNews
#BreakingNews
#OdishaNews
#Gandia
#SchoolNews
#StudentSafety
#OdishaBreaking
#Dhenkanal
#LocalNews
#EducationNews
#DhenkanalNewsOdisha
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.