logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ବାଲିଅନ୍ତା,୭|୮ (ଗୋବର୍ଦ୍ଧନ ଦାସ):ଅଟଳା ସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ଅଡିଟୋରିୟମରେ ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା କିଶୋର ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ ପରେ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏଥିରେ ଜୟଦେବ ବିଧାୟକ ନବକିଶୋର ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ , ପ୍ରୀୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢ଼ାଲି, ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ଆପଟ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର , ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ବିଧୁଭୂଷଣ ପଟ୍ଟନାୟକ, ଆସ୍ଥା କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜରେ ସାମ୍ବାଦିକତାର ଭୂମିକା ଉପରେ ଆଲୋକପାତ କରିଥିଲେ। ସାମ୍ବାଦିକ ମାନେ ହେଉଛନ୍ତି ସମାଜର ଆଇନା l ଆଇନା ଯେମିତି ସ୍ୱଚ୍ଛ ଏବଂ ନିର୍ମଳ ସେହିଭଳି ଭାବେ କାହାର ଚାପଗ୍ରସ୍ତ ନ ହୋଇ ଖବର ପରିବେଷଣ କରିବା ଆବଶ୍ୟକ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢ଼ୌକନ ଓ ସ୍ମାରକବସ୍ତୁ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶେଷରେ ସଂଘର ସଦସ୍ୟ ପିତବାସ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିନାଶିଷ୍ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

23 hrs ago
user_ଗୋବର୍ଦ୍ଧନ ଦାସ
ଗୋବର୍ଦ୍ଧନ ଦାସ
ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
23 hrs ago

ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ବାଲିଅନ୍ତା,୭|୮ (ଗୋବର୍ଦ୍ଧନ ଦାସ):ଅଟଳା ସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ଅଡିଟୋରିୟମରେ ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା କିଶୋର ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ ପରେ ପ୍ରଦୀପ ପ୍ରଜ୍ୱଳନ

ଦ୍ୱାରା ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏଥିରେ ଜୟଦେବ ବିଧାୟକ ନବକିଶୋର ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ , ପ୍ରୀୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢ଼ାଲି, ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ଆପଟ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ

କର , ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ବିଧୁଭୂଷଣ ପଟ୍ଟନାୟକ, ଆସ୍ଥା କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜରେ ସାମ୍ବାଦିକତାର ଭୂମିକା ଉପରେ ଆଲୋକପାତ କରିଥିଲେ। ସାମ୍ବାଦିକ ମାନେ ହେଉଛନ୍ତି ସମାଜର ଆଇନା l ଆଇନା ଯେମିତି ସ୍ୱଚ୍ଛ ଏବଂ ନିର୍ମଳ ସେହିଭଳି ଭାବେ କାହାର ଚାପଗ୍ରସ୍ତ ନ ହୋଇ ଖବର ପରିବେଷଣ

କରିବା ଆବଶ୍ୟକ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢ଼ୌକନ ଓ ସ୍ମାରକବସ୍ତୁ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶେଷରେ ସଂଘର ସଦସ୍ୟ ପିତବାସ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିନାଶିଷ୍ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

More news from ଓଡ଼ିଶା and nearby areas
  • ଗୋତଳ ଗ୍ରାମ ମୌଜାରେ ବର୍ଷା ପାଣି ଲହଡ଼ି ମାରୁଚି ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
    1
    ଗୋତଳ ଗ୍ରାମ ମୌଜାରେ ବର୍ଷା 
ପାଣି ଲହଡ଼ି ମାରୁଚି ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ଓ ବୈଷୟିକ ଜ୍ଞାନ ଆଦାନପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ନୂଆଦିଲ୍ଲୀ/ଭୁବନେଶ୍ୱର : ୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ଆଜି ନୂଆଦିଲ୍ଲୀଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରର ପ୍ରସାର ଓ ଆନ୍ତଃ-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଓ ମଧ୍ୟପ୍ରଦେଶ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ବିଭାଗ (MPNRED) ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଐତିହାସିକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ରଣନୈତିକ ବୁଝାମଣା ପତ୍ର ଅକ୍ଷୟ ଶକ୍ତିର ବିକାଶ, ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପାରସ୍ପରିକ ସହଯୋଗ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ଯୁଗ୍ମ ଗବେଷଣା ଓ ଅନୁସନ୍ଧାନ ଏବଂ ଜ୍ଞାନ ଆଦାନପ୍ରଦାନ ପାଇଁ ଏକ ବ୍ୟାପକ ସାଂଗଠନିକ ଢାଞ୍ଚା ପ୍ରତିଷ୍ଠା କରିବ। ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଏହି ଐତିହାସିକ ସହଭାଗିତା ସ୍ୱଚ୍ଛ ଶକ୍ତିକୁ ରୂପାନ୍ତରଣ ପାଇଁ ଆଞ୍ଚଳିକ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଶା ଓ ମଧ୍ୟପ୍ରଦେଶର ରଣନୈତିକ ଦୂରଦୃଷ୍ଟି ଓ ସମ୍ବଳକୁ ବ୍ୟବହାର କରି, ଆମେ ସ୍ଥାୟୀ ବିକାଶ, ନବସୃଜନ ଏବଂ ସୁଦୃଢ଼ ଶକ୍ତି ଭିତ୍ତିଭୂମି ପାଇଁ ଏକ ମଜବୁତ ମାନଦଣ୍ଡ ସ୍ଥାପନ କରୁଛୁ, ଯାହା ଭାରତର ସବୁଜ ଶକ୍ତିର ବିକାଶ ପଥକୁ ଆହୁରି ତ୍ୱରାନ୍ୱିତ କରିବ। ଏହି ବୁଝାମଣାର ସର୍ତ୍ତାବଳୀ ଅନୁଯାୟୀ, ବୃଦ୍ଧି ପାଉଥିବା ଆଞ୍ଚଳିକ ଶକ୍ତି ଚାହିଦାକୁ ପୂରଣ କରିବା ପାଇଁ ସୌର, ପବନ ଏବଂ ହାଇବ୍ରିଡ୍ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିର ଯୌଥ ପ୍ରସାର ସହିତ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରରେ ଦୁଇ ରାଜ୍ୟର ଶକ୍ତି ବିଭାଗ ସକ୍ରିୟ ଭାବରେ ସହଯୋଗ କରିବେ। ଏହି ସହଭାଗିତା ନୀତି ନିର୍ଦ୍ଧାରଣ, ନିୟାମକ ପଦ୍ଧତି ଏବଂ ଗ୍ରିଡ୍ ସଂଯୋଜନା ରଣନୀତି ପାଇଁ ସ୍ୱତନ୍ତ୍ର ବୈଷୟିକ ଆଦାନପ୍ରଦାନ ମାଧ୍ୟମ ପ୍ରତିଷ୍ଠା କରିବା ସହ ଶକ୍ତି ସଂରକ୍ଷଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଯୁଗ୍ମ ଗବେଷଣା ଓ ବିକାଶ ପ୍ରକଳ୍ପ ଆରମ୍ଭ କରିବା ଉପରେ ମଧ୍ୟ ଧ୍ୟାନ ଦେବ। ଏହି ସମ୍ମିଳନୀ ଅବସରରେ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସ୍ଥାୟୀ ଶକ୍ତି କ୍ଷେତ୍ରରେ ଆଞ୍ଚଳିକ ସହଯୋଗର ପ୍ରସାର ପାଇଁ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି।
    1
    ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ଓ ବୈଷୟିକ ଜ୍ଞାନ ଆଦାନପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
ନୂଆଦିଲ୍ଲୀ/ଭୁବନେଶ୍ୱର : ୭ମ ସିଆଇଆଇ ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ ଆଜି ନୂଆଦିଲ୍ଲୀଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରର ପ୍ରସାର ଓ ଆନ୍ତଃ-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଓ ମଧ୍ୟପ୍ରଦେଶ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ବିଭାଗ (MPNRED) ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଐତିହାସିକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ରଣନୈତିକ ବୁଝାମଣା ପତ୍ର ଅକ୍ଷୟ ଶକ୍ତିର ବିକାଶ, ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପାରସ୍ପରିକ ସହଯୋଗ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ଯୁଗ୍ମ ଗବେଷଣା ଓ ଅନୁସନ୍ଧାନ ଏବଂ ଜ୍ଞାନ ଆଦାନପ୍ରଦାନ ପାଇଁ ଏକ ବ୍ୟାପକ ସାଂଗଠନିକ ଢାଞ୍ଚା ପ୍ରତିଷ୍ଠା କରିବ।
ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଏହି ଐତିହାସିକ ସହଭାଗିତା ସ୍ୱଚ୍ଛ ଶକ୍ତିକୁ ରୂପାନ୍ତରଣ ପାଇଁ ଆଞ୍ଚଳିକ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଶା ଓ ମଧ୍ୟପ୍ରଦେଶର ରଣନୈତିକ ଦୂରଦୃଷ୍ଟି ଓ ସମ୍ବଳକୁ ବ୍ୟବହାର କରି, ଆମେ ସ୍ଥାୟୀ ବିକାଶ, ନବସୃଜନ ଏବଂ ସୁଦୃଢ଼ ଶକ୍ତି ଭିତ୍ତିଭୂମି ପାଇଁ ଏକ ମଜବୁତ ମାନଦଣ୍ଡ ସ୍ଥାପନ କରୁଛୁ, ଯାହା ଭାରତର ସବୁଜ ଶକ୍ତିର ବିକାଶ ପଥକୁ ଆହୁରି ତ୍ୱରାନ୍ୱିତ କରିବ।
ଏହି ବୁଝାମଣାର ସର୍ତ୍ତାବଳୀ ଅନୁଯାୟୀ, ବୃଦ୍ଧି ପାଉଥିବା ଆଞ୍ଚଳିକ ଶକ୍ତି ଚାହିଦାକୁ ପୂରଣ କରିବା ପାଇଁ ସୌର, ପବନ ଏବଂ ହାଇବ୍ରିଡ୍ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିର ଯୌଥ ପ୍ରସାର ସହିତ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରରେ ଦୁଇ ରାଜ୍ୟର ଶକ୍ତି ବିଭାଗ ସକ୍ରିୟ ଭାବରେ ସହଯୋଗ କରିବେ। ଏହି ସହଭାଗିତା ନୀତି ନିର୍ଦ୍ଧାରଣ, ନିୟାମକ ପଦ୍ଧତି ଏବଂ ଗ୍ରିଡ୍ ସଂଯୋଜନା ରଣନୀତି ପାଇଁ ସ୍ୱତନ୍ତ୍ର ବୈଷୟିକ ଆଦାନପ୍ରଦାନ ମାଧ୍ୟମ ପ୍ରତିଷ୍ଠା କରିବା ସହ ଶକ୍ତି ସଂରକ୍ଷଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଯୁଗ୍ମ ଗବେଷଣା ଓ ବିକାଶ ପ୍ରକଳ୍ପ ଆରମ୍ଭ କରିବା ଉପରେ ମଧ୍ୟ ଧ୍ୟାନ ଦେବ। ଏହି ସମ୍ମିଳନୀ ଅବସରରେ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସ୍ଥାୟୀ ଶକ୍ତି କ୍ଷେତ୍ରରେ ଆଞ୍ଚଳିକ ସହଯୋଗର ପ୍ରସାର ପାଇଁ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    21 hrs ago
  • ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ବାଲିଅନ୍ତା,୭|୮ (ଗୋବର୍ଦ୍ଧନ ଦାସ):ଅଟଳା ସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ଅଡିଟୋରିୟମରେ ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା କିଶୋର ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ ପରେ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏଥିରେ ଜୟଦେବ ବିଧାୟକ ନବକିଶୋର ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ , ପ୍ରୀୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢ଼ାଲି, ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ଆପଟ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର , ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ବିଧୁଭୂଷଣ ପଟ୍ଟନାୟକ, ଆସ୍ଥା କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜରେ ସାମ୍ବାଦିକତାର ଭୂମିକା ଉପରେ ଆଲୋକପାତ କରିଥିଲେ। ସାମ୍ବାଦିକ ମାନେ ହେଉଛନ୍ତି ସମାଜର ଆଇନା l ଆଇନା ଯେମିତି ସ୍ୱଚ୍ଛ ଏବଂ ନିର୍ମଳ ସେହିଭଳି ଭାବେ କାହାର ଚାପଗ୍ରସ୍ତ ନ ହୋଇ ଖବର ପରିବେଷଣ କରିବା ଆବଶ୍ୟକ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢ଼ୌକନ ଓ ସ୍ମାରକବସ୍ତୁ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶେଷରେ ସଂଘର ସଦସ୍ୟ ପିତବାସ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିନାଶିଷ୍ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
    4
    ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ 
ବାଲିଅନ୍ତା,୭|୮ (ଗୋବର୍ଦ୍ଧନ ଦାସ):ଅଟଳା ସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ  ଅଡିଟୋରିୟମରେ ବାଲିଅନ୍ତା-ପାହାଳ-ଧଉଳି କାର୍ଯ୍ୟରତ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା କିଶୋର ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ ପରେ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏଥିରେ ଜୟଦେବ ବିଧାୟକ ନବକିଶୋର ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ ,  ପ୍ରୀୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢ଼ାଲି, ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ଆପଟ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର , ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ବିଧୁଭୂଷଣ ପଟ୍ଟନାୟକ, ଆସ୍ଥା କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜରେ ସାମ୍ବାଦିକତାର ଭୂମିକା ଉପରେ ଆଲୋକପାତ କରିଥିଲେ। ସାମ୍ବାଦିକ ମାନେ ହେଉଛନ୍ତି ସମାଜର ଆଇନା l ଆଇନା ଯେମିତି ସ୍ୱଚ୍ଛ ଏବଂ ନିର୍ମଳ ସେହିଭଳି ଭାବେ କାହାର ଚାପଗ୍ରସ୍ତ ନ ହୋଇ ଖବର ପରିବେଷଣ କରିବା ଆବଶ୍ୟକ l  ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଙ୍କୁ ଅତିଥିମାନଙ୍କ ଦ୍ବାରା ଉପଢ଼ୌକନ ଓ ସ୍ମାରକବସ୍ତୁ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଶେଷରେ ସଂଘର ସଦସ୍ୟ ପିତବାସ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିନାଶିଷ୍ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
    user_ଗୋବର୍ଦ୍ଧନ ଦାସ
    ଗୋବର୍ଦ୍ଧନ ଦାସ
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି #LatestNews #UpdateNews #apanankakhabara #nilai #jagatsinghpur #cuttack #ganjam #Bhubaneswar #boudha #Kendrapada #debagada #adaspur #khordha #Baragada #Anugul #debagada #Subarnapur #Kantapada #puri #news #OdishaNews #Odisha
    1
    ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି
ବାଲି ମାଫିଆଙ୍କୁ ବଡ଼ ଝଟ୍କା ଦୁଇ ରୁ ତିନି ହଜାର ନୁହେଁ ଏବେ ୬୮୦ ଟଙ୍କାରେ ମିଳିବ ଟ୍ରାକ୍ଟର ବାଲି ଏବେ ଆଉ ମହଙ୍ଗାରେ ବିକ୍ରି ହେବନି ବାଲି #LatestNews #UpdateNews #apanankakhabara #nilai #jagatsinghpur #cuttack #ganjam #Bhubaneswar #boudha #Kendrapada #debagada #adaspur #khordha #Baragada #Anugul #debagada #Subarnapur #Kantapada #puri #news #OdishaNews #Odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    4 hrs ago
  • କେନ୍ଦ୍ରୀୟ ନେତାଙ୍କୁ ଦିଲ୍ଲୀପ ରାୟ ଙ୍କ ବାରମ୍ବାର ଭେଟିବା ରାଜନୀତିରେ ମିଳିବ କି ବଡ଼ ଦାୟିତ୍ବ
    1
    କେନ୍ଦ୍ରୀୟ ନେତାଙ୍କୁ ଦିଲ୍ଲୀପ ରାୟ ଙ୍କ ବାରମ୍ବାର ଭେଟିବା ରାଜନୀତିରେ ମିଳିବ କି ବଡ଼ ଦାୟିତ୍ବ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    50 min ago
  • ​"Hello Instagram Team, my account has been restricted by mistake. I follow all Community Guidelines and did not violate any rules. Please review my account and lift this restriction as soon as possible. Thank you
    1
    ​"Hello Instagram Team, my account has been restricted by mistake. I follow all Community Guidelines and did not violate any rules. Please review my account and lift this restriction as soon as possible. Thank you
    user_Ritali Behera
    Ritali Behera
    Artist ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    11 hrs ago
  • ଗୋତଳ ଗ୍ରାମ ମୌଜା BJEM school ପଛ ପଟର ଦୃଶ୍ୟ ଜମିଛି ବର୍ଷା ପାଣି ।
    1
    ଗୋତଳ ଗ୍ରାମ ମୌଜା BJEM school ପଛ ପଟର ଦୃଶ୍ୟ ଜମିଛି ବର୍ଷା ପାଣି ।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା:ପ୍ର:ଓଗ୍ରାମ ସରକାଣା ସ୍ଵାମି ପରିତ କ୍ତା ୰ପିତାଙ୍କ ସରକାର ଜାଗା ନୋକାନଘରେ ରହୁଛନ୍ତି ନାଆଁବାଳକ ପୁଅକୁ ଧରି ନିଜ ନାମରଜାଗା କିଣି ଛନ୍ତି ପକା ଘର ପାଇଁ ସରକାରଙ୍କ ପାଖରେ ଜାବି ଭିଡ଼ିଓ ତା ୮/୮/୨୦୨୬
    1
    ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରା:ପ୍ର:ଓଗ୍ରାମ ସରକାଣା ସ୍ଵାମି ପରିତ କ୍ତା ୰ପିତାଙ୍କ ସରକାର ଜାଗା ନୋକାନଘରେ ରହୁଛନ୍ତି ନାଆଁବାଳକ ପୁଅକୁ ଧରି ନିଜ ନାମରଜାଗା କିଣି ଛନ୍ତି ପକା ଘର ପାଇଁ ସରକାରଙ୍କ ପାଖରେ ଜାବି ଭିଡ଼ିଓ ତା ୮/୮/୨୦୨୬
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.