logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Aji chaula dua nadira pani kamijaiachi apora parsare bahut matrare Ghasa uti thibata deka deichi au bartaman chhasa Dhana chhasa abng kopa chasa bahula bhabe bhala hebapara laguchi hele bartaman dhana gacha au kopa gacha sabu bhalare achanti dekhi paru thibe

7 hrs ago
user_Subas Brekabeda
Subas Brekabeda
Farmer ଚନ୍ଦ୍ରପୁର, ରାୟଗଡା, ଓଡ଼ିଶା•

More news from ଓଡ଼ିଶା and nearby areas
  • Aji chaula dua nadira pani kamijaiachi apora parsare bahut matrare Ghasa uti thibata deka deichi au bartaman chhasa Dhana chhasa abng kopa chasa bahula bhabe bhala hebapara laguchi hele bartaman dhana gacha au kopa gacha sabu bhalare achanti dekhi paru thibe
    4
    Aji chaula dua nadira pani kamijaiachi  apora parsare bahut matrare Ghasa uti thibata deka deichi au bartaman chhasa  Dhana chhasa abng kopa chasa bahula bhabe bhala hebapara laguchi  hele bartaman dhana gacha au kopa gacha sabu bhalare achanti  dekhi paru thibe
    user_Subas Brekabeda
    Subas Brekabeda
    Farmer ଚନ୍ଦ୍ରପୁର, ରାୟଗଡା, ଓଡ଼ିଶା•
    7 hrs ago
  • ରଣାଲଇ ଗ୍ରାମ ରେ ଶିକ୍ଷା ବ୍ୟବସ୍ଥା ର ନଗ୍ନ ଚିତ୍ର ବ୍ଲକ ଶିକ୍ଷା ଅଧିକାରୀ କି ଜିଲ୍ଲା ଅଧିକାରୀଙ୍କ ପ୍ରତି ଭୟ ନାହିଁ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ର ଏହି ଦୃଶ୍ୟ
    1
    ରଣାଲଇ ଗ୍ରାମ ରେ ଶିକ୍ଷା ବ୍ୟବସ୍ଥା ର ନଗ୍ନ ଚିତ୍ର ବ୍ଲକ ଶିକ୍ଷା ଅଧିକାରୀ କି ଜିଲ୍ଲା ଅଧିକାରୀଙ୍କ ପ୍ରତି ଭୟ ନାହିଁ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ର ଏହି ଦୃଶ୍ୟ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    2 hrs ago
  • ଚଡ଼ିଆପଦା ଗ୍ରାମରେ ଆମୋର ମେଣ୍ଟାଭାଇ ସେଲୁନୁଁ ଦୁକାନ ଖଲି ଛନ୍ତି..
    1
    ଚଡ଼ିଆପଦା ଗ୍ରାମରେ ଆମୋର ମେଣ୍ଟାଭାଇ ସେଲୁନୁଁ ଦୁକାନ ଖଲି ଛନ୍ତି..
    user_ସଲମନ ମ କ
    ସଲମନ ମ କ
    ମୋହନା, ଗଜପତି, ଓଡ଼ିଶା•
    7 hrs ago
  • ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ *RBI ଗାଇଡଲାଇନ୍ - ଡିଟେଲ୍* *Circular Name:* RBI/2022-23/66 - Guidelines on Digital Lending & Fair Practices Code *Date:* 02.09.2022 ଏବଂ ପରେ Update ହୋଇଛି *ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ
    1
    ମୁଖ୍ୟ 7ଟା ନିୟମ*
1.  *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍
2.  *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ
3.  *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ
4.  *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ
5.  *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ
6.  *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର
7.  *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ
*RBI ଗାଇଡଲାଇନ୍ - ଡିଟେଲ୍*
*Circular Name:* RBI/2022-23/66 - Guidelines on Digital Lending & Fair Practices Code  
*Date:* 02.09.2022 ଏବଂ ପରେ Update ହୋଇଛି
*ମୁଖ୍ୟ 7ଟା ନିୟମ*
1.  *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍
2.  *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ
3.  *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ
4.  *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ
5.  *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ
6.  *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର
7.  *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ
    user_Top Headlines News Today
    Top Headlines News Today
    Financial Advisor Lanjigarh, Kalahandi•
    3 hrs ago
  • ଗଜପତି: ତୃତୀୟ ଲିଙ୍ଗି ଙ୍କ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।
    1
    ଗଜପତି: ତୃତୀୟ ଲିଙ୍ଗି ଙ୍କ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ 
ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା  ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ  ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    20 hrs ago
  • ଜୟ ଆଦିବାସୀ ଜୟ ଦିବସ ପାଳନ କରାଯାଇଛି ଏହା ଓଡ଼ିଶା ସରକାର କାହିଁକି ଚୁପ୍ ଚାପ୍ ବସିପଡ଼ି ଛନ୍ତି ଏଟାରେ ସୁଙ୍ଗେରେ ରେ ହେଉଅଛି ୦୯/୦୮/୨୦୨୬ ହାଟୋ ପାଦରେ ଅବସ୍ଥିତ ହେବାକୁ ଯାଉଛି. ସୁଙ୍ଗେର ହେବାକୁ ଜଉ ଅଛି ହଟୋ ପୋଡ଼ିଆ ରେ ୨୦୨୫/୦୮/୦୯ .
    1
    ଜୟ ଆଦିବାସୀ ଜୟ ଦିବସ ପାଳନ କରାଯାଇଛି ଏହା ଓଡ଼ିଶା ସରକାର କାହିଁକି ଚୁପ୍ ଚାପ୍ ବସିପଡ଼ି ଛନ୍ତି ଏଟାରେ ସୁଙ୍ଗେରେ ରେ ହେଉଅଛି ୦୯/୦୮/୨୦୨୬ ହାଟୋ ପାଦରେ  ଅବସ୍ଥିତ ହେବାକୁ ଯାଉଛି.
ସୁଙ୍ଗେର ହେବାକୁ ଜଉ ଅଛି ହଟୋ ପୋଡ଼ିଆ ରେ ୨୦୨୫/୦୮/୦୯ .
    user_RAJ KUMAR MAJHI
    RAJ KUMAR MAJHI
    Photographer ରାୟଗଡା, ରାୟଗଡା, ଓଡ଼ିଶା•
    23 hrs ago
  • ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।
    1
    ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା  ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ  ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    21 hrs ago
  • ଅଜବ କୂଅର ଗଜବ ପାଣି ଗଣେଶ ପାଣିଗ୍ରାହୀ ରିପୋର୍ଟ ଗଞ୍ଜାମ ଜିଲ୍ଲା ରିପୋର୍ଟ
    1
    ଅଜବ କୂଅର ଗଜବ ପାଣି ଗଣେଶ ପାଣିଗ୍ରାହୀ ରିପୋର୍ଟ ଗଞ୍ଜାମ ଜିଲ୍ଲା ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.