Shuru
Apke Nagar Ki App…
ଅଜବ କୂଅର ଗଜବ ପାଣି ଗଣେଶ ପାଣିଗ୍ରାହୀ ରିପୋର୍ଟ ଗଞ୍ଜାମ ଜିଲ୍ଲା ରିପୋର୍ଟ
GANESH PANlGRAHl
ଅଜବ କୂଅର ଗଜବ ପାଣି ଗଣେଶ ପାଣିଗ୍ରାହୀ ରିପୋର୍ଟ ଗଞ୍ଜାମ ଜିଲ୍ଲା ରିପୋର୍ଟ
More news from ଓଡ଼ିଶା and nearby areas
- ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ କମିଟିର ୪ ଦଫା ପ୍ରମୁଖ ଦାବି । GIA ଓ ପେନ୍ସନ୍ ସୁବିଧା: ବ୍ଲକ୍ ଗ୍ରାଣ୍ଟ ବ୍ୟବସ୍ଥା ବିଲୋପ ପରେ ପ୍ରଚଳିତ GIA-୨୦୧୭ ନୀତିରେ ସେବା ସର୍ତ୍ତ ଓ ପେନ୍ସନ୍ର ସ୍ପଷ୍ଟ ବ୍ୟବସ୍ଥା ନଥିବାରୁ ଏହାକୁ ତୁରନ୍ତ ଲାଗୁ କରିବା, ସମସ୍ତ ଯୋଗ୍ୟ ଶିକ୍ଷାନୁଷ୍ଠାନ (ବଞ୍ଚିତ ଥିବା ୧୯୪ଟି ଉଚ୍ଚ ବିଦ୍ୟାଳୟ ସମେତ) କୁ GIA ଅଧୀନକୁ ଆଣିବା ଏବଂ ପୁରୁଣା ପେନ୍ସନ୍ ଯୋଜନା (OPS) ପୁନଃପ୍ରଚଳନ କରିବା। ଅବସର ବୟସ ବୃଦ୍ଧି: ଶିକ୍ଷକ ଓ କର୍ମଚାରୀଙ୍କ ଅବସର ବୟସକୁ ୬୨ ବର୍ଷକୁ ବୃଦ୍ଧି କରିବା। ପଦବୀ ପୂରଣ: ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା। ବେତନ ଓ ଗ୍ରେଡ୍ ପେ ଅସଙ୍ଗତି ଦୂରୀକରଣ: ଗ୍ରେଡ୍ ପେ ଅସଙ୍ଗତି ଦୂର କରିବା ସହ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି କଳ୍ପିତ ବେତନ ବୃଦ୍ଧି (Incrment) ପ୍ରଦାନ କରିବା।1
- Aji chaula dua nadira pani kamijaiachi apora parsare bahut matrare Ghasa uti thibata deka deichi au bartaman chhasa Dhana chhasa abng kopa chasa bahula bhabe bhala hebapara laguchi hele bartaman dhana gacha au kopa gacha sabu bhalare achanti dekhi paru thibe4
- ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ସମୟରେ ବିଜେପି ଗୁଣ୍ଡା ର ଭାଣ୍ଡାମି ଜିଲ୍ଲାପାଳ ଜନତାଙ୍କ ଚାକର ଅଥବା ବିଜେପି ଦଳର ??1
- ଗଜପତି: ତୃତୀୟ ଲିଙ୍ଗି ଙ୍କ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।1
- ରାସୋଳ ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଠାରେ ଦୁଇ ଦିନିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ. ହିନ୍ଦୋଳ ର ରାସୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଦୁଇ ଦିନିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଛି. ଏଥିରେ ସଂକୁଳ ର ୮ ଗୋଟି ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ.1
- ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ *RBI ଗାଇଡଲାଇନ୍ - ଡିଟେଲ୍* *Circular Name:* RBI/2022-23/66 - Guidelines on Digital Lending & Fair Practices Code *Date:* 02.09.2022 ଏବଂ ପରେ Update ହୋଇଛି *ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ1
- ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଜଙ୍କିଆ ଏ ଡି ଇ ଓ ଗିରଫ ରଣପୁର,08/08 ରାଜ୍ୟରେ ସରକାରୀ ଅଧିକାରୀ ଅଧିକାରୀ ମାନଙ୍କ ଲାଞ୍ଚଖୋର ମନୋବୃତି ଏତେ ମାତ୍ରାରେ ବଡିଛି ଯେ ବିନା ଲାଞ୍ଚରେ କିଛି କାର୍ଯ୍ୟ ହେଉନି। ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହେଲେ ମଧ୍ୟ ସରକାରୀ ଅଧିକାରୀ ସଚେତନ ହେଉନାହାନ୍ତି। ସତେ ଯେପରି ଲାଞ୍ଚନେବା ସରକାରୀ ଚାକିରିଆ ଙ୍କ ବୃତ୍ତିଗତ ଅଧିକାର। ନୟାଗଡ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟଅଗଷ୍ଟ 7 ତାରିଖ ମାଧ୍ୟାର୍ହ୍ନ ରେ ଗିରଫ ହୋଇଥିବା ଜଣାପଡିଛି। ଭଟ୍ଟ ରାଜ ଜଙ୍କିଆ ର ଅକ୍ଷୟ କୁମାର ମାଝୀ ଙ୍କ ଆବାସ ଯୋଜନା ରେ ମନରେଗା ଅର୍ଥ ଓ ବୋନସ ଅର୍ଥ 42 ହଜାର ଟଙ୍କା ପାଇଁ 9 ହଜାର ଦାବି କରି ପୂର୍ବରୁ ପାଞ୍ଚ ହଜାର ଟଙ୍କା ନେଇଥିବା ବେଳେ ଆଉ ବାକି 4 ହଜାର ନେଉଥିବା ବେଳେ ଜଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ନୟାଗଡ ଦୁର୍ନୀତି ନିବାରଣ ବିଭାଗ ନିରୀକ୍ଷକ ବିରୁଆ ବାବୁ ରେଡ ହାଣ୍ଡେଡ ଗିରଫ କରିଥିବା ଜଣା ପଡିଛି। ଭଟ୍ଟବାବୁ ଚମ୍ପାଗଡ ପଞ୍ଚାୟତ ଦାଇତ୍ୱରେ ମଧ୍ୟ ଥିଲେ। ନିରୀକ୍ଷକ ବିରୁଆ ବାବୁ ଅଭିଯୁକ୍ତ ଭଟ୍ଟଙ୍କୁ ଗିରଫ କରି ଭୁବନେଶ୍ୱର ବିଭାଗୀୟ କାର୍ଯ୍ୟାଳୟ କୁ ନେଇଥିନା ସୂଚନା ମିଳିଛି। ଲାଞ୍ଚ ଦେଇଥିବା ଅକ୍ଷୟ ମାଝୀ କୁହନ୍ତି ପ୍ରଥମେ ପାଞ୍ଚ ହଜାର ନେଇଥିଲେ ମଧ୍ୟ ବିଲ ପାଇଁ ବାରମ୍ବାର ଦୌଡ଼ାଇବାରୁ ସେ ଭିଜିଲାନ୍ସ ଦ୍ୱାରସ୍ତ ହୋଇଥିଲେ।2