ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ *RBI ଗାଇଡଲାଇନ୍ - ଡିଟେଲ୍* *Circular Name:* RBI/2022-23/66 - Guidelines on Digital Lending & Fair Practices Code *Date:* 02.09.2022 ଏବଂ ପରେ Update ହୋଇଛି *ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ
ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ *RBI ଗାଇଡଲାଇନ୍ - ଡିଟେଲ୍* *Circular Name:* RBI/2022-23/66 - Guidelines on Digital Lending & Fair Practices Code *Date:* 02.09.2022 ଏବଂ ପରେ Update ହୋଇଛି *ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ
- ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ *RBI ଗାଇଡଲାଇନ୍ - ଡିଟେଲ୍* *Circular Name:* RBI/2022-23/66 - Guidelines on Digital Lending & Fair Practices Code *Date:* 02.09.2022 ଏବଂ ପରେ Update ହୋଇଛି *ମୁଖ୍ୟ 7ଟା ନିୟମ* 1. *ସମୟ:* ସକାଳ 7ଟା ରୁ ରାତି 7ଟା ଭିତରେ ହିଁ କଲ୍/ଭିଜିଟ୍ 2. *ଭାଷା:* ସମ୍ମାନଜନକ ଭାଷା। ଗାଳି, ଧମକ ବିଲକୁଲ୍ ନାହିଁ 3. *ଗୋପନୀୟତା:* ଋଣ ବିଷୟରେ ପରିବାର, ବନ୍ଧୁ, ପଡ଼ୋଶୀଙ୍କୁ କହିପାରିବେ ନାହିଁ 4. *ପରିଚୟ:* ଏଜେଣ୍ଟ ନିଜର ନାମ, କମ୍ପାନୀ ନାମ କହିବା ବାଧ୍ୟତାମୂଳକ 5. *ଡକ୍ୟୁମେଣ୍ଟ:* ଋଣ ନେବା ବେଳେ ଦିଆଯାଇଥିବା ଠିକଣାରେ ହିଁ ଯିବେ 6. *ଅଭିଯୋଗ:* ପ୍ରତି NBFC ରେ Grievance Redressal Officer ର ନାମ ଏବଂ ନମ୍ବର ଥିବା ଦରକାର 7. *ଜୋର ଜବରଦସ୍ତି:* ସମ୍ପତି ଜବତ କରିବା ପୂର୍ବରୁ ଲିଖିତ ନୋଟିସ୍ ଦେବାକୁ ପଡ଼ିବ1
- Aji chaula dua nadira pani kamijaiachi apora parsare bahut matrare Ghasa uti thibata deka deichi au bartaman chhasa Dhana chhasa abng kopa chasa bahula bhabe bhala hebapara laguchi hele bartaman dhana gacha au kopa gacha sabu bhalare achanti dekhi paru thibe4
- Slug _ଅନୁଦାନ ଓ ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା; DEO କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ Anchor :- ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଛି। ବିଭିନ୍ନ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ। ଶିକ୍ଷକ-କର୍ମଚାରୀ ସମିତି ପକ୍ଷରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ଶିକ୍ଷକ-ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପେନସନ୍ ପ୍ରଦାନ ପାଇଁ ଦାବି କରାଯାଇଛି। ଏଥିସହ ସମସ୍ତ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ସହ ସରକାରୀକରଣ କରିବାକୁ ସମିତି ଦାବି ରଖିଛି। ସେହିପରି ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା, ନୂତନ ପେନସନ୍ ବ୍ୟବସ୍ଥା ପରିବର୍ତ୍ତେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ସହ ଚାକିରିରେ ଚରିଷ୍ଠତା ପ୍ରଦାନ କରିବା ଭଳି ଦାବି ଉଠାଯାଇଛି। ଧାରଣା ଓ ପ୍ରତିବାଦ ପରେ ସମିତି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ସମ୍ପାଦକ ପ୍ରଭାତ କୁମାର ରଥ, ଓଷ୍ଟାର ରାଜ୍ୟ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ଓ ରବୀନ୍ଦ୍ର କୁମାର ମୁଣ୍ଡଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ଧରି ରହିଥିବା ଏହି ଦାବିଗୁଡ଼ିକ ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଏବଂ ଶିକ୍ଷକ-କର୍ମଚାରୀଙ୍କ ଦାବି କେତେ ଶୀଘ୍ର ପୂରଣ ହେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର। କଳାହାଣ୍ଡି ଭବାନୀପାଟଣା ରୁ ରିତେଶ କୁମାର ମୁଣ୍ଡ, Slug _ଅନୁଦାନ ଓ ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା; DEO କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ Anchor :- ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଛି। ବିଭିନ୍ନ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ। ଶିକ୍ଷକ-କର୍ମଚାରୀ ସମିତି ପକ୍ଷରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ଶିକ୍ଷକ-ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପେନସନ୍ ପ୍ରଦାନ ପାଇଁ ଦାବି କରାଯାଇଛି। ଏଥିସହ ସମସ୍ତ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ସହ ସରକାରୀକରଣ କରିବାକୁ ସମିତି ଦାବି ରଖିଛି। ସେହିପରି ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା, ନୂତନ ପେନସନ୍ ବ୍ୟବସ୍ଥା ପରିବର୍ତ୍ତେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ସହ ଚାକିରିରେ ଚରିଷ୍ଠତା ପ୍ରଦାନ କରିବା ଭଳି ଦାବି ଉଠାଯାଇଛି। ଧାରଣା ଓ ପ୍ରତିବାଦ ପରେ ସମିତି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ସମ୍ପାଦକ ପ୍ରଭାତ କୁମାର ରଥ, ଓଷ୍ଟାର ରାଜ୍ୟ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ଓ ରବୀନ୍ଦ୍ର କୁମାର ମୁଣ୍ଡଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ଧରି ରହିଥିବା ଏହି ଦାବିଗୁଡ଼ିକ ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଏବଂ ଶିକ୍ଷକ-କର୍ମଚାରୀଙ୍କ ଦାବି କେତେ ଶୀଘ୍ର ପୂରଣ ହେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର। କଳାହାଣ୍ଡି ଭବାନୀପାଟଣା ରୁ ରିତେଶ କୁମାର ମୁଣ୍ଡ,4
- ଖଡ଼ିଆଳ ଥାନା ପରିସରରେ ମେଗା ରକ୍ତଦାନ ଶିବିର ଆୟୋଜିତ,୬୦ ୟୁନିଟ ରକ୍ତ ସଂଗ୍ରହ ଖଡ଼ିଆଳ ଥାନା ପରିସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂହ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ୬୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।1
- ରଣାଲଇ ଗ୍ରାମ ରେ ଶିକ୍ଷା ବ୍ୟବସ୍ଥା ର ନଗ୍ନ ଚିତ୍ର ବ୍ଲକ ଶିକ୍ଷା ଅଧିକାରୀ କି ଜିଲ୍ଲା ଅଧିକାରୀଙ୍କ ପ୍ରତି ଭୟ ନାହିଁ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ର ଏହି ଦୃଶ୍ୟ1
- ଆଜିର ଟପ୍ ହେଡଲାଇନ୍ସ — ୮ ଅଗଷ୍ଟ ୨୦୨୬ 🌧️ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା — IMD ପକ୍ଷରୁ ଆଗାମୀ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ନେଇ ସତର୍କତା; ଲଘୁଚାପ ସମ୍ଭାବନା ମଧ୍ୟ ରହିଛି। ଆଜିର ଟପ୍ ହେଡଲାଇନ୍ସ — ୮ ଅଗଷ୍ଟ ୨୦୨୬ 🌧️ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା — IMD ପକ୍ଷରୁ ଆଗାମୀ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ନେଇ ସତର୍କତା; ଲଘୁଚାପ ସମ୍ଭାବନା ମଧ୍ୟ ରହିଛି। � OdishaTv +1 🌊 ଓଡ଼ିଶାରେ ବନ୍ୟା ଆଶଙ୍କା କମିଲା — ବନ୍ୟା ପ୍ରଭାବ କମିବା ପରେ କ୍ଷୟକ୍ଷତିର ତ୍ୱରିତ ଆକଳନ କରିବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ। � The Times of India 📚 ଓଡ଼ିଶା ପାଠ୍ୟପୁସ୍ତକକୁ ନେଇ ବିବାଦ — ପ୍ରଥମ ଶ୍ରେଣୀର ଏକ ଓଡ଼ିଆ ପାଠ୍ୟପୁସ୍ତକରେ ଜାତୀୟ ସଙ୍ଗୀତ ଓ ରାଜ୍ୟ ସଙ୍ଗୀତରେ ତ୍ରୁଟି ଥିବା ଅଭିଯୋଗ। � The Times of India 🏫 ବର୍ଷା ପାଇଁ ସ୍କୁଲ୍ ଛୁଟି ନେଇ ସ୍ଥାନୀୟ ନିଷ୍ପତ୍ତି — ୮ ଅଗଷ୍ଟ ପାଇଁ ସାରା ଦେଶରେ ସ୍କୁଲ୍ ଛୁଟି ଘୋଷଣା ହୋଇନାହିଁ; ସ୍ଥାନୀୟ ପରିସ୍ଥିତି ଅନୁସାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। � The Economic Times 🌧️ ୨୦ରୁ ଅଧିକ ରାଜ୍ୟରେ ବର୍ଷା ସତର୍କତା — ଦିଲ୍ଲୀ-NCR, କେରଳ, ଓଡ଼ିଶା ସମେତ ଅନେକ ଅଞ୍ଚଳରେ ଭାରୀ ବର୍ଷାର ପୂର୍ବାନୁମାନ। �1
- କଲମପୁରରେ ଅଭାବନୀୟ ଘଟଣା, ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ, ଅଭିଯୁକ୍ତ ଅଟକ କଳାହାଣ୍ଡି ଜିଲ୍ଲାର କଲମପୁର ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଆଲୋକ ରଞ୍ଜନ ଗହିର (୨୦)।ତାଙ୍କ ବାପା ମାନସିଂ ଗହିର (୫୫) ପୁଅଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ରାଗରେ କାଠ ଫାଳିଆରେ ଆଲୋକଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ରହିଛି। ଗୁରୁତରଙ୍କୁ ପରିବାର ଲୋକେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ହସ୍ପିଟାଲ ପକ୍ଷରୁ କଲମପୁର ପୁଲିସକୁ ସୂଚନା ଦିଆଯାଇଥିଲା।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପା ମାନସିଂ ଗହିରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।4