logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ସମୟରେ ବିଜେପି ଗୁଣ୍ଡା ର ଭାଣ୍ଡାମି ଜିଲ୍ଲାପାଳ ଜନତାଙ୍କ ଚାକର ଅଥବା ବିଜେପି ଦଳର ??

7 hrs ago
user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
ସଞ୍ଜୟ ଦତ୍ତ ଆଚାର୍ଯ୍ୟ
Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
7 hrs ago

ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ସମୟରେ ବିଜେପି ଗୁଣ୍ଡା ର ଭାଣ୍ଡାମି ଜିଲ୍ଲାପାଳ ଜନତାଙ୍କ ଚାକର ଅଥବା ବିଜେପି ଦଳର ??

More news from ଓଡ଼ିଶା and nearby areas
  • ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ସମୟରେ ବିଜେପି ଗୁଣ୍ଡା ର ଭାଣ୍ଡାମି ଜିଲ୍ଲାପାଳ ଜନତାଙ୍କ ଚାକର ଅଥବା ବିଜେପି ଦଳର ??
    1
    ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ସମୟରେ ବିଜେପି ଗୁଣ୍ଡା ର ଭାଣ୍ଡାମି 
ଜିଲ୍ଲାପାଳ ଜନତାଙ୍କ ଚାକର ଅଥବା ବିଜେପି ଦଳର ??
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    7 hrs ago
  • ରାସୋଳ ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଠାରେ ଦୁଇ ଦିନିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ. ହିନ୍ଦୋଳ ର ରାସୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଦୁଇ ଦିନିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଛି. ଏଥିରେ ସଂକୁଳ ର ୮ ଗୋଟି ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ.
    1
    ରାସୋଳ ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଠାରେ ଦୁଇ ଦିନିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ.
ହିନ୍ଦୋଳ ର ରାସୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଦୁଇ ଦିନିଆ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଛି. ଏଥିରେ ସଂକୁଳ ର ୮ ଗୋଟି ବିଦ୍ୟାଳୟ ରୁ ଶତାଧିକ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    25 min ago
  • ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଓ ପାଠଚକ୍ର ଆଲୋଚନା ! ବୁଗୁଡ଼ା, ୦୭/୮/୨୬ : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରିନ୍ସିପାଲ ଭଗବାନ ଶତପଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଓ ପାଠଚକ୍ର ଆନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ଶ୍ରୀ ଶତପଥୀ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଘାଟନ କରିଥିଲେ। ବିଭାଗ ପକ୍ଷରୁ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ନୂତନ ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କୁ ହାର୍ଦ୍ଦିକ ସ୍ୱାଗତ କରବା ସହ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗର ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ନୂତନ ପ୍ରିନ୍ସିପାଲଙ୍କୁ ସ୍ଵାଗତ କରିବା ସହ ପାଠଚକ୍ରର ବିଷୟ ବସ୍ତୁ "ଓଡ଼ିଶା ପଞ୍ଚାୟତ ରାଜ ନିର୍ବାଚନରେ ମହିଳାଙ୍କ ଅଂଶଗ୍ରହଣ: ଏକବିଂଶ ଶତାବ୍ଦୀରେ ସାମ୍ବିଧାନିକ ବ୍ୟବସ୍ଥା ଏବଂ ଆହ୍ୱାନ" ଉପସ୍ଥାପନ କରି ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଶେଷ ବର୍ଷର ଛାତ୍ରୀ ବର୍ଷା ସ୍ୱାଇଁ ଓ ଗୀତାଞ୍ଜଳୀ ପ୍ରଧାନ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏହାପରେ ପାଠଚକ୍ରର ବିଷୟ ବସ୍ତୁ ଉପରେ ମୁକ୍ତ ଆଲୋଚନା କରାଯାଇଥିଲା। ବିଭାଗର ଅନ୍ୟତମ ଅଧ୍ୟାପକ ଲୋକନାଥ ବେହେରା ବର୍ତ୍ତମାନର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଦିଗରେ ଉପୁଜୁଥିବା ଆହ୍ୱାନ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଶେଷ ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
    3
    ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଓ ପାଠଚକ୍ର ଆଲୋଚନା !

ବୁଗୁଡ଼ା, ୦୭/୮/୨୬ :  ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ  ନୂତନ ପ୍ରିନ୍ସିପାଲ ଭଗବାନ ଶତପଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ଓ ପାଠଚକ୍ର ଆନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ ଶ୍ରୀ ଶତପଥୀ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଘାଟନ କରିଥିଲେ। ବିଭାଗ ପକ୍ଷରୁ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ନୂତନ ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କୁ ହାର୍ଦ୍ଦିକ ସ୍ୱାଗତ କରବା ସହ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଭାଗର ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ନୂତନ ପ୍ରିନ୍ସିପାଲଙ୍କୁ ସ୍ଵାଗତ କରିବା ସହ ପାଠଚକ୍ରର ବିଷୟ ବସ୍ତୁ "ଓଡ଼ିଶା ପଞ୍ଚାୟତ ରାଜ ନିର୍ବାଚନରେ ମହିଳାଙ୍କ ଅଂଶଗ୍ରହଣ: ଏକବିଂଶ ଶତାବ୍ଦୀରେ ସାମ୍ବିଧାନିକ ବ୍ୟବସ୍ଥା ଏବଂ ଆହ୍ୱାନ" ଉପସ୍ଥାପନ କରି ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଶେଷ ବର୍ଷର ଛାତ୍ରୀ ବର୍ଷା ସ୍ୱାଇଁ ଓ ଗୀତାଞ୍ଜଳୀ ପ୍ରଧାନ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏହାପରେ ପାଠଚକ୍ରର ବିଷୟ ବସ୍ତୁ ଉପରେ ମୁକ୍ତ ଆଲୋଚନା କରାଯାଇଥିଲା। ବିଭାଗର ଅନ୍ୟତମ ଅଧ୍ୟାପକ ଲୋକନାଥ ବେହେରା ବର୍ତ୍ତମାନର ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଦିଗରେ ଉପୁଜୁଥିବା ଆହ୍ୱାନ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଶେଷ ବର୍ଷର ଛାତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
    user_PURNACHANDRA BARIK
    PURNACHANDRA BARIK
    Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    21 hrs ago
  • "ରାଷ୍ଟ୍ରତନ୍ତ୍ର" ଖବର କାଗଜ ପକ୍ଷରୁ ତାଳଚେର ଶିଳ୍ପାଞ୍ଚଳ ମହିଳା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତାଳଚେର :- "ରାଷ୍ଟ୍ରତନ୍ତ୍ର" ଖବରକାଗଜ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତାଳଚେର ଶିଳ୍ପାଞ୍ଚଳ ମହିଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ତାଳଚେର ଉପ ଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟ ପରିସରରେ ଅନେକ ଔଷଧୀୟ ବୃକ୍ଷ ରୋପଣ କରିଥିବା ବେଳେ ସଂମାନନୀୟ ଅତିଥି ଭାବେ ତାଳଚେର ବନବିଭାଗ ଅଧିକାରୀ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀ ମାନଙ୍କର ଗହଣରେ ବୃକ୍ଷ ରୋପଣ କରାଯାଇଥିଲା l ଏହି ପରିପ୍ରେକ୍ଷିରେ ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ଶ୍ରୀ ସାହୁ ଶ୍ରେଣୀ ଗୃହରେ ପହଞ୍ଚି ସେ ଆଧ୍ୟାତ୍ମିକ ଭାବାବେଗତା ମଧ୍ୟରେ ଛାତ୍ରୀ ମାନଙ୍କୁ ଶିକ୍ଷା ସମ୍ବଦ୍ଧିୟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ l ସେହିପରି ଅନ୍ୟତମ ଅତିଥି ମାନେ ମଧ୍ୟ ବୃକ୍ଷ ରୋପଣ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ l ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ରାଷ୍ଟ୍ରତନ୍ତ୍ର ଖବରକାଗଜର ସମ୍ପାଦକ ଦେବାଶିଷ ପରିଡା ଓ ମୁଖ୍ୟ ସମ୍ପାଦକ ଧୀରମୋହନ ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ l
    1
    "ରାଷ୍ଟ୍ରତନ୍ତ୍ର" ଖବର କାଗଜ ପକ୍ଷରୁ ତାଳଚେର ଶିଳ୍ପାଞ୍ଚଳ ମହିଳା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 
ତାଳଚେର :- "ରାଷ୍ଟ୍ରତନ୍ତ୍ର" ଖବରକାଗଜ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ତାଳଚେର ଶିଳ୍ପାଞ୍ଚଳ ମହିଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ତାଳଚେର ଉପ ଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟ ପରିସରରେ ଅନେକ ଔଷଧୀୟ ବୃକ୍ଷ ରୋପଣ କରିଥିବା ବେଳେ ସଂମାନନୀୟ ଅତିଥି ଭାବେ ତାଳଚେର ବନବିଭାଗ ଅଧିକାରୀ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଓ ଛାତ୍ର ଛାତ୍ରୀ ମାନଙ୍କର ଗହଣରେ ବୃକ୍ଷ ରୋପଣ କରାଯାଇଥିଲା l ଏହି ପରିପ୍ରେକ୍ଷିରେ ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ଶ୍ରୀ ସାହୁ ଶ୍ରେଣୀ ଗୃହରେ ପହଞ୍ଚି ସେ ଆଧ୍ୟାତ୍ମିକ ଭାବାବେଗତା ମଧ୍ୟରେ ଛାତ୍ରୀ ମାନଙ୍କୁ ଶିକ୍ଷା ସମ୍ବଦ୍ଧିୟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ l ସେହିପରି ଅନ୍ୟତମ ଅତିଥି ମାନେ ମଧ୍ୟ ବୃକ୍ଷ ରୋପଣ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ l ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ରାଷ୍ଟ୍ରତନ୍ତ୍ର ଖବରକାଗଜର ସମ୍ପାଦକ ଦେବାଶିଷ ପରିଡା ଓ ମୁଖ୍ୟ ସମ୍ପାଦକ ଧୀରମୋହନ ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ l
    user_Priya Madhaba Das
    Priya Madhaba Das
    Journalist ତାଳଚେର ସଦର, ଅନୁଗୁଳ, ଓଡ଼ିଶା•
    2 hrs ago
  • ହିଞ୍ଜିଳିକାଟୁ : ଖଣ୍ଡୁରୁ ଛକ ନିକଟରେ ଜଣେ ବ୍ୟକ୍ତି ଙ୍କୁ ଲିପ୍ଟ ନ ଦେବାରୁ ଛୁରୀରେ ଗାଡ଼ି ଚାଳକଙ୍କ ବେକ କାଟି ଦେଲା ଦୁର୍ବୁତ୍ତ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁରୁ ଛକରେ ‎ଅଭାବନିୟ ଘଟଣା  l ଲିପ୍ଟ ନ ଦେବାରୁ ଛୁରୀରେ ଗାଡ଼ି ଚାଳକଙ୍କ ବେକ କାଟି ଦେଲା ଦୁର୍ବୁତ୍ତ l ଗୁରୁତର ହୋଇଥିବା ଗାଡ଼ି ଚାଳକ ଜଣକ ହେଲେ ହିଞ୍ଜିଳି ଅଞ୍ଚଳର ଉଦ୍ଧବ ପାଢ଼ୀ l ସୂଚନା ଅନୁସାରେ ଉଦ୍ଧବ ପାଢ଼ୀ ବିଳମ୍ବିତ ରାତ୍ରିରେ ମୋଟର ସାଇକେଲରେ ହିଞ୍ଜିଳି ଆସୁଥିବା ସମୟରେ ଖଣ୍ଡୁର ଛକ ଠାରେ ତାଙ୍କୁ ଜଣେ ଲିପ୍ଟ ମାଗିଥିଲେ l ରାତିରେ ଲିପ୍ଟ ଦେବାକୁ ମନା କରିବାରୁ ଉତକ୍ଷିପ୍ତ ହୋଇ ଛୁରୀରେ ଉଦ୍ଧବଙ୍କ ବେକ କାଟି ଦେଇଥିଲା ଦୁର୍ବୁତ୍ତ l ଘଟଣା ସ୍ଥଳର ସେ ଗୁରୁତର ହୋଇଥିବା ବେଳେ ଉଗୁରୁତର ଅବସ୍ଥାରେ ପ୍ରଥମ ହିଞ୍ଜିଳି ପରେ ବ୍ରହ୍ମପୁର ଏମ୍. କେ. ସି. ଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ କରୁଛି l
    1
    ହିଞ୍ଜିଳିକାଟୁ : ଖଣ୍ଡୁରୁ ଛକ ନିକଟରେ ଜଣେ ବ୍ୟକ୍ତି ଙ୍କୁ ଲିପ୍ଟ ନ ଦେବାରୁ ଛୁରୀରେ ଗାଡ଼ି ଚାଳକଙ୍କ ବେକ କାଟି ଦେଲା ଦୁର୍ବୁତ୍ତ 
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁରୁ ଛକରେ ‎ଅଭାବନିୟ ଘଟଣା  l ଲିପ୍ଟ ନ ଦେବାରୁ ଛୁରୀରେ ଗାଡ଼ି ଚାଳକଙ୍କ ବେକ କାଟି ଦେଲା ଦୁର୍ବୁତ୍ତ l ଗୁରୁତର ହୋଇଥିବା ଗାଡ଼ି ଚାଳକ ଜଣକ ହେଲେ ହିଞ୍ଜିଳି ଅଞ୍ଚଳର ଉଦ୍ଧବ ପାଢ଼ୀ l ସୂଚନା ଅନୁସାରେ ଉଦ୍ଧବ ପାଢ଼ୀ ବିଳମ୍ବିତ ରାତ୍ରିରେ ମୋଟର ସାଇକେଲରେ ହିଞ୍ଜିଳି ଆସୁଥିବା ସମୟରେ ଖଣ୍ଡୁର ଛକ ଠାରେ ତାଙ୍କୁ ଜଣେ ଲିପ୍ଟ ମାଗିଥିଲେ l ରାତିରେ ଲିପ୍ଟ ଦେବାକୁ ମନା କରିବାରୁ ଉତକ୍ଷିପ୍ତ ହୋଇ ଛୁରୀରେ ଉଦ୍ଧବଙ୍କ ବେକ କାଟି ଦେଇଥିଲା ଦୁର୍ବୁତ୍ତ l ଘଟଣା ସ୍ଥଳର ସେ ଗୁରୁତର ହୋଇଥିବା ବେଳେ ଉଗୁରୁତର ଅବସ୍ଥାରେ ପ୍ରଥମ ହିଞ୍ଜିଳି ପରେ ବ୍ରହ୍ମପୁର ଏମ୍. କେ. ସି. ଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ କରୁଛି l
    user_Pitabas dash
    Pitabas dash
    Asika, Ganjam•
    56 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.