Shuru
Apke Nagar Ki App…
ଜୟ ଆଦିବାସୀ ଜୟ ଦିବସ ପାଳନ କରାଯାଇଛି ଏହା ଓଡ଼ିଶା ସରକାର କାହିଁକି ଚୁପ୍ ଚାପ୍ ବସିପଡ଼ି ଛନ୍ତି ଏଟାରେ ସୁଙ୍ଗେରେ ରେ ହେଉଅଛି ୦୯/୦୮/୨୦୨୬ ହାଟୋ ପାଦରେ ଅବସ୍ଥିତ ହେବାକୁ ଯାଉଛି. ସୁଙ୍ଗେର ହେବାକୁ ଜଉ ଅଛି ହଟୋ ପୋଡ଼ିଆ ରେ ୨୦୨୫/୦୮/୦୯ .
RAJ KUMAR MAJHI
ଜୟ ଆଦିବାସୀ ଜୟ ଦିବସ ପାଳନ କରାଯାଇଛି ଏହା ଓଡ଼ିଶା ସରକାର କାହିଁକି ଚୁପ୍ ଚାପ୍ ବସିପଡ଼ି ଛନ୍ତି ଏଟାରେ ସୁଙ୍ଗେରେ ରେ ହେଉଅଛି ୦୯/୦୮/୨୦୨୬ ହାଟୋ ପାଦରେ ଅବସ୍ଥିତ ହେବାକୁ ଯାଉଛି. ସୁଙ୍ଗେର ହେବାକୁ ଜଉ ଅଛି ହଟୋ ପୋଡ଼ିଆ ରେ ୨୦୨୫/୦୮/୦୯ .
More news from ଓଡ଼ିଶା and nearby areas
- ତୃତୀୟ ଲିଙ୍ଗୀଙ୍କ ପାଇଁ ନୂଆଁ ବାସ ଗୃହ ନିର୍ମାଣ ପାଇଁ ଭୂମି ପୂଜନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ନୂଆଁ ଫାଏର ଷ୍ଟେସନ୍ ଠାରେ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଙ୍ଗୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ ଏଵଂ ଥଇଥାନ ବ୍ୟବସ୍ଥା ପାଇଁ ଭୂମି ପୂଜନ କରାଯାଇଥିବା ଦେଖିବାକୁ ମିଳିଛି। ବହୁ ବର୍ଷରୁ ଏହି କିନ୍ନର ସମାଜ ବାସ ଗୃହ ପାଇଁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ଆଜି ଠାରୁ ବାସଗୃହ ନିର୍ମାଣ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଯାହାକୁ ନେଇ ଆଜି ଗଜପତି ଜିଲ୍ଲାର ତୃତୀୟ ଲିଂଗୀ ସମାଜ ସଭାନେତ୍ରୀ ମଧୁ ବରାଡ , ସମ୍ପାଦିକା ଜସ୍ମିନ୍ ଶେଖ୍ ଖୁସି ବ୍ୟକ୍ତ କରି ସରକାର ଏବଂ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଗୋଷାଣୀ ବ୍ଲକ ଜେଇ ଙ୍କ ସହ ଜିଲ୍ଲାର ତୃତୀୟ ଲୀଙ୍ଗୀ ସମାଜ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।1
- ବୈପାରିଗୁଡା ଠାରେ ଯୁବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ବୈପାରିଗୁଡା ଠାରେ ଯୁବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ବୈପାରିଗୁଡା ଠାରେ ଯୁବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ1
- ଚାକିରି ଦେବା ନାଁରେ ଠକେଇ,ଭୁବନେଶ୍ୱରରୁ ଜଣେ ଗିରଫ,୩ଟି ମୋବାଇଲ ଓ ପାମ୍ପଲେଟ ଜବତ @National24_News1
- ସମାଧାନ ହେଲା କୋଷାଗୁମୁଡା ଓଡିଶା - ଛତିଶଗଡ ସିମା ବିବାଦ!ସ୍ଥାନୀୟ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ସରପଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳବାସୀ ସମାଧାନ ହେଲା କୋଷାଗୁମୁଡା ଓଡିଶା - ଛତିଶଗଡ ସିମା ବିବାଦ!ସ୍ଥାନୀୟ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ସରପଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳବାସୀ1
- Slug _ସରପଞ୍ଚଙ୍କ ସ୍ୱାମୀ ହତ୍ୟା ଘଟଣାରେ ୩ ଗିରଫ; ୨୪ ଘଣ୍ଟାରେ କଳାହାଣ୍ଡି ପୋଲିସର ସଫଳତା Anchor :- ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି କର୍ମୀ ଫକୀର ରଣାଙ୍କୁ ଛୁରୀ ଭୁଷି ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ। ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିଥିବା କୁହାଯାଇଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଡମ୍ କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ବିଜେପି କର୍ମୀ ଫକୀର ରଣାଙ୍କ ହତ୍ୟା ଘଟଣାରେ ବଡ଼ ସଫଳତା ପାଇଛି ପୋଲିସ। ଗତ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଫକୀର ରଣାଙ୍କୁ ଅଭିଯୁକ୍ତମାନେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଗୋଡ଼ାଇ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ଫକୀର ରଣାଙ୍କ ପୁଅ ମଦନପୁର ରାମପୁର ଥାନାରେ ତିନିଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଓ ତଦନ୍ତ ଆଧାରରେ ପୋଲିସ ଡମ୍ କର୍ଲାଖୁଣ୍ଟାର ତୁଳସୀରାମ ସାହୁ ଓ ସୁରସିଂ ପାତ୍ର, ଏବଂ ଫଟାମୁଣ୍ଡାର ବଳଦେବ ସାହୁଙ୍କୁ ଗିରଫ କରିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ଘଟଣାର ପଛରେ ଥିବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି। କଳାହାଣ୍ଡି ଭବାନୀପାଟଣା ରୁରିତେଶ କୁମାର ମୁଣ୍ଡ Slug _ସରପଞ୍ଚଙ୍କ ସ୍ୱାମୀ ହତ୍ୟା ଘଟଣାରେ ୩ ଗିରଫ; ୨୪ ଘଣ୍ଟାରେ କଳାହାଣ୍ଡି ପୋଲିସର ସଫଳତା Anchor :- ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି କର୍ମୀ ଫକୀର ରଣାଙ୍କୁ ଛୁରୀ ଭୁଷି ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ। ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିଥିବା କୁହାଯାଇଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଡମ୍ କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ବିଜେପି କର୍ମୀ ଫକୀର ରଣାଙ୍କ ହତ୍ୟା ଘଟଣାରେ ବଡ଼ ସଫଳତା ପାଇଛି ପୋଲିସ। ଗତ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଫକୀର ରଣାଙ୍କୁ ଅଭିଯୁକ୍ତମାନେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଗୋଡ଼ାଇ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ଫକୀର ରଣାଙ୍କ ପୁଅ ମଦନପୁର ରାମପୁର ଥାନାରେ ତିନିଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଓ ତଦନ୍ତ ଆଧାରରେ ପୋଲିସ ଡମ୍ କର୍ଲାଖୁଣ୍ଟାର ତୁଳସୀରାମ ସାହୁ ଓ ସୁରସିଂ ପାତ୍ର, ଏବଂ ଫଟାମୁଣ୍ଡାର ବଳଦେବ ସାହୁଙ୍କୁ ଗିରଫ କରିଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି। ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ଘଟଣାର ପଛରେ ଥିବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି। କଳାହାଣ୍ଡି ଭବାନୀପାଟଣା ରୁରିତେଶ କୁମାର ମୁଣ୍ଡ4
- ୩.୯୪ ଗ୍ରାମ ବ୍ରାଉନ୍ ସୁଗାର ଜବତ କଲା ଉମରକୋଟ ପୋଲିସ,ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର #Nabarangpur #National241
- ହୃଦୟବିଦାରକ ଘଟଣା: ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅର ମୃତ୍ୟୁ କଡମତାଲ ଗ୍ରାମରେ ହୃଦୟବିଦାରକ ଘଟଣା,ରଣା ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅର ମୃତ୍ୟୁ । ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତର କଡମତାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଘରେ ଶୋଇଥିବା ବେଳେ ରଣା ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଅଜୟ କୁମାର ବଡରଇତ ଗତକାଲି ରାତିରେ ପତ୍ନୀ ଲଳିତା ରଇତ (୩୦), ପୁଅ ଅମିତ କୁମାର ବଡରଇତ (୭) ଓ ଦେଢ଼ ବର୍ଷର ଝିଅ ସହ ଘରେ ଶୋଇଥିଲେ। ଏହି ସମୟରେ ଦୁଇଟି ରଣା ସାପ ଘରେ ପଶି ଲଳିତା ଓ ଅମିତଙ୍କ ହାତକୁ କାମୁଡ଼ି ଦେଇଥିଲା। ଉଭୟ ଯନ୍ତ୍ରଣାରେ ଛଟପଟ ହେବାରୁ ଚିତ୍କାର ଶୁଣି ଅଜୟଙ୍କ ନିଦ ଭାଙ୍ଗିଥିଲା। ସେ ଉଠି ଦେଖିବା ବେଳେ ଘରେ ଦୁଇଟି ରଣା ସାପ ଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକେ ତୁରନ୍ତ ମାଆ ଓ ପୁଅଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଲଳିତା ଓ ଅମିତଙ୍କ ମୃତ୍ୟୁ ଘଟିଥିଲା। ସୌଭାଗ୍ୟବଶତଃ ଅଜୟ କୁମାର ବଡରଇତ ଓ ତାଙ୍କ ଦେଢ଼ ବର୍ଷର କନ୍ୟା ସାପ କାମୁଡ଼ାରୁ ରକ୍ଷା ପାଇଯାଇଛନ୍ତି। ଏହି ଘଟଣା ପରେ କଡମତାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ବର୍ଷା ଋତୁରେ ଘରେ ସାପ ପଶୁଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।1