logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସମାଧାନ ହେଲା କୋଷାଗୁମୁଡା ଓଡିଶା - ଛତିଶଗଡ ସିମା ବିବାଦ!ସ୍ଥାନୀୟ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ସରପଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳବାସୀ ସମାଧାନ ହେଲା କୋଷାଗୁମୁଡା ଓଡିଶା - ଛତିଶଗଡ ସିମା ବିବାଦ!ସ୍ଥାନୀୟ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ସରପଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳବାସୀ

3 hrs ago
user_Narendra Patra
Narendra Patra
Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•

More news from ଓଡ଼ିଶା and nearby areas
  • ସମାଧାନ ହେଲା କୋଷାଗୁମୁଡା ଓଡିଶା - ଛତିଶଗଡ ସିମା ବିବାଦ!ସ୍ଥାନୀୟ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ସରପଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳବାସୀ ସମାଧାନ ହେଲା କୋଷାଗୁମୁଡା ଓଡିଶା - ଛତିଶଗଡ ସିମା ବିବାଦ!ସ୍ଥାନୀୟ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ସରପଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳବାସୀ
    1
    ସମାଧାନ ହେଲା କୋଷାଗୁମୁଡା ଓଡିଶା - ଛତିଶଗଡ ସିମା ବିବାଦ!ସ୍ଥାନୀୟ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ସରପଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳବାସୀ
ସମାଧାନ ହେଲା କୋଷାଗୁମୁଡା ଓଡିଶା - ଛତିଶଗଡ ସିମା ବିବାଦ!ସ୍ଥାନୀୟ ପ୍ରଶାସନ ଙ୍କୁ ଧନ୍ୟବାଦ ଜଣାଇଲେ ସରପଞ୍ଚ ଏବଂ ସୀମାବର୍ତ୍ତୀ ଅଞ୍ଚଳବାସୀ
    user_Narendra Patra
    Narendra Patra
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    3 hrs ago
  • ଚାକିରି ଦେବା ନାଁରେ ଠକେଇ,ଭୁବନେଶ୍ୱରରୁ ଜଣେ ଗିରଫ,୩ଟି ମୋବାଇଲ ଓ ପାମ୍ପଲେଟ ଜବତ ‎⁨@National24_News⁩
    1
    ଚାକିରି ଦେବା ନାଁରେ ଠକେଇ,ଭୁବନେଶ୍ୱରରୁ ଜଣେ ଗିରଫ,୩ଟି ମୋବାଇଲ ଓ ପାମ୍ପଲେଟ ଜବତ ‎⁨@National24_News⁩
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    13 hrs ago
  • Slug _ଅନୁଦାନ ଓ ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା; DEO କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ Anchor :- ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଛି। ବିଭିନ୍ନ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ। ଶିକ୍ଷକ-କର୍ମଚାରୀ ସମିତି ପକ୍ଷରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ଶିକ୍ଷକ-ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପେନସନ୍ ପ୍ରଦାନ ପାଇଁ ଦାବି କରାଯାଇଛି। ଏଥିସହ ସମସ୍ତ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ସହ ସରକାରୀକରଣ କରିବାକୁ ସମିତି ଦାବି ରଖିଛି। ସେହିପରି ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା, ନୂତନ ପେନସନ୍ ବ୍ୟବସ୍ଥା ପରିବର୍ତ୍ତେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ସହ ଚାକିରିରେ ଚରିଷ୍ଠତା ପ୍ରଦାନ କରିବା ଭଳି ଦାବି ଉଠାଯାଇଛି। ଧାରଣା ଓ ପ୍ରତିବାଦ ପରେ ସମିତି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ସମ୍ପାଦକ ପ୍ରଭାତ କୁମାର ରଥ, ଓଷ୍ଟାର ରାଜ୍ୟ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ଓ ରବୀନ୍ଦ୍ର କୁମାର ମୁଣ୍ଡଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ଧରି ରହିଥିବା ଏହି ଦାବିଗୁଡ଼ିକ ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଏବଂ ଶିକ୍ଷକ-କର୍ମଚାରୀଙ୍କ ଦାବି କେତେ ଶୀଘ୍ର ପୂରଣ ହେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର। କଳାହାଣ୍ଡି ଭବାନୀପାଟଣା ରୁ ରିତେଶ କୁମାର ମୁଣ୍ଡ, Slug _ଅନୁଦାନ ଓ ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା; DEO କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ Anchor :- ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଛି। ବିଭିନ୍ନ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ। ଶିକ୍ଷକ-କର୍ମଚାରୀ ସମିତି ପକ୍ଷରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ଶିକ୍ଷକ-ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପେନସନ୍ ପ୍ରଦାନ ପାଇଁ ଦାବି କରାଯାଇଛି। ଏଥିସହ ସମସ୍ତ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ସହ ସରକାରୀକରଣ କରିବାକୁ ସମିତି ଦାବି ରଖିଛି। ସେହିପରି ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା, ନୂତନ ପେନସନ୍ ବ୍ୟବସ୍ଥା ପରିବର୍ତ୍ତେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ସହ ଚାକିରିରେ ଚରିଷ୍ଠତା ପ୍ରଦାନ କରିବା ଭଳି ଦାବି ଉଠାଯାଇଛି। ଧାରଣା ଓ ପ୍ରତିବାଦ ପରେ ସମିତି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ସମ୍ପାଦକ ପ୍ରଭାତ କୁମାର ରଥ, ଓଷ୍ଟାର ରାଜ୍ୟ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ଓ ରବୀନ୍ଦ୍ର କୁମାର ମୁଣ୍ଡଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ଧରି ରହିଥିବା ଏହି ଦାବିଗୁଡ଼ିକ ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଏବଂ ଶିକ୍ଷକ-କର୍ମଚାରୀଙ୍କ ଦାବି କେତେ ଶୀଘ୍ର ପୂରଣ ହେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର। କଳାହାଣ୍ଡି ଭବାନୀପାଟଣା ରୁ ରିତେଶ କୁମାର ମୁଣ୍ଡ,
    4
    Slug _ଅନୁଦାନ ଓ ପେନସନ୍ ଦାବିରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା; DEO କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

Anchor :- ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ଶିକ୍ଷାକର୍ମଚାରୀ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇଛି। ବିଭିନ୍ନ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ଦାବି ରଖିଛନ୍ତି ଆନ୍ଦୋଳନକାରୀ।

 ଶିକ୍ଷକ-କର୍ମଚାରୀ 
ସମିତି ପକ୍ଷରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ଶିକ୍ଷକ-ଶିକ୍ଷାକର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପେନସନ୍ ପ୍ରଦାନ ପାଇଁ ଦାବି କରାଯାଇଛି।
ଏଥିସହ ସମସ୍ତ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ସହ ସରକାରୀକରଣ କରିବାକୁ ସମିତି ଦାବି ରଖିଛି।
ସେହିପରି ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂର କରିବା, ନୂତନ ପେନସନ୍ ବ୍ୟବସ୍ଥା ପରିବର୍ତ୍ତେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଏବଂ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ସହ ଚାକିରିରେ ଚରିଷ୍ଠତା ପ୍ରଦାନ କରିବା ଭଳି ଦାବି ଉଠାଯାଇଛି।
ଧାରଣା ଓ ପ୍ରତିବାଦ ପରେ ସମିତି ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଓଷ୍ଟା କଳାହାଣ୍ଡିର ସଭାପତି ସନ୍ତୋଷ କୁମାର ରଥ, ସମ୍ପାଦକ ପ୍ରଭାତ କୁମାର ରଥ, ଓଷ୍ଟାର ରାଜ୍ୟ ଉପସଭାପତି ମୃତ୍ୟୁଞ୍ଜୟ ବେହେରା, ଉପଦେଷ୍ଟା ଭବାନୀ ଶଙ୍କର ମିଶ୍ର ଓ ରବୀନ୍ଦ୍ର କୁମାର ମୁଣ୍ଡଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି, ସମ୍ପାଦକ ଏବଂ ବହୁ ସଂଖ୍ୟକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ତେବେ ଦୀର୍ଘଦିନ ଧରି ରହିଥିବା ଏହି ଦାବିଗୁଡ଼ିକ ଉପରେ ସରକାର କେବେ ନିଷ୍ପତ୍ତି ନେଉଛନ୍ତି ଏବଂ ଶିକ୍ଷକ-କର୍ମଚାରୀଙ୍କ ଦାବି କେତେ ଶୀଘ୍ର ପୂରଣ ହେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର।

କଳାହାଣ୍ଡି ଭବାନୀପାଟଣା ରୁ ରିତେଶ କୁମାର ମୁଣ୍ଡ,

    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory କୋକସରା, କଳାହାଣ୍ଡି, ଓଡ଼ିଶା•
    5 hrs ago
  • ଝରଣା ପାଣିରେ ଚାଲୁଛି ଜୀବନ; ବିକାଶକୁ ଚାହିଁ ବସିଛି ଛେପଢ଼ିପାରା ଗ୍ରାମବାସୀ ଝରଣା ପାଣିରେ ଚାଲୁଛି ଜୀବନ; ବିକାଶକୁ ଚାହିଁ ବସିଛି ଛେପଢ଼ିପାରା ଗ୍ରାମବାସୀ
    1
    ଝରଣା ପାଣିରେ ଚାଲୁଛି ଜୀବନ; ବିକାଶକୁ ଚାହିଁ ବସିଛି ଛେପଢ଼ିପାରା ଗ୍ରାମବାସୀ
ଝରଣା ପାଣିରେ ଚାଲୁଛି ଜୀବନ; ବିକାଶକୁ ଚାହିଁ ବସିଛି ଛେପଢ଼ିପାରା ଗ୍ରାମବାସୀ
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    12 hrs ago
  • ଚାକିରି ନାରେ ଠକେଇ ଅଭିଯୁକ୍ତ ଗିରଫ! ଚାକିରି ନାରେ ସୋସିଆଲ ମିଡିଆରେ ମିଥ୍ୟା ବିଜ୍ଞାପନ ବାହାର କରିଥିବା ଠକ୍ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଲକାନଗିରି ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିଶ୍ବଜିତ ଜେନା। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ମାଲକାନଗିରି ଜିଲ୍ଲା ପାଇଁ ମିଛ ଚାକିରି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ଠକ୍ ଜଣଂକ। ତେବେ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାକୁ ଜାଣିବା ପରେ ଦୃଢ଼ତାର ସହିତ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୩ଟି ମୋବାଇଲ ଫୋନ୍ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
    1
    ଚାକିରି ନାରେ ଠକେଇ ଅଭିଯୁକ୍ତ ଗିରଫ!
ଚାକିରି ନାରେ ସୋସିଆଲ ମିଡିଆରେ ମିଥ୍ୟା ବିଜ୍ଞାପନ ବାହାର କରିଥିବା ଠକ୍ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଲକାନଗିରି ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିଶ୍ବଜିତ ଜେନା। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ମାଲକାନଗିରି ଜିଲ୍ଲା ପାଇଁ ମିଛ ଚାକିରି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ଠକ୍ ଜଣଂକ। ତେବେ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାକୁ ଜାଣିବା ପରେ ଦୃଢ଼ତାର ସହିତ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୩ଟି ମୋବାଇଲ ଫୋନ୍ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    2 hrs ago
  • ମାଲକାନଗିରି : ​ଚାକିରି ଦେବା ନାଁରେ ଠକେଇ: ଭୁବନେଶ୍ୱରରୁ ଜଣେ ଗିରଫ, ୩ଟି ମୋବାଇଲ ଓ ପାମ୍ପଲେଟ ଜବତ ।
    1
    ମାଲକାନଗିରି : ​ଚାକିରି ଦେବା ନାଁରେ ଠକେଇ: ଭୁବନେଶ୍ୱରରୁ ଜଣେ ଗିରଫ, ୩ଟି ମୋବାଇଲ ଓ ପାମ୍ପଲେଟ ଜବତ ।
    user_Update Malkangiri news
    Update Malkangiri news
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    9 hrs ago
  • ୩.୯୪ ଗ୍ରାମ ବ୍ରାଉନ୍ ସୁଗାର ଜବତ କଲା ଉମରକୋଟ ପୋଲିସ,ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର #Nabarangpur #National24
    1
    ୩.୯୪ ଗ୍ରାମ ବ୍ରାଉନ୍ ସୁଗାର ଜବତ କଲା ଉମରକୋଟ ପୋଲିସ,ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର #Nabarangpur #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    23 hrs ago
  • କଲମପୁରରେ ଅଭାବନୀୟ ଘଟଣା, ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ, ଅଭିଯୁକ୍ତ ଅଟକ କଳାହାଣ୍ଡି ଜିଲ୍ଲାର କଲମପୁର ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଆଲୋକ ରଞ୍ଜନ ଗହିର (୨୦)।ତାଙ୍କ ବାପା ମାନସିଂ ଗହିର (୫୫) ପୁଅଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ରାଗରେ କାଠ ଫାଳିଆରେ ଆଲୋକଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ରହିଛି। ଗୁରୁତରଙ୍କୁ ପରିବାର ଲୋକେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ହସ୍ପିଟାଲ ପକ୍ଷରୁ କଲମପୁର ପୁଲିସକୁ ସୂଚନା ଦିଆଯାଇଥିଲା।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପା ମାନସିଂ ଗହିରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
    4
    କଲମପୁରରେ ଅଭାବନୀୟ ଘଟଣା, ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ, ଅଭିଯୁକ୍ତ ଅଟକ
କଳାହାଣ୍ଡି ଜିଲ୍ଲାର କଲମପୁର ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଆଲୋକ ରଞ୍ଜନ ଗହିର (୨୦)।ତାଙ୍କ ବାପା ମାନସିଂ ଗହିର (୫୫)  ପୁଅଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ରାଗରେ କାଠ ଫାଳିଆରେ ଆଲୋକଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ରହିଛି। ଗୁରୁତରଙ୍କୁ ପରିବାର ଲୋକେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ  ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ହସ୍ପିଟାଲ ପକ୍ଷରୁ କଲମପୁର ପୁଲିସକୁ ସୂଚନା ଦିଆଯାଇଥିଲା।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପା ମାନସିଂ ଗହିରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୋଲିସ  ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
    user_Swastideep Aditya
    Swastideep Aditya
    ଜୁନାଗଡ଼, କଳାହାଣ୍ଡି, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.