Shuru
Apke Nagar Ki App…
କକଟ ଜଗତପୁର ମହଜନପୁର ଗ୍ରାମରେ ବେଆନି ବାଣ ଭିଡୁଥିଲା ବେଳେ ବାଣ ବିସ୍ଫୋରଣ ହୋଇ ଘରର ଛାତ ଭାଙ୍ଗିବା ସହ ତିନି ଜୀବନ ଚାଲିଗଲା
ନିଷ୍ଠୁର ଦୁନିଆ Live
କକଟ ଜଗତପୁର ମହଜନପୁର ଗ୍ରାମରେ ବେଆନି ବାଣ ଭିଡୁଥିଲା ବେଳେ ବାଣ ବିସ୍ଫୋରଣ ହୋଇ ଘରର ଛାତ ଭାଙ୍ଗିବା ସହ ତିନି ଜୀବନ ଚାଲିଗଲା
More news from ଓଡ଼ିଶା and nearby areas
- କେନ୍ଦ୍ରାପଡ଼ା ଜିଲା ଶାନ୍ତସାହି ଗଣ୍ଡାଖିଆ ରାସ୍ତା ନିମ୍ନ ମାନର କାର୍ଯ୍ୟ ଯୋଗୁ ଲୋକେ ହନ୍ତସନ୍ତ1
- Post by Gagan Bhoi1
- ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026 ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା। ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।4
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଅଧୀନରେ ଥିବା ୯ଗୋଟି ପଞ୍ଚାୟତକୁ ନେଇ ବିଜେଡିର ଏକ ସାଙ୍ଗଠନିକ ବୈଠକ କୋଳଥଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଏହି ୯ଗୋଟି ପଞ୍ଚାୟତର ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ଯୁବ ଛାତ୍ରଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ନିର୍ବାଚନ ପରେ ଶାନ୍ତ ଧର୍ମଶାଳା ଅଶାନ୍ତରେ ପରିଣତ ହୋଇଛି ବୋଲି କହିଥିଲେ ।1
- ପାରାଦୀପ ଲକଥାନା ପୋଲିସ କୁ ବଡ଼ ସଫଳତା, ବାଲଡ଼ିଆ ଗ୍ରାମ ନିକଟ ଚୌମୁହାଣୀ ଠାରେ ବ୍ରାଉନସୁଗାର ସହିତ ୩ ଯୁବକ ଙ୍କୁ ମାଡିବସିଲା ଲକଥାନା ପୋଲିସ, ଦୁଇଲକ୍ଷ ଟଙ୍କାରୁ ଉର୍ଧ୍ଵ ଧଳାଜହର ସହିତ ମୋବାଇଲ ଓ ଗାଡି ଜବତ, ୩ ଅଭିଯୁକ୍ତ କୋର୍ଟଚାଲାଣ....1
- ମନ ମୋହିଲା କୋଣାର୍କ ଗଣନାଟ୍ୟ ର ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ନାଟକ ଦେଖିବାକୁ ପ୍ରବଳ ଜନ ସମାଗମ1
- କଟକ ନିଶ୍ଚିନ୍ତକୋଇଲି ଚାନ୍ଦବାଲି ରୋଡ ପାର୍ଶ୍ୱରେ ଥିବା ବନମାଳୀପୁର 9ନମ୍ବର ଡଗରା କେନାଲ ର ୱାଲ କାମ ଆତି ନିମ୍ନମାନର କାର୍ଯ୍ୟ ଚାଲିଛି ଏଥିପାଇଁ ଦାଇ ବିଭାଗୀୟ ଅଧିକାରୀ ଏହି କାମଟି ପୂବଂଶ ଇରିଗେସନ କେନ୍ଦ୍ରାପଡା ଡିଭିଜନ ତତ୍ତ୍ୱଅବଧାନ ରେ ହେଉଛି1
- ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026 ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା। ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।1
- Post by Gagan Bhoi1