Shuru
Apke Nagar Ki App…
ଆକ୍ସନ ମୁଡ଼ରେ ପାରାଦୀପ ଲକଥାନା ପୋଲିସ... ପାରାଦୀପ ଲକଥାନା ପୋଲିସ କୁ ବଡ଼ ସଫଳତା, ବାଲଡ଼ିଆ ଗ୍ରାମ ନିକଟ ଚୌମୁହାଣୀ ଠାରେ ବ୍ରାଉନସୁଗାର ସହିତ ୩ ଯୁବକ ଙ୍କୁ ମାଡିବସିଲା ଲକଥାନା ପୋଲିସ, ଦୁଇଲକ୍ଷ ଟଙ୍କାରୁ ଉର୍ଧ୍ଵ ଧଳାଜହର ସହିତ ମୋବାଇଲ ଓ ଗାଡି ଜବତ, ୩ ଅଭିଯୁକ୍ତ କୋର୍ଟଚାଲାଣ....
Biraja prasad tripathy Tripathy
ଆକ୍ସନ ମୁଡ଼ରେ ପାରାଦୀପ ଲକଥାନା ପୋଲିସ... ପାରାଦୀପ ଲକଥାନା ପୋଲିସ କୁ ବଡ଼ ସଫଳତା, ବାଲଡ଼ିଆ ଗ୍ରାମ ନିକଟ ଚୌମୁହାଣୀ ଠାରେ ବ୍ରାଉନସୁଗାର ସହିତ ୩ ଯୁବକ ଙ୍କୁ ମାଡିବସିଲା ଲକଥାନା ପୋଲିସ, ଦୁଇଲକ୍ଷ ଟଙ୍କାରୁ ଉର୍ଧ୍ଵ ଧଳାଜହର ସହିତ ମୋବାଇଲ ଓ ଗାଡି ଜବତ, ୩ ଅଭିଯୁକ୍ତ କୋର୍ଟଚାଲାଣ....
More news from Jagatsinghapur and nearby areas
- Post by Mitu Behera1
- ପାରାଦୀପ ଲକଥାନା ପୋଲିସ କୁ ବଡ଼ ସଫଳତା, ବାଲଡ଼ିଆ ଗ୍ରାମ ନିକଟ ଚୌମୁହାଣୀ ଠାରେ ବ୍ରାଉନସୁଗାର ସହିତ ୩ ଯୁବକ ଙ୍କୁ ମାଡିବସିଲା ଲକଥାନା ପୋଲିସ, ଦୁଇଲକ୍ଷ ଟଙ୍କାରୁ ଉର୍ଧ୍ଵ ଧଳାଜହର ସହିତ ମୋବାଇଲ ଓ ଗାଡି ଜବତ, ୩ ଅଭିଯୁକ୍ତ କୋର୍ଟଚାଲାଣ....1
- କେନ୍ଦ୍ରାପଡ଼ା ଜିଲା କଂସାର ପଞ୍ଚାୟତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ରେ ତାଲା, ଚାଷୀ ହନ୍ତସନ୍ତ1
- କଟକ ଜିଲ୍ଲା ଗ୍ରାମାଞ୍ଚଳ କଲେଜ ଛାତ୍ରୀ1
- ବଡପୋଖରୀ ଗ୍ରାମ ରେ ଚାଲିଥିବା ମାଗେ ପର୍ବ ର ପୂଜା କାର୍ଯ୍ୟକ୍ରମରେ ଆଦିବାସୀ ପରମ୍ପରା ରେ ଭଜନି1
- ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଅଧୀନରେ ଥିବା ୯ଗୋଟି ପଞ୍ଚାୟତକୁ ନେଇ ବିଜେଡିର ଏକ ସାଙ୍ଗଠନିକ ବୈଠକ କୋଳଥଳ ଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଏହି ୯ଗୋଟି ପଞ୍ଚାୟତର ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ଯୁବ ଛାତ୍ରଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ। ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ନିର୍ବାଚନ ପରେ ଶାନ୍ତ ଧର୍ମଶାଳା ଅଶାନ୍ତରେ ପରିଣତ ହୋଇଛି ବୋଲି କହିଥିଲେ ।1
- ମନ ମୋହିଲା କୋଣାର୍କ ଗଣନାଟ୍ୟ ର ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ନାଟକ ଦେଖିବାକୁ ପ୍ରବଳ ଜନ ସମାଗମ1
- ବିଳମ୍ବିତ ରାତ୍ରିରେ ହାତୀ ଟାଙ୍କି ନିକଟରେ ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଗୁରୁତର,108 ଦ୍ୱାରା ଅଠର ବାଙ୍କି ମେଡିକାଲଭର୍ତ୍ତି ବାଇକ ଆରୋହୀ ହେଲେ ସିଙ୍ଗିଟାଳି ଗ୍ରାମର ମନୋଜ ନାୟକ.....1