Shuru
Apke Nagar Ki App…
Mitu Behera
More news from Jagatsinghapur and nearby areas
- Post by Mitu Behera1
- ପାରାଦୀପ ଲକଥାନା ପୋଲିସ କୁ ବଡ଼ ସଫଳତା, ବାଲଡ଼ିଆ ଗ୍ରାମ ନିକଟ ଚୌମୁହାଣୀ ଠାରେ ବ୍ରାଉନସୁଗାର ସହିତ ୩ ଯୁବକ ଙ୍କୁ ମାଡିବସିଲା ଲକଥାନା ପୋଲିସ, ଦୁଇଲକ୍ଷ ଟଙ୍କାରୁ ଉର୍ଧ୍ଵ ଧଳାଜହର ସହିତ ମୋବାଇଲ ଓ ଗାଡି ଜବତ, ୩ ଅଭିଯୁକ୍ତ କୋର୍ଟଚାଲାଣ....1
- କେନ୍ଦ୍ରାପଡ଼ା ଜିଲା କଂସାର ପଞ୍ଚାୟତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ରେ ତାଲା, ଚାଷୀ ହନ୍ତସନ୍ତ1
- କଟକ ଜିଲ୍ଲା ଗ୍ରାମାଞ୍ଚଳ କଲେଜ ଛାତ୍ରୀ1
- Post by Gagan Bhoi1
- ସାରା ରାଜ୍ୟରେ ହେଉଥିବା ମାଟ୍ରିକ୍ ପରୀକ୍ଷା ଉପରେ ଏମିତି ସିସିଟିଭି ମାଧ୍ୟମରେ ନଜର ରଖିଛି ବୋର୍ଡ। ଯେଉଁ ଛାତ୍ର ଛାତ୍ରୀ କପି କରୁଥିବାର ଧରା ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋର୍ଡ।1
- ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ରେ ମାଟ୍ରିକ ପରୀକ୍ଷା । ଏ ନେଇ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ କଟକ ର ବୋର୍ଡ଼ ଅଫିସ ରେ ହୋଇଛି ମାଟ୍ରିକ ପରୀକ୍ଷା କଣ୍ଟ୍ରୋଲ ରୁମ୍ , ଯେଉଁଠୁ ମ୍ୟାଟ୍ରିକ ପରୀକ୍ଷା ଉପରେ ନଜର ରଖାଯାଇ ପାରିବ ।2
- ବିଳମ୍ବିତ ରାତ୍ରିରେ ହାତୀ ଟାଙ୍କି ନିକଟରେ ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଗୁରୁତର,108 ଦ୍ୱାରା ଅଠର ବାଙ୍କି ମେଡିକାଲଭର୍ତ୍ତି ବାଇକ ଆରୋହୀ ହେଲେ ସିଙ୍ଗିଟାଳି ଗ୍ରାମର ମନୋଜ ନାୟକ.....1