logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର... ବିଳମ୍ବିତ ରାତ୍ରିରେ ହାତୀ ଟାଙ୍କି ନିକଟରେ ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଗୁରୁତର,108 ଦ୍ୱାରା ଅଠର ବାଙ୍କି ମେଡିକାଲଭର୍ତ୍ତି ବାଇକ ଆରୋହୀ ହେଲେ ସିଙ୍ଗିଟାଳି ଗ୍ରାମର ମନୋଜ ନାୟକ.....

1 hr ago
user_Biraja prasad tripathy Tripathy
Biraja prasad tripathy Tripathy
ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
1 hr ago

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର... ବିଳମ୍ବିତ ରାତ୍ରିରେ ହାତୀ ଟାଙ୍କି ନିକଟରେ ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଗୁରୁତର,108 ଦ୍ୱାରା ଅଠର ବାଙ୍କି ମେଡିକାଲଭର୍ତ୍ତି ବାଇକ ଆରୋହୀ ହେଲେ ସିଙ୍ଗିଟାଳି ଗ୍ରାମର ମନୋଜ ନାୟକ.....

More news from ଓଡ଼ିଶା and nearby areas
  • ବିଳମ୍ବିତ ରାତ୍ରିରେ ହାତୀ ଟାଙ୍କି ନିକଟରେ ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଗୁରୁତର,108 ଦ୍ୱାରା ଅଠର ବାଙ୍କି ମେଡିକାଲଭର୍ତ୍ତି ବାଇକ ଆରୋହୀ ହେଲେ ସିଙ୍ଗିଟାଳି ଗ୍ରାମର ମନୋଜ ନାୟକ.....
    1
    ବିଳମ୍ବିତ ରାତ୍ରିରେ ହାତୀ ଟାଙ୍କି ନିକଟରେ ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଗୁରୁତର,108 ଦ୍ୱାରା ଅଠର ବାଙ୍କି ମେଡିକାଲଭର୍ତ୍ତି ବାଇକ ଆରୋହୀ ହେଲେ ସିଙ୍ଗିଟାଳି ଗ୍ରାମର ମନୋଜ ନାୟକ.....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    1 hr ago
  • କେନ୍ଦ୍ରାପଡ଼ା ଜିଲା କଂସାର ପଞ୍ଚାୟତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ରେ ତାଲା, ଚାଷୀ ହନ୍ତସନ୍ତ
    1
    କେନ୍ଦ୍ରାପଡ଼ା ଜିଲା କଂସାର ପଞ୍ଚାୟତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ରେ ତାଲା, ଚାଷୀ ହନ୍ତସନ୍ତ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
  • କେନ୍ଦ୍ରାପଡ଼ା ଜିଲ୍ଲାର ପାରାଦ୍ଵୀପ-ଚଣ୍ଡିଖୋଲ ସଂଯୋଗ କରୁଥିବା ରାସ୍ତା ଲୋକେ କରୁଛନ୍ତି ସଫା ,ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ
    1
    କେନ୍ଦ୍ରାପଡ଼ା ଜିଲ୍ଲାର ପାରାଦ୍ଵୀପ-ଚଣ୍ଡିଖୋଲ ସଂଯୋଗ କରୁଥିବା ରାସ୍ତା ଲୋକେ କରୁଛନ୍ତି ସଫା ,ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    19 hrs ago
  • କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳ କଟିକଟା ଜୟପୁର ରୋଡ଼ ରେ ଏବେ ମାଡୁଆଙ୍କ ସଂଖ୍ୟା ବହୁପରିମାଣରେ ବଢିଚାଲିଛି ଏଠିକାର ପୋଲିସ ପ୍ରଶାସନ ସମ୍ପୂର୍ଣ ନୀରବତା ସାଜିଛି ଜାହା ଫଳରେ ସାଧାରଣ ଲୋକେ ନାଇଁ ନଥିବାର ଅସୁବିଧା ସମୁଖୀନ ହେଉଛନ୍ତି
    1
    କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳ କଟିକଟା ଜୟପୁର ରୋଡ଼ ରେ ଏବେ ମାଡୁଆଙ୍କ ସଂଖ୍ୟା ବହୁପରିମାଣରେ ବଢିଚାଲିଛି ଏଠିକାର ପୋଲିସ ପ୍ରଶାସନ ସମ୍ପୂର୍ଣ ନୀରବତା ସାଜିଛି ଜାହା ଫଳରେ ସାଧାରଣ ଲୋକେ ନାଇଁ ନଥିବାର ଅସୁବିଧା ସମୁଖୀନ ହେଉଛନ୍ତି
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    17 hrs ago
  • ମନ ମୋହିଲା କୋଣାର୍କ ଗଣନାଟ୍ୟ ର ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ନାଟକ ଦେଖିବାକୁ ପ୍ରବଳ ଜନ ସମାଗମ
    1
    ମନ ମୋହିଲା କୋଣାର୍କ ଗଣନାଟ୍ୟ ର ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ନାଟକ ଦେଖିବାକୁ ପ୍ରବଳ ଜନ ସମାଗମ
    user_Bibhudutta Prusty
    Bibhudutta Prusty
    Jajapur, Odisha•
    2 hrs ago
  • ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026 ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା। ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।
    1
    ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026  ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା  କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି।   ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି।  ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ  ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି।  ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା।  ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    50 min ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • କେନ୍ଦ୍ରାପଡ଼ା ଜିଲା ଶାନ୍ତସାହି ଗଣ୍ଡାଖିଆ ରାସ୍ତା ନିମ୍ନ ମାନର କାର୍ଯ୍ୟ ଯୋଗୁ ଲୋକେ ହନ୍ତସନ୍ତ
    1
    କେନ୍ଦ୍ରାପଡ଼ା ଜିଲା ଶାନ୍ତସାହି ଗଣ୍ଡାଖିଆ ରାସ୍ତା ନିମ୍ନ ମାନର କାର୍ଯ୍ୟ ଯୋଗୁ ଲୋକେ ହନ୍ତସନ୍ତ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.