Shuru
Apke Nagar Ki App…
ମଦ୍ୟପ ମାନୁ ନାହାନ୍ତି ରାସ୍ତା ଘାଟ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳ କଟିକଟା ଜୟପୁର ରୋଡ଼ ରେ ଏବେ ମାଡୁଆଙ୍କ ସଂଖ୍ୟା ବହୁପରିମାଣରେ ବଢିଚାଲିଛି ଏଠିକାର ପୋଲିସ ପ୍ରଶାସନ ସମ୍ପୂର୍ଣ ନୀରବତା ସାଜିଛି ଜାହା ଫଳରେ ସାଧାରଣ ଲୋକେ ନାଇଁ ନଥିବାର ଅସୁବିଧା ସମୁଖୀନ ହେଉଛନ୍ତି
ନିଷ୍ଠୁର ଦୁନିଆ Live
ମଦ୍ୟପ ମାନୁ ନାହାନ୍ତି ରାସ୍ତା ଘାଟ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳ କଟିକଟା ଜୟପୁର ରୋଡ଼ ରେ ଏବେ ମାଡୁଆଙ୍କ ସଂଖ୍ୟା ବହୁପରିମାଣରେ ବଢିଚାଲିଛି ଏଠିକାର ପୋଲିସ ପ୍ରଶାସନ ସମ୍ପୂର୍ଣ ନୀରବତା ସାଜିଛି ଜାହା ଫଳରେ ସାଧାରଣ ଲୋକେ ନାଇଁ ନଥିବାର ଅସୁବିଧା ସମୁଖୀନ ହେଉଛନ୍ତି
More news from ଓଡ଼ିଶା and nearby areas
- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳ କଟିକଟା ଜୟପୁର ରୋଡ଼ ରେ ଏବେ ମାଡୁଆଙ୍କ ସଂଖ୍ୟା ବହୁପରିମାଣରେ ବଢିଚାଲିଛି ଏଠିକାର ପୋଲିସ ପ୍ରଶାସନ ସମ୍ପୂର୍ଣ ନୀରବତା ସାଜିଛି ଜାହା ଫଳରେ ସାଧାରଣ ଲୋକେ ନାଇଁ ନଥିବାର ଅସୁବିଧା ସମୁଖୀନ ହେଉଛନ୍ତି1
- କେନ୍ଦ୍ରାପଡ଼ା ଜିଲ୍ଲାର ପାରାଦ୍ଵୀପ-ଚଣ୍ଡିଖୋଲ ସଂଯୋଗ କରୁଥିବା ରାସ୍ତା ଲୋକେ କରୁଛନ୍ତି ସଫା ,ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ1
- କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ଶାସନିପଡା ସେତୁ ଉପରେ ଚିପ୍ସ ଗଧା ହେଇଥିବାରୁ ଯାତାୟାତ ରେ ବାଧାପ୍ରାପ୍ତ,1
- କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।4
- Post by Gagan Bhoi1
- ଜଣେ ଯୁବକ ସହ ନିର୍ବନ୍ଧ ପରେ ଝିଅ ଅଳଙ୍କାର ଧରି ଅନ୍ୟ ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ । ପୁଲିସ ଝିଅ ଓ ପ୍ରେମିକଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣା ଥାନାରେ ପହଞ୍ଚିବା ପରେ ଉଭୟ ପୁଅ ଓ ଝିଅ ପକ୍ଷ ଥାନାରେ ମୁହାଁମୁହିଁ ହେବା ସହ ବିବାଦୀୟ ସ୍ଥିତି ଉପୁଜିଥିଲା ।1
- ଯାଜପୁର ଜିଲ୍ଲା ରେ ସରକାରୀ ଜମିକୁ ଅନେକ ନେତା ଓ ମୁଷ୍ଟିମେୟ ଲୋକ ଜବର ଦଖଲ କରି ରଖିଥିବା ବେଳେ,ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମ ହାଉସ୍ ହୋଇଥିବା ଜମିକୁ ନେଇ ଅଭିଯୋଗ ହୋଇଥିଲା। ଏବଂ ସେହିପରି ଧର୍ମଶାଳା ତହସିଲ ପକ୍ଷରୁ ନୋଟିସ ମଧ୍ୟ କରା ଯାଇଥିଲା।ଏହା ଧର୍ମଶାଳା ତହସିଲ ଦ୍ୱାରା ଫାର୍ମ ହାଉସ୍ ଜମି କୁ ମାପଚୁପ କରାଯାଇଛି ।ଏହି ଜମି ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ ଠାରେ ହୋଇଥିବା ବେଳେ,ଫାର୍ମର ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ର ମୋଟ ୩୧.୬୦ ଏକର ପର୍ବତ କିସମ ବୋଲି ଅଭିଯୋଗ ହୋଇଛି।1
- କଟକ ଜିଲ୍ଲା ଅଞ୍ଚଳର ଜଣେ ଶିକ୍ଷୟତ୍ରୀ ଶିବ ଭଜନ ଗାଈ ପିଲାମାନଙ୍କୁ ମଧ୍ୟ୍ୟ ଗାଇବାକୁ କହିଲେ1