logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସରକାରୀ ଜମି ଜବର ଦଖଲ ଅଭିଯୋଗ,ବିବାଦ ପରେ ତହସିଲ ପକ୍ଷରୁ ମାପଚୁପ: ଯାଜପୁର ଜିଲ୍ଲା ରେ ସରକାରୀ ଜମିକୁ ଅନେକ ନେତା ଓ ମୁଷ୍ଟିମେୟ ଲୋକ ଜବର ଦଖଲ କରି ରଖିଥିବା ବେଳେ,ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମ ହାଉସ୍‌ ହୋଇଥିବା ଜମିକୁ ନେଇ ଅଭିଯୋଗ ହୋଇଥିଲା। ଏବଂ ସେହିପରି ଧର୍ମଶାଳା ତହସିଲ ପକ୍ଷରୁ ନୋଟିସ ମଧ୍ୟ କରା ଯାଇଥିଲା।ଏହା ଧର୍ମଶାଳା ତହସିଲ ଦ୍ୱାରା ଫାର୍ମ ହାଉସ୍‌ ଜମି କୁ ମାପଚୁପ କରାଯାଇଛି ।ଏହି ଜମି ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ ଠାରେ ହୋଇଥିବା ବେଳେ,ଫାର୍ମର ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ର ମୋଟ ୩୧.୬୦ ଏକର ପର୍ବତ କିସମ ବୋଲି ଅଭିଯୋଗ ହୋଇଛି।

1 day ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
1 day ago

ସରକାରୀ ଜମି ଜବର ଦଖଲ ଅଭିଯୋଗ,ବିବାଦ ପରେ ତହସିଲ ପକ୍ଷରୁ ମାପଚୁପ: ଯାଜପୁର ଜିଲ୍ଲା ରେ ସରକାରୀ ଜମିକୁ ଅନେକ ନେତା ଓ ମୁଷ୍ଟିମେୟ ଲୋକ ଜବର ଦଖଲ କରି ରଖିଥିବା ବେଳେ,ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମ ହାଉସ୍‌ ହୋଇଥିବା ଜମିକୁ ନେଇ ଅଭିଯୋଗ ହୋଇଥିଲା। ଏବଂ ସେହିପରି ଧର୍ମଶାଳା ତହସିଲ ପକ୍ଷରୁ ନୋଟିସ ମଧ୍ୟ କରା ଯାଇଥିଲା।ଏହା ଧର୍ମଶାଳା ତହସିଲ ଦ୍ୱାରା ଫାର୍ମ ହାଉସ୍‌ ଜମି କୁ ମାପଚୁପ କରାଯାଇଛି ।ଏହି ଜମି ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ ଠାରେ ହୋଇଥିବା ବେଳେ,ଫାର୍ମର ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ର ମୋଟ ୩୧.୬୦ ଏକର ପର୍ବତ କିସମ ବୋଲି ଅଭିଯୋଗ ହୋଇଛି।

More news from ଓଡ଼ିଶା and nearby areas
  • ବର୍ତ୍ତମାନ ର ସବୁଠୁ ବଡଖବର ଯାହା ନଜର ଆସୁଛି ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ ରୋଡ ରେ ଥିବା ଆଶୀର୍ବାଦ ରାଇସ ମିଲ ନିକଟରେ ଥିବା ଏକ ବର ଗଛ ରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ରୁ ପ୍ରକାଶ ଯେ ସ୍ଥାନୀୟ ଧନପୁର ଗ୍ରାମର ନଟବର ବାରିକଙ୍କ ପୁଅ ଶ୍ରୀଧର ବାରିକ ଦୀର୍ଘ ଦିନ ହେବ ଆଶୀର୍ବାଦ ରାଇସ ମିଲ ରେ ଲେବର ସର୍ଦ୍ଧାର ଭାବେ କାର୍ଯ୍ୟ କରିଆସୁଥିବା ବେଳେ ଗତକାଲି ଘରକୁ ଫେରିନଥିଲେ ଘର ଲୋକ ଫୋନ କଲେ ମଧ୍ୟ ଫୋନ ରେ ଯୋଗାଯୋଗ ହୋଇନଥିଲା ପରେ ଲୋକ ଶୌଚ ହେବାକୁ ଆସିଲା ରୁ ଶ୍ରୀଧରଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ ପରେ ଏ ଖବର ପ୍ରଚାରିତ ହେଲାରୁ ପରିବାର ଲୋକ ଆସି ହତ୍ୟା ଅଭିଯୋଗ ଆଣିଥିଲେ ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଅଧିକ ତଦନ୍ତ ଚାଲୁ ରଖିଛି
    1
    ବର୍ତ୍ତମାନ ର ସବୁଠୁ ବଡଖବର ଯାହା ନଜର ଆସୁଛି ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ ରୋଡ ରେ ଥିବା ଆଶୀର୍ବାଦ ରାଇସ ମିଲ ନିକଟରେ ଥିବା ଏକ ବର ଗଛ ରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ରୁ ପ୍ରକାଶ ଯେ ସ୍ଥାନୀୟ ଧନପୁର ଗ୍ରାମର ନଟବର ବାରିକଙ୍କ ପୁଅ ଶ୍ରୀଧର ବାରିକ ଦୀର୍ଘ ଦିନ ହେବ ଆଶୀର୍ବାଦ ରାଇସ ମିଲ ରେ ଲେବର ସର୍ଦ୍ଧାର ଭାବେ କାର୍ଯ୍ୟ କରିଆସୁଥିବା ବେଳେ ଗତକାଲି ଘରକୁ ଫେରିନଥିଲେ ଘର ଲୋକ ଫୋନ କଲେ ମଧ୍ୟ ଫୋନ ରେ ଯୋଗାଯୋଗ ହୋଇନଥିଲା ପରେ ଲୋକ ଶୌଚ ହେବାକୁ ଆସିଲା ରୁ ଶ୍ରୀଧରଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ ପରେ ଏ ଖବର ପ୍ରଚାରିତ ହେଲାରୁ ପରିବାର ଲୋକ ଆସି ହତ୍ୟା ଅଭିଯୋଗ ଆଣିଥିଲେ ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଅଧିକ ତଦନ୍ତ ଚାଲୁ ରଖିଛି
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    12 hrs ago
  • ସାଇବର ଠକେଇ ର ନୂଆ ନୂଆ କୌଶଳ ଆପଣଉଛନ୍ତି ସାଇବର ଠକ। ଦେଖନ୍ତୁ ଏକ ଶିକ୍ଷଣୀୟ ଭିଡିଓ ବାର୍ତ୍ତା
    1
    ସାଇବର ଠକେଇ ର ନୂଆ ନୂଆ କୌଶଳ ଆପଣଉଛନ୍ତି ସାଇବର ଠକ। ଦେଖନ୍ତୁ ଏକ ଶିକ୍ଷଣୀୟ ଭିଡିଓ ବାର୍ତ୍ତା
    user_Bibhudutta Prusty
    Bibhudutta Prusty
    Jajapur, Odisha•
    18 hrs ago
  • ଇତିହାସରୁ ଆରମ୍ଭ ବାସ୍ତବରେ ଶେଷ | ଭୁବନ ଠାରୁ ତାଳଚେର ପ୍ରାକୃତିକ ଦୃଶ୍ୟ ଓ କିମ୍ବଦନ୍ତୀ | ବାଇକ୍ ମଜା ସତରେ କେଉଁ ବଡ଼ ଗାଡ଼ିରେ ନଥାଏ | ଭୁବନ, ଢେଙ୍କାନାଳ, ଓଡ଼ିଶା #bhuban #dhenkanal #odisha
    1
    ଇତିହାସରୁ ଆରମ୍ଭ ବାସ୍ତବରେ ଶେଷ | ଭୁବନ ଠାରୁ ତାଳଚେର ପ୍ରାକୃତିକ ଦୃଶ୍ୟ ଓ କିମ୍ବଦନ୍ତୀ | ବାଇକ୍ ମଜା ସତରେ କେଉଁ ବଡ଼ ଗାଡ଼ିରେ ନଥାଏ |
ଭୁବନ, ଢେଙ୍କାନାଳ, ଓଡ଼ିଶା
#bhuban #dhenkanal #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳ କଟିକଟା ଜୟପୁର ରୋଡ଼ ରେ ଏବେ ମାଡୁଆଙ୍କ ସଂଖ୍ୟା ବହୁପରିମାଣରେ ବଢିଚାଲିଛି ଏଠିକାର ପୋଲିସ ପ୍ରଶାସନ ସମ୍ପୂର୍ଣ ନୀରବତା ସାଜିଛି ଜାହା ଫଳରେ ସାଧାରଣ ଲୋକେ ନାଇଁ ନଥିବାର ଅସୁବିଧା ସମୁଖୀନ ହେଉଛନ୍ତି
    1
    କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳ କଟିକଟା ଜୟପୁର ରୋଡ଼ ରେ ଏବେ ମାଡୁଆଙ୍କ ସଂଖ୍ୟା ବହୁପରିମାଣରେ ବଢିଚାଲିଛି ଏଠିକାର ପୋଲିସ ପ୍ରଶାସନ ସମ୍ପୂର୍ଣ ନୀରବତା ସାଜିଛି ଜାହା ଫଳରେ ସାଧାରଣ ଲୋକେ ନାଇଁ ନଥିବାର ଅସୁବିଧା ସମୁଖୀନ ହେଉଛନ୍ତି
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    ନିଶ୍ଚିନ୍ତକୋଇଲି, କଟକ, ଓଡ଼ିଶା•
    9 hrs ago
  • କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।
    1
    କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    4 hrs ago
  • କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।
    4
    କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    7 hrs ago
  • କାଳିଆପାଣି ହନୁମାନ ବଜାର ନିକଟରେ ପୁଣି ଟ୍ରକ ଜାମ, ହେବାରୁ ସ୍କୁଲ ବସ ଫସିଗଲା #KaliapaniUpdate #HanumanBajar #highlight
    1
    କାଳିଆପାଣି ହନୁମାନ ବଜାର ନିକଟରେ ପୁଣି ଟ୍ରକ ଜାମ, ହେବାରୁ ସ୍କୁଲ ବସ ଫସିଗଲା #KaliapaniUpdate #HanumanBajar #highlight
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    7 hrs ago
  • ମେରୀଟ ଲିଷ୍ଟ ପ୍ରକାଶ ପାଇବାରେ ବିଳମ୍ବ | ଆଠ ଦିନ ଧରି ଆନ୍ଦୋଳନ ଜାରି | ମେରିଟ୍ ଲିଷ୍ଟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଏମିତି ସ୍ତ୍ରାଇକ ଜାରି ରହିବ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha
    1
    ମେରୀଟ ଲିଷ୍ଟ ପ୍ରକାଶ ପାଇବାରେ ବିଳମ୍ବ | ଆଠ ଦିନ ଧରି ଆନ୍ଦୋଳନ ଜାରି | ମେରିଟ୍ ଲିଷ୍ଟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଏମିତି ସ୍ତ୍ରାଇକ ଜାରି ରହିବ | 
ଭୁବନେଶ୍ୱର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.