Shuru
Apke Nagar Ki App…
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର ବର୍ତ୍ତମାନ ର ସବୁଠୁ ବଡଖବର ଯାହା ନଜର ଆସୁଛି ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ ରୋଡ ରେ ଥିବା ଆଶୀର୍ବାଦ ରାଇସ ମିଲ ନିକଟରେ ଥିବା ଏକ ବର ଗଛ ରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ରୁ ପ୍ରକାଶ ଯେ ସ୍ଥାନୀୟ ଧନପୁର ଗ୍ରାମର ନଟବର ବାରିକଙ୍କ ପୁଅ ଶ୍ରୀଧର ବାରିକ ଦୀର୍ଘ ଦିନ ହେବ ଆଶୀର୍ବାଦ ରାଇସ ମିଲ ରେ ଲେବର ସର୍ଦ୍ଧାର ଭାବେ କାର୍ଯ୍ୟ କରିଆସୁଥିବା ବେଳେ ଗତକାଲି ଘରକୁ ଫେରିନଥିଲେ ଘର ଲୋକ ଫୋନ କଲେ ମଧ୍ୟ ଫୋନ ରେ ଯୋଗାଯୋଗ ହୋଇନଥିଲା ପରେ ଲୋକ ଶୌଚ ହେବାକୁ ଆସିଲା ରୁ ଶ୍ରୀଧରଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ ପରେ ଏ ଖବର ପ୍ରଚାରିତ ହେଲାରୁ ପରିବାର ଲୋକ ଆସି ହତ୍ୟା ଅଭିଯୋଗ ଆଣିଥିଲେ ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଅଧିକ ତଦନ୍ତ ଚାଲୁ ରଖିଛି
Sovin kumar parida

More news from ଓଡ଼ିଶା and nearby areas
- ବର୍ତ୍ତମାନ ର ସବୁଠୁ ବଡଖବର ଯାହା ନଜର ଆସୁଛି ପାଣିକୋଇଲି ଥାନା ଅନ୍ତର୍ଗତ କୋରେଇ ରୋଡ ରେ ଥିବା ଆଶୀର୍ବାଦ ରାଇସ ମିଲ ନିକଟରେ ଥିବା ଏକ ବର ଗଛ ରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ରୁ ପ୍ରକାଶ ଯେ ସ୍ଥାନୀୟ ଧନପୁର ଗ୍ରାମର ନଟବର ବାରିକଙ୍କ ପୁଅ ଶ୍ରୀଧର ବାରିକ ଦୀର୍ଘ ଦିନ ହେବ ଆଶୀର୍ବାଦ ରାଇସ ମିଲ ରେ ଲେବର ସର୍ଦ୍ଧାର ଭାବେ କାର୍ଯ୍ୟ କରିଆସୁଥିବା ବେଳେ ଗତକାଲି ଘରକୁ ଫେରିନଥିଲେ ଘର ଲୋକ ଫୋନ କଲେ ମଧ୍ୟ ଫୋନ ରେ ଯୋଗାଯୋଗ ହୋଇନଥିଲା ପରେ ଲୋକ ଶୌଚ ହେବାକୁ ଆସିଲା ରୁ ଶ୍ରୀଧରଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ ପରେ ଏ ଖବର ପ୍ରଚାରିତ ହେଲାରୁ ପରିବାର ଲୋକ ଆସି ହତ୍ୟା ଅଭିଯୋଗ ଆଣିଥିଲେ ଘଟଣା ସ୍ଥଳ ରେ ପାଣିକୋଇଲି ପୋଲିସ ପଂହଁଚି ଅଧିକ ତଦନ୍ତ ଚାଲୁ ରଖିଛି1
- ସାଇବର ଠକେଇ ର ନୂଆ ନୂଆ କୌଶଳ ଆପଣଉଛନ୍ତି ସାଇବର ଠକ। ଦେଖନ୍ତୁ ଏକ ଶିକ୍ଷଣୀୟ ଭିଡିଓ ବାର୍ତ୍ତା1
- ଇତିହାସରୁ ଆରମ୍ଭ ବାସ୍ତବରେ ଶେଷ | ଭୁବନ ଠାରୁ ତାଳଚେର ପ୍ରାକୃତିକ ଦୃଶ୍ୟ ଓ କିମ୍ବଦନ୍ତୀ | ବାଇକ୍ ମଜା ସତରେ କେଉଁ ବଡ଼ ଗାଡ଼ିରେ ନଥାଏ | ଭୁବନ, ଢେଙ୍କାନାଳ, ଓଡ଼ିଶା #bhuban #dhenkanal #odisha1
- ଭଦ୍ରକ କଚେରୀ ରେ ପୁରୁଣା ବସଷ୍ଟାଣ୍ଡରେ ଦୋକାନ ନିର୍ମାଣ ପ୍ରସଙ୍ଗ ସବୁ ଯଦି ଆର୍ ଏମ ସି କରିବ ତେବେ ମୁନିସିପାଲିଟି କାହିଁକି ଅଛି ! ଦରକାର ପଡ଼ିଲେ କୋର୍ଟ ଯିବୁ ।1
- କାଳିଆପାଣି ହନୁମାନ ବଜାର ନିକଟରେ ପୁଣି ଟ୍ରକ ଜାମ, ହେବାରୁ ସ୍କୁଲ ବସ ଫସିଗଲା #KaliapaniUpdate #HanumanBajar #highlight1
- ପରିତ୍ରଣ ଟାଇମ୍ସ, ଭଦ୍ରକ: ଭଦ୍ରକ ଜିଲ୍ଲାର ଅସୁରାଳୀ ଅଞ୍ଚଳରେ ଆଜି ଦିନ ମଧ୍ୟାହ୍ନ ସମୟରେ ଅଚାନକ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଅସୁରାଳୀ ସ୍କୁଲ ନିକଟରେ ଏକ ଚାରିଚକିଆ ଗାଡ଼ି କୌଣସି ପ୍ରାକୃତିକ ବା ଯାନ୍ତ୍ରିକ କାରଣବଶତଃ କିଛି ସମୟ ପାଇଁ ରାସ୍ତା ମଧ୍ୟରେ ଅଟକି ରହିଯାଇଥିବାରୁ ଯାତାୟାତ ବ୍ୟବସ୍ଥା ବ୍ୟାହତ ହୋଇଥିଲା। ସୂଚନା ଅନୁସାରେ, ଗାଡ଼ିଟି ହଠାତ୍ ବନ୍ଦ ହୋଇଯିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଦୀର୍ଘ ଯାନ ଶ୍ରେଣୀ ଲାଗିଯାଇଥିଲା। ପ୍ରାୟ ୧୦୦ରୁ ୨୦୦ ପର୍ଯ୍ୟନ୍ତ ଦୁଇଚକିଆ, ତିନିଚକିଆ ଓ ଚାରିଚକିଆ ଯାନ କିଛି ସମୟ ପାଇଁ ଅଟକି ରହିଥିଲେ। ବିଶେଷକରି ସ୍କୁଲ ସମୟ ଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।1
- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳ କଟିକଟା ଜୟପୁର ରୋଡ଼ ରେ ଏବେ ମାଡୁଆଙ୍କ ସଂଖ୍ୟା ବହୁପରିମାଣରେ ବଢିଚାଲିଛି ଏଠିକାର ପୋଲିସ ପ୍ରଶାସନ ସମ୍ପୂର୍ଣ ନୀରବତା ସାଜିଛି ଜାହା ଫଳରେ ସାଧାରଣ ଲୋକେ ନାଇଁ ନଥିବାର ଅସୁବିଧା ସମୁଖୀନ ହେଉଛନ୍ତି1
- ମେରୀଟ ଲିଷ୍ଟ ପ୍ରକାଶ ପାଇବାରେ ବିଳମ୍ବ | ଆଠ ଦିନ ଧରି ଆନ୍ଦୋଳନ ଜାରି | ମେରିଟ୍ ଲିଷ୍ଟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଏମିତି ସ୍ତ୍ରାଇକ ଜାରି ରହିବ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1