Shuru
Apke Nagar Ki App…
ଏଇଠୁ ସାରା ଓଡ଼ିଶାମାଟ୍ରିକ ପରୀକ୍ଷାର୍ଥୀ ଙ୍କ ଉପରେ ରହିଛି ନଜର ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ରେ ମାଟ୍ରିକ ପରୀକ୍ଷା । ଏ ନେଇ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ କଟକ ର ବୋର୍ଡ଼ ଅଫିସ ରେ ହୋଇଛି ମାଟ୍ରିକ ପରୀକ୍ଷା କଣ୍ଟ୍ରୋଲ ରୁମ୍ , ଯେଉଁଠୁ ମ୍ୟାଟ୍ରିକ ପରୀକ୍ଷା ଉପରେ ନଜର ରଖାଯାଇ ପାରିବ ।
Aritkumar Mohapatra
ଏଇଠୁ ସାରା ଓଡ଼ିଶାମାଟ୍ରିକ ପରୀକ୍ଷାର୍ଥୀ ଙ୍କ ଉପରେ ରହିଛି ନଜର ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ରେ ମାଟ୍ରିକ ପରୀକ୍ଷା । ଏ ନେଇ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ କଟକ ର ବୋର୍ଡ଼ ଅଫିସ ରେ ହୋଇଛି ମାଟ୍ରିକ ପରୀକ୍ଷା କଣ୍ଟ୍ରୋଲ ରୁମ୍ , ଯେଉଁଠୁ ମ୍ୟାଟ୍ରିକ ପରୀକ୍ଷା ଉପରେ ନଜର ରଖାଯାଇ ପାରିବ ।
More news from ଓଡ଼ିଶା and nearby areas
- ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ରେ ମାଟ୍ରିକ ପରୀକ୍ଷା । ଏ ନେଇ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ କଟକ ର ବୋର୍ଡ଼ ଅଫିସ ରେ ହୋଇଛି ମାଟ୍ରିକ ପରୀକ୍ଷା କଣ୍ଟ୍ରୋଲ ରୁମ୍ , ଯେଉଁଠୁ ମ୍ୟାଟ୍ରିକ ପରୀକ୍ଷା ଉପରେ ନଜର ରଖାଯାଇ ପାରିବ ।2
- କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।1
- ବଡପୋଖରୀ ଗ୍ରାମ ରେ ଚାଲିଥିବା ମାଗେ ପର୍ବ ର ପୂଜା କାର୍ଯ୍ୟକ୍ରମରେ ଆଦିବାସୀ ପରମ୍ପରା ରେ ଭଜନି1
- Post by Gagan Bhoi1
- ତାଳଚେର ସରକାରୀ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଧାରଣା ଦେଇଛନ୍ତି ଭୁବନେଶ୍ୱର PMG ଠାରେ ।।1
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ପାଳ ଙ୍କ କାର୍ଯ୍ୟଳୟ ସଦ୍ଭାବନା ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ରାମେଶ ଚନ୍ଦ୍ର ସେଠୀ ଙ୍କ ଅଧ୍ୟକ୍ଷ୍ୟତ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି1
- ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026 ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା। ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।4