logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Slug - ଅଚାନକ ମେଡିକାଲ ପରିଦର୍ଶନ କଲେ ତହସିଲଦାର ବିନା ଅlଫିଡେଫିଟ ରେ ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର ଦେବାକୁ ନିର୍ଦେଶ ମୋହନା- ଶୁକ୍ରବାର ଅଚାନକ ଗଜପତି ଜିଲ୍ଲା ମୋହନା ମେଡିକାଲ ପରିଦର୍ଶନ କଲେ ତହସିଲଦାର ଚକ୍ରଧର ପାଢ଼ୀ l ମେଡିକାଲ ରେ ଥିବା ଜନ୍ମ, ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟ କୁ ଯାଇ ପ୍ରମାଣ ପତ୍ର ପ୍ରଦାନ ସମ୍ପର୍କରେ ଅନୁଧ୍ୟାନ କରିଥିଲେ l ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ ରେ ଅହେତୁକ ବିଳମ୍ବ ହେଉଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ତହସିଲଦାର l ଏଥିସହ ଲୋକଙ୍କୁ ଅlଫିଦେଫିଟ କରିବା କୁ କୁହାଯାଇ ଅଯଥା ଖର୍ଚ୍ଚାନ୍ତ କରାଯାଉଛି l ତେଣୁ ବିନା ଅlଫିଦେଫିଟରେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି l

on 21 March
user_Ansubhai Pandey
Ansubhai Pandey
ମୋହନା, ଗଜପତି, ଓଡ଼ିଶା•
on 21 March

Slug - ଅଚାନକ ମେଡିକାଲ ପରିଦର୍ଶନ କଲେ ତହସିଲଦାର ବିନା ଅlଫିଡେଫିଟ ରେ ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର ଦେବାକୁ ନିର୍ଦେଶ ମୋହନା- ଶୁକ୍ରବାର ଅଚାନକ ଗଜପତି ଜିଲ୍ଲା ମୋହନା ମେଡିକାଲ ପରିଦର୍ଶନ କଲେ ତହସିଲଦାର ଚକ୍ରଧର ପାଢ଼ୀ l ମେଡିକାଲ ରେ ଥିବା ଜନ୍ମ, ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟ କୁ ଯାଇ ପ୍ରମାଣ ପତ୍ର ପ୍ରଦାନ ସମ୍ପର୍କରେ ଅନୁଧ୍ୟାନ କରିଥିଲେ l ଜନ୍ମ, ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ ରେ ଅହେତୁକ ବିଳମ୍ବ ହେଉଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ତହସିଲଦାର l ଏଥିସହ ଲୋକଙ୍କୁ ଅlଫିଦେଫିଟ କରିବା କୁ କୁହାଯାଇ ଅଯଥା ଖର୍ଚ୍ଚାନ୍ତ କରାଯାଉଛି l ତେଣୁ ବିନା ଅlଫିଦେଫିଟରେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି l

More news from ଓଡ଼ିଶା and nearby areas
  • କୁକୁଡ଼ାଖଣ୍ଡି ବ୍ଲକ୍‌ରେ “ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ” କୋର୍ଟ ସ୍ଥାପନ ସେପରି ଉପଯୁକ୍ତ ଜାଗା ଉପଲବ୍ଧ ନଥିବାରୁ ନିକଟବର୍ତ୍ତୀ ଆଙ୍କୁଶପୁରକୁ ପ୍ରାଥମିକତା ଦିଆଯାଇଛି ।
    1
    କୁକୁଡ଼ାଖଣ୍ଡି ବ୍ଲକ୍‌ରେ “ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ” କୋର୍ଟ ସ୍ଥାପନ ସେପରି ଉପଯୁକ୍ତ ଜାଗା ଉପଲବ୍ଧ ନଥିବାରୁ ନିକଟବର୍ତ୍ତୀ ଆଙ୍କୁଶପୁରକୁ ପ୍ରାଥମିକତା ଦିଆଯାଇଛି ।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    8 hrs ago
  • Post by Narattam Kumar padhy
    4
    Post by Narattam Kumar padhy
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    13 hrs ago
  • ଡମପଡା ବ୍ଲକ ଜାଭିଅର ସ୍କୁଲ ରେ ପୂର୍ବତନ ଦାୟିତ୍ୱରେ ଥିବା ତୃପ୍ତିମୟୀ ଜେମା ଙ୍କ କେଳେଙ୍କାରୀ #spnewstvliveodia
    1
    ଡମପଡା ବ୍ଲକ ଜାଭିଅର ସ୍କୁଲ ରେ ପୂର୍ବତନ ଦାୟିତ୍ୱରେ ଥିବା  ତୃପ୍ତିମୟୀ ଜେମା ଙ୍କ କେଳେଙ୍କାରୀ #spnewstvliveodia
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    8 hrs ago
  • 🤭🙂🙄🥺🥺🙄🙄🙄🙄🙄
    1
    🤭🙂🙄🥺🥺🙄🙄🙄🙄🙄
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    21 hrs ago
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    11 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    7 hrs ago
  • ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର
    1
    ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଆପଣ ମାନଙ୍କୁ ଭାଇ ଭଉଣୀ ମାନେ ରାୟଗଡ଼ା ଜିଲ୍ଲା କଳାହାଣ୍ଡି ର
    user_Baleswar Naik
    Baleswar Naik
    Thuamul Rampur, Kalahandi•
    13 hrs ago
  • ବିଧାୟକଙ୍କ ଦ୍ୱାରା “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ର ଶୁଭାରମ୍ଭ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟରେ ଆଜି ଖୁସି ଓ ଉତ୍ସାହ ସହିତ “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି ।
    1
    ବିଧାୟକଙ୍କ ଦ୍ୱାରା “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ର ଶୁଭାରମ୍ଭ
କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟରେ ଆଜି ଖୁସି ଓ ଉତ୍ସାହ ସହିତ “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି ।
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.