Shuru
Apke Nagar Ki App…
ଆରେ ବାପରେ !! କଣ ଚାଲିଛି ପୁରୀ ଜିଲା ଗୋପ ବ୍ଳକ ରେ ? କି ପ୍ରକାର ଦୁର୍ନିତୀ ଇଏ?? ସାଙ୍ଘାତିକ ଘୋଟଲା ହୋଇଥିବା ସଂକେତ!! ଶିମିଳି ପଞ୍ଚାୟତ କୈବର୍ତ୍ତ ସାହି ଅଙ୍ଗନବାଡ଼ି କେନ୍ଦ୍ର ନାଁରେ ୩ଲକ୍ଷ ଟଙ୍କା ବିଲ ହେଇଛି। ସେହିପରି ବଡତରା ପଞ୍ଚାୟତ ଗଡରୁପାସ ଅଙ୍ଗନବାଡି କେନ୍ଦ୍ର ପାଇଁ ଦେଢ଼ ଲକ୍ଷ ଟଙ୍କା ବିଲ ହେଇଛି। କିନ୍ତୁ ଫଳକ ଲେଖା ହେଇଛି କୋଣାର୍କ ଇଣ୍ଡିଆନ ଅଏଲ ବସ୍ ପାର୍କିଂ ରେ !! ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ଉପଯୁକ୍ତ ତଦନ୍ତ କରିବାକୁ ଦାବି କରୁଛି।
SOUMYA RANJAN