logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବନ ବିଭାଗ ପକ୍ଷରୁ କୃଷି ସାମଗ୍ରୀ ବଣ୍ଟନ ସମାରୋହ l B T-ଅସ୍ତରଙ୍ଗ ବନ ବିଭାଗ ,ପୁରୀ ଜିଲ୍ଲା ଅସ୍ତରଙ୍ଗ ରେଞ୍ଜ ତରଫରୁ ଚାଷୀ ଓ ମହିଳା ଦଳ ମାନଙ୍କୁ କୃଷି ସାମଗ୍ରୀ ବଣ୍ଟନ ସମାରୋହ ସୋମବାର ଦିନ କାକଟପୁର ତହସିଲ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ଉପଲକ୍ଷେ ଏକ ଚାଷୀ ଓ ମହିଳା ସମାବେଶ ଅନୁଷ୍ଠିତ ସୋଇଥିଲା l ଏହି ସମାବେଶ କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜଗତସିଂହପୁର ଲୋକସଭା ସଦସ୍ୟ ବିଭୁ ପ୍ରାସାଦ ତରାଇ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ପ୍ରମୁଖ ପ୍ରଦୀପପ୍ରଯୋଳନ ପୂର୍ବକ ଉଦ୍ଘାଟନ କରିଥିଲେ l ଅତିଥିମାନେ ଦେବି ନଦୀ ମୁହାଣ ତଟରେ ଥିବା ଗ୍ରାମ ଗୁଡ଼ିକ ର ଚାଷୀ ଓ ମହିଳା ଦଳଙ୍କ କୃଷି କ୍ଷେତ୍ରରେ କିପରି ଉନ୍ନତୀ ହେବ ଓ ସେମାନେ କିପରି ଆତ୍ମ ନିର୍ଭରଶୀଳ ହେବେ ସେ ବିଷୟ ରେ ବିଶାଳ ଜନ ସଭାରେ ମତ ବ୍ୟକ୍ତ କରିବା ସହ,ବନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସାହାଯ୍ୟ ସୁଯୋଗ ନେବାକୁ ଜନ ସଭାରେ ସମ୍ବୋଧନ କରିଥିଲେ l ସମାବେଶରେ ବନ ବିଭାଗ ର ଏକାଧିକ ପ୍ରକଳ୍ପ ଦ୍ବାରା କାର୍ଯ୍ୟକାରି ହେଉଥିବା କାର୍ଯକ୍ରମ ରେ ଉପକୃତ ହୋଇଥିବା ଚାଷୀ ଓ ମହିଳା ଦଳ ଙ୍କୁ ବିଭିନ୍ନ କୃଷି ଉପକରଣ,ପେଷ୍ଟିସାଇଡ ଆଦି ଅତିଥି ମାନଙ୍କ ଦ୍ବାରା ବଣ୍ଟନ କରା ଯାଇ ଥିଲା l ଅସ୍ତରଂଗ ରେଞ୍ଜର ମୋନାଲିସା ମହାପାତ୍ର ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ,ଜିଲ୍ଲା ବନ ଅଧିକାରୀ,ଉପ ବନ ଅଧିକାରୀ ,କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ,ଙ୍କ ସମେତ ବିଭିନ୍ନ ବିଭାଗର ବହୁ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ପ୍ରାରମ୍ଭରେ,ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,ବିଧାୟକ ତୁଷାରକାନ୍ତି ବେହେରା, ଏମ, ପି ବିଭୁ ପ୍ରାସାଦ ତରାଇ ଙ୍କୁ ସ୍ଵାଗତ ଜଣାଇ ବାଦ୍ୟ ଯନ୍ତ୍ରର ତାଳେ ତାଳେ ସଭା ସ୍ଥଳକୁ ପାଛୋଟି ନିଆ ଯାଇ ଥିଲା l ଯାହାନିଆଁ ତଥା ଗଙ୍ଗେଶ୍ୱର୍ ବେଳାଭୁମି ର ଉନ୍ନତି ପାଇଁ କୋଡିଏ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଦେବୀ ମୁହାଣ ର ଉନ୍ନତି ସହ ମଙ୍ଗଳା ମନ୍ଦିର ର ଉନ୍ନତି ପାଇଁ ସ୍ଵତନ୍ତ୍ର କରିଡ଼ର ,ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଉଦଘାଟନ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରି ଥିଲେ।

1 hr ago
user_Bibhuti TV
Bibhuti TV
ସାମ୍ବାଦିକ ନିମାପଡା, ପୁରୀ, ଓଡ଼ିଶା•
1 hr ago
ac98a86f-365a-49c2-bc1e-75441d0f8027

More news from Odisha and nearby areas
  • भुवनेश्वर सिंदूरपड़ा में जो छत पर बॉम्ब बिसपोरन हत्या इसकी वीडियो फुटेज मिलने का बाद पुलिस ने क्या एक्शन लेगा आगे देखना हे
    1
    भुवनेश्वर सिंदूरपड़ा में जो छत पर बॉम्ब बिसपोरन हत्या इसकी वीडियो फुटेज मिलने का बाद पुलिस ने क्या एक्शन लेगा आगे देखना हे
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    23 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    5 hrs ago
  • nuapata word no 04 bmc
    1
    nuapata word no 04 bmc
    user_DIBYA PATTANAIK REAL ESTATE BUSINESSES
    DIBYA PATTANAIK REAL ESTATE BUSINESSES
    ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
  • ଭୁବନେଶ୍ୱର ପିମଜି ଠାରେ CT & B.Ed ବେକାରୀ ପକୋଡ଼ି ବିକି ଅଭିନଵ ପ୍ରତିବାଦ
    1
    ଭୁବନେଶ୍ୱର ପିମଜି ଠାରେ CT & B.Ed ବେକାରୀ ପକୋଡ଼ି ବିକି ଅଭିନଵ ପ୍ରତିବାଦ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    17 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    20 hrs ago
  • ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।
    1
    ଭୁବନେଶ୍ୱର: ମଙ୍ଗଳବାରଠୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଗୃହରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିଥିଲେ। ଦେଖନ୍ତୁ ଭିଡିଓ।
    user_Saroj Kumar Mohapatra
    Saroj Kumar Mohapatra
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.