ଆଇନ ସଚେତନତା ଶିବିର । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୧୭.୨.୨୦୨୬ ରିଖରେ ଅପରାହ୍ନ ୩.୦୦ ଘଟିକା ସମୟରେ IMT Pharmacy college ଗୋପାଳପୁର ଠାରେ ଆଇନ ସେବା ପ୍ରାଧିକରଣ ତରଫରୁ NALSA(ASHA AWARENESS SUPPORT HELP AND ACTION)standard operating procedure-towards eliminating Child Marriage, 2025) ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିଥିଲେ ଏବଂ ବାଲ୍ୟ ବିବାହ ନିରୋଧ ଆଇନ ଉପରେ ଆଲୋକପାତ କରିବା ସହ କର୍ମକ୍ଷତ୍ରରେ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପିଡନର ପ୍ରତିରୋଧ ଓ ପ୍ରତିକାର ଅଧିନିୟମ । ସମ୍ପର୍କିତ ଆଇନ ଗୁଡିକ ଉପରେ ଆଲୋଚନା କରିବା ସହ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିର୍ନ ବିଧିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ,ସେହି ବିଷୟରେ ଆଲୋଚନା କରିଥିଲେ ଏବଂ ବାଲ୍ୟ ବିବାହ ନିରୋଧ ଆଇନ ସହିତ ବାଲ୍ୟ ବିବାହ ପୀଡ଼ିତା ମାନଙ୍କୁ କିପରି ବୃତି ସମ୍ବଧୀୟ ତାଲିମ ଯୋଗାଇ ଦିଆଯାଇ ସ୍ବାବଲମ୍ବୀ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। । ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା Dr.Dinda, Principal, Dr. Tushar Mohapatra, Vice President, Dr. N.J.Maity, HOD, Dr. Samir Patra, HOD, Dr. Nirmalya, HOD ସମସ୍ତ ଅତିଥ୍ ବୃନ୍ଦମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ଏବଂ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।(ଡ଼ଃ ମନୋଜ କୁମାର ବଳିଆରସିଂ)
ଆଇନ ସଚେତନତା ଶିବିର । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାଇ ତା ୧୭.୨.୨୦୨୬ ରିଖରେ ଅପରାହ୍ନ ୩.୦୦ ଘଟିକା ସମୟରେ IMT Pharmacy college ଗୋପାଳପୁର ଠାରେ ଆଇନ ସେବା ପ୍ରାଧିକରଣ ତରଫରୁ NALSA(ASHA AWARENESS SUPPORT HELP AND ACTION)standard operating procedure-towards eliminating Child Marriage, 2025) ସମ୍ପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଆଜିର ଏହି କାର୍ଯକ୍ରମକୁ
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିଥିଲେ ଏବଂ ବାଲ୍ୟ ବିବାହ ନିରୋଧ ଆଇନ ଉପରେ ଆଲୋକପାତ କରିବା ସହ କର୍ମକ୍ଷତ୍ରରେ ମହିଳା ମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପିଡନର ପ୍ରତିରୋଧ ଓ ପ୍ରତିକାର ଅଧିନିୟମ । ସମ୍ପର୍କିତ ଆଇନ ଗୁଡିକ ଉପରେ ଆଲୋଚନା କରିବା ସହ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିର୍ନ ବିଧିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ
ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ,ସେହି ବିଷୟରେ ଆଲୋଚନା କରିଥିଲେ ଏବଂ ବାଲ୍ୟ ବିବାହ ନିରୋଧ ଆଇନ ସହିତ ବାଲ୍ୟ ବିବାହ ପୀଡ଼ିତା ମାନଙ୍କୁ କିପରି ବୃତି ସମ୍ବଧୀୟ ତାଲିମ ଯୋଗାଇ ଦିଆଯାଇ ସ୍ବାବଲମ୍ବୀ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। । ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା Dr.Dinda, Principal,
Dr. Tushar Mohapatra, Vice President, Dr. N.J.Maity, HOD, Dr. Samir Patra, HOD, Dr. Nirmalya, HOD ସମସ୍ତ ଅତିଥ୍ ବୃନ୍ଦମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ଏବଂ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।(ଡ଼ଃ ମନୋଜ କୁମାର ବଳିଆରସିଂ)
- Post by Manoj kumar baliyarsingh3
- Jay Jagannath 🙏1
- Olden Warriors Play, Kerela.1
- ତାଳଚେର ସରକାରୀ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଧାରଣା ଦେଇଛନ୍ତି ଭୁବନେଶ୍ୱର PMG ଠାରେ ।।1
- Post by Gagan Bhoi1
- Post by Utkal sib1
- କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।1
- Post by Manoj kumar baliyarsingh4