logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପ୍ରତ୍ୟେକ ପରିବାର ରେ ଗୋମାତା ରଖି ପୂଜା କରନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀ ଆପଣଙ୍କ ଘରେ ବିରାଜମାନ ହେବେ l ଆଜି ଆମ ଚାନେଲ ପ୍ରତିନିଧି ଗୋସେବା ଉପରେ ଏକ ନିୟୁଜ ପରିବେଷଣ ପାଇଁ ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଆଳିପଡ଼ା ଗ୍ରାମ ସବୁଜ ସୁନ୍ଦର ପଡିଆ ଭିତରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳା ରେ ପହଁଞ୍ଚି ବଡଦାଣ୍ଡ ରେ ବୁଲୁଥିବା ପାଞ୍ଚଶହ ଗାଈ, ବଳଦ, ଷଣ୍ଢ ସୁରକ୍ଷିତ ଅବସ୍ଥାରେ ଖାଦ୍ୟ ଖାଇ ସୁରକ୍ଷିତ ଅଛନ୍ତି l ଏହାଦେଖି ଏହାର ପରିଚାଳକ ବିଷ୍ଣୁ ଚରଣ ପଣ୍ଡାଙ୍କ ସହିତ ଆଲୋଚନା କରି ବୁଝିଲେ ଯେ ବିଷ୍ଣୁ ଚରଣ ଙ୍କ କହିବାନୁସାରେ ଆଜିକା ସମାଜରେ ସାଧାରଣ ଜନତା ନିଜର ସଉକ ମେଣ୍ଟନ କରିବାପାଇଁ ଦାମିକା କୁକୁର ପାଳିବା ସହିତ ପ୍ରବଳ ଟଙ୍କା ଖର୍ଚକରି ରୋଗ କିଣୁଛନ୍ତି l ମୋର ସେମାନଙ୍କୁ ନିବେଦନ ଘରେ ଗୋଟିଏ ଗୋଟିଏ ଗୋମାତା ରଖି ପ୍ରତିଦିନ ପଚାଶ ଟଙ୍କା ଖର୍ଚ୍ଚ କରନ୍ତୁ ପ୍ରତିଦିନ ଆପଣଙ୍କ ଘରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା ଲକ୍ଷ୍ମୀ ଠାକୁରାଣୀ ଆବିର୍ଭାବ ହେବେ l

2 hrs ago
user_Manoj kumar baliyarsingh
Manoj kumar baliyarsingh
ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by Manoj kumar baliyarsingh
    3
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    14 min ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    1 hr ago
  • Olden Warriors Play, Kerela.
    1
    Olden Warriors Play, Kerela.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • Post by Utkal sib
    1
    Post by Utkal sib
    user_Utkal sib
    Utkal sib
    ସାମ୍ବାଦିକ ରଣପୁର, ନୟାଗଡ଼, ଓଡ଼ିଶା•
    1 hr ago
  • nuapata word no 04 bmc
    1
    nuapata word no 04 bmc
    user_DIBYA PATTANAIK REAL ESTATE BUSINESSES
    DIBYA PATTANAIK REAL ESTATE BUSINESSES
    ମଞ୍ଚେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    23 hrs ago
  • କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।
    4
    କଟକ ର ଜଣେ ଯୁବକ ଙ୍କୁ ହତ୍ୟା କାଣ୍ଡ। କଣ ପାଈଁ ଘଟିଛି ଏ ନେଇ ତଦନ୍ତ କରୁଛି ପୋଲିସ୍। ଘଟଣା ସ୍ଥଳ ରୁ ମେଡିକାଲ ଆଣିବା ପରେ ଜଣା ପଡିଥିଲା ଯୁବକ ଙ୍କ ର ମୃତ୍ୟୁ ଘଟିଛି।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    2 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.