Shuru
Apke Nagar Ki App…
ଏକୋଇଶି ଚାଷୀଙ୍କୁ ନ୍ୟାୟ ମିଳିବ କେବେ? ପୁରୀଜିଲ୍ଲା ସମଙ୍ଗ ଗ୍ରାମପଞ୍ଚାୟତ ର ସିରେଇକୋଣା, ଉତ୍ତରକଣା, ତଳଜଙ୍ଘ ର ଚାଷୀ ଯୁବ କୃଷକ ନେତା ଶିବ ଜେନାଙ୍କ ନେତୃତ୍ୱ ରେ ଗତ ଜାନୁୟାରୀ ୧୨ ତାରିଖରେ ଏକ ଲିଖିତ ଅଭିଯୋଗ ପୁରୀ ଜିଲ୍ଲାପାଳ, ତହସିଲଦାର, WATCO ଅଧିକାରୀ ଙ୍କୁ ଦେବା ସହିତ ଜାନୁୟାରୀ ୨୯ ରେ ଆତ୍ମହୁତି ର ଧମକ ଦେଇଥିଲେ l ଏହି ଧମକ କୁ ଆଖିଆଗରେ ରଖି ଜିଲ୍ଲାପାଳ ଜାନୁୟାରୀ ୨୭ରେ ତହସିଲଦାର ଙ୍କୁ ସୀମା ନିର୍ଧାରଣ ପାଇଁ ପଠାଇଥିଲେ l ଚାଷୀମାନେ ଆତ୍ମହୁତି ରୁ ନିଜକୁ ନିବୃତ ରଖିଥିଲେ l ଆଜି ଚାଷୀମାନେ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିବାପରେ ଜିଲ୍ଲାପାଳ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ l
Manoj kumar baliyarsingh

More news from ଓଡ଼ିଶା and nearby areas
- Post by Manoj kumar baliyarsingh3
- Jay Jagannath 🙏1
- Olden Warriors Play, Kerela.1
- ତାଳଚେର ସରକାରୀ ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଧାରଣା ଦେଇଛନ୍ତି ଭୁବନେଶ୍ୱର PMG ଠାରେ ।।1
- Post by Gagan Bhoi1
- Post by Utkal sib1
- କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।1
- Post by Manoj kumar baliyarsingh4