Shuru
Apke Nagar Ki App…
कोलकाता: पश्चिम बंगाल की मुख्यमंत्री और TMC अध्यक्ष ममता बनर्जी पार्टी कार्यकर्ताओं के साथ बैठक करने के बाद रवाना हुईं। कोलकाता: पश्चिम बंगाल की मुख्यमंत्री और TMC अध्यक्ष ममता बनर्जी पार्टी कार्यकर्ताओं के साथ बैठक करने के बाद रवाना हुईं। पश्चिम बंगाल की सभी 294 विधानसभा सीटों के लिए वोटिंग दो फेज़ में होगी – 23 और 29 अप्रैल को – जिसमें क्रमशः 152 और 142 सीटों पर वोटिंग होगी। वोटों की गिनती 4 मई को होगी।
Anuj Shrma
कोलकाता: पश्चिम बंगाल की मुख्यमंत्री और TMC अध्यक्ष ममता बनर्जी पार्टी कार्यकर्ताओं के साथ बैठक करने के बाद रवाना हुईं। कोलकाता: पश्चिम बंगाल की मुख्यमंत्री और TMC अध्यक्ष ममता बनर्जी पार्टी कार्यकर्ताओं के साथ बैठक करने के बाद रवाना हुईं। पश्चिम बंगाल की सभी 294 विधानसभा सीटों के लिए वोटिंग दो फेज़ में होगी – 23 और 29 अप्रैल को – जिसमें क्रमशः 152 और 142 सीटों पर वोटिंग होगी। वोटों की गिनती 4 मई को होगी।
- Arun KumarAinthapali, Sambalpur😤6 days ago
More news from Sambalpur and nearby areas
- ଆଜି ଖଡ଼ିଛୁଆଁ କାର୍ଯ୍ୟକ୍ରମରେ କୁନି କୁନି ଭାଇ ଭଉଣୀମାନଙ୍କୁ ଭେଟିବାର ଏକ ସୁନ୍ଦର ସୁଯୋଗ ମିଳିଲା। ବିଦ୍ୟାଳୟକୁ ଯିବା ପାଇଁ ସେମାନଙ୍କ ମନରେ ଥିବା ଉତ୍ସାହ ଏବଂ ନୂଆ କିଛି ଶିଖିବାର ଆଗ୍ରହ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ। ସେମାନଙ୍କ ସହ କଥା ହେବା ବେଳେ ଅନୁଭବ କଲି ଯେ, ଏହି କୁନି କୁନି ଆଖିର ଅଜସ୍ର ସ୍ୱପ୍ନ ଗୁଡ଼ିକ ହିଁ ଆଗାମୀ ଦିନରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ନିଅଁ ଗଢ଼ିବ। ପିଲାମାନଙ୍କ ମୁହଁରେ ଖୁସି ଦେଖିଲେ ମନରେ ଏକ ଅପୂର୍ବ ଶାନ୍ତି ମିଳେ। ସେମାନଙ୍କ ସରଳ ହସ ଏବଂ ଅକୁଣ୍ଠିତ ମନର କଥା ମୋ ହୃଦୟକୁ ଛୁଇଁଗଲା। ତୁମେମାନେ ପଢ଼, ବଢ଼ ଏବଂ ନିଜ ସ୍ୱପ୍ନକୁ ସାକାର କର ; ମୋର ଆଶୀର୍ବାଦ ସବୁବେଳେ ତୁମମାନଙ୍କ ସହ ଅଛି। #ଖଡ଼ିଛୁଆଁ #ଓଡ଼ିଆପକ୍ଷ1
- SAMBALPUR MOBILE BUDHARAJA HIGH SCOOL COMPLEX, BUDHARAJA,SAMBALPUR CONTACT NO.7008904143 Zero down payment offer💥💥💥 2nd Hand iphone available with financ old mobile exchange credit card discount upto 10%1
- କୋଇଲା ବୋଜେଇ ପାଇଁ କୁଲଡା ମାଇନ୍ସ ଓ ଗର୍ଜନ ବାହାଲ ଓ ମନୋହର ପୁର କୋଇଲା ଖଣି ଠାରୁ ren କନିକା ସାୟଡିଙ୍ଗ ପର୍ଯ୍ୟନ୍ତ ବାୟ ପାସ ଓ ଫୋରଲାଇନ ରୋଡ଼ ତିଆରୀ ହୋଇଛି ଏହି ରାସ୍ତା ଦେଇ ରାତିମତ ଭାବରେ ସହ ସହ ସଂଖ୍ୟାରେ କୋଇଲାଟ୍ରକ ଯିବା ଆସିବା କରୁଅଛି ତାସହିତ ବସ ଦୁଇ ଚକିୟା ଚାରିଚକିୟା ଓ ଏମ୍ବୁଲେନ୍ସ ମଧ୍ୟ ଯିବା ଆସିବା କରୁଅଛି ହେଲେ ଲୋକଙ୍କ ପାଇଁ ସୁବିଧା ନହିଁ ଗର୍ଜନ ବାହାଲ ଠାରୁ କୁତାବଗା ଛକ ପର୍ଯନ୍ତ ସିଙ୍ଗଲ ରୋଡ଼ ଓଭର ଲୋଡିଙ୍ଗ ଟ୍ରକ ତ୍ରିପାଲ ଟିଏ ବନ୍ଧୁ ନାହାନ୍ତି କୋଇଲା ପଡୁଛି ଡଷ୍ଟ ଉଡ଼ୁଛି ରୋଡ଼ ସାଇଡରେ ଆସ ପାଉଡର ଗଦା ହୋଇଛି ରୋଡ଼ ରେ ଚାରି ପାଞ୍ଚ ଟା ଟ୍ରକ ବ୍ରେକଡାଉନ ଠିଆ ରହୁଛି ରୋଡ଼ ରୁଲସ ସିଗନାଲ ନାହିଁ ମାନୁନାହାନ୍ତି ଲୋକଙ୍କୁ ଯିବା ଆସିବାରେ ବହୁତ ଅସୁବିଧା ହେଉଅଛି ଏଥିରେ ସରକାରଙ୍କ ନଜର କିମ୍ବା ଦୃଷ୍ଟି ପଡିବା କଥା ଧନ୍ୟବାଦ ଜୟ ଯବାନ ଜୟ କିସାନ1
- ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀ ବେଲ ରେ ଜେଲ୍ ରୁ ଆସିବା ପରେ ନିଜ ଗାଁ କୋଟସମଲାଏ ରେ ଭବ୍ୟ ସ୍ଵାଗତ1
- Post by SonepurSambad1
- ସୁବର୍ଣ୍ଣପୁର ଜ଼ିଲ୍ଲା ଆମ ଆଦମୀ ପାର୍ଟି. ପ୍ରେସ ମିଟ ସୁବର୍ଣ୍ଣପୁର ଜ଼ିଲ୍ଲା ର ବୀରମହାରାଜପୁର pwd ib ରେ ଏକ ସାମ୍ବାଦିକ ସମ୍ବିଳନୀ କରାଯିବ, ବୀରମହାରାଜପୁର ଅଂଚଳରୁ ତଥା ମହାନଦୀ ଦୁର୍ଦୁରା ଘାଟ, କେଉଟିପାଲି ଘାଟ, ହରିହର ଯୋର ବାଗବର, କୃଷ୍ଣପାଲି ଏଭଳି ବେଆଇନ ଭାବରେ ବାଲି ମାଫିଆ ମାନେ, ଜ଼ିଲ୍ଲାପ୍ରଶାସନ ତଥା sp, mining officer, iic ସୁବଳୟା ବାଲି ମାଫିଆ ଙ୍କ ସହିତ ମଧୁଚନ୍ଦ୍ରିକା ଭାବ ରଖିଥିବାରୁ ବୀରମହାରାଜପୁର, ସୁବଳୟା ଅଂଚଳରୁ ବାଲି ଚୋରା ଚାଲାଣ ହେଉଥିବାରୁ ମହାନଦୀ ରୁ ପାଣି ଶୁଖିଯିବା ସହିତ ଅଞ୍ଚଳ ରେ ଥିବା ଅନେକ କୂପ ନଳକୂପ ରୁ ପାଣି ସୁଖୀ ଯାଉଛି ଏବଂ ରାଜସ୍ବ ହାନି ମଧ୍ୟ ହେଉଛି l ତେଣୁ କରି ପ୍ରତିବାଦ କରିବା ସହିତ ନିରବଦ୍ରଷ୍ଟା ସାଜିଥିବା ଅଧିକାରୀ ଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲା ରୁ ବଦଳି କରିବା ସକାଶେ ଆସନ୍ତା ତା -6/4/2026 ସୋମବାର ସକାଳ 6ଟା ସମୟରୁ ଦିନ 2 ଟା ପର୍ଯ୍ୟନ୍ତ ବୀରମହାରାଜପୁର ର ସମସ୍ତ ସରକାରୀ ବେସରକାରୀ କାର୍ୟ୍ଯlଳୟ, ଶିକ୍ଷ୍lନୁଷ୍ଠାନ, ଦୈନିକ ଦୁକାନବଜ଼ାର, ଦୁଇ ଚକିଆ ଚାରି ଚକିଆ ଜାନ ବାହାନ, ଜରୁରୀ କାଳୀନ ସେବା ଯୋଗାଉଥିବା ଓ ଜରୁରୀ ପରିସ୍ଥିତି କୁ ଛାଡି,ବାକି ସମସ୍ତ ବନ୍ଦ ରହିବା କୁ ନିବେଦନ କରା ଯାଉଛି l କାରଣ ଯଦି ଆମେ ବେଳ ଥାଉ ଥାଉ ସଜାଗ ନ ହେବା ଆଗାମୀ ଦିନରେ ପାଣି, ଓ ବାଲି ର ଶଙ୍କଟ ହେବ ସେତେ ବେଳକୁ ନେଡିଗୋଡ କୋହଣୀକୁ ବୋହି ଯାଇଥିବ l ତେଣୁ ଅଂଚଳର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ବ୍ୟବସାୟୀ ଏହି ବନ୍ଦ ଡାକରା କୁ ସମ୍ପୂର୍ଣ ଭାବରେ ସହଯୋଗ କରି ସଫଳ କରିବା ଓ ଓଡିଶା ସରକାର ଙ୍କୁ ବାର୍ତ୍ତା ଦେବା ଯେ ମହାନଦୀ କୁ ସୁରକ୍ଷା କଲେ ଆମରି ରକ୍ଷା ହେବ ବୋଲି ଜଣାଇ ଦେବା l ବିନୀତ ଆମ ଆଦମୀ ପାର୍ଟି ସୁବର୍ଣ୍ଣପୁର ଜ଼ିଲ୍ଲା ସଭାପତି ଓ କମିଟି l1
- Post by Sonepur news khulasa1
- हिमाचल प्रदेश के रोहतांग दर्रे में भारी बर्फबारी। बर्फ के कारण यात्रियों को आवाजाही में हुई तकलीफ देखें तस्वीरें।#HimachalPradesh #SnowFall1