Shuru
Apke Nagar Ki App…
39th Annual Function Of Belpahar English Medium School, Belpahar 39th Annual Function Of Belpahar English Medium School, Belpahar
Soubhagya Ranjan Sahu
39th Annual Function Of Belpahar English Medium School, Belpahar 39th Annual Function Of Belpahar English Medium School, Belpahar
More news from Sambalpur and nearby areas
- प्रधानमंत्री Narendra Modi जी का बंगाल में ‘झालमुड़ी ब्रेक’ - जनता से जुड़ाव और #VocalforLocal का भावपूर्ण प्रतीक।1
- ରେମୁଣା ଛତ୍ରପୁର ଠାରେ ଥିବା ଏକ ଖଳି ଦନା ଗୋଡାଉନ୍ ରେ ଅଗ୍ନିକାଣ୍ଡ କ୍ଷୟକ୍ଷତିର ଏ ପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ସଂଗ୍ରହ ହୋଇ ପାରିନାହିଁ ।1
- ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଦିନକୁ ଦିନ ତାତି ବୃଦ୍ଧି ପାଉଛି। ଜମନକିରା ବ୍ଲକ୍ ୨୧ ଗୋଟି ପଞ୍ଚାୟତ ର ଗ୍ରାମାଞ୍ଚଳ ରେ ପିଇବା ପାଣି ସମସ୍ୟା ଉଦବେଗ ଜନକ ସ୍ଥିତି ରେ ପହଂଚିଛି। ଗ୍ରାମାଞ୍ଚଳ ଲୋକେ ଗାଧୁଆ ପାଧୁଆ ଠାରୁ ଆରମ୍ଭ କରି ପାନୀୟ ଜଳ ସଂଗ୍ରହ ପର୍ଯ୍ୟନ୍ତ କେବଳ ନଳକୂଅ ଉପରେ ନିର୍ଭର କରି ଚଲୁଛନ୍ତି। ଜିଲ୍ଳା ପ୍ରଶାସନ ପକ୍ଷରୁ ଉତ୍କଟ ପାନୀୟ ଜଳାଭାବ ରୋକିବାକୁ ଜଳଛତ୍ର ମାନ ଖୋଲି ଉଦ୍ୟମ କରୁଥିଲେ ହେଁ ଏହାର ସ୍ଥାୟୀ ମୁକାବିଲା ହୋଇପାରୁନାହିଁ।1
- Post by SONEPUR NEWS1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ:୧୯/୦୪/୨୬, ରବିବାର ସଂଦ୍ଧ୍ୟା ୭ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । Ajira Samachaar Mob- 63729661271
- Post by Sonepur news khulasa1
- କଂଗ୍ରେସ ମହିଳା ସଶକ୍ତିକରଣ ବିରୋଧୀ @narendramodi @BJP4Odisha @BJP4India @CMO_Odisha @PMOIndia #NarendraModi #Congress #WomenReservationBill2026କଂଗ୍ରେସ ମହିଳା ସଶକ୍ତିକରଣ ବିରୋଧୀ @narendramodi @BJP4Odisha @BJP4India @CMO_Odisha @PMOIndia #NarendraModi #Congress #WomenReservationBill20261
- ବେଲପାହାଡ଼ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟ ର ୩୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ନିଜସ୍ଵ ଷ୍ଟେଡିୟମ ରେ ଶୁକ୍ରବାର ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ଟିଆର ଏଲ କ୍ରୋଶାକି ରିଫ୍ରେକ୍ଟୋରିଜ ଲିମିଟେଡ଼ ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବରେ ଶ୍ରୀମତି ଅନିତା ନାଏକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ମୂଖ୍ୟ ଅତିଥି ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ମାତା ପିତା ଓ ଗୁରୁ ମାନଙ୍କୁ ସବୁବେଳେ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବାପାଇଁ ଉପଦେଶ ଦେଇଥିଲେ । ବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ସଭାପତିତ୍ୱ କରିଥିବା ବେଳେ ନିଜ ବକ୍ତବ୍ୟ ରେ ବିଦ୍ୟାଳୟ ର ଉନ୍ନତୀ ମୂଳକ କାର୍ଯ୍ୟକ୍ରମ "ପ୍ରଗତି" ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଅମ୍ବରିଶ ଘୋଷ ସ୍ୱାଗତ ଭାଷଣ ଉପସ୍ଥାପନା କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ପିଙ୍କି ଭଟ୍ଟାଚାର୍ଯ୍ୟି ଓ ଶୁଭଶ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ବିଜୟ କୁମାର ଗୌଡ଼ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ । ଶେଷରେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଗତବର୍ଷ କାଉନସିଲ ପରୀକ୍ଷାରେ ଭକ୍ତୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ର ବିଭାଶ କୁମାର ନାୟକ କୁ ଟିଆରଏଲ କ୍ରୋଶାକି ଏକ୍ସଲେନ୍ସ ଆୱାର୍ଡ ଏବଂ ଓମ୍ ଶ୍ରୀବାସ୍ତବ କୁ ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଗତ ବର୍ଷ କାଉନସିଲ ପରୀକ୍ଷାରେ ଦଶମ ଶ୍ରେଣୀରେ ପ୍ରଥମ ହୋଇଥିବା ଶୌରଭ ଅଗ୍ରୱାଲ, ଦ୍ୱିତୀୟ ବିଭାଶ ନାୟକ ଓ ତୃତୀୟ ଅନସିରାଜ ସିଂ, ଦ୍ଵାଦଶ ଶ୍ରେଣୀ ପାଇଁ ବିଜ୍ଞାନ ରେ ଅନିକେତ ଚୌବେ, କ୍ରିଶ ଗୁପ୍ତା, ଆର୍ୟନ କୁମାର ଓ ଅନୁସ୍କା ପ୍ରଧାନ ବାଣିଜ୍ୟ ରେ ବୁଶ୍ରା ବାନୋ , ଆଦିତି ଇପ୍ସିତା, ଇଶାନ ଶୁକ୍ଳା ପୁରସ୍କୃତ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଶୁନି ରାଣୀ ପଣ୍ଡା, ସୁନନ୍ତ ପଣ୍ଡା, ହମିଦ କୁମାର ମହାପାତ୍ର, ରୁବି ଡାନିଏଲ, ପିଙ୍କି ଭଟ୍ଟାଚାର୍ଯ୍ୟି, ସୀମା ସାହୁ ଓ ଏମ ଡି ସାହିଦ ଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ଓ ପ୍ରଂଶସା କରିଥିଲେ ।4
- Post by SONEPUR NEWS1