logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜନ ଗଣନା କରିବାକୁ ଯାଇ ଶିକ୍ଷକଙ୍କ ମୃର୍ତ୍ୟୁ ଅଭିଯୋଗ l ମୃତ ଶିକ୍ଷକ ଜଣକ ହେଲେ ବମରାଜ ଗାଁର ବଂଶୀଧର ଭୋଇ l

2 hrs ago
user_SONEPUR NEWS
SONEPUR NEWS
ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
2 hrs ago

ଜନ ଗଣନା କରିବାକୁ ଯାଇ ଶିକ୍ଷକଙ୍କ ମୃର୍ତ୍ୟୁ ଅଭିଯୋଗ l ମୃତ ଶିକ୍ଷକ ଜଣକ ହେଲେ ବମରାଜ ଗାଁର ବଂଶୀଧର ଭୋଇ l

More news from ଓଡ଼ିଶା and nearby areas
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ:୧୯/୦୪/୨୬, ରବିବାର ସଂଦ୍ଧ୍ୟା ୭ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । Ajira Samachaar Mob- 6372966127
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । 
ତାରିଖ:୧୯/୦୪/୨୬, ରବିବାର  ସଂଦ୍ଧ୍ୟା ୭ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । Ajira Samachaar Mob- 6372966127
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ ବିକ୍ରମ ମହାରଣା(ବିକି)ଙ୍କ ସାଙ୍ଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
    1
    ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ 
ବିକ୍ରମ ମହାରଣା(ବିକି)ଙ୍କ ସାଙ୍ଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • *ତତଲାଗଡ ରୂପେ ପରିଚିତ ଟିଟିଲାଗଡ ରେ ଜଳ ସଙ୍କଟ, ଡିସେମ୍ବର ସୁଦ୍ଧା ଜଳ ଯୋଗାଣ ହୋଇ ପାରିବନି,ଜିଲ୍ଲା ମୁଖ୍ୟ ଅଧିକାରୀ ଗଗନ କୁମାର କିସାନ ଙ୍କ ସ୍ପଷ୍ଟି କରଣ* *ବଲାଙ୍ଗୀର/ଟିଟିଲାଗଡ,ପାଣି ଟୋପେ ପାଇଁ ଲୋକେ ଯାହା ହୁଅନ୍ତୁ, ଡିସେମ୍ବର ମାସ ପୂର୍ବରୁ ଆମେ କିଛି କରି ପାରିବୁନି, ଏଭଳି ବୟାନ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଜଳ ଓ ପରିମଳ ବିଭାଗ ଅଧିକାରୀ ଗଗନ କୁମାର କିସାନ* *୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ତତଲାଗଡ ରୂପେ ଚିର ପରିଚିତ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ଆସୁଥିବା ବେଳେ ପୂର୍ବରୁ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଦିଆଯାଇଥିଲା*। *ଏପରିକି ଖୋଦ୍ ବିଭାଗୀୟ ମନ୍ତ୍ରୀ ଗସ୍ତ କରି ଆସି ପୂର୍ବରୁ ସବୁ ଘରକୁ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ଆମ କ୍ୟାମେରା ସାମ୍ନା ରେ ଦେଇ ଥିବା ବେଳେ ତାହା କାର୍ଯ୍ୟକାରୀ ହୋଇ ପାରିନି* । *ଏବେ କିଭଳି ଏହି ଗ୍ରୀଷ୍ମ ଋତୁ ଦୁଇ, ତିନି ମାସ ଚାଲିଯାଉ ଭାବି ବିଭାଗୀୟ ଅଧିକାରୀ ଠୁଁ ଶାସକ ଦଳ ନେତା,ମନ୍ତ୍ରୀ ନୀରବ ରହିଛନ୍ତି* । *ଅପର ପକ୍ଷ ରେ ଗ୍ରାମବାସୀ ମାନେ କ୍ୟାମେରା ସାମ୍ନା ରେ କହି,କହି ଆଉ କିଛି ଲାଭ ନାହିଁ କହି ଗଣ ମାଧ୍ୟମ ଉପରେ ଭରସା ତୁଟେଇ ନିରାଶ ଅଛନ୍ତି* *ଏ ନେଇ ପୂର୍ବତନ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଏକ ପ୍ରେସ ମିଟ କରି କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ତାଙ୍କ ସରକାର ନିର୍ମାଣ କରିଥିବା ଓଭର ହେଡ଼ ଟ୍ୟାଙ୍କ ମାନଙ୍କୁ ଏତେ ଦିନ ଶାସନ କାଳରେ ପାଣି ଯୋଗାଇ ନ ପାରିବା ଓ କେବଳ ପିସି କାରବାର ରେ ବ୍ୟସ୍ତ ବୋଲି ପ୍ରକାଶ କରିଥିଲେ* *ଲୋକେ ପାଣି ନ ପାଇ ଏବେ କରିବେ କଣ ଚାନ୍ଦା ଆଦାୟ କରି ଟ୍ୟାଙ୍କର ଓ ବୋତଲ ପାଣି କେତେ ଦିନ ବ୍ୟବହାର କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି* *ସରକାରୀ ଅଧିକାରୀ ସଠିକ୍ ସମୟ ରେ ନିଜ କାର୍ଯ୍ୟ ସମ୍ପାଦନ ନ କଲେ ତାଙ୍କ ବିରୋଧ ରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ନିୟମ ଥିବା ବେଳେ କାର୍ଯ୍ୟ କାରି କରାଯାଉ ନାହିଁ ବୋଲି ବିଭିନ୍ନ ମହଲ ରେ ଉଦ୍ ଦେଗ ପ୍ରକାଶ ପାଇଛି* *ତିନି ଥର ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଙ୍ଘ ତରଫ ରୁ ଏକ ଟିମ୍ ଗଠନ କରି ଭୁବନେଶ୍ୱର ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଅଧିକାରୀ ଙ୍କୁ ଅଭିଯୋଗ କରି ସୁଦ୍ଧା କୌଣସି ସୁଫଳ ମିଳିନାହିଁ* *ଏବେ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଏଭଳି ଖାମ,ଖିଆଲ ମନୋଭାବ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି*
    1
    *ତତଲାଗଡ ରୂପେ ପରିଚିତ ଟିଟିଲାଗଡ ରେ ଜଳ ସଙ୍କଟ, ଡିସେମ୍ବର ସୁଦ୍ଧା ଜଳ ଯୋଗାଣ ହୋଇ ପାରିବନି,ଜିଲ୍ଲା ମୁଖ୍ୟ ଅଧିକାରୀ ଗଗନ କୁମାର କିସାନ ଙ୍କ ସ୍ପଷ୍ଟି କରଣ*
*ବଲାଙ୍ଗୀର/ଟିଟିଲାଗଡ,ପାଣି ଟୋପେ ପାଇଁ ଲୋକେ ଯାହା ହୁଅନ୍ତୁ, ଡିସେମ୍ବର ମାସ ପୂର୍ବରୁ ଆମେ କିଛି କରି ପାରିବୁନି, ଏଭଳି ବୟାନ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଜଳ ଓ ପରିମଳ ବିଭାଗ ଅଧିକାରୀ ଗଗନ କୁମାର କିସାନ* 
*୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ତତଲାଗଡ ରୂପେ ଚିର ପରିଚିତ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ଆସୁଥିବା ବେଳେ ପୂର୍ବରୁ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଦିଆଯାଇଥିଲା*। *ଏପରିକି ଖୋଦ୍ ବିଭାଗୀୟ ମନ୍ତ୍ରୀ ଗସ୍ତ କରି ଆସି  ପୂର୍ବରୁ ସବୁ ଘରକୁ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ଆମ କ୍ୟାମେରା ସାମ୍ନା ରେ ଦେଇ ଥିବା ବେଳେ ତାହା କାର୍ଯ୍ୟକାରୀ ହୋଇ ପାରିନି* । *ଏବେ କିଭଳି ଏହି ଗ୍ରୀଷ୍ମ ଋତୁ ଦୁଇ, ତିନି ମାସ ଚାଲିଯାଉ ଭାବି ବିଭାଗୀୟ ଅଧିକାରୀ ଠୁଁ ଶାସକ ଦଳ ନେତା,ମନ୍ତ୍ରୀ ନୀରବ ରହିଛନ୍ତି* । 
*ଅପର ପକ୍ଷ ରେ ଗ୍ରାମବାସୀ ମାନେ କ୍ୟାମେରା ସାମ୍ନା ରେ କହି,କହି ଆଉ କିଛି ଲାଭ ନାହିଁ କହି ଗଣ ମାଧ୍ୟମ ଉପରେ ଭରସା ତୁଟେଇ ନିରାଶ ଅଛନ୍ତି* 
*ଏ ନେଇ ପୂର୍ବତନ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଏକ ପ୍ରେସ ମିଟ କରି କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ତାଙ୍କ ସରକାର ନିର୍ମାଣ କରିଥିବା ଓଭର ହେଡ଼ ଟ୍ୟାଙ୍କ ମାନଙ୍କୁ ଏତେ ଦିନ ଶାସନ କାଳରେ ପାଣି ଯୋଗାଇ ନ ପାରିବା ଓ କେବଳ ପିସି କାରବାର ରେ ବ୍ୟସ୍ତ ବୋଲି ପ୍ରକାଶ କରିଥିଲେ*
*ଲୋକେ ପାଣି ନ ପାଇ ଏବେ କରିବେ କଣ ଚାନ୍ଦା ଆଦାୟ କରି ଟ୍ୟାଙ୍କର ଓ ବୋତଲ ପାଣି କେତେ ଦିନ ବ୍ୟବହାର କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି*
*ସରକାରୀ ଅଧିକାରୀ ସଠିକ୍ ସମୟ ରେ ନିଜ କାର୍ଯ୍ୟ ସମ୍ପାଦନ ନ କଲେ ତାଙ୍କ ବିରୋଧ ରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ନିୟମ ଥିବା ବେଳେ କାର୍ଯ୍ୟ କାରି କରାଯାଉ ନାହିଁ ବୋଲି ବିଭିନ୍ନ ମହଲ ରେ ଉଦ୍ ଦେଗ ପ୍ରକାଶ ପାଇଛି*
*ତିନି ଥର ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଙ୍ଘ ତରଫ ରୁ ଏକ ଟିମ୍ ଗଠନ କରି ଭୁବନେଶ୍ୱର ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଅଧିକାରୀ ଙ୍କୁ ଅଭିଯୋଗ କରି ସୁଦ୍ଧା କୌଣସି ସୁଫଳ ମିଳିନାହିଁ*
*ଏବେ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଏଭଳି ଖାମ,ଖିଆଲ ମନୋଭାବ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି*
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    1 hr ago
  • ବୌଦ୍ଧ ଜିଲ୍ଲାରେ ଆଜି କଂଗ୍ରେସ ଦଳର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି। ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁଙ୍କୁ ଟାଉନ୍ ହଲ୍ ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
    1
    ବୌଦ୍ଧ ଜିଲ୍ଲାରେ ଆଜି କଂଗ୍ରେସ ଦଳର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି। ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁଙ୍କୁ ଟାଉନ୍ ହଲ୍ ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    3 hrs ago
  • ଜମନକିରା ବ୍ଲକର ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ 'ସିଡ଼ି ଅନୁଷ୍ଠାନ' ଏବଂ 'ଜଷ୍ଟ ରାଇଟ ଫର ଚିଲଡ୍ରେନ'ର ମିଳିତ ସହଯୋଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗକୁ ଆସୁଥିବା ଅକ୍ଷୟ ତୃତୀୟା ସମୟରେ ବାଲ୍ୟ ବିବାହର ସମ୍ଭାବନାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସତର୍କତା ବୃଦ୍ଧି କରିବା ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। 📍 ମୁଖ୍ୟ ଆଲୋଚନା: ✅ ବାଲ୍ୟ ବିବାହ ପ୍ରତିରୋଧ ଆଇନ ଓ ଏହାର କୁପରିଣାମ। ✅ ଗ୍ରାମାଞ୍ଚଳରେ ଅଙ୍ଗନବାଡି କର୍ମୀ ଓ ICDS ସୁପରଭାଇଜରଙ୍କ ସକ୍ରିୟ ଭୂମିକା। ✅ ଘଟଣା ସମ୍ପର୍କରେ ରିପୋର୍ଟ କରିବା ପାଇଁ ସରଳ ବ୍ୟବସ୍ଥା। ଅତିଥି: ଡାକ୍ତର ରାଜାରାମ ଷଢଙ୍ଗୀ (CWC ସଦସ୍ୟ), ଡା. ହରିଶ୍ଚନ୍ଦ୍ର ବାଘ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ। ସମାଜରୁ ଏହି କୁପ୍ରଥାକୁ ଦୂର କରିବା ପାଇଁ ଆସନ୍ତୁ ସଂକଳ୍ପ ନେବା। ବାଲ୍ୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଲେ ତୁରନ୍ତ ୧୦୯୮ (Childline) କୁ କଲ୍ କରନ୍ତୁ।
    1
    ଜମନକିରା ବ୍ଲକର ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ 'ସିଡ଼ି ଅନୁଷ୍ଠାନ' ଏବଂ 'ଜଷ୍ଟ ରାଇଟ ଫର ଚିଲଡ୍ରେନ'ର ମିଳିତ ସହଯୋଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗକୁ ଆସୁଥିବା ଅକ୍ଷୟ ତୃତୀୟା ସମୟରେ ବାଲ୍ୟ ବିବାହର ସମ୍ଭାବନାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ସତର୍କତା ବୃଦ୍ଧି କରିବା ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି।
📍 ମୁଖ୍ୟ ଆଲୋଚନା:
✅ ବାଲ୍ୟ ବିବାହ ପ୍ରତିରୋଧ ଆଇନ ଓ ଏହାର କୁପରିଣାମ।
✅ ଗ୍ରାମାଞ୍ଚଳରେ ଅଙ୍ଗନବାଡି କର୍ମୀ ଓ ICDS ସୁପରଭାଇଜରଙ୍କ ସକ୍ରିୟ ଭୂମିକା।
✅ ଘଟଣା ସମ୍ପର୍କରେ ରିପୋର୍ଟ କରିବା ପାଇଁ ସରଳ ବ୍ୟବସ୍ଥା।
ଅତିଥି: ଡାକ୍ତର ରାଜାରାମ ଷଢଙ୍ଗୀ (CWC ସଦସ୍ୟ), ଡା. ହରିଶ୍ଚନ୍ଦ୍ର ବାଘ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ।
ସମାଜରୁ ଏହି କୁପ୍ରଥାକୁ ଦୂର କରିବା ପାଇଁ ଆସନ୍ତୁ ସଂକଳ୍ପ ନେବା। ବାଲ୍ୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଲେ ତୁରନ୍ତ ୧୦୯୮ (Childline) କୁ କଲ୍ କରନ୍ତୁ।
    user_Hemanta bhainsa
    Hemanta bhainsa
    Local News Reporter ସମ୍ବଲପୁର (M), ସମ୍ବଲପୁର, ଓଡ଼ିଶା•
    3 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.