ଡିସେମ୍ବର ୩୧ ପୂର୍ବରୁ ତତଲାଗଡ କୁ ପାନୀୟ ଜଳ ଯୋଗାଣ ହେବନି ଜିଲ୍ଲା ମୁଖ୍ୟ ଅଧିକାରୀ *ତତଲାଗଡ ରୂପେ ପରିଚିତ ଟିଟିଲାଗଡ ରେ ଜଳ ସଙ୍କଟ, ଡିସେମ୍ବର ସୁଦ୍ଧା ଜଳ ଯୋଗାଣ ହୋଇ ପାରିବନି,ଜିଲ୍ଲା ମୁଖ୍ୟ ଅଧିକାରୀ ଗଗନ କୁମାର କିସାନ ଙ୍କ ସ୍ପଷ୍ଟି କରଣ* *ବଲାଙ୍ଗୀର/ଟିଟିଲାଗଡ,ପାଣି ଟୋପେ ପାଇଁ ଲୋକେ ଯାହା ହୁଅନ୍ତୁ, ଡିସେମ୍ବର ମାସ ପୂର୍ବରୁ ଆମେ କିଛି କରି ପାରିବୁନି, ଏଭଳି ବୟାନ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଜଳ ଓ ପରିମଳ ବିଭାଗ ଅଧିକାରୀ ଗଗନ କୁମାର କିସାନ* *୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ତତଲାଗଡ ରୂପେ ଚିର ପରିଚିତ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ଆସୁଥିବା ବେଳେ ପୂର୍ବରୁ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଦିଆଯାଇଥିଲା*। *ଏପରିକି ଖୋଦ୍ ବିଭାଗୀୟ ମନ୍ତ୍ରୀ ଗସ୍ତ କରି ଆସି ପୂର୍ବରୁ ସବୁ ଘରକୁ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ଆମ କ୍ୟାମେରା ସାମ୍ନା ରେ ଦେଇ ଥିବା ବେଳେ ତାହା କାର୍ଯ୍ୟକାରୀ ହୋଇ ପାରିନି* । *ଏବେ କିଭଳି ଏହି ଗ୍ରୀଷ୍ମ ଋତୁ ଦୁଇ, ତିନି ମାସ ଚାଲିଯାଉ ଭାବି ବିଭାଗୀୟ ଅଧିକାରୀ ଠୁଁ ଶାସକ ଦଳ ନେତା,ମନ୍ତ୍ରୀ ନୀରବ ରହିଛନ୍ତି* । *ଅପର ପକ୍ଷ ରେ ଗ୍ରାମବାସୀ ମାନେ କ୍ୟାମେରା ସାମ୍ନା ରେ କହି,କହି ଆଉ କିଛି ଲାଭ ନାହିଁ କହି ଗଣ ମାଧ୍ୟମ ଉପରେ ଭରସା ତୁଟେଇ ନିରାଶ ଅଛନ୍ତି* *ଏ ନେଇ ପୂର୍ବତନ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଏକ ପ୍ରେସ ମିଟ କରି କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ତାଙ୍କ ସରକାର ନିର୍ମାଣ କରିଥିବା ଓଭର ହେଡ଼ ଟ୍ୟାଙ୍କ ମାନଙ୍କୁ ଏତେ ଦିନ ଶାସନ କାଳରେ ପାଣି ଯୋଗାଇ ନ ପାରିବା ଓ କେବଳ ପିସି କାରବାର ରେ ବ୍ୟସ୍ତ ବୋଲି ପ୍ରକାଶ କରିଥିଲେ* *ଲୋକେ ପାଣି ନ ପାଇ ଏବେ କରିବେ କଣ ଚାନ୍ଦା ଆଦାୟ କରି ଟ୍ୟାଙ୍କର ଓ ବୋତଲ ପାଣି କେତେ ଦିନ ବ୍ୟବହାର କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି* *ସରକାରୀ ଅଧିକାରୀ ସଠିକ୍ ସମୟ ରେ ନିଜ କାର୍ଯ୍ୟ ସମ୍ପାଦନ ନ କଲେ ତାଙ୍କ ବିରୋଧ ରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ନିୟମ ଥିବା ବେଳେ କାର୍ଯ୍ୟ କାରି କରାଯାଉ ନାହିଁ ବୋଲି ବିଭିନ୍ନ ମହଲ ରେ ଉଦ୍ ଦେଗ ପ୍ରକାଶ ପାଇଛି* *ତିନି ଥର ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଙ୍ଘ ତରଫ ରୁ ଏକ ଟିମ୍ ଗଠନ କରି ଭୁବନେଶ୍ୱର ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଅଧିକାରୀ ଙ୍କୁ ଅଭିଯୋଗ କରି ସୁଦ୍ଧା କୌଣସି ସୁଫଳ ମିଳିନାହିଁ* *ଏବେ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଏଭଳି ଖାମ,ଖିଆଲ ମନୋଭାବ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି*

- *ତତଲାଗଡ ରୂପେ ପରିଚିତ ଟିଟିଲାଗଡ ରେ ଜଳ ସଙ୍କଟ, ଡିସେମ୍ବର ସୁଦ୍ଧା ଜଳ ଯୋଗାଣ ହୋଇ ପାରିବନି,ଜିଲ୍ଲା ମୁଖ୍ୟ ଅଧିକାରୀ ଗଗନ କୁମାର କିସାନ ଙ୍କ ସ୍ପଷ୍ଟି କରଣ* *ବଲାଙ୍ଗୀର/ଟିଟିଲାଗଡ,ପାଣି ଟୋପେ ପାଇଁ ଲୋକେ ଯାହା ହୁଅନ୍ତୁ, ଡିସେମ୍ବର ମାସ ପୂର୍ବରୁ ଆମେ କିଛି କରି ପାରିବୁନି, ଏଭଳି ବୟାନ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଜଳ ଓ ପରିମଳ ବିଭାଗ ଅଧିକାରୀ ଗଗନ କୁମାର କିସାନ* *୫୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ତତଲାଗଡ ରୂପେ ଚିର ପରିଚିତ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଇ ଆସୁଥିବା ବେଳେ ପୂର୍ବରୁ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଦିଆଯାଇଥିଲା*। *ଏପରିକି ଖୋଦ୍ ବିଭାଗୀୟ ମନ୍ତ୍ରୀ ଗସ୍ତ କରି ଆସି ପୂର୍ବରୁ ସବୁ ଘରକୁ ପାନୀୟ ଜଳ ଯୋଗାଣ ପ୍ରତିଶ୍ରୁତି ଆମ କ୍ୟାମେରା ସାମ୍ନା ରେ ଦେଇ ଥିବା ବେଳେ ତାହା କାର୍ଯ୍ୟକାରୀ ହୋଇ ପାରିନି* । *ଏବେ କିଭଳି ଏହି ଗ୍ରୀଷ୍ମ ଋତୁ ଦୁଇ, ତିନି ମାସ ଚାଲିଯାଉ ଭାବି ବିଭାଗୀୟ ଅଧିକାରୀ ଠୁଁ ଶାସକ ଦଳ ନେତା,ମନ୍ତ୍ରୀ ନୀରବ ରହିଛନ୍ତି* । *ଅପର ପକ୍ଷ ରେ ଗ୍ରାମବାସୀ ମାନେ କ୍ୟାମେରା ସାମ୍ନା ରେ କହି,କହି ଆଉ କିଛି ଲାଭ ନାହିଁ କହି ଗଣ ମାଧ୍ୟମ ଉପରେ ଭରସା ତୁଟେଇ ନିରାଶ ଅଛନ୍ତି* *ଏ ନେଇ ପୂର୍ବତନ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଏକ ପ୍ରେସ ମିଟ କରି କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ତାଙ୍କ ସରକାର ନିର୍ମାଣ କରିଥିବା ଓଭର ହେଡ଼ ଟ୍ୟାଙ୍କ ମାନଙ୍କୁ ଏତେ ଦିନ ଶାସନ କାଳରେ ପାଣି ଯୋଗାଇ ନ ପାରିବା ଓ କେବଳ ପିସି କାରବାର ରେ ବ୍ୟସ୍ତ ବୋଲି ପ୍ରକାଶ କରିଥିଲେ* *ଲୋକେ ପାଣି ନ ପାଇ ଏବେ କରିବେ କଣ ଚାନ୍ଦା ଆଦାୟ କରି ଟ୍ୟାଙ୍କର ଓ ବୋତଲ ପାଣି କେତେ ଦିନ ବ୍ୟବହାର କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି* *ସରକାରୀ ଅଧିକାରୀ ସଠିକ୍ ସମୟ ରେ ନିଜ କାର୍ଯ୍ୟ ସମ୍ପାଦନ ନ କଲେ ତାଙ୍କ ବିରୋଧ ରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ନିୟମ ଥିବା ବେଳେ କାର୍ଯ୍ୟ କାରି କରାଯାଉ ନାହିଁ ବୋଲି ବିଭିନ୍ନ ମହଲ ରେ ଉଦ୍ ଦେଗ ପ୍ରକାଶ ପାଇଛି* *ତିନି ଥର ଜିଲ୍ଲା ଆଦିବାସୀ କଲ୍ୟାଣ ମହା ସଙ୍ଘ ତରଫ ରୁ ଏକ ଟିମ୍ ଗଠନ କରି ଭୁବନେଶ୍ୱର ମୁଖ୍ୟ ମନ୍ତ୍ରୀ ତଥା ବିଭାଗୀୟ ମୁଖ୍ୟ ଅଧିକାରୀ ଙ୍କୁ ଅଭିଯୋଗ କରି ସୁଦ୍ଧା କୌଣସି ସୁଫଳ ମିଳିନାହିଁ* *ଏବେ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଏଭଳି ଖାମ,ଖିଆଲ ମନୋଭାବ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି*1
- ପ୍ରଭୁ ଶ୍ରୀ ଗଣେଶଙ୍କ ଆର୍ଶୀବାଦରେ ଟିଟିଲାଗଡ଼ ସହରରେ ଏକ ଭବ୍ୟ ଗଣେଶ ମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀ ଗଣେଶଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୦ରେ ଅଧିବାସ ପର୍ବରୁ ଆରମ୍ଭ ହେବ l ଏହି ମହାନ ଧର୍ମାନୁଷ୍ଠାନରେ ସହଭାଗୀ ହୋଇପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି l ଆଜି ନୂତନ ମନ୍ଦିର ପରିସରରେ ଟିଟିଲାଗଡ଼ ନାଗରିକ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢ଼ୀ, ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା, ସନ୍ତୋଷ ପ୍ରଧାନ, ଶୁଭ୍ରାଂଶୁ ଦାଶ, କବି ଟିକେଲାଲ ବେହେରାଙ୍କ ଗହଣରେ ସହରର ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତାଙ୍କ ସହ ପ୍ରସ୍ତୁତି ବୈଠକରେ କଳସ ଯାତ୍ରା, ଶ୍ରୀ ଗଣେଶ ମନ୍ଦିର ପ୍ରତିଷ୍ଠା, ୨୪ ପ୍ରହରୀ ନାମଯଜ୍ଞ, ଆନନ୍ଦ ବଜାର ଆଦି ଭବ୍ୟ ଭାବରେ ଆୟୋଜନ ପାଇଁ ସମସ୍ତ ସହରବାସୀ ସମ୍ପୂର୍ଣ୍ଣ ଭାବରେ ସହଯୋଗ ପାଇଁ ନିଜ ସମ୍ମତ୍ତି ପ୍ରଦାନ କରିଥିବାରୁ ସଭିଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି l1
- Post by SONEPUR NEWS1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ:୧୯/୦୪/୨୬, ରବିବାର ସଂଦ୍ଧ୍ୟା ୭ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । Ajira Samachaar Mob- 63729661271
- Post by Sonepur news khulasa1
- ସୁବର୍ଣ୍ଣପୁର: ବୀରମହାରାଜପୁର ଗୁଳିକାଣ୍ଡରେ ମୃତ ବିକ୍ରମ ମହାରଣା(ବିକି)ଙ୍କ ସାଙ୍ଗ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।1
- ରାଜନଗର ଠାରେ ବିଜୁ ପଟ୍ଟନାୟକ ଙ୍କ ୨୯ ତମ ତିରୋଧାନ ଦିବସ ପାଳିତ1
- Post by SONEPUR NEWS1