Shuru
Apke Nagar Ki App…
ଟାଙ୍ଗରି ପଡ଼ା ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନିଷ୍ଠିତ। ନୂଆପଡ଼ା-୧୯/୨ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଶିର୍ଲି କ୍ଲଷ୍ଟର ଅନ୍ତର୍ଗତ ଟାଙ୍ଗରି ପଡ଼ା ଉପ୍ରା ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପ୍ରଦୀପ କର ଅଧ୍ୟକ୍ଷତା ରେ ଆୟୋଜିତ୍ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ବହୁ ଆଡମ୍ବର ସହ ପାଳନ ହୋଇଯାଇଛି l ସଭାରେ ପୂର୍ବତନ ସରପଞ୍ଚ ଭରତ ବେହେରା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ବୈଷ୍ଣବ ଦୁରିଆ,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ବିଶିକେସନ ପଣ୍ଡା ଓ ଜଗତରାମ ଦଣ୍ଡସେନା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି କମଳ ଦଲ,ଜିତେନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥାଇ ନିଜ ନିଜ ଅଭିଭାଷଣ ରଖିଥିଲେ l ଉପରୋକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଗଣ ଲିଙ୍ଗରାଜ ବେହେରା, ଛନ୍ଦାଚରଣ ନିହାଲ ଓ ଚନ୍ଦ୍ରଶେଖର କରୁଆଁ ସହଯୋଗ କରିଥିଲେ।
Surendra Tiwari

More news from ଓଡ଼ିଶା and nearby areas
- ଘଣ୍ଟେଶ୍ୱରୀ ଜଙ୍ଗଲ ଭିତରେ ମାଁ ବନଦୂର୍ଗା ମନ୍ଦିର: ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ମୁଖ୍ୟ ସମସ୍ୟା !1
- ଭାଙ୍ଗିଲା ସୁନା-ରୁପାର ଅହଙ୍କାର: ହାଇ ଲେବୁଲରୁ ଚାନ୍ଦି ଲକ୍ଷେ ୮୦ ହଜାର ଶସ୍ତା1
- Post by Jay kala _ jay Kalinga1
- କଳାହାଣ୍ଡି: ଗତ ବିଲମ୍ବିତ ରାତିରେ ଭବାନୀପାଟଣା ସହର ରେ ଗୁଳିକାଣ୍ଡ।ଦୁଇ ମାଉଜର ପିସ୍ତଲ ଜବତ ସହ ତିନିଜଣ ଯୁବକ କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ଟାଉନଥାନା ପୋଲିସ।ମଦ୍ୟପ ଯୁବକ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ ଘଟାଇଥିବା ସୂଚନା।1
- ବନ୍ଧଡ଼ିହ ଠାରେ ଚବିଶ ପ୍ରହରୀ ନାମ ସଂକୀର୍ତନ ଅନୁଷ୍ଠିତ l ଖାଲି ଭିଜୁଆଲ ପକାଇବେ, ମୋର ଫଟୋ ତଳେ ଦେବେ l1
- ରାଇଘର ବ୍ଲକ କୁନ୍ଦାଇ ପଂଚାୟତ ଅଧିକାରୀ ନିଜ ଅଫିସ ରେ ତାଲା ପକା ଇଲେ ଗ୍ରାମବାସୀ1
- Post by Surendra Tiwari1
- ବେଲଖଣ୍ଡି ରେ ଶିବରାତ୍ରୀ1
- ଗୋ ଚାଲାଣ କରୁଥିବା ବେଲେ ବଜରଙ୍ଗ ଦଳ ଉଦ୍ଧାର କରି ପୋଲିସ ହାତେ ଜିମାଦେଲେ ।1